୨୦୧୩ଠାରୁ ଭାରତୀୟ ଦଳ ଜିତିପାରୁନାହିଁ ଆଇସିସି ଇଭେଣ୍ଟ
ଭାରତୀୟ ମହିଳା ଦଳ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରି ଆଇସିସି ମହିଳା ଟି୨୦ ବିଶ୍ୱକପ୍ ଟାଇଟଲ ହାତେଇବାରେ ସଫଳ ହୋଇନାହିଁ। ଫଳରେ ୨୦୧୩ଠାରୁ ଚାଲିଥିବା ଧାରା ଅବ୍ୟାହତ ରହିଛି। ଦୀର୍ଘ ୮ ବର୍ଷ ହେଲା ଭାରତୀୟ କ୍ରିକେଟ ଦଳ…
ଇଣ୍ଡିଆନ ସୁପର୍ ଲିଗ୍: ଏଟିକେ-ଚେନ୍ନାଇନ ଫାଇନାଲ
କୋଲକାତା, ୯।୩ (ପି.ଟି.)- ଇଣ୍ଡିଆନ ସୁପର୍ ଲିଗ୍ (ଆଇଏସ୍ଏଲ୍) ସିଜନ-୬’ର ଫାଇନାଲ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଯାଇଛି। ଦୁଇଥରର ଚାମ୍ପିୟନ ଏଟିକେ ଓ ଚେନ୍ନାଇନ ସୁପର୍ ଲିଗ୍ ଟାଇଟଲ୍ ପାଇଁ ପରସ୍ପର ସହ ଲଢ଼ିବେ। ପୂର୍ବରୁ ଏଫ୍ସି ଗୋଆକୁ ପରାସ୍ତ କରି…
ଶିବ ପ୍ରସାଦ, ଅଶୋକଙ୍କୁ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର
ଭୁବନେଶ୍ୱର, ୯।୩(କ୍ରୀଡ଼ା ପ୍ରତିନିଧି)- ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କ ପରି ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳିଙ୍କ ମାର୍ଗ ଦର୍ଶକ ସାଜିଥିବା ଶିବ ପ୍ରସାଦ ଦାସ ଏବଂ ଓଡ଼ିଶା କ୍ରୀଡ଼ାର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ତଥା ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି କମଲ…
ତିନି ଦଶନ୍ଧିର ଖେଳାଳି ଏକାଠି
ବେନାଉଲିମ୍ (ଗୋଆ), ୯ା୩ (ପି.ଟି.)-ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରବିବାର ସ୍ଥାନୀୟ ବେନାଉଲିମ୍ ଗ୍ରାଉଣ୍ଡରେ ୩ ଦଶନ୍ଧିର ଭାରତୀୟ ମହିଳା ଫୁଟ୍ବଲରମାନେ ଏକାଠି ହୋଇଥିଲେ। ଭାରତରେ ହେବାକୁଥିବା ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ୨୦୨୦ ସ୍ଥାନୀୟ ଆୟୋଜକ…
ରୋଡ୍ ସେଫ୍ଟି ଓ୍ବାଲର୍ଡ ସିରିଜ ଟି୨୦: ଶ୍ରୀଲଙ୍କା ଲିଜେଣ୍ଡ୍ସର ରୋମାଞ୍ଚକ ବିଜୟ
ମୁମ୍ବାଇ, ୯।୩- ରୋଡ୍ ସେଫ୍ଟି ଓ୍ବାଲର୍ଡ ସିରିଜ ଟି୨୦ର ରବିବାର ଅନୁଷ୍ଠିତ ରୋମାଞ୍ଚକ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡ୍ସ ୭ ରନରେ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଲିଜେଣ୍ଡ୍ସ ୨୦ ଓଭରରେ ୮ ଉଇକେଟ ହରାଇ…
ବିନା ଦର୍ଶକରେ ହେବ ବାହାରିନ୍ ଫର୍ମୁଲା ଓ୍ବାନ
ମାନାମା,୯ା୩ (ଏଏଫ୍ପି)- ବାହାରିନ୍ ଫର୍ମୁଲା ଓ୍ବାନ ଗ୍ର୍ରାଁ ପ୍ରି ବିନା ଦର୍ଶକରେ ଅନୁଷ୍ଠିତ ହେବ। କରୋନା ଭାଇରସ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଇଭେଣ୍ଟ ମାର୍ଚ୍ଚ ୨୦-୨୨ରେ ହେବାର କାର୍ଯ୍ୟକ୍ରମ ରହିଛି। ମାର୍ଚ୍ଚ ୧୫ରେ ସିଜନର…
ପୂଜା, ବିକାଶଙ୍କୁ ଅଲିମ୍ପିକ ଯୋଗ୍ୟତା
ଅମ୍ମନ (ଜୋର୍ଡାନ), ୮।୩ (ପି.ଟି.)- ଦୁଇ ଭାରତୀୟ ବକ୍ସର ପୂଜାରାଣୀ (୭୫ କିଗ୍ରା) ଓ ବିକାଶ କ୍ରିଷ୍ଣନ (୬୯ କିଗ୍ରା) ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଚନ୍ତି। ଏଠାରେ ଚାଲିଥିବା ଏସିଆନ ଅଲିମ୍ପିକ୍ସ…
ଦୀପ୍ଗ୍ରେସ୍ଙ୍କୁ ହକି ଇଣ୍ଡିଆ ପୁରସ୍କାର
ନୂଆଦିଲ୍ଲୀ, ୮ା୩ (ପି.ଟି.)- ରବିବାର ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଏଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଣୀ ରାମପାଲ ଓ ମନ୍ପ୍ରୀତ ସିଂ ଯଥାକ୍ରମେ ମହିଳା ଓ ପୁରୁଷ ବିଭାଗରେ ୨୦୧୯ ବର୍ଷ ପାଇଁ ଧ୍ରୁବ ବାତ୍ରା ପ୍ଲେୟର…
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଦଳ ଘୋଷିତ: ପାଣ୍ଡ୍ୟା, ଧାଓ୍ବନ, ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ
ଅହମଦାବାଦ, ୮।୩(ପ.ଟି.)- ଅଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ନୂଆ ଚୟନ କମିଟି ମୁଖ୍ୟ ସୁନୀଲ ଜୋଶୀଙ୍କ ଅଧ୍ୟକ୍ଷତାରେ ଏହି ଦଳ ଘୋଷଣା କରାଯାଇଛି। ଦୀର୍ଘ ଦିନ…
ଆଇସିସି ମହିଳା ଟି୨୦ ବିଶ୍ୱକପ୍ : ଅଷ୍ଟ୍ରେଲିଆକୁ ରେକର୍ଡ ପଞ୍ଚମ ଟାଇଟଲ
ମେଲବୋର୍ନ, ୮।୩(ପି.ଟି.)- ଆୟୋଜକ ଅଷ୍ଟ୍ରେଲିଆ ରେକର୍ଡ ପଞ୍ଚମଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ମହିଳା ବିଶ୍ୱକପ୍ ଟାଇଟଲ ହାସଲ କରିଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବୃହତ୍ ୮୫ ରନରେ ଭାରତକୁ ହରାଇ ଚାମ୍ପିୟନ ହୋଇଛି। ଉଦ୍ଘାଟନୀ…
ଫିଡେ ମହିଳା ଗ୍ରାଁ ପ୍ରି: ତୃତୀୟ ସ୍ଥାନକୁ ଖସିଲେ ହରିକା
ଲଉସେନ,୮।୩(ପି.ଟି.)-ଏଠାରେ ଚାଲିଥିବା ଫିଡେ ମହିଳା ଗ୍ରାଁ ପ୍ରି ଚେସ୍ ଟୁର୍ନାମେଣ୍ଟରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଦ୍ରୋଣଭାଲି ହାରିକା ଷଷ୍ଠ ରାଉଣ୍ଡ ମ୍ୟାଚ୍ରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଆଲେକଜାଣ୍ଡ୍ରା କୋଷ୍ଟେନେଉକଙ୍କଠାରୁ ପରାସ୍ତ ହୋଇଛନ୍ତି। ଫଳରେ ସେ ତୃତୀୟ ସ୍ଥାନକୁ ଖସିଛନ୍ତି। ଦୁଇଟି ବିଜୟ ଓ…
ଆଇସିସି ଟି୨୦ ମହିଳା ବିଶ୍ୱକପ୍: ଭାରତର ଟାର୍ଗେଟ୍ ୧୮୫
ମେଲବୋର୍ନ,୮।୩- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ମହିଳା ବିଶ୍ୱକପ୍ରେ ଆୟୋଜକ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ କଷ୍ଟାସାଧ୍ୟ ୧୮୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ…

