ଚାମ୍ପିୟନ ପରେ ଅକ୍ଷୟ ଓ୍ବାଖରେଙ୍କ ବଡ଼ ଘୋଷଣା
ବିଦର୍ଭ,୨ା୩: ବିଦର୍ଭ ଅଫ-ସ୍ପିନର ଅକ୍ଷୟ ଓ୍ବାଖରେ ରଣ୍ଜୀ ଟ୍ରଫି କ୍ରିକେଟରୁ ରବିବାର ଅବସର ଘୋଷଣା କରିଛନ୍ତି। ବିଦର୍ଭ ତୃତୀୟ ଥର ପାଇଁ ରଣ୍ଜୀ ଚାମ୍ପିୟନ ହେବା ପରେ ୩୯ ବର୍ଷୀୟ ବାମହାତୀ ସ୍ପିନର ଏହି ନିଷ୍ପତ୍ତି ନେଇଛନ୍ତି। ସେ ୧୦୫ ଫାଷ୍ଟ-କ୍ଲାସ…
କ୍ରୀଡ଼ା ଛାତ୍ରାବାସରେ ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର
ଭୁବନେଶ୍ୱର,୨ା୩: କଳିଙ୍ଗ ଷ୍ଟାଡିୟମରେ ଥିବା କ୍ରୀଡା ଛାତ୍ରାବାସର ନାବାଳକ ଅନ୍ତେବାସୀଙ୍କ ଦ୍ୱାରା କରାଯାଇଥିବା ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି। କ୍ରୀଡା ଏବଂ ଯୁବ ସେବା ବିଭାଗର ଏକ…
New Zealand vs India: ଚାମ୍ପିୟନ୍ସ ଟ୍ରଫିରେ ଭାରତର ହାଟ୍ରିକ ବିଜୟ
ଦୁବାଇ,୨ା୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଅନ୍ତିମ ଲିଗ୍ ମ୍ୟାଚ୍ରେ ଭାରତ ୪୪ ରନ୍ରେ ବିଜୟ ହୋଇଛି। ଏଥିସହ ଭାରତ ଚାମ୍ପିୟନ୍ସ ଟ୍ରଫିରେ ହାଟ୍ରିକ ବିଜୟ ହାସଲ କରି ଗ୍ରୁପ-ଏ’ରେ ସର୍ବାଧିକ ୬…
ସର୍ବଭାରତୀୟ ଡିଏସ୍ କପ୍ ଫୁଟ୍ବଲ: ଉଦ୍ଘାଟନୀ ମ୍ୟାଚ୍ରେ ବେଙ୍ଗାଲୁରୁ ବିଜୟୀ
ବୌଦ୍ଧ,୨।୩(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଫୁଟ୍ବଲ ଆସୋସିଏଶନ ପକ୍ଷରୁ ସର୍ବଭାରତୀୟ ଡି. ଏସ୍. କପ୍ ଫୁଟବଲ ଟୁର୍ନାମେଣ୍ଟ ରବିବାର ଜିଲା ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି। ଏଥିରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ,…
ଏହି ସବୁ ଦେଶ ମଧ୍ୟରେ ୨୦୩୬ ଅଲିମ୍ପିକ୍ସ ଲାଗି ଭାରତ ମୁଖ୍ୟ ଦାବିଦାର
ନୂଆଦିଲ୍ଲୀ,୨ା୩: ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି) ସଭପତୀ ପଦ ଲାଗି ମୁଖ୍ୟ ଦାବିଦାର ସେବାଷ୍ଟିଆନ କୋଏଙ୍କ ମତରେ ୨୦୩୬ ଅଲିମ୍ପିକ ଗେମ୍ସ ଆୟାଜନ କରିବା ଲାଗି ଭାରତ ପ୍ରବଳ ଦାବିଦାର। କିନ୍ତୁ ଏହି ଆୟୋଜନ ଅଧିକାର ଲାଗି ଅନ୍ୟ ଦେଶ ମଧ୍ୟ…
୨୪୯ ରନ୍ରେ ଅଟକିଲା ଭାରତ
ଦୁବାଇ,୨।୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟର ଭାରତ-ନ୍ୟୁଜିଲାଣ୍ଡର ଅନ୍ତିମ ତଥା ତୃତୀୟ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦…
ଚମକି ପଡ଼ିଲେ ଅନୁଷ୍କା, ମୁଣ୍ଡରେ ଦେଲେ ହାତ; NZ ବିପକ୍ଷ ମ୍ୟାଚ୍ରେ…
ଦୁବାଇ,୨।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ଆଉଟ୍ ହେବା ମାତ୍ରେ ଚମକି ପଡ଼ିଥିଲେ ପତ୍ନୀ ଅନୁଷ୍କା ଶର୍ମା। ଦୁବାଇ ମଇଦାନରେ ନିଜର ୩୦୦ତମ ଦିିନିକିଆରେ କିଛି ସ୍ବତନ୍ତ୍ର କରିପାରନ୍ତି ବୋଲି କୋହଲିଙ୍କ ପ୍ରଶଂସକ ଆଶା କରିଥିଲେ। ହେଲେ ନ୍ୟୁଜିଲାଣ୍ଡ ଫିଲ୍ଡର ଗ୍ଲେନ୍…
IPL ବିରୋଧରେ ସାରା ବିଶ୍ୱର ଖେଳାଳିଙ୍କୁ ଉକୁସାଇଲା ପାକିସ୍ତାନ, ଟାର୍ଗେଟ କରି ଇଞ୍ଜାମାମ୍ କହିଲେ…
ଇସଲାମାବାଦ,୨।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନ ଟିମ୍ କରୁଥିଲେ ହେଁ ବିନା କୌଣସି ମ୍ୟାଚ୍ ଜିତି ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଛି। ଏଭଳି ଲଜ୍ଜାଜନକ ପ୍ରଦର୍ଶନକୁ ନେଇ ଦଳକୁ ସମାଲୋଚିତ ହେବାକୁ ପଡ଼ୁଛି। ଅପରପକ୍ଷେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି।…
ବିଦର୍ଭ ହେଲା Ranji Trophy ଚାମ୍ପିଅନ୍, ବିଜୟର ହିରୋ ସାଜିଲେ କରୁଣ ନାୟର
ନାଗପୁର,୨।୩: ତୃତୀୟ ଥର ପାଇଁ ବିଦର୍ଭ ଟିମ୍ ରଣଜୀ ଟ୍ରଫି ୨୦୨୫ ଟାଇଟଲ ଜିତିଛି। କେରଳ ବିପକ୍ଷ ଫାଇନାଲରେ ପ୍ରଥମ ଇନିଂସ ଲିଡ ଆଧାରରେ ସେମାନେ ଟ୍ରଫି ଜିତିଯାଇଛନ୍ତି। ବିଦର୍ଭ ତୃତୀୟ ଥର ପାଇଁ ଏହି ଟାଇଟଲ ଜିତିଛି। ଏହି ସଫଳତାରେ…
କିଙ୍ଗ୍ କୋହଲିଙ୍କ ବଡ଼ ଉପଲବ୍ଧି, ସଚିନ-ଦ୍ରାବିଡ଼-ଗାଙ୍ଗୁଲିଙ୍କ ପରି…
ନୂଆଦିଲ୍ଲୀ,୨।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ୍ ଷ୍ଟେଜ୍ ମୁକାବିଲାରେ ମଇଦାନକୁ ଓହ୍ଲାଇ ଇତିହାସ ରଚିଛନ୍ତି ବିରାଟ କୋହଲି। ସେ ଦିନିକିଆରେ ୩୦୦ ମ୍ୟାଚ୍ ଖେଳିଥିବା ଖେଳାଳି ପାଲଟିଛନ୍ତି। ଏହି ମାମଲାରେ ସେ ୭ମ ଭାରତୀୟ। ତାଙ୍କ ପୂର୍ବରୁ ୬…
Ranji Trophy final: ନାୟରଙ୍କ ଦମ୍ଦାର ଶତକ, ଟ୍ରଫି ଲକ୍ଷ୍ୟରେ ବିଦର୍ଭ
ନାଗପୁର,୧ା୩ : ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ କେରଳ ବିପକ୍ଷରେ ଚାଲିଥିବା ରଣ୍ଜୀ ଟ୍ରଫି ଫାଇନାଲ ମ୍ୟାଚ୍ ଚତୁର୍ଥ ଦିନ ଶେଷସୁଦ୍ଧା ବିଦର୍ଭ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ ବିଦର୍ଭ ୩୭୯ ରନ୍ କରିଥିବା ବେଳେ କେରଳ ୩୪୨ ରନ୍ କରିଥିଲା।…
Champions Trophy ସେମିଫାଇନାଲରୁ ବାଦ୍ ପଡ଼ିଲେ ଏହି ବ୍ୟାଟ୍ସମ୍ୟାନ୍, ଓପନିଂକୁ ନେଇ…
ଲାହୋର,୧।୩: ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ସମୟରେ ଆହତ ହୋଇଥିବା ଅଷ୍ଟ୍ରେଲିଆର ଓପନର ମାଥ୍ୟୁ ସର୍ଟ ଭାରତ କିମ୍ବା ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରୁ ବାଦ ପଡ଼ିପାରନ୍ତି। ବର୍ଷା ଯୋଗୁ ବାତିଲ ହୋଇଥିବା ମ୍ୟାଚ୍ରେ ସର୍ଟ ୧୫ ବଲ୍ରେ ୨୦ ରନ…
Archives


