ଖେଳ

ବର୍ଷା ଧୋଇନେବ କି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ? ଜାଣନ୍ତୁ କେମିତି ରହିଛି ପାଣିପାଗ

ନୂଆଦିଲ୍ଲୀ, ୦୨।୦୮: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ଼୍ବରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜୁ ଭାରତ ୩-୦ ରେ ନିଜ ନାମରେ କରିଛି । ଏହି ସିରିଜ ପରେ ରୋହିତ ଶର୍ମାଙ୍କ ଅଧିନାୟକତ଼୍ବରେ ଆଜି ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ୱାନ୍‌ଡେ...

ଧୋନୀଙ୍କ ପାଇଁ ବିସିସିଆଇ ପାଖରେ ଗୁହାରି କଲା ସିଏସ୍‌କେ

ନୂଆଦିଲ୍ଲ,୨।୮: ଆଇପିଏଲ ୨୦୨୫ ଆଲୋଚନାର ବିଷୟ ପାଲଟିଛି ଏବଂ ମେଗା ନିଲାମ ଉପରେ ବିତର୍କ ଆରମ୍ଭ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ପରିଚାଳନା ବିସିସିଆଇକୁ ମେଗା ନିଲାମ ପୂର୍ବରୁ ଏମଏସ ଧୋନୀଙ୍କୁ ଜଣେ ଅନ୍‌କ୍ୟାପ୍ଡ ଖେଳାଳି ଭାବରେ ବିବେଚନା...

ରୋହିତ ଶର୍ମାଙ୍କଠାରେ ଅଜବ ଡିମାଣ୍ଡ କଲେ ସୂର୍ଯ୍ୟକୁମାର: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨।୮: ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ନୂତନ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କର ବହୁତ ଭଲ ଆରମ୍ଭ ହୋଇଛି। ସେମାନଙ୍କର ନୂତନ ଦାୟତ୍ୱେ ସହିତ ଉଭୟ ପ୍ରଥମ ଟ -୨୦ ଦ୍ୱିପାକ୍ଷିକ ସିରିଜ...

ସ୍ବପ୍ନିଲଙ୍କୁ ରେଳ ବିଭାଗ ପକ୍ଷରୁ ବଡ଼ ଉପହାର ଘୋଷଣା

ଚାଟାରକ୍ସ, ୨।୮: ପ୍ୟାରିସ ଅଲିମ୍ପିକ୍ସରେ କରାମତି ଦେଖାଇଛନ୍ତି ଭାରତୀୟ ଶୁଟର ସ୍ବପ୍ନିଲ କୁସାଲେ। ଚାଟାରକ୍ସ ଶୁଟିଂ ରେଞ୍ଜ୍‌ରେ ଭାରତ ପାଇଁ ଜିତିଛନ୍ତି ତୃତୀୟ ବ୍ରୋଞ୍ଜ ପଦକ। ୫୦ ମିଟର ରାଇଫଲ ୩ ପୋଜିଶନ୍ସ ଇଭେଣ୍ଟରେ ସେ ପାଇଛନ୍ତି ଏହି ସଫଳତା।...

ପରାଜୟ ପରେ ସିନ୍ଧୁଙ୍କ ପ୍ରଥମ ପ୍ରତିକ୍ରିୟା, ଆଗାମୀ ଅଲମ୍ପିକ୍ସ ଖେଳିବା ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨ା୮: ଅଲମ୍ପିକ୍ସରେ ଭାରତର ଆଶା ଓ ଭରସା ପିଭି ସିନ୍ଧୁ ରାଉଣ୍ଡ ୧୬ ରୁ ବିଦାୟ ନେଇଛନ୍ତି। ଗତ ଦୁଇ ସଂସ୍କରଣରେ ସେ ଭାରତ ପାଇଁ ପଦକ ଜିତିଥିବା ବେଳେ ଚଳିତ ଥର ନିରାଶ କରିଛନ୍ତି। ଭାରତ ପାଇଁ ସିନ୍ଧୁ...

ଆଜିଠାରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ: ଜାଣନ୍ତୁ କେଉଁଠି ଦେଖିପାରିବେ ମ୍ୟାଚ

କଲମ୍ବୋ, ୧ା୮: ସ୍ଥାନୀୟ ଆର୍‌. ପ୍ରେମଦାସା ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ। ଅନ୍ତର୍ଜାତୀୟ ଟି୨୦ ସିରିଜରେ ସମସ୍ତ ମ୍ୟାଚ ହାରିଥିବା ଶ୍ରୀଲଙ୍କା ଏହି ସିରିଜରେ...

ଅଲମ୍ପିକ୍ସର ଷଷ୍ଠ ଦିନରେ ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ, ୦୨।୦୮: ପ୍ୟାରିସ ଅଲମ୍ପିକ୍ସ ୨୦୨୪ ର ଷଷ୍ଠ ଦିନରେ ଭାରତକୁ ବଡ଼ ଝଟ୍‌କା ଲାଗିଛି । ବ୍ୟାଡମିଣ୍ଟନ କ୍ଷେତ୍ରରେ ଭାରତର ୩ ମୁକାବିଲା ଥିବା ବେଳେ ନିରାଶ କରିଛନ୍ତି ଦୁଇଥରର ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ।...

ମଉଳିଲା ପଦକ ଆଶା, ଅଲମ୍ପିକ୍ସରୁ ବିଦା ହେଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ, ୦୨।୦୮: ପ୍ୟାରିସ୍‌ ଅଲମ୍ପିକ୍ସରେ ଭାରତର ପଦକ ଆଶା ଧିରେ ଧିରେ ମଉଳିବାରେ ଲାଗିଛି । ଏ ପର୍ଯ୍ୟନ୍ତ ମାତ୍ର ୩ଟି କ୍ରୀଡ଼ାରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ଅନ୍ୟପଟେ ଦୁଇ ଦଇଥର ପଦକ ବିଜୟ କରିଥିବା ପିଭି...

ଖେଳାଳିଙ୍କୁ ନିଶାଦ୍ରବ୍ୟ ବିଜ୍ଞାପନ କରିବା ମନା:ସରକାରଙ୍କ କଡ଼ା ଚେତାବନୀ ଜାରି

ନୂଆଦିଲ୍ଲୀ,୨।୮: ଦେଶର କୌଣସି ଖେଳାଳିଙ୍କୁ ମଦ୍ୟପାନ କିମ୍ବା ଧୂମପାନର ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟଲ ବିସିସିଆଇ ଏବଂ ଏସ୍‌ଏଆଇକୁ ଚିଠି ଲେଖି ଖେଳାଳିଙ୍କଠାରୁ ତୁରନ୍ତ ଆଫିଡେଭିଟ ନେବାକୁ କହିଛନ୍ତି। ଏହି ଚିଠିରେ...

କ୍ୱାର୍ଟରରେ ଲକ୍ଷ୍ୟ ସେନ୍‌

ପ୍ୟାରିସ୍‌,୧ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଗୁରୁବାର ଭାରତ ପାଇଁ ବେଶ୍‌ ସାଧାରଣ ରହିଥିଲା। ସ୍ବପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ବେଳେ ପଦକ ପ୍ରତ୍ୟାଶୀ ବକ୍ସର ନିଖତ ଜରିନ୍‌ ଓ ବ୍ୟାଡମିଣ୍ଟନ ତାରକା ଚିରାଗ ଶେଟ୍ଟୀ-ସାତ୍ତ୍ୱିକ...

ଅବସରକୁ ନେଇ ଏମିତି କ’ଣ କହିଲେ ରୋହିତ ଶର୍ମା, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୮: କ୍ୟାପଟେନ ରୋହିତ ଶର୍ମା ଏବଂ ବିରାଟ କୋହଲି ଶ୍ରୀଲଙ୍କା ସହ ଖେଳାଯିବାକୁ ଥିବା ଏକଦିବସୀୟ ସିରିଜ ସହିତ ଆକ୍ସନକୁ ଫେରିବାକୁ ଯାଉଛନ୍ତି। ଟି -୨୦ ବିଶ୍ୱକପ ୨୦୨୪ଶେଷ ହେବା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଟି...

ପାକିସ୍ତାନକୁ ମୋଟା ଅଙ୍କର ଟଙ୍କା ଦେଲା ଆଇସିସି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧।୮: ଚାମ୍ପିୟନ୍ସ ଟ୍ରଫି ୨୦୨୫ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଚାମ୍ପିୟନ୍ସ ଟ୍ରଫି ପାଇଁ ଆଇସିସି ପାକିସ୍ତାନକୁ ୫୮୬ କୋଟି ଟଙ୍କା ଦେଇଛି। ଏଥର ପାକିସ୍ତାନରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଯାଉଛି ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri