ବାପା ହେବା ପରେ ପ୍ରଥମଥର ପାଇଁ ନଜର ଆସିଲେ ବିରାଟ କୋହଲି
ଲଣ୍ଡନ,୨୧।୨: ବାପା ହେବା ପରେ ବିରାଟ କୋହଲି ପ୍ରଥମ ଥର ପାଇଁ ନଜର ହୋଇଛନ୍ତି। ବିରାଟ କୋହଲିଙ୍କ ଫଟୋ ଲଣ୍ଡନରୁ ଆସିଛି। ବିରାଟ କୋହଲି ଦୀର୍ଘ ଦିନ ହେବ ସୋସିଆଲ ମିଡିଆଠାରୁ ଦୂରରେ ରହିଥିଲେ। କିନ୍ତୁ ସୋସିଆଲ ମିଡିଆ ଜରିଆରେ ଫଟୋରେ…
ଲଗାତର ଦ୍ୱିଶତକ ପରେ ଯଶସ୍ବୀ ଜୟସ୍ବାଲଙ୍କୁ ଜବରଦସ୍ତ ଫାଇଦା: ଉପରକୁ ଉଠିଲେ
ନୂଆଦିଲ୍ଲୀ,୨୧।୧: ଟେଷ୍ଟ ର଼୍ୟାଙ୍କିଙ୍ଗରେ ଯଶସ୍ବୀ ଜୟସ୍ବାଲ ଉପରକୁ ଡେଇଁଛନ୍ତି। ଇଂଲଣ୍ଡ ବିପକ୍ଷରେ ଲଗାତାର ଦ୍ୱିଶତକ ହାସଲ କରିଥିବା ଜୟସ୍ବାଲ ର଼୍ୟାଙ୍କିଙ୍ଗରେ ୧୪ ସ୍ଥାନ ଉପରକୁ ଉଠିଛନ୍ତି। ସେ ଏବେ ସେ ବିଶ୍ୱର ୧୫ ତମ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହା ସହିତ…
ବିଶ୍ୱସ୍ତରୀୟ କ୍ରୀଡା କ୍ୟାମ୍ପସରେ ପରିଣତ ହେବ ବାରବାଟୀ ଷ୍ଟାଡିୟମ, ୬୦ ହଜାର ଦର୍ଶକ ବସିବାକୁ ରହିବ ବ୍ୟବସ୍ଥା
ଭୁବନେଶ୍ୱର,୨୧।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଏହି ସମୟରେ ରାଜ୍ୟରେ କ୍ରିକେଟ ବିକାଶ ସମ୍ପର୍କରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଭାପତି ପ୍ରଣବ ପ୍ରକାଶ ଦାସ ଏବଂ ଅନ୍ୟ ଅଧିକାରୀଙ୍କ…
ବିରୁଷ୍କାଙ୍କ ପୁଅଙ୍କୁ ଖାସ୍ ଅନ୍ଦାଜରେ ଆଶୀର୍ବାଦ ଦେଲେ ତେନ୍ଦୁଲକର
ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ତାଙ୍କର ଦ୍ୱିତୀୟ ସନ୍ତାନ ଆକୟଙ୍କୁ ସ୍ବାାଗତ କରିଛନ୍ତି। ଏହି ଦମ୍ପତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ନିଜର…
ଆଇପିଏଲ ୨୦୨୪ ପୂର୍ବରୁ ଆଫଗାନିସ୍ତାନର ଏହି ଖେଳାଳିଙ୍କୁ ୧୨ ମାସ ପାଇଁ ବ୍ୟାନ୍
ନୂଆଦିଲ୍ଲୀ,୨୧।୨: ଆଇପିଏଲ ୨୦୨୪ ପାଇଁ କାର୍ଯ୍ୟସୂଚୀ ଶୀଘ୍ର ଘୋଷଣା କରାଯାଇପାରେ। କିନ୍ତୁ ଏହାପୂର୍ବରୁ ଆଫଗାନିସ୍ତାନର ତାରକା ସ୍ପିନର ନୁର ଅହମ୍ମଦଙ୍କୁ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଟୁର୍ନାମେଣ୍ଟ ପୂର୍ବରୁ ନୁରଙ୍କ ଉପରେ ୧୨ ମାସର ବ୍ୟାନ୍ ଲଗାଯାଇଛି। ଆଇପିଏଲରେ ନୁର…
ରାହୁଲ ବାଦ୍ ପଡିବା ଏହି ଖେଳାଳିଙ୍କ ପାଇଁ ବରଦାନ, ରାଞ୍ଚି ଟେଷ୍ଟରେ ନିଜକୁ ପ୍ରମାଣ କରିବାର ଶେଷ ସୁଯୋଗ
ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ତିନୋଟି ମ୍ୟାଚ ଖେଳାଯାଇଛି। ଏହି ସିରିଜରେ ଭାରତୀୟ ୨-୧ରେ ଅଗ୍ରଣୀ ରହିଛି। ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଚତୁର୍ଥ ଟେଷ୍ଟ ୨୩ ଫେବୃଆରୀରୁ ରାଞ୍ଚିରେ ଅନୁଷ୍ଠିତ ହେବ…
ନେଟ୍ସରେ ୫୦୦ ବଲ୍ ଖେଳୁଥିଲେ ସର୍ଫରାଜ
ନୂଆଦିଲ୍ଲୀ,୨୧ା୨(ପି.ଟି.):ରାଜକୋଟରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପାଇଁ ପଦାର୍ପଣ କରିବା ସହ ନିଜ ପ୍ରଦର୍ଶନ ଜରିଆରେ ସଭିଙ୍କୁ ପ୍ରଭାବିତ କରିବାରେ ସମର୍ଥ ହୋଇଛନ୍ତି ସର୍ଫରାଜ ଖାଁ। ଦୀର୍ଘ ଦିନ ଧରି ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିବା ସହ…
ପଦକ ବିଜେତା ହକି ଖେଳାଳିଙ୍କୁ ପୁରସ୍କାର
ଭୁବନେଶ୍ୱର, ୨୧।୨(ତପନ ସ୍ବାଇଁ): ରାଜ୍ୟର ହକି ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରି ଓଡ଼ିଶାର କ୍ରୀଡ଼ା ଐତିହ୍ୟକୁ ପରିଚୟ ସ୍ବରୂପ ଏହି ପୁରସ୍କାର ପ୍ରଦାନ କରାଯିବ।…
ଗୋଟିଏ ହାତରେ ୨ ଛକା ମାରିଲେ ବାବର୍, ମାତ୍ର ୭.୧ ଓଭରରେ ଦଳକୁ ଜିତାଇଲେ ମ୍ୟାଚ୍
ନୂଆଦିଲ୍ଲୀ,୨୦।୨: କ୍ରିକେଟରେ ଏଭଳି ଏକ ଖେଳ, ଯେଉଁଥିରେ ରୋମାଞ୍ଚକର ଅନୁଭବ ମିଳିଥାଏ। ଏଥିଲାଗି ସାରା ବିଶ୍ୱରେ ଏହାର ପ୍ରଶଂସକ ଅଧିକ। ଏଥିରେ ଗୋଟିଏରୁ ବଳି ଆରେକ ଇନିଂସ ଦେଖିବାକୁ ମିଳେ। ଯାହା ଅସମ୍ଭବ ଲାଗେ ତାହା ସମ୍ଭବ ବି ହୋଇଯାଏ। ଏବେ…
ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ, ଫିଟ୍ ହୋଇ ପ୍ରଥମ ମ୍ୟାଚ୍ ଖେଳିଲେ ପନ୍ତ; ଆଇପିଏଲ୍ରେ…
ନୂଆଦିଲ୍ଲୀ,୨୦।୨: ଋଷଭ ପନ୍ତଙ୍କ ପ୍ରଶଂସକଙ୍କ ଲାଗି ଖୁସିଖବର। ଶେଷରେ କ୍ରିକେଟର ସୁସ୍ଥ ହୋଇ ମଇଦାନକୁ ଓହ୍ଲାଇଛନ୍ତି। ଏପରିକି ବାଙ୍ଗାଲୋର ନିକଟରେ ଥିବା ଅଲୁରରେ ନିଜର ପ୍ରଥମ ମ୍ୟାଚ୍ ବି ଖେଳିଛନ୍ତି। ରିପୋର୍ଟ ଅନୁଯାୟୀ ପନ୍ତ ଅଭ୍ୟାସ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।…
ଅନୁଷ୍କା ପୁଣି ହେଲେ ମା‘, ବିରୁଷ୍କାଙ୍କ ଘରେ କୁନି ଶିଶୁ ପୁତ୍ର…
ମୁମ୍ବାଇ,୨୦।୨ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରେ ପୁଣି ହସ ଫୁଟୁଛି। ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି। ଏଥର ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ…
କୋହଲି କ୍ରିକେଟରୁ ଅବସର ଘୋଷଣା କଲେ, ଅଣ୍ଡର ୧୯ ବିଶ୍ୱକପ ଦଳରେ ଖେଳୁଥିଲେ…
କୋଲକାତା,୨୦।୨ : ନିକଟରେ ଭାରତୀୟ କ୍ରିକେଟ ଦଳ ଅଣ୍ଡର-୧୯ ବିଶ୍ୱକପ ୨୦୨୪ ର ଫାଇନାଲରେ ମ୍ୟାଚ ହାରିଥିଲା କିନ୍ତୁ ଟିମ ସମସ୍ତଙ୍କ ହୃଦୟ ଜିତିଥିଲା। ଏହା ପୂର୍ବରୁ ଟିମ ଇଣ୍ଡିଆ ପାଞ୍ଚ ଥର ଅଣ୍ଡର-୧୯ ବିଶ୍ୱକପ ଟାଇଟଲ ଜିତିଥିଲା। ସେମାନଙ୍କ ମଧ୍ୟରେ…

