କମ୍ବାଲା ଦୌଡ଼ରେ ଶ୍ରୀନିବାସଙ୍କ ରେକର୍ଡ ଭାଙ୍ଗିଲା
ବାଙ୍ଗାଲୋର,୧୮।୨- ପାରମ୍ପରିକ ଷଣ୍ଢ ଦୌଡ଼ କମ୍ବାଲାରେ ଶ୍ରୀନିବାସ ଗୌଡ଼ାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ଆଉ ଜଣେ ଧାବକ। ତାଙ୍କ ନାମ ହେଲା ନିଶାନ୍ତ ଶେଟ୍ଟି। ସେ ୧୪୩ ମିଟର ବିଶିଷ୍ଟ ଦୌଡ଼କୁ ୧୩.୬୮ ସେକେଣ୍ଡରେ ଶେଷ କରିଛନ୍ତି। ଏହାକୁ ଗଣନା କରାଗଲେ…
ଦିଲ୍ଲୀ ଶୁଟିଂ ବିଶ୍ୱକପ୍ରୁ ଓହରିଲେ ଚାଇନା, ପାକିସ୍ତାନ
ପୁଣେ,୧୮।୨- ଆସନ୍ତା ମାର୍ଚ୍ଚରେ ନୂଆଦିଲ୍ଲୀ ସ୍ଥିତ ଡ. କାର୍ନି ସିଂ ଶୁଟିଂ ରେଞ୍ଜରେ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ଆୟୋଜନ ହେବ। ଇଭେଣ୍ଟ ପୂର୍ବରୁ ଆୟୋଜକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ରାଇଫଲ, ପିସ୍ତଲ ଓ ଶଟ୍ଗନ ଭଳି ୩ ବିଭାଗରେ ଆସନ୍ତା ୧୫ ତାରିଖରୁ…
୫୦ ନିୟୁତ ଛୁଇଁଲା କୋହଲିଙ୍କ ଇନ୍ଷ୍ଟା ଫଲୋଅର୍ସ ସଂଖ୍ୟା
ନୂଆଦିଲ୍ଲୀ,୧୮।୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ଖୁବ୍ ଅଧିକ। ଏକତା କାହାକୁ ଅଜଣା ନାହିଁ। ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋଅର୍ସଙ୍କ ସଂଖ୍ୟା ୫୦ ନିୟୁତ ପହଞ୍ଚତ୍ଛି। ଇନ୍ଷ୍ଟାଗ୍ରାମରେ ୫୦ ନିୟୁତ ଫଲୋଅର୍ସ ହାସଲ କରିବାରେ କୋହଲି…
ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲରେ ବ୍ୟବହାର ହେବ ନାହିଁ ଡିଆରଏସ୍
ନୂଆଦିଲ୍ଲୀ,୧୮।୨- ରଣଜୀ ଟ୍ରଫି ନକଆଉଟ୍ରେ ସୀମିତ ଡିଆରଏସ୍ ବ୍ୟବହାର କରାଯିବ। ଫଳରେ କ୍ୱାର୍ଟର ଫାଇନାଲର କୌଣସି ମ୍ୟାଚ୍ ଡିଆରଏସ୍ ବ୍ୟବହାର ହେବ ନାହିଁ। କିନ୍ତୁ ଏହା ସେମିଫାଇନାଲ ଓ ଫାଇନାଲ ପାଇଁ ଉପଲବ୍ଧ ହେବ। ଏ ନେଇ ବିସିସିଆଇ ଜେନାରାଲ ମ୍ୟାନେଜର…
ଭାରତୀୟ କବାଡ଼ି ଦଳର ପାକିସ୍ତାନ ଗସ୍ତ ଉପରେ ତଦନ୍ତ ହେବ
ଅମ୍ରିତସର/ନୂଆଦିଲ୍ଲୀ,୧୮।୨- ପାକିସ୍ତାନରେ ଅନୁଷ୍ଠିତ ସର୍କଲ କବାଡ଼ି ବିଶ୍ୱକପ୍ରେ ସ୍ବୀକୃତି ପାଇ ନ ଥିବା ଭାରତୀୟ ଦଳ ଅଂଶଗ୍ରହଣ କରିଥିଲା। ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କବାଡ଼ି ଫେଡେରେଶନ (ଆଇକେଏଫ୍) ଦ୍ୱାରା ଅନଅଫିସିଆଲ ଘୋଷିତ…
ପ୍ରଥମ ଭାରତୀୟ ଭାବେ କୋହଲି କଲେ ଏମିତି କାରନାମା: ପ୍ରିୟଙ୍କାଙ୍କୁ ପଛରେ ପକାଇଲେ
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ହାସଲ କରି…
ଏହି ଫଟୋ ପାଇଁ ପୁରସ୍କାର ଜିତିଲେ ସଚିନ ତେନ୍ଦୁଲକର
ବର୍ଲିନ,୧୮।୨: ଲରିୟସ୍ ବିଶ୍ୱ ସ୍ପୋର୍ଟସ ପୁରସ୍କାର ଘୋଷଣା କରାଯାଇଛି। ରେସର୍ ଲୁଇସ୍ ହାମିଲଟନ୍ ଏବଂ ଫୁଟବଲର୍ ଲିଓନେଲ ମେସି ସଂଯୁକ୍ତ ଭାବେ ବିଶ୍ୱ ସ୍ପୋର୍ଟସ ମ୍ୟାନ୍ ଅଫ୍ ଦ ଇୟର୍ ପୁରସ୍କାର ଜିଣିଛନ୍ତି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସ୍ପୋର୍ଟିଙ୍ଗ୍ ମୋମେଣ୍ଟସ୍ ୨୦୦୦-୨୦୨୦…
ସେଣ୍ଟ୍ ଲୁସିଆ ଫ୍ରାଞ୍ଚାଇଜ୍କୁ କିଣିବ କିଙ୍ଗ୍ସ ଇଲେଭେନ
ନୂଆଦିଲ୍ଲୀ, ୧୮ା୨ (ପି.ଟି.)- କିଙ୍ଗ୍ସ ଇଲେଭେନ ପଞ୍ଜାବ କ୍ୟାରିବିୟନ ପ୍ରିମିୟର ଲିଗ୍ (ସିପିଏଲ୍)ର ସେଣ୍ଟ ଲୁସିଆ ଫ୍ରାଞ୍ଚାଇଜ୍ କ୍ରୟ କରିବ। ଫଳରେ ସିପିଏଲ ଦଳ କ୍ରୟ କରିବାରେ କୋଲକାତା ନାଇଟ୍ ରାଇଡର୍ସ ପରେ କିଙ୍ଗ୍ସ ଇଲେଭେନ ହେବ ଦ୍ୱିତୀୟ ଇଣ୍ଡିଆନ ପ୍ରିମିୟର…
ଦୁବାଇ ଓପନ ଖେଳିବେ ସାନିଆ
ଦୁବାଇ, ୧୮ା୨ (ପି.ଟି.)- ଚଳିତ ଦୁବାଇ ଓପନ ଟେନିସ ପ୍ରତିଯୋଗିତାରେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ଖେଳ ବୁଧବାର ଦେଖିବାକୁ ମିଳିବ। ପେଣ୍ଡା ଇଞ୍ଜୁରିରୁ ଏବେ ସେ ମୁକ୍ତି ପାଇଛନ୍ତି। ଯେଉଁ କାରଣରୁ ଜାନୁୟାରୀରେ ଅଷ୍ଟ୍ରେଲିଆନ ଓପନରେ ସେ ତାଙ୍କ…
ଜାଭେଲିନ୍ ଥ୍ରୋୟର ଅମିତ୍ ୪ ବର୍ଷ ବାସନ୍ଦ
ନୂଆଦିଲ୍ଲୀ, ୧୮ା୨ (ପି.ଟି.)-ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା)ର ଆଣ୍ଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ (ଏଡିଡିପି) ହରିୟାଣା ଜାଭେଲିନ୍ ଥ୍ରୋୟର ଅମିତ୍ ଦାହିୟାଙ୍କୁ ଦୃଷ୍ଟାନ୍ତମୂଳକ ୪ ବର୍ଷ ପାଇଁ ବାସନ୍ଦ କରିଛି। ଗତବର୍ଷ ନ୍ୟାଶନାଲ ଜାଭେଲିନ୍ ଥ୍ରୋ ଓପନ ଚାମ୍ପିୟନଶିପ୍ରେ ଡୋପ୍…
ଆଇସିସି ମହିଳା ବିଶ୍ୱକପ୍ : ଏକାଠି ହେଲେ ୧୦ ଦଳର ଅଧିନାୟିକା
ସିଡ୍ନୀ, ୧୮।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍ର ୭ମ ସଂସ୍କରଣ ଆସନ୍ତା ୨୧ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ତଥା ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ତେବେ ଏଥିପୂର୍ବରୁ ଅଂଶଗ୍ରହଣକାରୀ ୧୦ଦଳର ଅଧିନାୟିକା ସୋମବାର…
ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ : କଳିଙ୍ଗରେ ଭାରତକୁ ଭେଟିବାକୁ ପ୍ରସ୍ତୁତ: ଜେଲସ୍କି
ଭୁବନେଶ୍ୱର,୧୮ା୨(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ହେଭିଓ୍ବେଟ ହକି ମୁକାବିଲା ପାଇଁ କ୍ଷେତ୍ର ପ୍ରସ୍ତୁତ। ଅନ୍ତର୍ଜାତୀୟ ହକିର ଦୁଇ ଶକ୍ତିଶାଳୀ ଦଳ ନେଦରଲାଣ୍ଡ୍ସ ଓ ବିଶ୍ୱ ଚାମ୍ପିୟନ ବେଲଜିୟମ ସହ ମୁକାବିଲା ପରେ ଏଫଆଇଏଚ୍ ପ୍ରୋ ଲିଗ୍ରେ ଏଥର…

