କରୋନା ଭାଇରସ ଭୟ: ପିଏସ୍ଏଲରୁ ଓହରିଲେ ୯ ବିଦେଶୀ ଖେଳାଳି
କରାଚୀ,୧୩।୩(ପି.ଟି.)- ତିନି ଇଂଲଣ୍ଡ ଖେଳାଳି ଜାସନ ରୟ, ଆଲେକ୍ସ ହେଲ୍ସ ଓ ଜେମ୍ସ ଭିନ୍ସଙ୍କ ସମେତ ୯ ଜଣ ବିଦେଶୀ ଖେଳାଳି ଚଳିତ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ) ଛାଡ଼ି ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ ବ୍ୟାପୁ ଥିବାରୁ…
ଉନାଡ୍କଟଙ୍କ ଦମ୍ରେ ସୌରାଷ୍ଟ୍ର ଜିତିଲା ପ୍ରଥମ ରଣଜୀ ଟାଇଟଲ
ରାଜକୋଟ,୧୩।୩(ପି.ଟି.)- ଅଧିନାୟକ ଉନାଡ୍କଟଙ୍କ ଦମଦାର ସ୍ପେଲ ବଳରେ ସୌରାଷ୍ଟ୍ର ଦଳ ପ୍ରଥମ ଥର ପାଇଁ ରଣଜୀ ଟାଇଟଲ ହାସଲ କରିଛି। ଗତବର୍ଷ ରନର୍ସଅପ୍ରେ ସନ୍ତୁଷ୍ଟ ରହିଥିବା ସୌରାଷ୍ଟ୍ର ବେଙ୍ଗଲ ବିପକ୍ଷ ଫାଇନାଲ ମ୍ୟାଚ୍କୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଜିତିନେଇଛି। ଶୁକ୍ରବାର…
ଷ୍ଟାଡିୟମରେ ଦର୍ଶକ ନ ଥିବାରୁ ହଇରାଣ ହେଲେ ଫିଲ୍ଡର
ସିଡ୍ନୀ,୧୩।୩- ସ୍ଥାନୀୟ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ କୌଣସି ପ୍ରଶଂସକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା। ମ୍ୟାଚ୍ ବେଳେ କୌଣସି ଷ୍ଟାଣ୍ଡରେ ଦର୍ଶକ…
ଆଇପିଏଲ-୧୩ ସ୍ଥଗିତ
ମୁମ୍ବାଇ,୧୩।୩- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୩ତମ ସଂସ୍କରଣ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ନାହିଁ। ବିଶ୍ୱର ସବୁଠୁ ବିତ୍ତଶାଳୀ ଲିଗ୍ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ହୋଇଯାଇଛି। ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଜନସାଧାରଣ…
ବିକଳ୍ପ ଭେନ୍ୟୁ ଖୋଜୁଛି ବିସିସିଆଇ
ନୂଆଦିଲ୍ଲୀ,୧୩।୩- ଦିଲ୍ଲୀ ସରକାର କରୋନା ଭାଇରସ ପ୍ରକୋପରୁ ରକ୍ଷା ପାଇବା ଲାଗି ରାଜଧାନୀରେ ଆଇପିଏଲ ମ୍ୟାଚ୍ ଆୟୋଜନ କରିବାକୁ ଅନୁମତି ଦେବ ନାହିଁ ବୋଲି ମନା କରି ଦେଇଛନ୍ତି। ଏଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ…
ଦିଲ୍ଲୀରେ ଖେଳାଯାଇପାରିବ ନାହିଁ ଆଇପିଏଲ
ନୂଆଦିଲ୍ଲୀ,୧୩।୩- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୩ତମ ସଂସ୍କରଣ ଉପରେ କଳା ବାଦଲ ଛାଇ ହୋଇଯାଇଛି। କରୋନା ଭାଇରସ ଯୋଗୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲ ଆୟୋଜନ ନ କରିବାକୁ ପରାମର୍ଶ ଦିଆଯାଇଥିବାବେଳେ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଆଇପିଏଲ ୧୩କୁ…
କରୋନାରେ ଆକ୍ରାନ୍ତ ଚେଲସି ଖେଳାଳି
ଲଣ୍ଡନ,୧୩।୩- ପ୍ରିମିୟର ଲିଗ୍ କ୍ଲବ ଚେଲସି ଦଳର ଖେଳାଳି ହଡସନ ଓଡୋଇ କରୋନା ଭାଇରସରେ ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣାପଡ଼ିଛି। ଭାଇରସର ସଂସ୍ପର୍ଷରେ ଆସିବାରେ ଓଡୋଇ ପ୍ରିମିୟର ଲିଗ୍ର ପ୍ରଥମ ଖେଳାଳି। ତାଙ୍କ ସ୍ବାବ ରିପୋର୍ଟ ଆସିବା ପରେ ଦଳୀୟ ସଦସ୍ୟ…
ସ୍ବାବ ପରୀକ୍ଷା କରାଇଲେ ଅଷ୍ଟ୍ରେଲିଆ ପେସର
ସିଡ୍ନୀ,୧୩।୩- ଅଷ୍ଟ୍ରେଲିଆନ ଦ୍ରୁତ ବୋଲର କେନ ରିଚାର୍ଡସନଙ୍କଠାରେ କରୋନା ଭାଇରସର ଲକ୍ଷଣ ଦେଖାଦେଇଛି। ତାଙ୍କର ସ୍ବାବ ପରୀକ୍ଷା ମଧ୍ୟ କରାଯାଇଛି। ଏବେ ରିପୋର୍ଟକୁ ଅପେକ୍ଷା। ଏହି କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ତାଙ୍କୁ ବିଶ୍ରାମ ଦିଆଯାଇଛି। ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ…
ପର୍ଯ୍ୟବେକ୍ଷଣରେ ରୋନାଲ୍ଡୋ
ଲିସବନ(ପର୍ତ୍ତୁଗାଲ),୧୩।୩- ବିଶ୍ୱର ସବୁଠୁ ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସାଥି ଖେଳାଳି କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏଥିଯୋଗୁ ରୋନାଲ୍ଡୋ ନିଜକୁ ପର୍ଯ୍ୟବେକ୍ଷଣରେ ରଖିଛନ୍ତି। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ। ମାତ୍ର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି…
ରୁଷିଆକୁ ଅର୍ଥ ଦଣ୍ଡ ଦେଲା ବିଶ୍ୱ ଆଥ୍ଲେଟିକ୍ସ
ମୋନାକୋ,୧୩।୩(ଏଏଫ୍ପି)- ବିଶ୍ୱ ଆଥ୍ଲେଟିକ୍ସ ଗୁରୁବାର ରୁଷିଆ ଟ୍ରାକ୍ ଓ ଫିଲ୍ଡ ଫେଡେରେଶନକୁ ଡୋପ ନିୟମ ଭଙ୍ଗ କରିବା ଲାଗି ୧୦ ମିଲିୟନ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛି। ଭାରତୀୟ ମୁଦ୍ରାରେ ୭୪.୪୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ। ଏଥିସହ ଟୋକିଓ ଅଲିମ୍ପିକ୍ସରେ କେବଳ…
କ୍ୱାର୍ଟରରେ ସିନ୍ଧୁ, ଲକ୍ଷ୍ୟ ଆଉଟ୍
ହାଇଦ୍ରାବାଦ୍,୧୩।୩- ଭାରତୀୟ ଷ୍ଟାର ମହିଳା ବ୍ୟାଡ୍ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ସମ୍ମାନଜନକ ଅଲ ଇଂଲଣ୍ଡ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ କୋରିଆର ଜି ହ୍ୟୁନ ସୁଙ୍ଗଙ୍କୁ ୨୧-୧୯, ୨୧-୧୫ ଗେମ୍ରେ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ…
କରୋନା ଭାଇରସ ଡର: ଖାଲି ଷ୍ଟାଡିୟମରେ ଖେଳାଯିବ ଆଇଏସ୍ଏଲ ଫାଇନାଲ
ନୂଆଦିଲ୍ଲୀ,୧୩।୩(ପି.ଟି.)- କରୋନା ଭାଇରସ ଯୋଗୁ ବିଶ୍ୱରେ ବହୁ କ୍ରୀଡ଼ାଭିତ୍ତିକ ଇଭେଣ୍ଟ ପ୍ରଭାବିତ ହୋଇଛି। ଏଥିରୁ ଫୁଟବଲ ବାଦ୍ ପଡ଼ିନାହିଁ। ବିଶ୍ୱର ବହୁ ଶୀର୍ଷ ସ୍ତରୀୟ ଲିଗ୍ ମ୍ୟାଚ୍ ଏବେ ଖାଲି ଷ୍ଟାଡିୟମରେ ଖେଳାଯାଉଛି। ଏହି ଧାରାରେ ଯୋଡ଼ି ହୋଇଛି ଇଣ୍ଡିଆନ ସୁପର…

