ପଦ୍ମଶ୍ରୀ ପାଇଁ ବିଜୟନଙ୍କ ନାମ ସୁପାରିସ କଲା ଏଆଇଏଫ୍ଏଫ୍
ନୂଆଦିଲ୍ଲୀ, ୧୮ା୬ (ପି.ଟି.)- ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପାଇଁ ପୂର୍ବତନ ଅଧିନାୟକ ଆଇଏମ୍ ବିଜୟନଙ୍କ ନାମ ସୁପାରିସ କରିଛି। ୫୧ ବର୍ଷୀୟ ପୂର୍ବତନ ଷ୍ଟ୍ରାଇକର ଭାରତ ତରଫରୁ ୯୦ ଦଶକ ପ୍ରାରମ୍ଭରେ…
ଦକ୍ଷିଣ ଆଫ୍ରିକାକୁ ଫେରୁଛି କ୍ରିକେଟ
ଜୋହାନ୍ସବର୍ଗ, ୧୮।୬(ପି.ଟି.)- କରୋନା ଭାଇରସ ସଂକ୍ରମଣ ଜନିତ ଲକ୍ଡାଉନ ଯୋଗୁ ଗତ ମାର୍ଚ୍ଚରୁ ବନ୍ଦ ରହିଥିବା କ୍ରିକେଟ ଏବେ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। କିଙ୍ଗଫିଶର୍ସ, କାଇଟ୍ସ ଓ ଇଗଲ୍ସ ନାମରେ ୩ଟି ଦଳକୁ ନେଇ ଏକ ‘୩ଟି କ୍ରିକେଟ’…
୧୯ ବର୍ଷରୁ କମ୍ ମହିଳା କ୍ରିକେଟରଙ୍କ ମୃତ୍ୟୁ
କୋଲକାତା, ୧୮ା୬ (ପି.ଟି.)-ତ୍ରିପୁରାର ୧୯ ବର୍ଷରୁ କମ୍ ମହିଳା କ୍ରିକେଟ ଦଳର ଆୟନ୍ତୀ ରିଆଙ୍ଗ୍ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କର ଝୁଲନ୍ତା ମର ଶରୀରକୁ ତାଙ୍କ ପ୍ରକୋଷ୍ଠରୁ ଉଦ୍ଧାର କରାଯାଇଛି। ଏହି ୧୬ ବର୍ଷୀୟା କ୍ରିକେଟରଙ୍କ ମୃତ୍ୟୁର କାରଣ…
ଏଏଫସି ୧୬ ବର୍ଷରୁ କମ୍ ଚାମ୍ପିୟନଶିପ୍: ପୁଲ୍-୩ରେ ଭାରତ
ନୂଆଦିଲ୍ଲୀ, ୧୮।୬(ପି.ଟି.)- ଏସିଆନ ଫୁଟବଲ କନ୍ଫେଡେରେଶନ(ଏଏଫସି)ର ୧୬ ବର୍ଷରୁ କମ୍ ଚାମ୍ପିୟନଶିପ୍ ପାଇଁ ଭାରତ ପୁଲ୍-୩ରେ ସ୍ଥାନ ପାଇଛି। ପ୍ରତିଯୋଗିତା ଏଏଫ୍ସି ହାଉସ କୁଆଲାଲମ୍ପୁରଠାରେ ଗୁରୁବାରଠାରୁ ଆରମ୍ଭ ହେବ। ତାସ୍କେଣ୍ଟରେ ଅନୁଷ୍ଠିତ ପ୍ରତିଯୋଗିତାର ଗ୍ରୁପ‘ବି’ରେ ଶୀର୍ଷସ୍ଥାନ ହାସଲ କରି ଭାରତ ଏହି…
ବିଶ୍ୱ ଚାମ୍ପିୟନ ସ୍ପ୍ରିଣ୍ଟର କୋଲ୍ମ୍ୟାନ୍ ସସ୍ପେଣ୍ଡ
ଓ୍ବାଶିଂଟନ, ୧୭ା୬ (ଏପି): ଡ୍ରଗ୍ସ ଟେଷ୍ଟ ବେଳେ ଅନୁପସ୍ଥିତ ଯୋଗୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ (ଏଆଇୟୁ) ୧୦୦ମିଟର ବିଶ୍ୱ ଚାମ୍ପିୟନ ଖ୍ରିଷ୍ଟିଆନ କୋଲ୍ମ୍ୟାନଙ୍କୁ ସାମାୟିକ ସସ୍ପେଣ୍ଡ କରିଛି। ଓ୍ବାଲର୍ଡ ଆଥଲେଟିକ୍ସ ଆଣ୍ଟି-ଡୋପିଂ ରୁଲ୍ସ କିମ୍ବା ଇଣ୍ଟିଗ୍ରିଟି କୋଡ୍ ଅଫ୍ କଣ୍ଡକ୍ଟ ଅଧୀନରେ…
ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କଲେ ରମେଶ
ବେଙ୍ଗାଲୁରୁ ୧୭ା୬ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ହକି କୋଚ୍ ରମେଶ ପରମେଶ୍ୱରନ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କରିଛନ୍ତି। କୋଚିଂରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୋଚ୍ଙ୍କୁ ଦେଶର ଏହି ସର୍ବୋଚ୍ଚ ସମ୍ମାନ ଦିଆଯାଇଥାଏ। ହକି…
ଶହୀଦ ଯବାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ସିଏସ୍କେ ଦଳର ସଦସ୍ୟ ନିଲମ୍ବିତ
ଚେନ୍ନାଇ,୧୭।୬: ଗଲୱାନ ଘାଟିରେ ହୋଇଥିବା ଚାଇନା ସହ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶହୀଦ ଯବାନଙ୍କୁ ସାରା ଦେଶ ସଲାମ କରୁଥିବାବେଳେ ଆଇପିଏଲ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଡାକ୍ତର…
ଯବାନଙ୍କଠାରୁ ସାହସୀ ଆଉ କେହି ନୁହଁନ୍ତି: ବିରାଟ କୋହଲି
ଗଲୱାନ ଘାଟିରେ ହୋଇଥିବା ଚାଇନା ସହ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ସାରା ଦେଶରେ ଶୋକ ପ୍ରକାଶ କରାଯାଇଛି। କ୍ରିକେଟରମାନେ ମଧ୍ୟ ଶହୀଦ ଯବାନଙ୍କୁ ସଲାମ କରିଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି…
ଚାଇନାବାସୀ ସୁଧୁରି ଯାଅ: ବୀରେନ୍ଦ୍ର ସେହ୍ବାଗ
ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚାଇନା ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ ପ୍ରାଣ ହରାଇଛନ୍ତି। ପରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଶହୀଦଙ୍କୁ…
ବିସିସିଆଇ ଏଥିକ୍ସ ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି
ନୂଆଦିଲ୍ଲୀ, ୧୭ା୬ (ପି.ଟି.)- ବିସିସିଆଇର ଏଥିକ୍ସ ଅଫିସର ଓ ଅମ୍ବୁଡ୍ସମ୍ୟାନ ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଡି.କେ. ଜୈନଙ୍କ କାର୍ଯ୍ୟକାଳ ମିଆଦ ଏକ ବର୍ଷ ବୃଦ୍ଧି କରିଛି ଦେଶର କ୍ରିକେଟ ବୋର୍ଡ। ଜୈନ ୨୦୧୯ ଫେବୃୟାରୀରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ବିସିସିଆଇର ପ୍ରଥମ…
ଇଂଲଣ୍ଡକୁ ଚ୍ୟାଲେଞ୍ଜ ଦେବ ଓ୍ବେଷ୍ଟଇଣ୍ଡିଜ ପେସ୍ ବାହିନୀ
ଲଣ୍ଡନ, ୧୭ା୬ (ପି.ଟି.)- ବିଶ୍ୱର ଯେକୌଣସି କ୍ରିକେଟ ଦଳକୁ ଚ୍ୟାଲେଞ୍ଜ ଦେଇପାରିବ ବୋଲି କହିଛନ୍ତି ଆସିଷ୍ଟାଣ୍ଟ କୋଚ୍ ରୋଡି ଇଷ୍ଟଓ୍ବିକ୍। ଅତୀତରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ ପେସ୍ ବାହିନୀ ପ୍ରତିଷ୍ଠା ଅର୍ଜନ କରିଥିଲା। ଏହାର ମୁଖ୍ୟ କାରଣ ହେଲା ଦଳ ଫିଟ୍ନେସ୍କୁ ଗୁରୁତ୍ୱ…
‘ଟି୨୦ ବିଶ୍ୱକପ୍ ଆୟୋଜନ ଅବାସ୍ତବ ମନେ ହେଉଛି’
ମେଲବୋର୍ନ, ୧୭ା୬ (ପି.ଟି.)- କୋଭିଡ୍-୧୯ ମହାମାରୀ ଯୋଗୁ ଟି୨୦ ବିଶ୍ୱକପ୍ ଆୟୋଜନ ଅବାସ୍ତବ ମନେ ହେଉଛି ବୋଲି କହିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ ଚେୟାରମ୍ୟାନ ଇଅର୍ଲ ଏଡିଙ୍ଗ୍ସ। ଟୁର୍ନାମେଣ୍ଟରେ ଭାଗ ନେଉଥିବା ୧୬ଟି ଦଳ ଦେଶକୁ ଆସିବା ସହଜ ନୁହେଁ। ସମଗ୍ର ବିଶ୍ୱରେ…

