ନୂଆ ଟେନିସ୍ ସେନ୍ସେଶନ
ମାତ୍ର ୨୧ ବର୍ଷରେ ଆମେରିକାର ସୋଫିଆ କେନିନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୯ରେ ଡବ୍ଲ୍ୟୁଟିଏ ଶ୍ରେଷ୍ଠ ଉଦୀୟମାନ ମହିଳା ଖେଳାଳିର ମାନ୍ୟତା ପାଇଥିବା ଏହି ମସ୍କୋ ଜନ୍ମିତ ଖେଳାଳି ମାରିଆ ସାରାପୋଭାଙ୍କ ପରେ ସର୍ବକନିଷ୍ଠ ଖେଳାଳି ଭାବେ ବର୍ଷର ପ୍ରଥମ…
ଏକାସଙ୍ଗେ ଖେଳିପାରନ୍ତି ମେସି, ରୋନାଲ୍ଡୋ
ବାର୍ସିଲୋନା,୬।୨- ବର୍ତ୍ତମାନ ଫୁଟବଲ କ୍ରୀଡ଼ାର ଦୁଇ ବଡ଼ ନାମ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସି। ଦୁହିଁଙ୍କ ପ୍ରଶଂସକଙ୍କ ସଂଖ୍ୟା ଖୁବ୍ ଅଧିକ। ବହୁବାର ଦୁଇ ଖେଳାଳିଙ୍କ ପ୍ରଶଂସକଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ନେଇ ବଚସା ହୁଏ। ଏହାର ବହୁ ଉଦ୍ହାରଣ…
ଆଜି ଭାରତୀୟ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ, ଜାଣନ୍ତୁ କାହିଁକି
ଫେବୃୟାରୀ ୭, ଭାରତୀୟ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ। ଆଜିକୁ ଠିକ୍ ୨୧ ବର୍ଷ ପୂର୍ବେ ପ୍ରସିଦ୍ଧ ସ୍ପିନ୍ ବୋଲର୍ ଅନିଲ କୁମ୍ବଲେ ଭାରତ ପାଇଁ ଇତିହାସ ରଚିଥିଲେ। ୧୯୯୯, ଫେବୃୟାରୀ ୭ରେ ଦିଲ୍ଲୀର ତତ୍କାଳୀନ ଫିରୋଜ ଶାହା କୋଟଲା…
ଜାତୀୟସ୍ତରରେ ବଣ୍ଟିଙ୍କ କୃତିତ୍ୱ
ଜଗତ୍ସିଂହପୁର ଅଫିସ୍,୭।୨: ନିଷ୍ଠା, ଆତ୍ମବିଶ୍ୱାସ ଓ କଠୋର ପରିଶ୍ରମ ଆଗରେ ଦାରିଦ୍ର୍ୟତା ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସ୍ଥାନୀୟ ଶିଶୁ ଆଶ୍ରମରେ। ଆଶ୍ରମର ଅନ୍ତେବାସୀ ତଥା ଜଗତ୍ସିଂହପୁର ଥାନା ପାଇକରାବାଟୀ ଅଧୀନ ଗଡ଼ମାର ନୟନା ମଲ୍ଲିକଙ୍କ ପୁଅ ବଣ୍ଟି…
ବାଙ୍ଗାଲୋର ଓପନ ଖେଳିବେ ପେସ୍
ବେଙ୍ଗାଲୁରୁ, ୭ା୨ (ପି.ଟି.)-ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁଥିବା ୧୬୨,୦୦୦ ଡଲାର ପୁରସ୍କାର ବିଶିଷ୍ଟ ବାଙ୍ଗାଲୋର ଏଟିପି ଚ୍ୟାଲେଞ୍ଜରରେ ଭାରତୀୟ ଟେନିସ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ଭାଗ ନେବେ। ଗୁରୁବାର ଏହା ସ୍ପଷ୍ଟ ହୋଇଛି। ପେସ୍ଙ୍କ ଏହା ବିଦାୟକାଳୀନ ସିଜନ ହୋଇଥିବାରୁ…
ରାଜ୍ୟସ୍ତରୀୟ କ୍ରିକେଟ: ଜୁଭେନାଇଲ୍ ଚାମ୍ପିୟନ୍
ଅସ୍ତରଙ୍ଗ, ୭।୨- ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଡେରୁଣିଆଁ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଖେଳ ପଡିଆରେ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ୩୦ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍ଯାପିତ ହୋଇଛି। ଫାଇନାଲରେ ଭୁବନେଶ୍ୱର କ୍ରାଉନ୍ ସ୍ପୋର୍ଟିଂକୁ ହରାଇ କଟକର…
ଜାତୀୟ ଜୁନିୟର କବାଡ଼ି ଓଡ଼ିଶାରୁ ୩ ଅଫିସିଆଲ
ଭୁବନେଶ୍ୱର, ୭।୨(କ୍ରୀଡ଼ା ପ୍ରତିନିଧି)- ଜାତୀୟ ଜୁନିୟର କବାଡ଼ି ଚାମ୍ପିୟନଶିପ୍ର ୪୬ତମ ସଂସ୍କରଣ ହରିୟାଣାର ରୋହତକଠାରେ ଚଳିତମାସ ୧୩ ତାରିଖରୁ ଆରମ୍ଭ ହେବ। ପ୍ରତିଯୋଗିତାକୁ ପରିଚାଳନା କରିବା ପାଇଁ ଆମେଚର କବାଡ଼ି ଫେଡେରେଶନ ଅଫ ଇଣ୍ଡିଆ (ଏକେଏଫଆଇ) ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା।…
ଚାଓ୍ବଲାଙ୍କ ଆବେଦନକୁ ୟୁରୋପିଆନ କୋର୍ଟଙ୍କ ପ୍ରତ୍ୟାଖ୍ୟାନ
ଲଣ୍ଡନ, ୭ା୨ (ପି.ଟି.)-ୟୁରୋପିଆନ କୋର୍ଟ ଅଫ୍ ହ୍ୟୁମ୍ୟାନ ରାଇଟ୍ସ (ଇସିଏଚ୍ଆର୍)ଅଭିଯୁକ୍ତ ବୁକି ସଞ୍ଜୀବ ଚାଓ୍ବଲାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମ୍ୟାଚ୍ ଫିକ୍ସିଂ ମାମଲାରେ ଅଭିଯୁକ୍ତ ଚାଓ୍ବଲାଙ୍କୁ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ରୁ ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟା ଚାଲିଥିବାବେଳେ ଏଥିରୁ ମୁକୁଳିବା ଲାଗି ଚାଓ୍ବଲା…
ଭୁବନେଶ୍ୱରରେ ଏଫ୍ଆଇଏଚ୍ ଏକାଡେମୀର ଲେଭଲ ୨, ୩ କୋର୍ସ
ଭୁବନେଶ୍ୱର,୭।୨(ସ୍ପୋଟର୍ସ ବ୍ୟୁରୋ)- ଆଗକୁ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ପ୍ରୋ ଲିଗ୍ ମ୍ୟାଚ୍ ଅବସରରେ ଭୁବନେଶ୍ୱରରେ ପୁଣି ଥରେ ଟେକ୍ନିକାଲ ଅଫିସିଆଲ କୋର୍ସ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୨୦୧୮ ଏଫ୍ଆଇଏଚ୍ ପୁରୁଷ ହକି ଓ୍ବଲର୍ଡ କପ୍…
ସାଇ ସୁନ୍ଦରଗଡ଼ରେ ହାଇ ପରଫରମାନ୍ସ ସେଣ୍ଟର
ନୂଆଦିଲ୍ଳୀ, ୭।୨(ପି.ଟି.)- ଦେଶର ବିଭିନ୍ନ ୭ଟି ସ୍ଥାନରେ ହାଇ ପରଫରମାନ୍ସ ସେଣ୍ଟର ଖୋଲାଯାଇଛି। ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଓ ହକି ଇଣ୍ଡିଆ ଏ ନେଇ ମିଳିତ ଭାବେ ଘୋଷଣା କରିଛନ୍ତି। ଜୁନିୟର ଓ ସବ୍ଜୁନିୟର ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା…
୧୯ ବର୍ଷରୁ କମ୍ ବିଶ୍ୱକପ୍: ଭାରତ- ବାଂଲାଦେଶ ଫାଇନାଲ
ପେଚେଫ୍ସଟ୍ରୁମ୍, ୬୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ବିଶ୍ୱକପ ର ଏହି ୧୩ତମ ସଂସ୍କରଣରେ ଭାରତ ଓ ପଡୋଶୀ ବାଂଲାଦେଶ ଟାଇଟଲ ପାଇଁ ସ୍ଥାନୀୟ ଜେ.ବି.…
ରଣ୍ଜୀ ମୁକାବିଲା: ଅଙ୍କିତଙ୍କ ଦ୍ୱିଶତକ: ମହାରାଷ୍ଟ୍ର ଅଗ୍ରଣୀ
କଟକ ଅଫିସ,୬ା୨- ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଖେଳ ଗୁରୁବାର ଶେଷ ହୋଇଛି। ମହାରାଷ୍ଟ୍ର ପ୍ରଥମ ଇନିଂସ ୫୪୩/୫ରେ ଘୋଷଣା କରିବା ସହ ଅଗ୍ରଣୀ ହାସଲ କରିଛି। ଅଧିନାୟକ…

