ଖେଳ

ଟିମ୍‌ ଇଣ୍ଡିଆ ତ ଦୂରର କଥା, ଏବେ ମୁମ୍ବାଇ ଟିମ୍‌ରେ ବି ସୁଯୋଗ ମିଳି ନ ପାରେ…

ନୂଆଦିଲ୍ଲୀ,୨୭।୨: ସମୟ ଥିଲା ଯେତେବେଳେ ଅଜିଙ୍କ୍ୟ ରାହାନେ ଟିମ୍‌ ଇଣ୍ଡିଆ ବ୍ୟାଟିଂର ପ୍ରମୁଖ ଅଂଶ ଥିଲେ। ମଧ୍ୟକ୍ରମରେ ଉଲ୍ଲେଖନୀୟ ବ୍ୟାଟିଂ କରି ସେ ଅନେକ ମ୍ୟାଚ୍‌ ଜିତାଇଥିଲେ। ଏହି କାରଣରୁ ତାଙ୍କୁ ଟେଷ୍ଟ ଟିମ୍‌ର ଅଧିନାୟକ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ସମୟରେ…

ସିରିଜ ହାରିଯିବା ସତ୍ତ୍ୱେ ନିଜର ପ୍ରଶଂସା କରି ଚର୍ଚ୍ଚାରେ ଷ୍ଟୋକ୍ସ

ନୂଆଦିଲ୍ଲୀ,୨୭।୨: ଭାରତ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା। ହେଲେ ରୋହିତଙ୍କ ଯୁବ ବିଗ୍ରେଡ୍‌ ଇଂଲଣ୍ଡ ଟିମ୍‌ର ଆଶା ଧୂଳିସାତ କରିଦେଇଛନ୍ତି। ବେଜବଲ୍‌କୁ ନେଇ ଦୁନିଆରେ ଦବ୍‌ଦବା ହାସଲ କରିଥିବା ଇଂଲଣ୍ଡ ଟିମ୍‌ ଭାରତରେ ଟେଷ୍ଟ…

ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୨୭।୨: ହାଇଦ୍ରାବାଦରେ ପରାଜୟ ପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଦଳ ବିଶାଖାପାଟଣା, ରାଜକୋଟ ଏବଂ ରାଞ୍ଚି ଟେଷ୍ଟରେ ଇଲଂଣ୍ଡକୁ ପରାସ୍ତ କରିଥିଲା। ଫଳରେ ଦଳ ଟେଷ୍ଟ ସିରିଜରେ ୩-୧ରେ ଆଗୁଆ ହୋଇଛି। ତେବେ…

ଆଇପିଏଲ୍‌ ପୂର୍ବରୁ ନିଜ ପ୍ରଶଂସକଙ୍କୁ ଖୁସିଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୭।୨: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍‌ ୨୦୨୪ ପୂର୍ବରୁ ନିଜର ଆଘାତକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଏହି ବ୍ୟାଟ୍ସମ୍ୟାନ୍‌ ଇନଷ୍ଟାଗ୍ରାମରେ ଏ ନେଇ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ସୁସ୍ଥ ହେବା ଲାଗି କରୁଥିବା…

ପୂର୍ବତନ ଖେଳାଳି ଦେଲେ ବଡ ବୟାନ, କହିଲେ ଟିମ ଇଣ୍ଡିଆର ପରବର୍ତ୍ତୀ ଧୋନୀ ହେଉଛନ୍ତି ରୋହିତ

ନୂଆଦିଲ୍ଲୀ,୨୭।୨: ନିକଟରେ ରାଞ୍ଚିରେ ଖେଳାଯାଇଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୧ ଅଗ୍ରଣୀ ହାସଲ କରିଛି। ବିରାଟ କୋହଲି ଏହି ସିରିଜରେ ଖେଳୁନାହାଁନ୍ତି। କୋହଲିଙ୍କ ପରି ଜଣେ…

୭୮ ବର୍ଷରେ ପ୍ରଥମ ଥର ପାଇଁ ୨ ବ୍ୟାଟ୍ସମ୍ୟାନ ରଚିଲେ ଇତିହାସ: ବିଶ୍ୱ କ୍ରିକେଟ ଚକିତ

ନୂଆଦିଲ୍ଲୀ, ୨୭।୨: ରଣଜୀ ଟ୍ରଫିରେ ନମ୍ବର ୧୦ ଏବଂ ନମ୍ବର ୧୧ରେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ଐତିହାସିକ ପ୍ରଦର୍ଶନ କରିଛନ୍ତି। ତନୁଷ କୋଟିୟାନ ଏବଂ ତୁଷାର ଦେଶପାଣ୍ଡେ ୧୦ ନମ୍ବର ଏବଂ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିବା ପରେ…

ଆଇପିଏଲ ୨୦୨୪ ପୂର୍ବରୁ ବଡ଼ ଖବର: ଏବେ ଏହି ଗ୍ରାଉଣ୍ଡରେ ଖେଳିବ ଶିଖର ଧାଓ୍ବନଙ୍କ ପଞ୍ଜାବ କିଙ୍ଗ୍ସ

ନୂଆଦିଲ୍ଲୀ,୨୭।୨: ଆଇପିଏଲ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଏହି ସିଜିନ୍‌ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଛି । ତେବେ ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୭ ଦିନର ଏକ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଆଇପିଏଲର…

କାହିଁକି କାନ୍ଦି କାନ୍ଦି ବିଦାୟ ନେଲେ ନ୍ୟୁଜିଲ୍ୟାଣ୍ଡର ଏହି କ୍ରିକେଟର

ନୂଆଦିଲ୍ଲୀ,୨୭।୨: ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ନିଲ ୱାଗନର୍‌ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। ଶେଷରେ ସେ ତାଙ୍କର ୧୨ ବର୍ଷର କ୍ୟାରିୟର ଶେଷ କରିବାକୁ କଠିନ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟ ଖେଳିବା…

ଅଧିନାୟକଙ୍କ କଥା ମାନିଲେନି, ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ଚମକାଇଲେ କୂଲଦୀପ

ରାଞ୍ଚି,୨୭।୨: ରାଞ୍ଚିରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ଇନିଂସରେ ୪୬ ରନର ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଇଂଲଣ୍ଡ ଚତୁର୍ଥ ଟେଷ୍ଟ ହାରିଥିଲା। ରବିଚନ୍ଦ୍ରନ ଅଶ୍ୱିନ ଏବଂ କୁଲଦୀପ ଯାଦବଙ୍କ ସାଂଘାତିକ ବୋଲିଂ ଯୋଗୁ…

ଟିମ ଇଣ୍ଡିଆ ଖେଳାଳିଙ୍କୁ ମାଲାମାଲ କରିବ ବିସିସିଆଇ, ଦରମା ବଢିବା ସହ ମିଳିବ ବୋନସ

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ଟେଷ୍ଟ ଏବଂ ଘରୋଇ ସିରିଜ ପରିବର୍ତ୍ତେ ଇଣ୍ଡିଆନ ପ୍ରିମିୟର ଲିଗ ଉପରେ ଅଧିକ ଧ୍ୟାନ ଦିଅନ୍ତି । ଟିମ ଇଣ୍ଡିଆର ଖେଳାଳିଙ୍କ ବିରୋଧରେ ଏହି ଅଭିଯୋଗ ଅନେକ ଥର କରାଯାଇଛି। ବର୍ତ୍ତମାନ ବିସିସିଆଇ…

ଝିଅକୁ ନେଇ ଲଞ୍ଚ ଡେଟ୍‌ରେ ଗଲେ ବିରାଟ, ଲଣ୍ଡନରେ ବାପା-ଝିଅଙ୍କ ଫଟୋ ଭାଇରାଲ

ଲଣ୍ଡନ, ୨୭।୨: କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରେ ଖୁସିର ପରିବେଶ ଅଛି। ନିକଟରେ ଏହି ଅଭିନେତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅନୁଷ୍କା ଲଣ୍ଡନରେ ପୁଅ ଅକାୟଙ୍କୁ ଜନ୍ମ ଦେଇଛନ୍ତି।…

ସ୍କୁଟି ଆରୋହୀଙ୍କୁ ଉଠାଇ କଚାଡି ଦେଲା ମଇଁଷି: ଦେଖନ୍ତୁ ଭୟଙ୍କର ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ମଇଁଷି ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ, ସାଧାରଣତଃ ଶାନ୍ତ ଦେଖାଯାଉଥିବା ମଇଁଷି କିପରି ଭୟଙ୍କର ରୂପ ନିଏ ତାହା ଦେଖବାକୁ ମିଳିଛି। ଗାଈ, ମଇଁଷି ଏବଂ ଷଣ୍ଢ ରାସ୍ତାରେ ରାସ୍ତାରେ ବୁଲୁଥିବା ସାଧାରଣ କଥା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?