ଦର୍ଶକଙ୍କ ବିନା ଖେଳାଯିବ ଇଣ୍ଡିଆ ଓପନ
ନୂଆଦିଲ୍ଲୀ,୧୧।୩- ଇଣ୍ଡିଆ ଓପନ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ଟୋକିଓ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏହି ଇଭେଣ୍ଟ ବିନା ଦର୍ଶକରେ ଖେଳାଯିବ ବୋଲି ବ୍ୟାଡ୍ମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବାଇ)…
ଏସିଆନ କ୍ୱାଲିଫାୟର୍ସ ଫାଇନାଲରୁ ଓହରିଲେ ବିକାଶ
ଅମାନ,୧୧।୩(ପି.ଟି.)- ଅଲିମ୍ପିକ୍ ଯୋଗ୍ୟତା ହାସଲକାରୀ ବକ୍ସର ବିକାଶ କ୍ରିଷ୍ଣନ (୬୯ କେଜି)ଙ୍କୁ ଏସିଆ/ଓସେନିଆ କ୍ୱାଲିଫାୟର୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଆଖିଜନିତ ଆହତ ସମସ୍ୟା ଯୋଗୁ ସେ ୬୯ କେଜି ଓଜନ ବର୍ଗର ଫାଇନାଲରୁ ଓହରି ଯାଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା…
୨୦୨୧ ମହିଳା ବିଶ୍ୱକପ୍ରେ ରହିଛି ୩ ରିଜର୍ଭ ଡେ
ଅକ୍ଲାଣ୍ଡ,୧୧।୩- ନ୍ୟୁଜିଲାଣ୍ଡରେ ହେବାକୁ ଥିବା ୨୦୨୧ ମହିଳା ବିଶ୍ୱକପର କାର୍ଯ୍ୟସୂଚୀ ବୁଧବାର ପ୍ରକାଶ ପାଇଛି। ଏହି ଇଭେଣ୍ଟର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ପାଇଁ ୩ ରିଜର୍ଭ ଡେ’ ରଖାଯାଇଛି। ନିକଟରେ ଶେଷ ହୋଇଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍ରେ ରିଜର୍ଭ…
ଜାଭେଲିନ ଥ୍ରୋୟର ଶିବପାଲଙ୍କୁ ଅଲିମ୍ପିକ୍ ଟିକେଟ୍
ପୋଚ୍ଫ୍ସଷ୍ଟ୍ରୁମ(ଦକ୍ଷିଣ ଆଫ୍ରିକା),୧୧।୩(ପି.ଟି.)- ଭାରତୀୟ ଜାଭେଲିନ ଥ୍ରୋୟର ଶିବପାଲ ସିଂ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ବୁଧବାର ଚଳିତବର୍ଷ ହେବାକୁ ଥିବା ଇଭେଣ୍ଟ ଲାଗି ଧାର୍ଯ୍ୟ କ୍ୱାଲିଫାଇଙ୍ଗ ଦୂରତା (୮୫ ମିଟର) ହାସଲ କରିଛନ୍ତି। ସେ ଦେଶର ଦ୍ୱିତୀୟ ଜାଭେଲିନ…
ମାଞ୍ଚେଷ୍ଟର ସିଟି-ଆର୍ସେନଲ ମ୍ୟାଚ୍ ବାତିଲ
ଲଣ୍ଡନ,୧୧।୩- ଆର୍ସେନଲ ଓ ମାଞ୍ଚେଷ୍ଟର ସିଟି ମ୍ୟାଚ୍କୁ ବୁଧବାର ବାତିଲ କରିଦିଆଯାଇଛି। ଲଣ୍ଡନ କ୍ଲବର ଖେଳାଳିଙ୍କୁ କ୍ୱାରାଣ୍ଟାଇନରେ ରଖାଯିବାରୁ ପ୍ରିମିୟର ଲିଗ୍ର ପ୍ରଥମ ମ୍ୟାଚ୍ ବାତିଲ ହୋଇଛି। ଆର୍ସେନଲ ପକ୍ଷରୁ କୁହାଯାଇଛି, ଖେଳାଳିଙ୍କୁ ୧୪ ଦିନ ପାଇଁ ଅଲଗା ରଖାଯିବ। ସେମାନେ…
ପଦାର୍ପଣ ଫୁଟବଲ ମ୍ୟାଚ୍ରେ ଗୋଲ କଲେ ବୟୋଜ୍ୟେଷ୍ଠ ଖେଳାଳି
କାହିରା,୧୧।୩- ଜଣେ ୭୪ ବର୍ଷୀୟ ଖେଳାଳି ଇଜିପ୍ଟର ତୃତୀୟ ଶ୍ରେଣୀ ଲିଗ୍ରେ ଗୋଲ ସ୍କୋର କରି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଫୁଟବଲ ଇତିହାସରେ ଯେକୌଣସି ଅଫିସିଆଲ ମ୍ୟାଚ୍ରେ ଗୋଲ କରିବାରେ ଇଜେଲଦିନ ବାହାଦର ବୟୋଜ୍ୟେଷ୍ଠ ଖେଳାଳି। ସେ ଗିନିଜ ଓ୍ବାଲର୍ଡ ରେକଡର୍ସରେ…
ସୁପର ଓଭର ଶେଷ ବଲରେ ଛକା ମାରି ଆୟର୍ଲାଣ୍ଡକୁ ଜିତାଇଲେ ଓବ୍ରେନ
ଗ୍ରେଟର ନୋଏଡା,୧୧।୩- ସୁପର ଓଭରର ଅନ୍ତିମ ବଲରେ କେଭିନ ଓବ୍ରେନଙ୍କ ଛକା ଯୋଗୁ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଆୟର୍ଲାଣ୍ଡ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ଘରୋଇ ଆଫଗାନିସ୍ତାନ ୩ ମ୍ୟାଚ୍ବିଶିଷ୍ଟ ସିରିଜ୍କୁ ୨-୧ ବ୍ୟବଧାନରେ ଜିତି…
ଇର୍ଫାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ହରାଇଲା ଇଣ୍ଡିଆ ଲିଜେଣ୍ଡ୍ସ
ମୁମ୍ବାଇ,୧୧।୩- ଇର୍ଫାନ ପଠାନଙ୍କ ଅପରାଜିତ ୫୭ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଇଣ୍ଡିଆ ଲିଜେଣ୍ଡ୍ସ ୫ ଉଇକେଟରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ହରାଇ ଦେଇଛି। ଡିଓ୍ବାଇ ପାଟିଲ ସ୍ପୋଟର୍ସ ଷ୍ଟାଡିୟମରେ ଚାଲିଥିବା ରୋଡ ସେଫଟି ଓ୍ବାଲର୍ଡ ସିରିଜ୍ରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱାଧୀନ ଦଳ…
ଏସିଆନ କ୍ୱାଲିଫାୟର୍ସ ଫାଇନାଲରେ ବିକାଶ
ଅମାନ (ଜୋର୍ଡାନ),୧୦।୩- ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଥିବା ବିକାଶ କ୍ରିଷ୍ଣନ ଏଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସ ଫାଇନାଲରେ ପ୍ରବେଶ କିରଛନ୍ତି। କିନ୍ତୁ ୫୨ କେଜି ଓଜନ ବର୍ଗରେ ଶୀର୍ଷ ର଼୍ୟାଙ୍କ ଅମିତ ପାଙ୍ଘାଲ ଓ ଲଭଲିନା ବର୍ଗୋହେନ (୬୯ କେଜି)ଙ୍କୁ ବ୍ରୋଞ୍ଜ…
ଡିଭିଲିୟର୍ସଙ୍କୁ ଟି୨୦ ବିଶ୍ୱକପ୍ ଦଳରେ ଚାହାନ୍ତି ଜଣ୍ଟି ରୋଡ୍ସ
ନୂଆଦିଲ୍ଲୀ,୧୦।୩- ଦକ୍ଷିଣ ଆଫ୍ରିକା ଦଳ ଟି୨୦ ବିଶ୍ୱକପ୍ ଜିତିବା ପାଇଁ ସବୁକିଛି କରିବା ଦରକାର। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କୁ ଅବସରରୁ ଫେରାଇ ଆଣିବାକୁ ପଡ଼ିବ ବୋଲି ପୂର୍ବତନ ଖେଳାଳି ଜଣ୍ଟି ରୋଡ୍ସ କହିଛନ୍ତି। ୩୬ ବର୍ଷୀୟ ଡିଭିଲିୟର୍ସ ଦୁଇ ବର୍ଷ…
ବିନା ଦର୍ଶକରେ ଚାମ୍ପିୟନ୍ସ ଲିଗ୍ ମ୍ୟାଚ୍ ଖେଳିବ ବାର୍ସିଲୋନା
ମାଡ୍ରିଡ୍,୧୦।୩- ଆସନ୍ତା ୧୮ ତାରିଖରେ ବାର୍ସିଲୋନା କ୍ଲବ ତା’ର ଚାମ୍ପିୟନ୍ସ ଲିଗ୍ର ପ୍ରିକ୍ୱାର୍ଟର ଫାଇନାଲରେ ନାପୋଲିକୁ ଭେଟିବ। ଏହି ମ୍ୟାଚ୍ ବନ୍ଦ ଇନ୍ଡୋର ଷ୍ଟାଡିୟମରେ ଖେଳାଯିବ। ଏ ନେଇ ଉଭୟ କ୍ଲବ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ସେହି ଦିନ ଆହୁରି…
ପ୍ରଶଂସକଙ୍କଠୁ ଦୂରେଇ ରହିବ ଦକ୍ଷିଣ ଆଫ୍ରିକା ଦଳ
ନୂଆଦିଲ୍ଲୀ,୧୦।୩- ଆସନ୍ତା ଗୁରୁବାର ଧର୍ମଶାଳାଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ଲାଗି ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ଦଳ ପ୍ରଶଂସକଙ୍କଠାରୁ ଦୂରେଇ ରହିବ। ଏଣୁ କୌଣସି ପ୍ରଶଂସକ କିମ୍ବା ହୋଟେଲ…

