ଖେଳ

ତୃତୀୟ ଦିନର ଖେଳ ଶେଷ: ଇଂଲଣ୍ଡକୁ ବିଜୟ ପାଇଁ ୩୩୨ ରନ, ଭାରତକୁ ୯ ଉଇକେଟ୍‌ ଆବଶ୍ୟକ

ବିଶାଖାପାଟନମ୍‌,୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି। ତୃତୀୟ ଇନିଂସରେ ଗୋଟିଏ ଉଇକେଟ ହରାଇ ଇଂଲଣ୍ଡ ୬୭ ରନ ସଂଗ୍ରହ କରିଛି। ଜିତିବା ପାଇଁ ଇଂଲଣ୍ଡ ଦଳକୁ ଆହୁରି ୩୩୨ ରନ…

ବ୍ରାଡମ୍ୟାନ-କୋହଲିଙ୍କୁ ଟପିଲେ ୱିଲିୟମସନ

ମାଉଣ୍ଟ ମାନୁଗନାଇ,୪।୨: ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ଟେଷ୍ଟ ସିରିଜ ରବିବାର ଆରମ୍ଭ ହୋଇଛି। ମାଉଣ୍ଟ ମାନୁଗନାଇରେ ଚାଲିଥିବା ଟେଷ୍ଟର ପ୍ରଥମ ଦିନରେ ଆଫ୍ରିକୀୟ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନୂତନ ଅଧିନାୟକ…

କୋହଲି-ଅନୁଷ୍କାଙ୍କ ମଧ୍ୟରେ କିଏ ସବୁଠୁ ଅଧିକ ଧନୀ

ବିରାଟ କୋହଲି ବିଶ୍ୱର ସବୁଠାରୁ ଧନୀ କ୍ରିକେଟର ତାଲିକାରେ ସାମିଲ ହୋଇଛି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୦୫୦ କୋଟି ଟଙ୍କା। ଏଥି ସହିତ ସେ ବିସିସିଆଇରୁ ବାର୍ଷିକ ୭ କୋଟି ଟଙ୍କା ପାଆନ୍ତି। ଏହା ବ୍ୟତୀତ ବିରାଟ ମଧ୍ୟ ଅନେକ…

ସ୍ବତନ୍ତ୍ର କ୍ଲବ୍‌ରେ ସାମିଲ ହେଲେ ଗିଲ୍‌

ବିଶାଖାପାଟନମ୍‌,୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଶୁବମନ ଗିଲ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସମାଲୋଚକମାନଙ୍କୁ ଚୁପ କରିଦେଇଛନ୍ତି। ସେ ଭାରତର ଦ୍ୱିତୀୟ ଇନିଂସରେ ଏକ ଚମତ୍କାର ଶତକ ହାସଲ କରିଥିଲେ।…

ବିଶାଖାପାଟଣା ଟେଷ୍ଟ ପୂର୍ବରୁ ଶୁବମନଙ୍କୁ ଦିଆଯାଇଥିଲା ଅଲଟିମେଟମ, ବଞ୍ଚାଇ ଦେଲା ଶତକ

ନୂଆଦିଲ୍ଲୀ, ୪।୨: ହାଇଦ୍ରାବାଦ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶୂନରେ ଆଉଟ ହେବା ପରେ ଶୁବମନ ଗିଲଙ୍କୁ ଅଲଟିମେଟମ ଦେଇଥିଲା ଟିମ୍ ମ୍ୟାନେଜମେଣ୍ଟ। ଭାରତୀୟ ଟେଷ୍ଟ ଟିମରେ ତିନି ନମ୍ବର ସ୍ଥାନ ବଞ୍ଚାଇ ରଖିବା ପାଇଁ ବିଶାଖାପାଟଣା ତାଙ୍କ ପାଇଁ ଶେଷ ସୁଯୋଗ…

ଭାରତ ୨୫୫ ରନରେ ଅଲଆଉଟ୍‌: ଇଂଲଣ୍ଡକୁ ୩୯୯ ରନର୍‌ ଟାର୍ଗେଟ୍‌

ବିଶାଖାପାଟନମ୍‌,୪।୨: ଦ୍ୱିତୀୟ ଇନିଂସରେ ଭାରତ ୨୫୫ ରନରେ ଅଲଆଉଟ୍‌ ହୋଇଛି। ରେହାନ ଅହମ୍ମଦ ଅଶ୍ୱିନଙ୍କୁ ଆଉଟ୍‌ କରି ଭାରତର ଇନିଂସ ଶେଷ କରିଥିଲେ। ବର୍ତ୍ତମାନ ମ୍ୟାଚ ଜିତିବା ପାଇଁ ଇଂଲଣ୍ଡର ୩୯୯ ରନ ଲକ୍ଷ୍ୟ ରହିଛି। ଏହି ଇନିଂସରେ ଭାରତ ପାଇଁ…

ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ଖୁସି ଖବର

ମାଉଣ୍ଟ ମାନୁଗନାଇ,୪।୨: ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ମାଉଣ୍ଟ ମାନୁଗନାଇରେ ଖେଳାଯାଉଛି। ଏହି ମ୍ୟାଚର ପ୍ରଥମ ଦିନର ଖେଳ ଶେଷ ହେବା ପୂର୍ବରୁ…

ଦ୍ୱିଶତକ ପରେ କାହାକୁ ‘ଫ୍ଲାଇଙ୍ଗ୍‌ କିସ୍‌’ ଦେଇଥିଲେ ଜୟସ୍ବାଲ: ନିଜେ କଲେ ଖୁଲାସା

ବିଶାଖାପାଟନମ୍‌,୪।୨: ପାଞ୍ଚ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଯଶସ୍ବ ଜୟସ୍ବାଲ ଭାରତ ପାଇଁ ଦ୍ୱିଶତକ ଅର୍ଜନ କରିଛନ୍ତି। ବିଶାଖାପାଟନମରେ ସେ ପ୍ରଥମ ଇନିଂସରେ ୨୦୯ ରନ ସଂଗ୍ରହ କରିଥିଲେ। ଜୟସ୍ବାଲ ଏହି ଦ୍ୱିଶତକ ପରେ ପଡ଼ିଆରେ ଏକ ଆକର୍ଷଣୀୟ ଢଙ୍ଗରେ ସେଲିବ୍ରେଶନ…

ଇଂଲଣ୍ଡକୁ ବଡ଼ ଝଟକା: ଆହତ ହୋଇ ପାଭିଲିୟନ ଫେରିଲେ ଜୋ ରୁଟ୍‌…

ବିଶାଖାପଟ୍ଟନମ,୪।୨ : ବିଶାଖାପଟ୍ଟନମ ଟେଷ୍ଟରେ ଟିମ ଇଣ୍ଡିଆ ଡ୍ରାଇଭିଂ ସିଟରେ ଅଛି ଏବଂ ପରିଦର୍ଶକ ଇଂଲଣ୍ଡର ସମସ୍ୟା ବଢ଼ିବାରେ ଲାଗିଛି। ଏହି ସମୟରେ ରବିବାର ଦିନ ଇଂଲଣ୍ଡ ଦଳ ପାଇଁ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ…

ଗିଲ୍‌ଙ୍କ ଶୁଭ ଶତକ, ଟିମ ଇଣ୍ଡିଆରେ ନିଜ ସ୍ଥାନ ସୁରକ୍ଷିତ କଲେ…

ବିଶାଖାପଟ୍ଟନମ,୪।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପଟ୍ଟନମର ଡକ୍ଟର ଓ୍ବାଇଏସରାଜଶେଖରା ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଆଜି ମ୍ୟାଚର ତୃତୀୟ ଦିନ। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ…

ସ୍ତ୍ରୀଙ୍କ ଚେହେରା ୮ ବର୍ଷ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ ଇରଫାନ ପଠାନ, ଏବେ ଭାଇରାଲ…

ନୂଆଦିଲ୍ଲୀ,୪।୨ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ତାଙ୍କ ବିବୃତ୍ତି କାରଣରୁ ଅନେକ ସମୟରେ ହେଡଲାଇନରେ ଥାଆନ୍ତି। ନିକଟରେ ଘରୋଇ କ୍ରିକେଟରେ ରନ ସ୍କୋର କରୁଥିବା ବ୍ୟାଟ୍ସମ୍ୟାନ ସରଫରାଜ ଖାନ ଟିମ ଇଣ୍ଡିଆରେ ସ୍ଥାନ ନ ପାଇବା ନେଇ ପ୍ରତିକ୍ରିୟା…

ପାରାଲିମ୍ପିକ୍ କମିଟିକୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩।୨: ଠିକ୍ ସମୟରେ ନିର୍ବାଚନ ପରିଚାଳନା କରିବାରେ ବିଫଳ ହେବାରୁ କ୍ରୀଡା ମନ୍ତ୍ରଣାଳୟ ଶନିବାର ଭାରତର ପାରାଲିମ୍ପିକ୍ କମିଟି(ପିସିଆଇ)କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି। ଏକ ବିବୃତ୍ତିରେ କ୍ରୀଡା ମନ୍ତ୍ରଣାଳୟ କହିଛି ଯେ ମାର୍ଚ୍ଚ ୨୮ ରେ ନିର୍ବାଚନ ଅନୁଷ୍ଠିତ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?