ଖେଳ

ଅଷ୍ଟ୍ରେଲିଆକୁ ହରାଇବା ପରେ ରୋହିତ ଶର୍ମାଙ୍କ ବଡ଼ ଖୁଲାସା: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୫।୩: ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୪ ଉଇକେଟ୍‌ ବିଜୟ ପରେ, ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ତାଙ୍କୁ ଲାଗୁଛି ଏହା ଏକ ଉଚିତ୍‌ ସ୍କୋର ଥିଲା। ଆମେ ଜାଣିଥିଲୁ ଯେ ଆମକୁ ଭଲ ବ୍ୟାଟିଂ କରିବାକୁ…

ବିଶ୍ୱର ପ୍ରଥମ ଅଧିନାୟକ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା: ଧୋନୀଙ୍କୁ ପଛରେ ପକାଇଲେ

ଦୁବାଇ,୫।୩:ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ଏକ ଦୃଢ଼ ପ୍ରଦର୍ଶନ ସହିତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ମ୍ୟାଚ୍‌କୁ ଟିମ ଇଣ୍ଡିଆ ୪ ଉଇକେଟ୍‌ରେ ଜିତିଥିଲା। ଏହା ସହିତ ଭାରତ ଫାଇନାଲରେ ପହଞ୍ଚିଥିଲା। ଦଳର ବିଜୟ ସହିତ, ଅଧିନାୟକ ରୋହିତ…

ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ, ଘରକୁ ଫେରିବ କଙ୍ଗାରୁ ଟିମ୍‌

ଦୁବାଇ,୪।୩: ଫାଇନାଲକୁ ଗଲା ଟିମ୍‌ ଇଣ୍ଡିଆ। ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲାରେ ମଙ୍ଗଳବାର ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇଥିଲା ଟିମ୍‌। ଦଳ ଅଷ୍ଟ୍ରେଲିଆକୁ ୪ ଉଇକେଟରେ ହରାଇ ବଡ଼ ସଫଳତା ହାସଲ କରିଛି। ତେବେ ୨୦୧୧ ପରେ ପ୍ରଥମ ଥର ଲାଗି…

ଚାମ୍ପିଅନ୍ସ ଟ୍ରଫିର ନୂଆ ‘କିଙ୍ଗ୍‌’ କୋହଲି

ଦୁବାଇ,୪।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ୍‌ରେ ବିରାଟ କୋହଲି ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ଏବେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ରନ ସ୍କୋର କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇସାରିଛନ୍ତି। ସେ ପୂର୍ବତନ ଭାରତୀୟ ଖେଳାଳି ଶିଖର ଧାୱନଙ୍କ…

ହଠାତ୍‌ ଟିମ୍‌ ଇଣ୍ଡିଆ ଡ୍ରେସିଂ ରୁମ୍‌ରେ ଗାଳି ଦେବାକୁ ଲାଗିଲେ ଗମ୍ଭୀର, ସେମିଫାଇନାଲରେ କ’ଣ ଏମିତି ହେଲା?

ଦୁବାଇ,୪।୩: ଦୁବାଇର ଗ୍ରାଉଣ୍ଡରେ ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ଜାରି ରହିଛି। ଉଭୟ ଦଳ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିବାକୁ ଚାହୁଁଥିବାରୁ ମ୍ୟାଚ୍‌ର ଗୁରୁତ୍ୱ ରହିଛି। ଏମିତିରେ ଅଷ୍ଟ୍ରେଲିଆର ଉଇକେଟ ଯିବା ସମୟରେ କେବଳ ଭାରତୀୟ ଖେଳାଳି…

IPL ପୂର୍ବରୁ କଠୋର ହେଲା BCCI,  ଖେଳାଳି ଏବଂ ଦଳ ପାଇଁ ୬ ଜିନିଷକୁ କଲା ବ୍ୟାନ୍‌ 

ନୂଆଦିଲ୍ଲୀ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଶେଷ ହେବା ପରେ, ସମସ୍ତଙ୍କ ନଜର IPLର ନୂତନ ସିଜିନ ଉପରେ ରହିବ। ଖେଳାଳିମାନେ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫିରେ ବ୍ୟସ୍ତ ଥିବା ବେଳେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଟି-୨୦ ଲିଗର…

IND vs AUS: ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଦେଲା ଟିମ୍‌ ଇଣ୍ଡିଆ; ଫାଇନାଲ ଲାଗି ମିଳିଲା ଏତିକି ରନ୍‌ର ଟାର୍ଗେଟ୍‌

ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯାଉଛି। ଏଥିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଭାରତକୁ ୨୬୫ ରନ୍‌ର ଟାର୍ଗେଟ ଦେଇଛି। ଦଳ ପକ୍ଷରୁ ଷ୍ଟିଭ୍‌ ସ୍ମିଥ୍‌ ସର୍ବାଧିକ ୭୩ ରନ୍‌ କରିଛନ୍ତି। ସେହିଭଳି…

ହଠାତ୍‌ ଜାଡେଜାଙ୍କଠାରୁ କାଢ଼ି ନିଆଗଲା ଏହି ଜିନିଷ, ସ୍ମିଥ୍‌ଙ୍କ ଅଭିଯୋଗ ପରେ ବନ୍ଦ ରହିଲା ମ୍ୟାଚ୍‌

ଦୁବାଇ,୪।୩: ଦୁବାଇ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମୁକାବିଲା ଖେଳାଯାଉଛି। ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳର ବୋଲର ଏବଂ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳୁଛି। ମ୍ୟାଚ୍‌ରେ ଉଭୟ ଦଳର ଖେଳାଳିଙ୍କ…

ଭାରତୀୟ ସିନେମାରେ ଓ୍ବାର୍ନରଙ୍କ ଏଣ୍ଟ୍ରି, ଦିନକୁ ଚାର୍ଜ କୋଟିଏ; ସଲମାନଙ୍କ ସହ ହେବ ବଡ଼ ଲଢ଼େଇ…

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିୟ ଭେଟେରାନ କ୍ରିକେଟର ଡେଭିଡ୍‌ ଓ୍ବାର୍ନର ଭାରତୀୟ ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ ଦେଇଛନ୍ତି। ସେ ପ୍ରଥମରୁ ଦକ୍ଷିଣ ଭାରତୀୟ ସିନେମାକୁ ପସନ୍ଦ କରି ଆସିଛନ୍ତି। ପ୍ରାୟତଃ ସେ ଏବଂ ତାଙ୍କ ପିଲାମାନେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର ଗୀତରେ ନୃତ୍ୟ…

ବାବର ଆଜମ ଦଳରୁ ବିଦା, ରିଜଓ୍ବାନଙ୍କ ପଦ ଗଲା: ପାକିସ୍ତାନ କ୍ରିକେଟ୍‌ରେ ବଡ଼ ପରିବର୍ତ୍ତନ

ଇସଲାମାବାଦ୍‌,୪।୩: ନିଜସ୍ବ ଆୟୋଜକ ଦଳ ଅଧୀନରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଏହି ଟୁର୍ନାମେଣ୍ଟରେ ପାକିସ୍ତାନର ଅଭିଯାନ ଶେଷ ହୋଇଛି, କିନ୍ତୁ ଏବେ ଦଳ ଏହାର ପରବର୍ତ୍ତୀ ସିରିଜ ପାଇଁ…

ଟ୍ରାଭିସ ହେଡ୍‌ଙ୍କ ଉଇକେଟ୍‌ ପରେ ପଡ଼ିଆରେ ଭାଙ୍ଗଡ଼ା ନୃତ୍ୟକଲେ କୋହଲି, ଭିଡିଓ ଭାଇରାଲ

ଦୁବାଇ,୪।୩: ଚାମ୍ପିୟନ୍ସ ଟ୍ରଫିର ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ତାଙ୍କର ପ୍ରଥମ ବଲ୍‌ରେ ଟ୍ରାଭିସ ହେଡ୍‌ଙ୍କ ଉଇକେଟ୍‌ ନେଇଛନ୍ତି। ଏହି ଉଇକେଟ୍‌ ଭାରତୀୟ କ୍ରିକେଟ ଦଳର ପ୍ରତ୍ୟେକ ପ୍ରଶଂସକଙ୍କୁ ଖୁସି କରିଥିଲା କାରଣ ତାଙ୍କୁ ସବୁଠାରୁ ବଡ଼ ବିପଦ ବୋଲି ବିବେଚନା…

ପ୍ରଥମ ବଲ୍‌ରେ ହିଁ ଭାରତର ସବୁଠାରୁ ବଡ଼ ‘ଶତ୍ରୁ’ଙ୍କ ପତ୍ତା କାଟିଲେ ବରୁଣ, ଖୁସିରେ ଝୁମି ଉଠିଲେ ଅନୁଷ୍କା

ଦୁବାଇ,୪।୩: ମଙ୍ଗଳବାର ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରୁଛି। ଏହି ସମୟରେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ତାଙ୍କ ପ୍ରଥମ ବଲ୍‌ରେ ଟ୍ରାଭିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri