ଖେଳ

କଟକ ବାରବାଟୀରେ ପୁଣି ଖେଳାଯିବ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌

କଟକ,୨୨।୩: କଟକ ବାରବାଟୀ ଷ୍ଟାଡିୟମରେ ପୁଣି ଖେଳାଯିବ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା-ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଶନିବାର ପ୍ରକାଶ ପାଇଛି। ସିରିଜର ପ୍ରଥମ ମ୍ୟାଚ ବାରବାଟୀରେ ଡିସେମ୍ବର ୯ରେ ଖେଳାଯିବ। ଚଳିତ ବର୍ଷ ନଭେମ୍ବର-ଡିସେମ୍ବର…

MS Dhoniଙ୍କୁ କେମିତି କଣ୍ଟ୍ରୋଲ କରିବ ମୁମ୍ବାଇ, ଗୋଟିଏ ଦିନ ପୂର୍ବରୁ Suryakumar Yadav କହିଲେ ଏମିତି

ନୂଆଦିଲ୍ଲୀ,୨୨।୩: ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ତୃତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଏହି ମ୍ୟାଚ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ସିଏସକେର ଅଧିନାୟକ ରୁତୁରାଜ ଗାୟକୱାଡ ଏବଂ ଏମଆଇର ଅଧିନାୟକ ସୂର୍ଯ୍ୟକୁମାର…

କ୍ୟାପଟେନ ହେଉ ହେଉ ବଦଳିଗଲେ Ajinkya Rahane, ପ୍ରଥମ ମ୍ୟାଚରେ ଦେଖାଇଲେ ଚମକ

କୋଲକାତା,୨୨।୩: IPL ୨୦୫ର ପ୍ରଥମ ଅର୍ଦ୍ଧଶତକ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ବ୍ୟାଟରୁ ଆସିଥିଲା। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ବିପକ୍ଷରେ ପ୍ରଥମ ମ୍ୟାଚରେ ମାତ୍ର ୨୫ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସୂୟାସ ଶର୍ମାଙ୍କ ଦ୍ୱାରା…

RCBକୁ ୧୭୫ ରନର ଟାର୍ଗେଟ ଦେଲା KKR

କୋଲକାତା,୨୨।୩: ଆଇପିଏଲ ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଞ୍ଜେର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ ରାଇଡର୍ସ ପ୍ରତିପକ୍ଷ RCB ଆଗରେ ୧୭୫ ରନର ଟାର୍ଗେଟ ରଖିଛି।କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ…

IPL 2025 Best Moment: ଶାହାରୁଖଙ୍କ ସହ ଝୁମିଲେ ବିରାଟ, ଲାଜେଇ ଗଲେ ରିଙ୍କୁ ସିଂ! ଦେଖନ୍ତୁ ଭିଡିଓ

କୋଲକାତା,୨୨।୩: କୋଲକାତାର ଇଡେନ ଗାର୍ଡେନରେ IPL ୨୦୨୫ର ଉଦଘାଟନୀ ଉତ୍ସବ ଏକ ଚମତ୍କାର ଢଙ୍ଗରେ ଅନୁଷ୍ଠିତ ହୋଇଥିଲା। ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ଗାୟକ ଶ୍ରେୟା ଘୋଷାଲ ଏବଂ କରଣ ଔଜଲା ଏବଂ ବଲିଉଡ ଅଭିନେତ୍ରୀ ଦିଶା ପାଟନି କାର୍ଯ୍ୟକ୍ରମରେ ଯୋଗ…

IPL-2025 ଆରମ୍ଭ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍‌ ଜିତିଲା ଆର୍‌ସିବି

କୋଲକାତା, ୨୨।୧: କ୍ରିକେଟର ମହାକୁମ୍ଭ IPL-2025 ଶନିବାର ଆରମ୍ଭ ହୋଇଯାଇଛି। ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ୧୮ତମ ସଂସ୍କରଣର ପ୍ରଥମ ଉଦ୍‌ଘାଟନୀ ମ୍ୟାଚ୍‌ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆର୍‌ସିବି ଅଧିନାୟକ…

ଆରମ୍ଭ ହେଲା କ୍ରିକେଟର ମହାକୁମ୍ଭ: ଉଦଘାଟନୀ ଉତ୍ସବରେ ମନ କିଣିଲେ ଶ୍ରେୟା ଘୋଷାଲ, ଦିଶା ପାଟନୀ, କରଣ ଔଜଲାଙ୍କ ସହ କିଙ୍ଗ ଖାନ

କୋଲାକାତା,୨୨।୩: IPL ୨୦୨୫ର ଉଦଘାଟନୀ ଉତ୍ସବ ଶେଷ ହୋଇଛି। IPLର ୧୮ତମ ସିଜିନ ଅବସରରେ, ଏକ କେକ କଟାଯାଇଥିଲା ଏବଂ ଆତସବାଜି ସହିତ IPL୨୦୨୫ର ଉଦଘାଟନ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଉଦଘାଟନୀ ସମାରୋହ ସମୟରେ ଟସ…

IPL: ସୁପର ଓଭର ଲାଗି ଆସିଲା ଗାଇଡ୍‌ଲାଇନ

ମୁମ୍ବାଇ,୨୨ା୩: ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ କୌଣସି ମ୍ୟାଚ୍‌ ଟାଏ ହେଲେ ସୀମିତ ସଂଖ୍ୟକ ସୁପର ଓଭର ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ପ୍ରକୃତ ମ୍ୟାଚ ଶେଷ ହେବାର ଏକ ଘଣ୍ଟା ମଧ୍ୟରେ ସୁପର ଓଭର…

KKR vs RCB: ବର୍ଷା ହେଲେ ରଦ୍ଦ ହୋଇଯିବ ମ୍ୟାଚ୍‌, ତେବେ କାହାକୁ ହେବ ଫାଇଦା, ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୨।୩: ଆଜି IPL 2025ର ପ୍ରଥମ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। କିନ୍ତୁ ପ୍ରଶଂସକଙ୍କ ପାଇଁ ଖରାପ ଖବର ହେଉଛି ଯେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ଧୋଇଯାଇପାରେ। ବର୍ଷା ଏବଂ ଝଡ଼…

IPL 2025: RCBର ହେଡ୍‌ କୋଚ୍‌ ଆଣ୍ଡି ଫ୍ଲାଓ୍ବାରଙ୍କ ଦରମା କେତେ ଜାଣନ୍ତି କି? IPLରୁ କରନ୍ତି ଏତେ କୋଟି ରୋଜଗାର

ନୂଆଦିଲ୍ଲୀ,୨୨।୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2025 ପାଇଁ ଆଣ୍ଡି ଫ୍ଲାୱାରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ବଜାୟ ରଖିଛି। ଆଣ୍ଡି ଫ୍ଲାୱାର ଜଣେ ଅଭିଜ୍ଞ ପ୍ରଶିକ୍ଷକ ଯିଏ ଅନେକ ଅନ୍ତର୍ଜାତୀୟ ଏବଂ ଫ୍ରାଞ୍ଚାଇଜ ଦଳକୁ ସଫଳତାର ନେତୃତ୍ୱ ଦେଇଛନ୍ତି। କିନ୍ତୁ…

IPLର କଡ଼ା ନିୟମ, ପରିବାର ଲୋକ ପଶିପାରିବେନି…

ନୂଆଦିଲ୍ଲୀ,୨୨।୩: ମାର୍ଚ୍ଚ ୨୨ ଅର୍ଥାତ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ ବା IPL । ୩ ମାସ ଧରି ଜାରି ରହିବ ଟକ୍କର । କୋଲକାତାର ଇଡେନ ଗାର୍ଡେନରେ ଆଜି ଉଦଘାଟନୀ ମ୍ୟାଚ ଖେଳାଯିବ ।…

ଅଶ୍ୱିନଙ୍କ ନାଁରେ ହେବ ରାସ୍ତା: ମିଳିଲା ଗ୍ରୀନ୍‌ ସିଗ୍‌ନାଲ୍‌

ଚେନ୍ନାଇ,୨୨ା୩: ଭାରତର କିମ୍ବଦନ୍ତୀ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗ୍ରେଟର ଚେନ୍ନାଇ କର୍ପୋରେଶନ (ଜିସିସି) ଦ୍ୱାରା ସମ୍ମାନିତ କରାଯିବ। ଜିସିସି ସର୍ବସମ୍ମତି କ୍ରମେ ଓ୍ବେଷ୍ଟ ମାମ୍ବାଲାମସ୍ଥିତ ରାମାକ୍ରୀଷ୍ଣପୁରମ୍‌ ପ୍ରଥମ ଷ୍ଟ୍ରିଟର ନାମକୁ ଅଶ୍ୱିନଙ୍କ ନାମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି, ଯେଉଁଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?