କେକେଆର୍ର ବଡ଼ ବିଜୟ
କୋଲକାତା,୩ା୪: ଚଳିତ ଆଇପିଏଲ୍ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୮୦ ରନ୍ର ବଡ଼ ବ୍ୟବଧାନରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍)କୁ ପରାସ୍ତ କରିଛି। ଏହା କୋଲକାତାର ଚତୁର୍ଥ ମ୍ୟାଚରେ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦ ଲାଗି ଏହା…
୨୦୩୧ ମହିଳା ବିଶ୍ୱକପ୍: ଆୟୋଜକ ଦୌଡ଼ରେ ଆମେରିକା
ବେଲଗ୍ରେଡ,୩ା୪: ୨୦୩୧ ମହିଳା ଫୁଟ୍ବଲ ବିଶ୍ୱକପ୍ ଆୟୋଜନ ଲାଗି ଆମେରିକା ଏକା ଆବେଦନ କରିଛି ଏବଂ ୟୁନାଇଟେଡ୍ କିଙ୍ଗଡମ ୨୦୩୫ ଟୁର୍ନାମେଣ୍ଟ ଆୟୋଜନ କରିବା ନିଶ୍ଚିତ। ଫିଫା ସଭାପତି ଗିଆନି ଇନଫାଣ୍ଟିନୋ ଗୁରୁବାର ଏହା ଘୋଷଣା କରିଛନ୍ତି। ୨୦୩୧ ଟୁର୍ନାମେଣ୍ଟ ଲାଗି…
ପାକିସ୍ତାନ ଖେଳାଳିଙ୍କୁ ଜରିମାନା
ଦୁବାଇ,୩ା୪: ଚଳିତ ସପ୍ତାହରେ ହାମିଲଟନଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ଲ୍ଲୋ ଓଭର ରେଟ୍ ପାଇଁ ପାକିସ୍ତାନ କ୍ରିକେଟ ଦଳକୁ ଜରିମାନା ହୋଇଛି। ମ୍ୟାଚ ରେଫରି ଜେଫ୍ କ୍ରୋ ପାକିସ୍ତାନର ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ ମ୍ୟାଚ୍…
ଗୁଜରାଟକୁ ଝଟ୍କା: ସ୍ବଦେଶ ଫେରିଗଲେ ରାବାଡା
ନୂଆଦିଲ୍ଲୀ,୩ା୪: ଦକ୍ଷିଣ ଆଫ୍ରିକୀୟ ପେସ ବୋଲର କାଗିସୋ ରାବାଡା ବ୍ୟକ୍ତିଗତ କାରଣ ଯୋଗୁ ସ୍ବଦେଶ ଫେରି ଯାଇଛନ୍ତି। ଏ ନେଇ ତାଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ (ଜିଟି) ପକ୍ଷରୁ ଗୁରୁବାର କୁହାଯାଇଛି। ତେବେ ରାବାଡା କେତେ ସମୟ ପର୍ଯ୍ୟନ୍ତ ଆଇପିଏଲ୍ରୁ…
୨୩ କୋଟି ଟଙ୍କାର ରୂପ ଦେଖାଇଲେ ଭେଙ୍କଟେସ୍: ହାଇଦ୍ରାବାଦ୍କୁ ୨୦୧ ରନ୍ର ଟାର୍ଗେଟ୍
କୋଲକତା,୩।୪: କୋଲକାତାର ଇଡେର୍ନ ଗାର୍ଡେରେ ଖେଳାଯାଉଥିବା ଆଇପିଏଲ୍ର ଏକ ମ୍ୟାଚ୍ କୋଲକତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି କୋଲକତା ନିର୍ଦ୍ଧାରିତ ୨୦ ଓଭରରେ ହାଦ୍ରାବାଦ୍କୁ ୨୦୦ ରନ୍ କରିଛି। ଫଳରେ ହାଇଦ୍ରାବାଦ୍କୁ ୨୦୧…
ପିସିବି ମୁଖ୍ୟ ମହସିନ ନକ୍ଭୀଙ୍କୁ ମିଳିଲା ଗୁରୁଦାୟିତ୍ୱ
ଦୁବାଇ,୩ା୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକ୍ଭୀ ଗୁରୁବାର ଏସିଆନ କ୍ରିକେଟ ପରିଷଦ(ଏସିସି)ର ନୂଆ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ (ଏସ୍ଏଲ୍ସି) ମୁଖ୍ୟ ଶାମି ସିଲ୍ଭା ଏହି ଦାୟିତ୍ୱରେ ଥିଲେ। ଗୁରୁବାର ଭର୍ଚୁଆଲ…
MCAର ବଡ଼ ସୂଚନା: ମୁମ୍ବାଇ ଛାଡ଼ି ଯିବେ ନାହିଁ ସୂର୍ଯ୍ୟକୁମାର
ମୁମ୍ବାଇ,୩ା୪: ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଛାଡ଼ି ଯାଉ ନାହାନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍ସିଏ) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଜଶସ୍ବି ଜୟସ୍ବାଲ ଆଗାମୀ ଘରୋଇ ସିଜନ ଲାଗି ମୁମ୍ବାଇ ଛାଡ଼ି ଗୋଆ ଦଳରେ…
ଶିବଙ୍କ ଭକ୍ତିରେ ଲୀନ ବାଂଲାଦେଶ କ୍ରିକେଟର୍: ଚାରିଆଡ଼େ ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୩।୪: ଆଜିକାଲି ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ IPL 2025ର ଉତ୍ସାହ ଦେଖିବାକୁ ମିଳୁଛି। କିନ୍ତୁ ବିଶ୍ୱର ଅନେକ ଶ୍ରେଷ୍ଠ କ୍ରିକେଟର ଏହି ଲିଗରେ ଖେଳୁନାହାଁନ୍ତି। ସେମାନଙ୍କ ମଧ୍ୟରେ ଗୋଟିଏ ବଡ଼ ନାମ ହେଉଛି ବାଂଲାଦେଶର ଉଇକେଟକିପର ବ୍ୟାଟସମ୍ୟାନ ଲିଟନ…
କେତେ ପଢ଼ିଛନ୍ତି ଧାଓ୍ବନଙ୍କ କଥିତ ପ୍ରେମିକା? ଜାଣନ୍ତୁ ସବୁକିଛି
ନୂଆଦିଲ୍ଲୀ,୩।୪: ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧାଓ୍ବନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କଥିତ ପ୍ରେମିକାଙ୍କ ସହ ସମ୍ପର୍କରେ ଥିବା ନେଇ ମୋହର ମାରିଥିବାରୁ ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି। ତେବେ କୁହାଯାଉଛି ଯେ ଧାଓ୍ବନଙ୍କ ପ୍ରେମିକାଙ୍କ ନାମ ସୋଫି ସାଇନ। ଚାମ୍ପିଅନ୍ସ…
ସବୁଠାରୁ ସୁନ୍ଦର ଯୁବତୀ ହେଉଛନ୍ତି ମୋ’ ପ୍ରେମିକା…କାହାକୁ ଏମିତି କହି ସମ୍ପର୍କରେ ମୋହର ମାରିଲେ ଧାଓ୍ବନ?
ନୂଆଦିଲ୍ଲୀ,୩।୪: ଚାମ୍ପିଅନ୍ସ ଟ୍ରଫି ୨୦୨୫ ସମୟରେ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଓପନର୍ ଶିଖର ଧାଓ୍ବନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ଜଣେ ‘ମିଷ୍ଟ୍ରି ଗର୍ଲ’ଙ୍କ ସହ ଖେଳର ମଜା ନେଉଥିଲେ। ଏହାପରଠାରୁ ସେ କିଏ ତାହା ଜାଣିବାକୁ ପ୍ରଶଂସକଙ୍କ…
କୋହଲିଙ୍କ ଆଗରେ ଲୁହ ଛଳଛଳ ହୋଇଗଲେ ସିରାଜ, କରିପାରିଲେ ନାହିଁ ବୋଲିଂ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି Video
ବେଙ୍ଗାଲୁରୁ,୩।୪: IPL ୨୦୨୫ରେ ଏପ୍ରିଲ ୨ରେ ଖେଳାଯାଇଥିବା ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସଠାରୁ ପରାଜିତ ହୋଇଛି ଆରସିବି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଗୁଜରାଟ ୮ ଉଇକେଟରେ ଆରସିବିକୁ ପରାସ୍ତ କରିଥିଲା। ଗୁଜୁରାଟର ବିଜୟର ନାୟକ ସାଜିଥିଲେ ମହମ୍ମଦ ସିରାଜ,…
ପ୍ରଥମେ ସିରାଜ ପରେ ବଟଲରଙ୍କ ଝଡ଼, ବାଙ୍ଗାଲୋରକୁ ୮ ୱିକେଟରେ ପରାସ୍ତ କଲା ଗୁଜୁରାଟ
ବେଙ୍ଗାଲୁରୁ,୨।୪: ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟରେ ପରାସ୍ତ କରିଛି। ଆଇପିଏଲ ୨୦୨୫ରେ, ଆରସିବି ପ୍ରଥମ ଥର ପାଇଁ ତାର ଘରୋଇ ଗ୍ରାଉଣ୍ଡ ଅର୍ଥାତ୍ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳୁଥିଲା, କିନ୍ତୁ ସେଠାରେ ନିରାଶାର ସମ୍ମୁଖୀନ ହେବାକୁ ପଡିଛି।…

