ଖେଳ

ହୋଲି ଅବସରରେ ଶୁଭେଚ୍ଛା ଜଣାଇଲେ କୋହଲି, ସଚିନ

ନୂଆଦିଲ୍ଲୀ,୧୦।୩- ଭାରତୀୟ କ୍ରିକେଟ ଜଗତ ମଙ୍ଗଳବାର ହୋଲି ଅବସରରେ ଫ୍ୟାନମାନଙ୍କୁ ଶୁଭେଚ୍ଛା ଜଣାଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଟୁଇଟ୍‌ କରିଛନ୍ତି। ସୁରକ୍ଷିତ ଭାବେ ହୋଲି ପାଳନ କରନ୍ତୁ। ଏହି ରଙ୍ଗର ପର୍ବ ସଭିଙ୍କ ଜୀବନରେ ସୁଖ ଆଣିଦେଉ ବୋଲି କୋହଲି…

ରଣଜୀ ଫାଇନାଲ: ଅମ୍ପାୟର ଶାମଶୁଦ୍ଦିନଙ୍କ ପେଟରେ ବାଜିଲ ବଲ

ରାଜକୋଟ,୧୦।୩- ଏଠାରେ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଚାଲିଥିବା ରଣଜୀ ଫାଇନାଲ ମ୍ୟାଚ୍‌ର ପ୍ରଥମ ଦିନରେ ଫିଲ୍ଡ ଅମ୍ପାୟର ସି. ଶାମଶୁଦ୍ଦିନ ଆହତ ହୋଇଛନ୍ତି। ତାଙ୍କ ପେଟରେ ବଲ ବାଜିଛି। ସୌରାଷ୍ଟ୍ର ଦଳ ବ୍ୟାଟିଂ କରୁଥିବାବେଳେ ଜଣେ ବ୍ୟାଟ୍ସମ୍ୟାନ ଏକ ଶକ୍ତିଶାଳୀ…

୨୪ ବର୍ଷ ତଳେ ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ ଜାଡେଜା

୯ ମାର୍ଚ୍ଚ ୧୧୯୬ ମସିହାରେ ଭାରତ ଓ ପାକିସ୍ତାନ ଆଇସିସି ବିଶ୍ୱକପ୍‌ରେ ଦ୍ୱିତୀୟ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍‌ ଥିଲା ପାକିସ୍ତାନର କିମ୍ବଦନ୍ତୀ ଜାଭେଦ ମିଆଦିଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ଥିଲେ। ୧୯୯୬ ଐତିହାସିକ କ୍ୱାର୍ଟର ଫାଇନାଲ ମୁକାବିଲା…

କେଉଁଠାରୁ ଆରମ୍ଭ ଫ୍ରି ହିଟ୍‌ ନିୟମ

କ୍ରିକେଟର ଅନ୍ୟତମ ଲୋକପ୍ରିୟ ନିୟମ ଫ୍ରି ହିଟ୍‌। ଏ ସମ୍ପର୍କରେ ପ୍ରାୟ କ୍ରିକେଟ ପ୍ରଶଂସକଙ୍କୁ ଜଣାଥିବ। ମାତ୍ର ଏହି ନିୟମ କ୍ରିକେଟରେ କେବେଠାରୁ ଲାଗୁ ହେଲା? ଏହାର ଉତ୍ତର ପ୍ରାୟଙ୍କୁ ଜଣା ନ ଥିବ। ଏହା ୨୦୦୭ ଅକ୍ଟୋବରରେ ଅନ୍ତର୍ଜାତୀୟ କ୍ରିକେଟରେ…

ପାକିସ୍ତାନ ପ୍ରଶଂସକଙ୍କୁ କଡ଼ା ଜବାବ ଦେଲେ ଆକାଶ ଚୋପ୍ରା

ମୁମ୍ବାଇ,୯।୩- ଭାରତୀୟ ମହିଳା ଦଳ ଟି୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରିଛି। ଏହି ପରାଜୟ ସତ୍ତ୍ୱେ କିଛି ପ୍ରଶଂସକ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ ଖୁବ ପ୍ରଶଂସା କରିଛନ୍ତି। କିନ୍ତୁ କିଛି ପାକିସ୍ତାନ ପ୍ରଶଂସକ ଫାଇନାଲରେ ଭାରତୀୟ ଦଳର ପରାଜୟକୁ…

ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସତ୍ତ୍ୱେ ଆଇପିଏଲ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବ ନାହିଁ- ଗାଙ୍ଗୁଲି

ମୁମ୍ବାଇ,୯।୩- କରୋନା ଭାଇରସ୍‌ର ସ୍ଥିତି ଦେଶରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହି କାରଣରୁ ଆଇପିଏଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ ସମ୍ଭାବନା ସୃଷ୍ଟି ହୋଇଛି। ଏଥିଯୋଗୁ ଆଇପିଏଲ ବାତିଲ କରିବା ଲାଗି ସରକାରଙ୍କ ସହ ଆଲୋଚନା ଚାଲିଥିବା ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ…

ପଙ୍ଘାଲଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ଅମାନ (ଜୋର୍ଡାନ),୯।୩(ପି.ଟି.)- ବିଶ୍ୱ ଚାମ୍ପିୟନଶିପ ରୌପ୍ୟ ପଦକଧାରୀ ବକ୍ସର ଅମିତ ପଙ୍ଘାଲ ୫୨ କେଜି ଓଜନ ବର୍ଗରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ସୋମବାର କ୍ୱାର୍ଟର ଫାଇନାଲରେ ସେ ଫିଲିପାଇନ୍ସର କାର୍ଲୋ ପାଲମଙ୍କୁ ହରାଇ ଏସିଆନ କ୍ୱାଲିଫାୟର୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତିି।…

କ୍ୟାଚ୍‌ ନ ଧରି ବ୍ୟାଟ୍ସମ୍ୟାନଙ୍କୁ ମାଡ଼ି ବସିଲେ ଉଇକେଟକିପର

ଦୁବାଇ,୯।୩- ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ରେ ରବିବାର କରାଚୀ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌କୁ କ୍ୱାଲଣ୍ଡର୍ସ ଲାହୋର ୮ ଉଇକେଟରେ ଜିତି ନେଇଛି। ମ୍ୟାଚ୍‌ରେ କରାଚୀ କିଙ୍ଗ୍ସ ପକ୍ଷରୁ ଧାର୍ଯ୍ୟ ୧୮୮ ରନ୍‌ର ଟାର୍ଗେଟର ପିଛା କରୁଥିବାବେଳେ ଏକ କୌତୂହଳପୂର୍ଣ୍ଣ ଘଟଣା…

ଶୀର୍ଷ ସ୍ଥାନ ହରାଇଲେ ଶେଫାଳି

ଦୁବାଇ,୯।୩- ଆଇସିସି ମହିଳା ଟି୨୦ ବ୍ୟାଟ୍ସଓମେନଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳି ଶେଫାଳି ବର୍ମା ଶୀର୍ଷ ସ୍ଥାନ ହରାଇଛନ୍ତି। ସେ ଦୁଇଟି ସ୍ଥାନ ତଳକୁ ଖସି ଆସି ୩ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ସେ ମାତ୍ର…

କାହା ସହ ହାତ ମିଳାଇବେ ନାହିଁ ଦକ୍ଷିଣ ଆଫ୍ରିକା ଖେଳାଳି

ନୂଆଦିଲ୍ଲୀ,୯।୩- ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଭାରତ ଗସ୍ତରେ ଥିବାବେଳେ କାହା ସହ ହାତ ମିଳାଇବେ ନାହିଁ। ଏ ନେଇ ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର ସୋମବାର ପ୍ରକାଶ କରିଛନ୍ତି। କରୋନା ଭାଇରସର ପ୍ରକୋପ ଯୋଗୁ କ୍ରିକେଟ ଦକ୍ଷିଣ ଆଫ୍ରିକା ଏହି…

କଦାପି ଗଲି କ୍ରିକେଟ ଖେଳି ନ ଥିବା କ୍ରିକେଟର

ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ମହାନ କ୍ରିକେଟର ପ୍ରାୟତଃ ଗଲି କ୍ରିକେଟରୁ ହିଁ ସୃଷ୍ଟି ହୋଇଥାନ୍ତି। ମାତ୍ର ଏଭଳି ଜଣେ ଲୋକପ୍ରିୟ କ୍ରିକେଟର ଅଛନ୍ତି, ଯିଏକି କଦାପି ଗଲି କ୍ରିକେଟ ଖେଳିନାହାନ୍ତି। ସେ ହେଉଛନ୍ତି ଭାରତୀୟ ଦଳର ଟେଷ୍ଟ…

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଏକାଦଶରେ ପୁନମ ଏକମାତ୍ର ଭାରତୀୟ

ଦୁବାଇ,୯।୩- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ର ପରି ସମାପ୍ତି ଘଟିବା ପରେ ଇଭେଣ୍ଟର ଶ୍ରେଷ୍ଠ ଏକାଦଶ ଖେଳାଳିଙ୍କ ନାମ ପ୍ରକାଶ କରାଯାଇଛି। ଏକମାତ୍ର ଭାରତୀୟ ଭାବେ ପୁନମ ଯାଦବ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ଟିନଏଜ ସେନସେଶନ ଶୈଫାଳି ବର୍ମାଙ୍କୁ ଦ୍ୱାଦଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?