ବିଶ୍ୱ ଏକାଦଶ-ଏସିଆ ଏକାଦଶ ମ୍ୟାଚ୍ ସ୍ଥଗିତ
ଢାକା, ୧୨୩ (ପି.ଟି.)- କରୋନା ଭାଇରସ୍ ଲାଗି ଆଗାମୀ ଦିନରେ ବିଶ୍ୱ ଏକାଦଶ ଓ ଏସିଆ ଏକାଦଶ ମଧ୍ୟରେ ଖେଳାଯିବାକୁ ଥତ୍ବା ମ୍ୟାଚ୍କୁ ଆୟୋଜକ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସ୍ଥଗିତ ରଖତ୍ଛି ରାଷ୍ଟ୍ରର ଜନକ ଶେଖ୍ ମୁଜିବୁର୍ ରେହମାନଙ୍କ ଜନ୍ମ…
ସିରିଜ ଜିତିଲା ବାଂଲାଦେଶ
ଢାକା, ୧୨୩ (ଏଏଫ୍ପି)- ଭ୍ରମଣକାରୀ ଜିମ୍ବାେଓ୍ବ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଟି୨୦ ମ୍ୟାଚ୍କୁ ବାଂଲାଦେଶ ୯ ଉଇକେଟ୍ର ବୃହତ୍ ବ୍ୟବଧାନରେ ଜିତିନେଇଛି ପ୍ରଥମେ ବ୍ୟାଟିଂ କରି ଜିମ୍ବାେଓ୍ବ ବ୍ରେଣ୍ଡନ ଟେଲରଙ୍କ ଅପରାଜିତ ୫୯ ରନ ବଳରେ ୨୦ ଓଭରରେ ୭…
କରୋନା ଭାଇରସ ଡର: ଖେଳାଳିଙ୍କ ଲାଗି ନିୟମ
ନୂଆଦିଲ୍ଲୀ,୧୨।୩- ବିଶ୍ୱବ୍ୟାପୀ ଦେଖା ଦେଇଥିବା କରୋନା ଭାଇରସନ ଆତଙ୍କ କ୍ରୀଡ଼ା ଉପରେ ବ୍ୟାପକ ଭାବେ ପ୍ରଭାବ ପକାଇଛି। କେତେକ ବଡ଼ ଇଭେଣ୍ଟ ବାତିଲ ହୋଇଥିବା ବେଳେ ଆଉ କେତେକ କ୍ରୀଡ଼ା ପ୍ରଭାବିତ ହୋଇଛି। ଭାରତ- ଦକ୍ଷିଣ ଆଫ୍ରିକା ସିରିଜ ମଧ୍ୟ ଏଥିରୁ…
ରଣଜୀ ଫାଇନାଲ ମଝିରେ ଅମ୍ପାୟର ବଦଳିଲେ
ରାଜକୋଟ,୧୨।୩- ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଫାଇନାଲ ଅବସରରେ ଅମ୍ପାୟର ପରିବର୍ତ୍ତନ ହୋଇଛନ୍ତି। ପ୍ରଥମ ଦିବସ ଖେଳ ଅବସରରେ ଫିଲ୍ଡ ଅମ୍ପାୟର ସି. ଶାମସୁଦ୍ଦିନଙ୍କ ତଳିପେଟରେ ବଲ ବାଜିଥିଲା। ଯନ୍ତ୍ରଣା ବଢ଼ିବାରୁ ତାଙ୍କୁ ପଡ଼ିଆ…
ଓ୍ବାଲର୍ଡ ମାଷ୍ଟର୍ସ ହକିରେ ଭାରତ ସାମିଲ
ନୂଆଦିଲ୍ଲୀ, ୧୨।୩- ହକି ଇଣ୍ଡିଆ ନିକଟରେ ଓ୍ବାଲର୍ଡ ମାଷ୍ଟର୍ସ ହକି(ଡବ୍ଲ୍ୟୁଏମଏଚ) ସହିତ ସାମିଲ ହୋଇଛି। ପୂର୍ବରୁ ଡବ୍ଲ୍ୟୁଏମଏଚ ସହ ଅନ୍ୟ ୩୮ ଜାତୀୟ ଆସୋସିଏଶନ ସାମିଲ ଅଛନ୍ତି। ବିଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ହକି ଇଣ୍ଡିଆ ପକ୍ଷରୁ ପୂର୍ବତନ…
ସୁବ୍ରତ ଓସିଏର ନୂଆ ସିଇଓ
କଟକ ଅଫିସ,୧୨ା୩- ରାଜ୍ୟର ପୂର୍ବତନ କ୍ରିକେଟ ଖେଳାଳି ସୁବ୍ରତ କୁମାର ବେହେରା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ପାଇଛନ୍ତି। ବୁଧବାର ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦ୍ୟୁତ କୁମାର ନାୟକ ପୂର୍ବରୁ ଏହି ପଦବୀରେ…
ରଣଜୀ ଟ୍ରଫି: ସୌରାଷ୍ଟ୍ର ୪୨୫, ବେଙ୍ଗଲ ୧୩୪/୩
ରାଜକୋଟ, ୧୨।୩- ଏଠାରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲର ତୃତୀୟ ଦିବସ ଖେଳ ବୁଧବାର ଶେଷ ହୋଇଛି। ଅର୍ପିତ ବାସବଦାଙ୍କ ଶତକ ସହାୟତାରେ ସୌରାଷ୍ଟ୍ର ୪୨୫ ରନ କରିଥିବାବେଳେ ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ବେଳକୁ ବେଙ୍ଗଲ ୩ ଉଇକେଟ ହରାଇ…
ଭାରତ- ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ: ଫୋକସ୍ରେ ପାଣ୍ଡ୍ୟା
ଧର୍ମଶାଳା,୧୨।୩ (ପି.ଟି.)- ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଗୁରୁବାର ଦୁଇ ଦଳ ପ୍ରଥମ ଦିନିକିଆ ମ୍ୟାଚ୍ରେ ପରସ୍ପରକୁ…
ବକ୍ସର ମନୀଷଙ୍କୁ ଅଲିମ୍ପିକ ଟିକେଟ୍
ଅମ୍ମନ (ଜୋର୍ଡାନ), ୧୧।୩ (ପି.ଟି.)- ବିଶ୍ୱ ବ୍ରୋଞ୍ଜ ପଦକ ବିଜେତା ମନୀଷ କୌଶିକ (୬୩ କିଗ୍ରା) ୯ମ ଭାରତୀୟ ବକ୍ସର ଭାବେ ଆଗାମୀ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ଏସିଆନ୍ ଯୋଗ୍ୟତା ପର୍ଯ୍ୟାୟର ଏକ ରକ୍ତାତ ମୁକାବିଲାରେ…
ଅଲ୍ ଇଂଲଣ୍ଡ ଓପନ୍: ସିନ୍ଧୁଙ୍କ ବିଜୟ ଅଭିଯାନ
ବିର୍ମିଂହାମ, ୧୧।୩ (ପି.ଟି.)- ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଷ୍ଟାର୍ ଭାରତୀୟ ଖେଳାଳି ପି.ଭି. ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ବିଶ୍ୱ ମାନ୍ୟତାର ୬ଷ୍ଠ ସ୍ଥାନରେ ରହିଥିବା ସିନ୍ଧୁ ୨୧-୧୪,…
ଡେକାନ ୱାରିୟର୍ସ ଚାମ୍ପିୟନ, ସି ଟାଇଗର୍ସ ରନର୍ସଅପ୍: ବାଲେଶ୍ୱର ପ୍ରିମିୟର ଲିଗ୍ ୧୧ ଉଦ୍ଯାପିତ
ବାଲେଶ୍ୱର ଅଫିସ,୧୧।୩- ବାଲେଶ୍ୱର ପ୍ରିମିୟର ଲିଗ୍-୧୧ର ଫାଇନାଲ ମ୍ୟାଚ୍ ଡେକାନ ୱାରିୟର୍ସ ଓ ସି ଟାଇଗର୍ସ ମଧ୍ୟରେ ସ୍ଥାନୀୟ ପରମିିଟ୍ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଡେକାନ ୱାରିୟର୍ସ ବ୍ୟାଟିଂ କରି ୧୨୦ ରନ୍ ସଂଗ୍ରହ କରିଥିବାବେଳେ ସି…
ସଙ୍କଟରେ ସଚିନଙ୍କ ରେକର୍ଡ
ଧର୍ମଶାଳା,୧୧।୩- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କୋହଲି ଦିନିକିଆ ଫର୍ମାଟରେ ୧୨ ହଜାର ରନ୍ଠାରୁ ମାତ୍ର ୧୩୩ ରନ୍ ଦୂରରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୨୩୯…

