ବିରାଟ କୋହଲି ନୁହେଁ, ଗୁଗଲ ସର୍ଚ୍ଚ କହୁଛି ଏହି କ୍ରିକେଟରଙ୍କ ସ୍ତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଏସମୟରେ ସ୍ବାମୀଙ୍କ ସହ ସେ ୟୁଏଇରେ ସମୟରେ ବିତାଉଛନ୍ତି। ବେଳେବେଳେ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଗର୍ଭବସ୍ଥାର ଅନୁଭବ ବାଣ୍ଟୁଛନ୍ତି। ନିକଟରେ ଅନୁଷ୍କା ଶର୍ମାଙ୍କୁ ନେଇ ଗୁଗଲ ସର୍ଚ୍ଚରେ ଏମିତି କିଛି ଆସୁଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗୁଗଲରେ ଆଫଗାନିସ୍ତାନ କ୍ରିକେଟର୍‌ ରଶିଦ ଖାନ୍‌ଙ୍କ ସ୍ତ୍ରୀ ସର୍ଚ୍ଚ କଲେ ଅନୁଷ୍କା ଶର୍ମାଙ୍କ ନାଁ ଆସୁଛି। କେବଳ ଏତିକି ନୁହେଁ ସେଥିରେ ଅନୁଷ୍କାଙ୍କ ଫଟୋ ମଧ୍ୟ ଆସୁଛି। ଏବେ ଏହାକୁ ନେଇ ବେଶ୍‌ ଆଲୋଚନା ହେଉଛି। ୨୦୧୮ରେ ଏକ ସାକ୍ଷାତକାରରେ ବଲିଉଡ୍‌ର ସବୁର ପସନ୍ଦର ଅଭିନେତ୍ରୀ ବାବଦରେ ପଚରା ଯାଇଥିଲା। ଯାହାର ଉତ୍ତରରେ ରଣିଦ ଅନୁଷ୍କା ଶର୍ମା ଏବଂ ପ୍ରୀତି ଜିଣ୍ଟାଙ୍କ ନାଁ ନେଇଥିଲେ। ଏହାପରେ ରଶିଦଙ୍କ ସ୍ତ୍ରୀଙ୍କ ନାଁରେ ଗୁଗୁଲ ସର୍ଚ୍ଚ କଲେ ଅନୁଷ୍କା ଆସୁଛି। ରଶିଦ କିନ୍ତୁ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ଅଭିଯୋଗ: ଆଇଡବ୍ଲ୍ୟୁଏଫ୍‌ ଅଧ୍ୟକ୍ଷଙ୍କ ଇସ୍ତଫା

ବୁଡାପେଷ୍ଟ,୧୬।୫(ଏଏଫ୍‌ପି): ଅନ୍ତର୍ଜାତୀୟ ଓ୍ବେଟ୍‌ ଲିଫ୍ଟିଙ୍ଗ୍‌ (ଆଇଡବ୍ଲ୍ୟୁଏଫ୍‌) ଅଧ୍ୟକ୍ଷ ଟାମାସ ଆଜାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଓ ଡୋପିଂ ନିୟମ...

ସାଇ ହଷ୍ଟେଲ-ଚରମ୍ପା ୟୁନାଇଟେଡ୍‌ ଫାଇନାଲ

ନିମାପଡ଼ା, ୧୫।୧୨ (ଡିଏନ୍‌ଏ)- ନିମାପଡ଼ା ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ସ୍ଥାନୀୟ ବାରବାଟୀ ଗ୍ରାଉଣ୍ଡରେ ଚାଲିଥିବା ରାଜ୍ୟସ୍ତରୀୟ ୬ଷ୍ଠ ପଦ୍ମଚରଣ ସାମନ୍ତସିଂହାର ସ୍ମାରକୀ ନିମାପଡ଼ା ଫୁଟ୍‌ବଲ ପ୍ରତିଯୋଗିତାର...

ଡେନମାର୍କ ଓପନ୍‌: ସିନ୍ଧୁଙ୍କ କଷ୍ଟସାଧ୍ୟ ବିଜୟ

ଓଡେନସେ, ୧୫।୧୦ (ପି.ଟି.)- ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହୋଇଥିବା ୭ ଲକ୍ଷ ୭୫ ହଜାର ଆମେରିକୟ ଡଲାର ପୁରସ୍କାର ରାଶିବିଶିଷ୍ଟ...

କଟକ ଜିଲା ଚେସ୍‌ ଉଦ୍‌ଯାପିତ: ଅଂଶୁମାନ, ସ୍ବସ୍ତିକ ଚାମ୍ପିୟନ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- କଟକସ୍ଥିତ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଷ୍ଟିଚ୍ୟୁଟ୍‌ଠାରେ କଟକ ଜିଲା ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏହାର ସିନିୟର ବିଭାଗରେ ଅଂଶୁମାନ ସାମଲ...

ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତିନି ସୋନମ

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ କପୁର ବେଶ୍‌ କିଛି ଦିନ ହେବ ବଡ ପରଦାରେ ଦେଖାଯାଇ ନାହାଁନ୍ତି। ହେଲେ ନିକଟରେ ସେ ଏକ ସାକ୍ଷାତ୍‌କାର ମାଧ୍ୟମରେ...

୨୦୨୬ ଏସିଆନ ଗେମ୍ସରେ ସାମିଲ ହୋଇପାରେ ଖୋ ଖୋ

ନୂଆଦିଲ୍ଲୀ, ୧୬।୩ (ପି.ଟି.)- ପାରମ୍ପରିକ ଭାରତୀୟ କ୍ରୀଡ଼ା ଖୋ ଖୋ ୨୦୨୬ ଏସିଆନ ଗେମ୍ସରେ ସାମିଲ ହୋଇପାରେ। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ସାଧାରଣ ସମ୍ପାଦକ...

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌-ଏଟିକେ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୩୦।୧୨-ଇଣ୍ଡିଆନ ସୁପରଲିଗ୍‌ରେ ମଙ୍ଗଳବାର ଚେନ୍ନାଇନ୍‌ ଏଫ୍‌ସି-ଏଟିକେ ମୋହନବାଗାନ ମ୍ୟାଚ ଡ୍ର ରହିଛି। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ...

ବେଲଜିୟମ ଟୁର୍‌ରେ ଭାରତର ଶତପ୍ରତିଶତ ରେକର୍ଡ

ଆଣ୍ଟ୍ବେର୍ପ(ବେଲଜିୟମ), ୪।୧୦- ବେଲଜିୟମ ଟୁର୍‌ରେ ଭାରତୀୟ ହକି ଦଳ ଶତ ପ୍ରତିଶତ ବିଜୟ ରେକର୍ଡ ହାସଲ କରିଛି। ଦଳ ଖେଳିଥିବା ୫ଟି ଯାକ ମ୍ୟାଚରେ ବିଜୟ...

Seven Jackpot
Ten Cric Info
Advertisement


Archives

Model This Week

Why Dharitri