ଖେଳ

ବାର୍ସିଲୋନା ସ୍ପେନ ମାଷ୍ଟର୍ସ: ଦ୍ୱିତୀୟ ରାଉଣ୍ଡରେ ସାଇନା

ବାର୍ସିଲୋନା, ୧୯।୨ (ପି.ଟି.):ଏଠାରେ ଆରମ୍ଭ ହୋଇଥିବା ଏକ ଲକ୍ଷ ୭୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବାର୍ସିଲୋନା ସ୍ପେନ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଷ୍ଟାର୍‌ ଭାରତୀୟ ଖେଳାଳି ସାଇନା ନେହ୍ବାଲ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଖେଳାଯାଇଥିବା ମହିଳା…

ଭାରତରେ ହେବ ୨୦୨୨ ଏଏଫ୍‌ସି ମହିଳା ଏସିଆନ୍‌ କପ

କୁଆଲାଲମ୍ପୁର,୧୯।୨(ପି.ଟି.)- ଭାରତରେ ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଦେଶରେ ମହିଳା ଫୁଟବଲର ପ୍ରସାର କରିବା ପାଇଁ ଏହି ଇଭେଣ୍ଟର ଆୟୋଜନ ଅଧିକାର ବୁଧବାର ଭାରତକୁ ଦିଆଯାଇଛି। ଏସିଆନ ଫୁଟବଲ କନଫେଡେରେଶନର ମହିଳା କମିଟି ଏହି…

କାଉଣ୍ଟି କ୍ରିକେଟ ଖେଳିବେ ପୂଜାରା

ଲଣ୍ଡନ,୧୯।୨- ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ବୁଧବାର ଗ୍ଲୁଷ୍ଟରଶାୟର ସହ ଚୁକ୍ତି କରିଛନ୍ତି। ସେ ଦଳ ପାଇଁ ଏପ୍ରିଲ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଲିଂଶ କାଉଣ୍ଟି ଚାମ୍ପିୟନଶିପର ପ୍ରଥମ ୬ ମ୍ୟାଚ୍‌ ଖେଳିବେ। ପୂଜାରା ଭାରତୀୟ ଟେଷ୍ଟ…

ପାକିସ୍ତାନରେ ଆରମ୍ଭ ହେବ ପିଏସ୍‌ଏଲ-୫

କରାଚୀ,୧୯।୨(ଏଏଫ୍‌ପି)- ଦେଶର କ୍ରିକେଟ ପ୍ରେମୀମାନେ ପ୍ରଥମ ଥର ପାଇଁ ପାକିସ୍ତାନରେ ପିଏସ୍‌ଏଲ (ପାକିସ୍ତାନ ସୁପର ଲିଗ୍‌) ଉପଭୋଗ କରିବାକୁ ଯାଉଛନ୍ତି। ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଟି୨୦ ଇଭେଣ୍ଟର ୫ମ ସଂସ୍କରଣରେ ଡେଲ ଷ୍ଟେଇନ(ଦକ୍ଷିଣ ଆଫ୍ରିକା), ଶେନ ଓ୍ବାଟସନ,…

କୁମ୍ବଲେଙ୍କଠାରୁ ଫ୍ଲିପର ଶିଖିବାକୁ ଚାହାନ୍ତି ବିଷ୍ଣୋଇ

ନୂଆଦିଲ୍ଲୀ,୧୯।୨- ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ସଫଳ ସ୍ପିନର ରବି ବିଷ୍ଣୋଇ ପୂର୍ବତନ ଭାରତୀୟ ଅଧିନାୟକ ତଥା କିମ୍ବଦନ୍ତୀ ଲେଗ୍‌ ସ୍ପିନର ଅନିଲ କୁମ୍ବଲେଙ୍କଠାରୁ ଫ୍ଲିପର ବଲ କେଉଁ ଭଳି ପକାଯାଏ, ତାହା ଜାଣିବାକୁ ଚାହାନ୍ତି। ଏ ନେଇ ଏକ…

ଭାଇରସ୍‌ ଯୋଗୁ ଏବେଠୁ ଅଲିମ୍ପିକ୍ସ ଉପରେ ବିପଦ ଅଛି କହିବା ଉଚିତ ନୁହେଁ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୯।୨- ଚାଇନାରେ କରୋନା ଭାଇରସ ୧୮୦୦ରୁ ଊର୍ଦ୍ଧ୍ୱ ପ୍ରାଣ ନେଇସାରିଲାଣି। କିନ୍ତୁ ଏବେଠାରୁ ଟୋକିଓ ଅଲିମ୍ପିକ୍ସ ଉପରେ ଭାଇରସ୍‌ର ପ୍ରଭାବ ପଡ଼ିବ କି ନାହିଁ, କହିବା ଉଚିତ ହେବ ନାହିଁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଜଣେ ସିନିୟର ଅଫିସିଆଲ…

ଭିଟୋରିଙ୍କ ଚୁକ୍ତିରେ ପରିବର୍ତ୍ତନ କରିବ ବିସିବି

ଢାକା,୧୯।୨- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସ୍ପିନ ବୋଲିଂ ପରାମର୍ଶଦାତା ଡାନିଏଲ ଭିଟୋରିଙ୍କ ସହ ଥିବା ଚୁକ୍ତିରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ବାଂଲାଦେଶ ସ୍ପିନରଙ୍କୁ ଭିଟୋରିଙ୍କ ପର୍ଯ୍ୟାପ୍ତ ସମୟ ଦେବା ଲାଗି ବୋର୍ଡ ଉଦ୍ୟମ କରୁଛି। ବର୍ତ୍ତମାନ ଚୁକ୍ତି ଅନୁଯାୟୀ…

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ: ମ୍ୟାଟ୍‌ ହେନ୍‌ରୀଙ୍କୁ ଡକରା

ଓ୍ବେଲିଂଟନ,୧୯।୨- ଆସନ୍ତା ୨୧ ତାରିଖରେ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ନ୍ୟୁଜିଲାଣ୍ଡ ଦଳ ପେସର ମ୍ୟାଟ ହେନ୍‌ରୀଙ୍କୁ ଡକରା ଦେଇଛି। ତାଙ୍କୁ ନିଲ ଓ୍ବାଗନରଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯିବ। ଓ୍ବାଗନର ପ୍ରଥମ…

ଟଏଲେଟ୍‌ ଭିତରେ ବସି ଗୀତ ଶୁଣୁଛନ୍ତି ଧୋନୀ, ଭିଡିଓ ଭାଇରାଲ୍‌

ଭାରତକୁ ୨ଟି ବିଶ୍ୱକପ ବିଜୟୀ କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। କ୍ରିକେଟ ଖେଳୁ ନ ଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କ ଫଟୋ ହେଉ…

ରଣ୍‌ଜୀ ଟ୍ରଫି: କ୍ବାର୍ଟର ଫାଇନାଲ ମୁକାବିଲା; ଓଡ଼ିଶାକୁ ବିଦା କରିଥିଲା ବୁମ୍‌ରାଙ୍କ ବୋଲିଂ

କଟକ ଅଫିସ,୧୯ା୨- ଦୁଇ ବର୍ଷର ବ୍ୟବଧାନ ପରେ ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା। ଗତ ୨୦୧୬-୧୭ ସଂସ୍କରଣରେ ରାଜ୍ୟ ଦଳ କ୍ବାର୍ଟରରେ ସ୍ଥାନ ପାଇଥିଲେ ସୁଦ୍ଧା ଗୁଜରାଟଠାରୁ ଇନିଂସ ପଛୁଆ ରହି ନକଆଉଟ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ିଥିଲା।…

ହିରୋ ଏଲିଟ୍‌ ଲିଗ୍‌: ଫାଇନାଲ ରାଉଣ୍ଡରେ ଓଡ଼ିଶା ଏଫ୍‌ସି

ନୂଆଦିଲ୍ଲୀ, ୧୯।୨- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସିର ୧୮ ବର୍ଷରୁ କମ୍‌ ଦଳ ଏଠାରେ ଚାଲିଥିବା ହିରୋ ଏଲିଟ୍‌ ଲିଗ୍‌ ୨୦୧୯-୨୦ ସିଜନର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି। ସ୍ଥାନୀୟ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯାଇଥିବା…

ଚର୍ଚ୍ଚାରେ ଡ୍ରାଭିଡ୍‌ଙ୍କ ପୁଅ ସମିତ

ନୂଆଦିଲ୍ଲୀ, ୧୯।୨- ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ରାହୁଲ ଡ୍ରାଭିଡ୍‌ଙ୍କ ପୁଅ ସମିତ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଦୁଇମାସ ବ୍ୟବଧାନରେ ୨ଟି ଦ୍ୱିଶତକ ହାସଲ କରି ଖବରର ଶିରୋନାମାରେ ରହିଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ୧୪ ବର୍ଷରୁ କମ୍‌ ବିଟିଆର୍‌ ସିଲ୍ଡ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?