ଖେଳ

ଅଲିମ୍ପିଆନ୍‌ ଟ୍ରିପଲ ଜମ୍ପର୍‌ ଆନା ଜୋସଙ୍କୁ ୩ ବର୍ଷ ବାସନ୍ଦ

ମୋନାକୋ,୫ା୭: ଡୋପିଂ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଡୋମିନିକାନ୍‌ ରିପବ୍ଲିକର ଅଲିମ୍ପିକ୍ସ ଟ୍ରିପଲ ଜମ୍ପର୍‌ ଆନା ଜୋସ ଟିମାଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଆଥଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ୍‌ ପକ୍ଷରୁ ବୁଧବାର ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ...

ପ୍ରବୀଣଙ୍କୁ ଧକ୍କା ଦେଇଥିବା ଡ୍ରାଇଭର ଗିରଫ

ମିରଟ, ୫ା୭: ଏକ କାର ଦୁର୍ଘଟଣାରେ ଭାରତର ପୂର୍ବତନ କ୍ରିକେଟର ପ୍ରବୀଣ କୁମାର ଏବଂ ତାଙ୍କର ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏକ ଏସ୍‌ୟୁଭି କାର୍‌ରେ ପ୍ରବୀଣ ପୁଅଙ୍କ ସହିତ ପାଣ୍ଡବ ନଗରରୁ ଫେରୁଥିବା ବେଳେ କମିଶନର ଅଫିସ ସମ୍ମୁଖରେ...

କେନ ୱିଲିୟମସନ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌: ତାଲିକାରେ ମାତ୍ର ଜଣେ ଭାରତୀୟ

ନୂଆଦିଲ୍ଲୀ,୫।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ଟପ-୧୦ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଂ ପ୍ରକାଶ ପାଇଛି। ଏହି ତାଲିକାରେ କେନ ୱିଲିୟମସନ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଆଇପିଏଲର ୧୦ତମ ସିଜନରେ ଆହତ ହେବା ପରଠାରୁ ନ୍ୟୁଜିଲାଣ୍ଡ ଦଳର ପୂର୍ବତନ...

କ୍ରମାଗତ ୨ ଥର ହାରିବା ପରେ ଇଂଲଣ୍ଡ ଦଳରେ ହେବ ବଡ଼ ପରିବର୍ତ୍ତନ

ଲଣ୍ଡନ,୫।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ୨୦୨୩ ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଆସନ୍ତାକାଲିଠାରୁ ଅର୍ଥାତ୍‌ ୬ ଜୁଲାଇରୁ ଲିଡ୍ସର ହେଡିଙ୍ଗଲିରେ ଖେଳାଯିବ। ପ୍ରଥମ ଦୁଇଟି ଟେଷ୍ଟରେ ପରାଜୟ ପରେ ଆୟୋଜକ ଦଳ ଅନେକ ପରିବର୍ତ୍ତନ ସହିତ ତୃତୀୟ ଟେଷ୍ଟକୁ...

ନୂଆ ଲୁକ୍‌ରେ ନଜର ଆସିଲେ ରୋହିତ

ନୂଆଦିଲ୍ଲୀ,୫।୭: ୱେଷ୍ଟଇଣ୍ଡିଜରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ନୂଆ ଲୁକ୍‌ରେ ନଜର ଆସିଛନ୍ତି। ସମସ୍ତ ତିନୋଟି ଫର୍ମାଟର ସିରିଜ ଖେଳିବା ପାଇଁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ରେ ପହଞ୍ଚିଛି। ଟେଷ୍ଟ ସିରିଜ ମାଧ୍ୟମରେ ଟିମ ଇଣ୍ଡିଆ ଏହି ଯାତ୍ରା ଆରମ୍ଭ...

ପୂର୍ବତନ କ୍ରିକେଟର୍‌ଙ୍କ ଗାଡିକୁ ପିଟିଲା କ୍ୟାଣ୍ଟର

ମିରୁଟ୍‌,୫।୭: ଭାରତୀୟ ଦଳର ପୂର୍ବତନ ଖେଳାଳି ପ୍ରବୀଣ କୁମାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ କାରକୁ ଦ୍ରୁତ ଗତିରେ ଆସୁଥିବାବେଳେ ଏକ କ୍ୟାଣ୍ଟର ଧକ୍କା ଦେଇଥିଲା। ସେହି ସମୟରେ ତାଙ୍କ ପୁଅ ମଧ୍ୟ ପ୍ରବୀଣଙ୍କ ସହ କାରରେ ଥିଲେ ଏବଂ...

ଅଗରକରଙ୍କ ନାଁରେ ଏମିତି ରେକର୍ଡ, ଯାହା ଆଜି ବି ରହିଛି ଅତୁଟ

ନୂଆଦିଲ୍ଲୀ,୫।୭: ଭାରତୀୟ କ୍ରିକେଟର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି ଅଜିତ ଅଗରକର। ପୁରୁଷ ଚୟନ କମିଟିର ଅଧ୍ୟକ୍ଷ ଭାବେ ଅଗରକରଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସୂଚନା ଦିଆଯାଇଛି। ଅଜିତ ଅଗରକର ୪...

ଅଗରକର ଚୟନ କମିଟି ଚେୟାରମ୍ୟାନ୍‌

ନୂଆଦିଲ୍ଲୀ, ୫ା୭(ପି.ଟି.):ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ଅଜିତ୍‌ ଅଗରକରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବରେ ନିଯୁକ୍ତି ମିଳିଛି। ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ସହକାରୀ କୋଚ୍‌ ରହିଥିବା ଅଗରକର ଗୁରୁବାର ଇସ୍ତଫା ପ୍ରଦାନ କରିବା ପରେ...

ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ: ସିନ୍ଧୁ ୧୫କୁ ଖସିଲେ

ନୂଆଦିଲ୍ଲୀ, ୫ା୭(ପି.ଟି.): ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାରେ ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ୩ ସ୍ଥାନ ତଳକୁ ଖସି ୧୫ତମ ସ୍ଥାନରେ ରହିଛନ୍ତି। ସିନ୍ଧୁ ଚଳିତବର୍ଷ ଏପ୍ରିଲରେ ଏଲିଟ୍‌ ଟପ୍‌ ୧୦ରୁ ବାଦ୍‌...

ଉପଅଧିନାୟିକା ରହିଲେ ଦୀପ୍‌ଗ୍ରେସ୍‌

ନୂଆଦିଲ୍ଲୀ, ୫ା୭ (ପି.ଟି.): ୟୁରୋପ ଗସ୍ତ ପାଇଁ ୨୦ ଜଣିଆ ମହିଳା ହକି ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଏହି ଦଳ ପ୍ରଥମେ ଜର୍ମାନୀରେ ମ୍ୟାଚ୍‌ ଖେଳିବା ସହିତ ସ୍ପେନ୍‌ରେ ଏକ ଚତୁଃରାଷ୍ଟ୍ରୀୟ ଟି୨୦ ଟୁର୍ନାମେଣ୍ଟ ଖେଳିବ। ଉଭୟ...

‘ଦକ୍ଷତାକୁ ପରଖି ପରିଶ୍ରମ କଲେ ସଫଳତା ମିଳିଥାଏ’

ରାଉରକେଲା,୫ା୭(ଦିନେଶ ମିଶ୍ର): ”ବାପା କହୁଥିଲେ ମୁଁ କ୍ୟାଣ୍ଟିନ ଚଳାଇ ତୁମମାନଙ୍କୁ ପୋଷିବି ା ତୁ ରାଜ୍ୟ ଓ ଦେଶ ପାଇଁ ଯେଉଁ ଦିନ ଖେଳିବୁ ସେ ଦିନ ମୋ ସ୍ବପ୍ନ ପୂରଣ ହେବ। ବାପା ଦେଖିଥିବା ସ୍ବପ୍ନକୁ ମୁଁ ସାକାର...

ରୋଜର ଫେଡେରରଙ୍କୁ ଷ୍ଟାଣ୍ଡିଂ ଓଭେଶନ

ଓ୍ବିମ୍ବେଲଡନ୍‌, ୫ା୭(ପି.ଟି.): ଓ୍ବିମ୍ବେଲଡନ୍‌ ଇତିହାସର ସଫଳତମ ଖେଳାଳି ରୋଜର ଫେଡେରରଙ୍କୁ ମିଳିଛି ଷ୍ଟାଣ୍ଡିଂ ଓଭେଶନ। ଅବସର ପରେ ପ୍ରଥମ ଥର ପାଇଁ ମ୍ୟାଚ୍‌ ଦେଖିବାକୁ ଅଲ ଇଂଲଣ୍ଡ ଟେନିସ୍‌ କ୍ଲବରେ ପହଞ୍ଚିଥିଲେ ଫେଡେରର। ସେ ପହଞ୍ଚିବା କ୍ଷଣି ସମସ୍ତ ଦର୍ଶକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri