ଖେଳ

ହୋଇପାରେ ଆଇପିଏଲ ନ ଖେଳିପାରନ୍ତି କୋହଲି, ପରିହାସ କଲେ ଗାଭାସ୍କର

ରାଞ୍ଚି,୨୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରୁ ବିରାଟ କୋହଲି ବାହାରେ ଅଛନ୍ତି। ପ୍ରଥମେ ସେ ଏହି ୫ ମ୍ୟାଚ ଟେଷ୍ଟ ସିରିଜର ଦୁଇଟି ମ୍ୟାଚ ମଧ୍ୟରୁ ବାଦ ପଡିଥିଲେ ଏବଂ ପରେ ଶେଷ ତିନୋଟି ମ୍ୟାଚ ପାଇଁ…

ସନ୍ୟାସ ଘୋଷଣା କଲେ ଏହି ଖେଳଳି

ନୂଆଦିଲ୍ଲୀ,୨୭।୨: ୨୯ ଫେବୃଆରୀରୁ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟି ମ୍ୟାଚ ଟେଷ୍ଟ ସିରିଜ ଖେଳାଯିବ । ଏଥିପାଇଁ ନ୍ୟୁଜିଲ୍ୟାଣ୍ଡ ପ୍ଲେ-୧୧ ଘୋଷଣା କରିଛି। କିନ୍ତୁ ଏଥିରେ ନିଲ ୱାଗନର୍‌ଙ୍କୁ ସାମିଲ କରାଯାଇନାହିଁ। ୱାଗନର୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।…

ରାଜନେତଙ୍କ ପୁଅକୁ ଗାଳି କରିବାରୁ ମୋ ଅଧିନାୟକ ପଦ ଗଲା:ସଙ୍ଗୀନ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌

ହାଇଦ୍ରାବାଦ୍‌,୨୭।୨: ଭାରତୀୟ ବ୍ୟାଟ୍ସମ୍ୟାନ ହନୁମା ବିହାରୀ ଆନ୍ଧ୍ରପ୍ରଦେଶ କ୍ରିକେଟ ଆସୋସିଏସନ (ଏସିଏ) ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି , ଆନ୍ଧ୍ରପ୍ରଦେଶ କ୍ରିକେଟରେ ରାଜନୈତିକ ହସ୍ତକ୍ଷେପ ଚରମ ସୀମାରେ ରହିଛି ଏବଂ ସେଥିପାଇଁ ତାଙ୍କୁ ଦଳର ଅଧିନାୟକ ପଦରୁ…

ଭାରତକୁ ମିଳିଲା ଡବଲ୍‌ ଖୁସି: ରୋହିତ୍‌ ବ୍ରିଗେଡ କଲେ ବଡ଼ କମାଲ

ନୂଆଦିଲ୍ଲୀ,୨୭।୨: ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲ ୨୦୨୩-୨୫ରେ ଉପରକୁ ଉଠିଛି। ରାଞ୍ଚି ଟେଷ୍ଟରେ ବିଜୟ ପରେ ପଏଣ୍ଟ ଟେବୁଲରେ ରୋହିତ…

ସଫଳ ହେଲା ଶାମିଙ୍କ ସର୍ଜରୀ, କଥା ଦେଲେ ଖୁବଶୀଘ୍ର ଫେରିବେ

ନୂଆଦିଲ୍ଲୀ,୨୭।୨: ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଗୋଇଠିରେ ଅସ୍ତ୍ରୋପଚାର କରାଯାଇଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫଟୋ ଶେୟାର କରି ତାଙ୍କ ଚିକିତ୍ସା ବିଷୟରେ ସୂଚନା ବାଣ୍ଟିଥିଲେ । ସଫଳ ଅସ୍ତ୍ରୋପଚାର ବିଷୟରେ ସୂଚନା ଦେଇ ଶାମି କହିଛନ୍ତି ଯେ…

ଧର୍ମଶାଳା ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଖେଳାଳିଙ୍କୁ ମିଳିଲା ୭ ଦିନିଆ ଛୁଟି

ରାଞ୍ଚି୨୬।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଧର୍ମଶାଳାରେ ମାର୍ଚ୍ଚ ୭ରୁ ଆରମ୍ଭ ହେବ। ଏହାପୂର୍ବରୁ ଭ୍ରମଣକାରୀ ଦଳକୁ ୭ଦିନ ଛୁଟି ମିଳୁଛି। ଏହି ସମୟରେ ଖେଳାଳିମାନେ ଦୁଇ ଭାଗରେ ବିଭକ୍ତ ହୋଇ ଚଣ୍ଡିଗଡ଼ ଓ…

ଦୀର୍ଘ ଦିନ ପରେ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନଭି ମୁମ୍ବାଇ,୨୬ା୨: ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋମବାର ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିଛନ୍ତି। ସେ ଦୀର୍ଘ ଦିନ ହେଲା ଆଘାତଜନିତ ସମସ୍ୟାରେ ଥିଲେ। ଡି-ଓ୍ବାଇ କ୍ରିକେଟ ଷ୍ଟାଡିିୟମରେ୍‌ ଭାରତ ପେଟ୍ରୋଲିୟମ୍‌ କର୍ପୋରେଶନ ଲିମିଟେଡ୍‌ ବିପକ୍ଷ ଏକ ମ୍ୟାଚରେ ରିଲାଏନ୍ସ ଓ୍ବାନ୍‌’ର ୨…

ରୋହିତ ଦେଲେ ବଡ଼ ବୟାନ, ଏହି ଖେଳାଳିଙ୍କ ପାଇଁ ଟିମ ଇଣ୍ଡିଆର ଦ୍ୱାର ବନ୍ଦ

ନୂଆଦିଲ୍ଲୀ,୨୬।୨: ଭବିଷ୍ୟତରେ ଟେଷ୍ଟ କ୍ରିକେଟରେ କେଉଁ ଖେଳାଳି ଭାରତ ପାଇଁ ଖେଳିବେ ତାହା ପ୍ରଶ୍ନର ଉତ୍ତର ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା। ରୋହିତ ଶର୍ମା ଏହା ସ୍ପଷ୍ଟ କରିଛନ୍ତି ଯେ, ଟିମ ଇଣ୍ଡିଆ କେବଳ ସେହି ଖେଳାଳିଙ୍କ ଉପରେ ବାଜି ଲଗାଇବ,…

ରାଞ୍ଚି ଟେଷ୍ଟରେ ହାରିବା ପରେ ନିରାଶ ଅଛନ୍ତି ବେନ ଷ୍ଟୋକ୍ସ, ମ୍ୟାଚ ପରେ କହିଲେ କେଉଁଠି ରହିଥିଲା ତ୍ରୁଟି

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟରେ ଇଂଲଣ୍ଡ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ତେବେ ଏହି ଟେଷ୍ଟରେ ଏପରି ଅନେକ ମୁହୂର୍ତ୍ତ ଥିଲା ଯେତେବେଳେ ଲାଗୁଥିଲା ଯେ ଇଂଲଣ୍ଡର ଦୃଢତା ଅଧିକ ଶକ୍ତିଶାଳୀ ହୋଇଛି, କିନ୍ତୁ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି।…

ଭାରତର ସିରିଜ୍‌ ବିଜୟ ପରେ ଏମିତି ପ୍ରତିକ୍ରିୟା ଦେଇ ହୃଦୟ ଜିତିଲେ ବିରାଟ କୋହଲି

ରାଞ୍ଚି,୨୬।୨: ଟିମ ଇଣ୍ଡିଆର ତାରକା କ୍ରିକେଟର ବିରାଟ କୋହଲି ଯୁବ ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷରେ ବିଜୟର ଶ୍ରେୟ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସିରିଜରୁ ବାହାରିଥିବା ବିରାଟ କୋହଲି କହିଛନ୍ତି, ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଟିମ ଇଣ୍ଡିଆକୁ ବିଜୟୀ…

ପିତା କାରଗିଲରେ ବନ୍ଧୁକ ଚଳାଇ, ପୁଅ ରାଞ୍ଚିରେ ରନ ବର୍ଷା କରି ରଖିଲେ ଭାରତ ମାତାର ଟେକ

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟରେ ଭାରତ ଜିତିଛି। ଏହି ଟେଷ୍ଟ ସହିତ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ ମ୍ୟାଚ ଟେଷ୍ଟ ସିରିଜ ମଧ୍ୟ ଟିମ ଇଣ୍ଡିଆ ନାଁରେ ହୋଇଗଲା। ସିରିଜର ମାତ୍ର ଚାରିଟି ମ୍ୟାଚ ପରେ ଟିମ ଇଣ୍ଡିଆ ୩-୧ରେ ଅଗ୍ରଣୀ ହାସଲ…

୨୨ ବର୍ଷୀୟ ଜଶସ୍ବୀ ଜୟସ୍ବାଲ କଲେ ‘ବିରାଟ’ ରେକର୍ଡ, ହେଲେ କୋହଲିଙ୍କ ସମକକ୍ଷ

ରାଞ୍ଚି,୨୬।୨: ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଜଶସ୍ବୀ ଜୟସ୍ବାଲ ୪୪ ବଲରେ ୩୭ ରନ ଖେଳିଥିଲେ। ଏହି ଇନିଂସ ସହ ସେ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସର୍ବାଧିକ ରନ ସଂଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?