ରାଜ୍ୟ ମହିଳା ଭଲିବଲ ଆରମ୍ଭ
ବୌଦ୍ଧ,୯ା୧୨ ( ଅଜିତ କୁମାର ବାରିକ): ରାଜ୍ୟ ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ ଓ ଜିଲା କ୍ରୀଡା ସଂଘ ସହଯୋଗରେ ୭୦ତମ ରାଜ୍ୟ ମହିଳା ଭଲିବଲ ପ୍ରତିଯୋଗିତା ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସମ୍ପର୍କ…
ଦୀପ୍ ରଞ୍ଜନଙ୍କୁ ସ୍ବର୍ଣ୍ଣ; ସୁଚିତ୍ରା, ଜୟନ୍ତୀଙ୍କୁ ରୌପ୍ୟ
ଭୁବନେଶ୍ୱର, ୯।୧୨(ତପନ ସ୍ବାଇଁ): ଥାଇଲାଣ୍ଡର ନାଖୋନ ରାଚାସୀମାରେ ଓ୍ବାଲର୍ଡ ଆବିଲିଟି ସ୍ପୋର୍ଟ ଗେମ୍ସ ଶୁକ୍ରବାର ଉଦ୍ଯାପିତ ହୋଇଛି। ଏଥିରେ ଭାରତ ୩୬ ସ୍ବର୍ଣ୍ଣ, ୩୨ ରୌପ୍ୟ ଓ ୩୫ ବ୍ରୋଞ୍ଜ ସହ ମୋଟ ୧୦୩ଟି ପଦକ ହାସଲ କରି ଦ୍ୱିତୀୟ ସ୍ଥାନରେ…
କଟକରେ ପୁଣି ବିଡବ୍ଲ୍ୟୁଏଫ୍ ଟୁର୍ ସୁପର-୧୦୦
କଟକ,୯ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ରାଜ୍ୟ ବ୍ୟାଡ୍ମିଣ୍ଟନ ପ୍ରେମୀମାନଙ୍କୁ ପୁଣି ଥରେ ଅନେକ ତାରକା ଖେଳାଳିଙ୍କୁ ଦେଖିବାର ସୁଯୋଗ ମିଳିବ। କାରଣ କଟକରେ ପୁଣି ଥରେ ଆୟୋଜନ ହେବାକୁ ଯାଉଛି ଏସିଆ ମହାଦେଶର ଅନ୍ୟତମ ମର୍ଯ୍ୟାଦାଜନକ ଟୁର୍ନାମେଣ୍ଟ ବିଡବ୍ଲ୍ୟୁଏଫ ଟୁର୍ ସୁପର-୧୦୦। ଆସନ୍ତା ୧୨…
ଓଡ଼ିଶାର ଆହାନ ନଂ.୧
ଭୁବନେଶ୍ୱର,୯।୧୨(ତପନ ସ୍ବାଇଁ): ଓଡ଼ିଶାର ପ୍ରତିଭାସମ୍ପନ୍ନ ବାଳିକା ଟେନିସ ଖେଳାଳି ଆହାନ ସର୍ବଭାରତୀୟ ଟେନିସ ଆସୋସିଏଶନ(ଏଆଇଟିଏ)ର ୧୪ ବର୍ଷରୁ କମ୍ ବର୍ଗରେ ନମ୍ବର ଓ୍ବାନ ହେବାର ଗୌରବ ଅର୍ଜନ କରିଛନ୍ତି। ନିକଟରେ ଏଆଇଟିଏ ପକ୍ଷରୁ ପ୍ରକାଶିତ ର଼୍ୟାଙ୍କିଙ୍ଗ୍ରେ ଆହାନ ୧୨୫୯.୨୫ ପଏଣ୍ଟ ପାଇ…
ଅହମଦାବାଦ ପିଚ୍କୁ ଆଭରେଜ୍ ମାନ୍ୟତା ଦେଲା ଆଇସିସି: ଖେଳାଯାଇଥିଲା ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲ ମ୍ୟାଚ୍
ନୂଆଦିଲ୍ଲୀ,୮ା୧୨: ନଭେମ୍ବର ୧୯ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମର ଯେଉଁ ପିଚ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ୍ ଫାଇନାଲ ମ୍ୟାଚ ଖେଳାଯାଇଥିଲା, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତାହାକୁ ଆଭରେଜ ମାନ୍ୟତା ଦେଇଛି। ତେବେ ଆଇସିସି ମ୍ୟାଚ ରେଫରି…
କୋରିଆକୁ ହରାଇଲା ଭାରତ
ସାଣ୍ଟିଆଗେ,୮ା୧୨: ଜୁନିୟର ମହିଳା ହକି ବିଶ୍ୱକପ୍ରେ ୯ମରୁ ୧୨ତମ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚରେ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ ସହ କୋରିଆକୁ ୩-୧ ଗୋଲ୍ରେ ପରାସ୍ତ କରିଛି। ଭାରତର ରୋପନି କୁମାରୀ (୨୩ତମ ମିନିଟ), ମମ୍ତାଜ ଖାଁ (୪୪ତମ) ଓ ଅନ୍ନୁ…
ଆଇପିଏଲ୍ ୨୦୨୪ରେ ଚମକିବେ ଓଡ଼ିଶାର ଏହି ଖେଳାଳି, ନିଲାମ ପାଇଁ ପଞ୍ଜିକରଣ କଲେ ଏତିକି…
ନୂଆଦିଲ୍ଲୀ, ୮।୧୨: ଇଣ୍ଡିଆନ ପ୍ରିମିଅର ଲିଗ ୨୦୨୪ (ଆଇପିଏଲ୍)ରେ ଚମକିବେ ଓଡ଼ିଶା ଖେଳାଳି। ଡିସେମ୍ବର ୧୯ ତାରିଖରେ ଆଇପିଏଲ୍ ନିଲାମୀ ପାଇଁ ଓଡିଶାରୁ ୧୬ ଖେଳାଳି ପଞ୍ଜିକୃତ କରିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ମିଳିଛି। ସମସ୍ତ ଖେଳାଳିଙ୍କର ମୂଳ…
ଗମ୍ଭୀରଙ୍କ ଉପରେ ଅଭିଯୋଗ କରି ନିଜେ ଫସିଲେ ଶ୍ରୀସନ୍ଥ, ମିଳିଲା ନୋଟିସ
ନୂଆଦିଲ୍ଲୀ,୮।୧୨: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏବଂ ଏସ୍. ଶ୍ରୀସନ୍ଥଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନୂଆମୋଡ ନେଇଛି। ଉଭୟ ଖେଳାଳି ୨୦୦୭ ଟି୨୦ ବିଶ୍ୱକପ୍ ଏବଂ ୨୦୧୧ ଦିନିକିଆ କ୍ରିକେଟ ଜିତିଥିବା ଟିମ୍ ଇଣ୍ଡିଆର ସଦସ୍ୟ ଥିଲେ। ଏବେ ଦୁହେଁ…
୩ ମାସ ପରେ ମଇଦାନକୁ ଫେରିଲେ ପୃଥ୍ବୀ ଶ’, ନେଟ୍ ଅଭ୍ୟାସ କରୁଥିବା ଭିଡିଓ କଲେ ଶେୟାର
ନୂଆଦିଲ୍ଲୀ,୮।୧୨: ଭାରତୀୟ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀରେ ନେଟ୍ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ମଇଦାନକୁ ଫେରିବାର ଅଦ୍ଭୁତ ଅନୁଭୂତି…
ଡବ୍ଲ୍ୟୁପିଏଲ୍ କମିଟି ଗଠନ: ଖୁବ ଶୀଘ୍ର ଘୋଷଣା ହେବ ତାରିଖ, ଭେନ୍ୟୁ
ନୂଆଦିଲ୍ଲୀ,୮ା୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୮ଜଣ ସଦସ୍ୟ ବିଶିଷ୍ଟ ଓମେନ୍ସ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍) କମିଟି ଗଠନ କରିଛି। ବିସିସିଆଇ ସଭାପତି ରୋଜର ବିନ୍ନିଙ୍କୁ ଡବ୍ଲ୍ୟୁପିଏଲ୍ର ଅଧ୍ୟକ୍ଷ କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଏହାର ଆବାହକ କରାଯାଇଛି। କମିଟିର ଅନ୍ୟ…
ବିଶ୍ୱକପ୍ ଫାଇନାଲରେ ଏହି କାରଣ ଯୋଗୁ ହାରିଛି ଭାରତ, ଆଇସିସି କଲା ବଡ଼ ଖୁଲାସା
ନୂଆଦିଲ୍ଲୀ,୮।୧୨: ବିଶ୍ୱକପ୍ ଶେଷ ହେବାର ପ୍ରାୟ ୧୯ ଦିନ ବିତିଗଲାଣି। ବର୍ତ୍ତମାନ ଏହାକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ, ଟିମ ଇଣ୍ଡିଆ ଯେଉଁ ପିଚ୍ରେ ଅଷ୍ଟ୍ରେଲିଆ ବିଫକ୍ଷରେ ଫାଇନାଲ ମୁକାବିଲା ଖେଳିଥିଲା, ତାହାକୁ ଅନ୍ତର୍ଜାତୀୟ କ୍ରିକେଟ…
ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିପାରନ୍ତି ବିରାଟ କୋହଲି: ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ,୮।୧୨: ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ରୁ ବିରାଟ କୋହଲିଙ୍କୁ ବାଦ ଦିଆଯାଇପାରେ ଏବଂ ଟିମ ଇଣ୍ଡିଆ ତୃତୀୟ ସ୍ଥାନରେ ଇଶାନ କିଶାନଙ୍କୁ ସୁଯୋଗ ଦେଇପାରେ। ଇଶାନ କିଶନ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା, ଏହି…
Archives


