ଖେଳ

ମହାକାଳଙ୍କ ଦର୍ଶନ ପରେ ଏବେ ଲଣ୍ଡନରେ କୀର୍ତ୍ତନ ଶୁଣିବାକୁ ପହଞ୍ଚିଲେ ବିରୁଷ୍କା

ଲଣ୍ଡନ,୧୭।୬: ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି ଆଜିକାଲି ଛୁଟିରେ ଅଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଭାରତୀୟ ଖେଳାଳିମାନେ ଛୁଟି ପାଳନ କରୁଛନ୍ତି । ଟିମ ଇଣ୍ଡିଆ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ।...

ଆଫଗାନିସ୍ତାନକୁ ୫୪୬ରନରେ ପରାସ୍ତ କରି ଇତିହାସ ରଚିଲା ବାଂଲାଦେଶ

ଢାକା,୧୭।୬: ଢାକାସ୍ଥିତ ଶେର-ଇ-ବଙ୍ଗଳା ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ବାଂଲାଦେଶ ଆଫଗାନିସ୍ତାନକୁ ୫୪୬ରନରେ ପରାସ୍ତ କରି ଇତିହାସ ରଚିଛି। ବାଂଲାଦେଶ ପ୍ରଥମ ଇନିଂସରେ ୩୮୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନର ଦଳ ୧୪୬ ରନକୁ...

କ୍ରିକେଟ ପରେ ଏବେ ରାଜନୀତିରେ ପ୍ରବେଶ କରିବେ ଅମ୍ବାତି! ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କୁ କଲେ ସାକ୍ଷାତ

ଅମରାବତୀ,୧୭।୬: ଆଇପିଏଲ ୨୦୨୩ ସିଜନ ପରେ ଅମ୍ବାତି ରାୟୁଡୁ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଟିମରେ ଥିଲେ। କିନ୍ତୁ ବର୍ତ୍ତମାନ ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଅମ୍ବାତି ଆନ୍ଧ୍ରପ୍ରଦେଶର କୃଷ୍ଣ...

ହର୍ଷିତ ରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୧୬।୬ (ସରୋଜ ଜେନା)ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ଅଟଳ ବିହାରୀ ସେନାପତି ମେମୋରିଆଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ରେ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ୧୦ ଜୁନ୍‌ରୁ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟଟି...

ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୬ା୬ (ବିଜୟ ରଣା): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ୬୨ତମ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନଶିପ୍‌ ପାଇଁ ଅନ୍ତିମ କ୍ୱାଲିଫାଇଂ ଟୁର୍ନାମେଣ୍ଟ ହୋଇଥିବାରୁ ଏହା ଉପରେ ଅନେକଙ୍କ ନଜର ରହିଛି।...

ଟେନିସ୍‌ର ମହାନାୟକ

ବିଶ୍ୱ ଟେନିସ୍‌ର ମହାନାୟକ ଭାବରେ ନୂତନ ପରିଚୟ ସୃଷ୍ଟି କରିଛନ୍ତି ନୋଭାକ୍‌ ଜୋକୋଭିଚ୍‌। ଏକଦା ଟେନିସ୍‌ରେ ପିଟ୍‌ ସାମ୍ପ୍ରାସଙ୍କ ୧୪ ଗ୍ରାଣ୍ଡସ୍ଲାମର ରେକର୍ଡର କେହି ସମକକ୍ଷ ହେବା ସ୍ବପ୍ନ ପରି ଲାଗୁଥିଲା। ପ୍ରଥମେ ରୋଜର ଫେଡେରର ଏହି ରେକର୍ଡ ଭାଙ୍ଗିଥିଲେ।...

ସ୍ବପ୍ନ ଅଧୁରା

ଭାରତକୁ ହରାଇ ଅଷ୍ଟ୍ରେଲିଆ ଜିତିଛି ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଟାଇଟଲ। ଏଥିସହ ସମସ୍ତ ଫର୍ମାଟ୍‌ରେ ସଫଳତା ପାଇଛି ଏହି ଦଳ। ଅନ୍ୟ ପକ୍ଷରେ ଆଇସିସି ଇଭେଣ୍ଟରେ ଭାରତର ବିଫଳତା ଜାରିରହିଛିି। ଟିମ୍‌ ଇଣ୍ଡିଆର ବାରମ୍ବାର ବିଫଳତା କ୍ରିକେଟପ୍ରେମୀଙ୍କୁ ବେଶ୍‌...

ଅଗଷ୍ଟ ୩୧ରୁ ଏସିଆ କପ୍‌

ନୂଆଦିଲ୍ଲୀ,୧୫ା୬: ଏସିଆ କପ୍‌ କ୍ରିକେଟକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ହାଇବ୍ରିଡ୍‌ ମଡେଲରେ ଟୁର୍ନାମେଣ୍ଟ ଖେଳାଯିବ ବୋଲି ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ୪ଟି ମ୍ୟାଚ୍‌ ପାକିସ୍ତାନରେ ଏବଂ ୯ଟି...

ବ୍ରିଜ ଭୂଷଣଙ୍କୁୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ପୋଲିସ ୧ହଜାର ପୃଷ୍ଠାର ଚାର୍ଜସିଟ ପଟିଆଲା ହାଉଓ କୋର୍ଟରେ ଦାଖଲ କରିଛି। ନାବାଳିକା...

ଆଜିଠୁ ସିନିୟର ଆନ୍ତଃ ରାଜ୍ୟ ଆଥ୍‌ଲେଟିକ୍ସ

ଭୁବନେଶ୍ୱର, ୧୫ା୬(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଅନୁଷ୍ଠିତ ହେବ ୬୨ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଉଦ୍ୟମରେ ଏହି ସମ୍ମାନଜନକ ପ୍ରତିଯୋଗିତା...

୧୮ ବର୍ଷରୁ କମ୍‌ ବିଶ୍ୱରେକର୍ଡ ଭାଙ୍ଗିଲେ ଅଦିତି

ମେଡେଲିନ୍‌, ୧୫।୬ (ପି.ଟି.): କଲମ୍ବିଆର ମେଡେଲିନଠାରେ ଅନୁଷ୍ଠିତ ଆର୍ଚେରୀ ବିଶ୍ୱକପ ଷ୍ଟେଜ୍‌-୩ କ୍ୱାଲିଫିକେଶନରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଟିନ୍‌ଏଜର ଅଦିତି ସ୍ବାମୀ ୧୮ ବର୍ଷରୁ କମ୍‌ ବିଶ୍ୱରେକର୍ଡ ଭାଙ୍ଗିଛନ୍ତି। ଗତ ଡିସେମ୍ବରରେ ଶାରଜାରେ ଅନୁଷ୍ଠିତ ଏସିଆ କପ୍‌ ଲେଗ୍‌-୩ରେ...

‘ବି’ ବର୍ଗରେ ଶାମ୍‌ ଆର୍‌. ଚାମ୍ପିୟନ

ଭୁବନେଶ୍ୱର, ୧୫।୬ (ତପନ ସ୍ବାଇଁ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଅନ୍ତର୍ଜାତୀୟ ଚେସ୍‌ ଫେଷ୍ଟିଭାଲର ‘ବି’ ବର୍ଗ ଟୁର୍ନାମେଣ୍ଟ ବୁଧବାର ଶେଷ ହୋଇଛି। ୧୦ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ତାମିଲନାଡ଼ୁର ଶାମ୍‌ ଆର. ୮.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri