Posted inଖେଳ

୧୨ ବର୍ଷ ପରେ କୋହଲିଙ୍କ ନାଁରେ ଏହି ଲଜ୍ଜାଜନକ ରେକର୍ଡ

କାନବେରା,୨।୧୨: ଭାରତୀୟ କ୍ରିକେଟ ଦଳର ଅଧବନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ୬୩ରନ୍‌ କରି ଜୋଶ ହେଜେଲଉଡଙ୍କ ଶିକାର ହୋଇଥିଲେ। ଲଗାତାର ୩ଟି ମ୍ୟାଚ୍‌ରେ ସେ ହେଜେଲଉଡଙ୍କ ଶିକାର ହୋଇଛନ୍ତି। ଏହା ସହ ଡେବ୍ୟୁ ମ୍ୟାଚ୍‌ ପରେ ପ୍ରଥମଥର ପାଇଁ କୋହଲି ଗୋଟିଏ ବର୍ଷରେ ବିନା ଶତକ ମାରି ବର୍ଷ ଶେଷ କରିଛନ୍ତି। ଚଳିତବର୍ଷ ଭାରତୀୟ ଦଳର ଏହା ଶେଷ ଏକଦିବସୀୟ ମ୍ୟାଚ୍‌ ଥିଲା। ତେବେ ଶେଷ ମ୍ୟାଚ୍‌ରେ ସେ ଏକ ଶତକର ନିକଟତର ହୋଇଥିଲେ। କିନ୍ତୁ ତାଙ୍କୁ ୮୯ ରନ ପାଇଁ ହେଜେଲଉଡ ପ୍ୟାଭିଲିୟନକୁ ପଠାଯାଇଥିଲା। କୋହଲି ୨୦୦୮ରେ ନିଜର ଏକଦିବସୀୟ ଡେବ୍ୟୁ କରିଥିଲେ। ତା’ପରେ ସେ ପାଞ୍ଚ ଇନିଂସ ଖେଳି ଶତକ ହାସଲ କରିପାରି ନ ଥିଲେ। ସେବେଠାରୁ ସେ ପ୍ରତିବର୍ଷ ଏକଦିବସୀୟ କ୍ରିକେଟରେ ଏକ ଶତକ ହାସଲ କରିଛନ୍ତି। ସେ ୨୦୧୭ ଏବଂ ୨୦୧୮ରେ ସର୍ବାଧିକ ଶତକ ମାରିଥିଲେ। ୨୦୧୭ରେ କୋହଲି ୨୬ଇନିଂସ ଏବଂ ପରବର୍ତ୍ତୀ ସିଜନରେ ସେ ୧୪ ଇନିଂସରେ ଯଥାକ୍ରମେ ୬-୬ଟି ଶତକ ହାସଲ କରିଥିଲେ।

୨୦୦୮ – ୦
୨୦୦୯ – ୧
୨୦୧୦ -୩
୨୦୧୧ -୪
୨୦୧୨-୫
୨୦୧୩-୪
୨୦୧୪-୪
୨୦୧୫-୨
୨୦୧୬-୩
୨୦୧୭-୬
୨୦୧୮-୬
୨୦୧୯-୫
୨୦୨୦-୦

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଏକଦିବସୀୟ ସିରିଜରୁ କୋହଲି ବର୍ଷ ଆରମ୍ଭ କରିଥିଲେ। ଏହା ପରେ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲା ଏବଂ ପରେ କରୋନା ପରେ କ୍ରିକେଟ କିଛି ସମୟ ପାଇଁ ଅଟକି ଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜ ହେଉଛି କରୋନା ପରେ ଟିମ ଇଣ୍ଡିଆର ପ୍ରଥମ ସିରିଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ପାନ୍ଥର୍ସ-ଲାୟନ୍ସ ଫାଇନାଲ

ଭୁବନେଶ୍ୱର, ୧୩।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ଫାଇନାଲରେ ଓଡ଼ିଶା ପାନ୍ଥର୍ସ...

ଟସ୍‌ ଜିତିଲା ଦିଲ୍ଲୀ

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ପଞ୍ଜାବ କିଙ୍ଗସ (ପିବିକେଏସ)କୁ ଭେଟୁଛି। ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ...

ଆଇପିଏଲ-୨୦୨୦: ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ

ଦୁବାଇ, ୧୧।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣରେ ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାରିତା ଦେଖାଇ ଏହି ଦଳ...

ଲକ୍‌ଡାଉନ ସତ୍ତ୍ୱେ ଖେଳ ସମ୍ଭବ: ମୋର୍ଗାନ

ଅହମଦାବାଦ, ୨୮ା୪ (ପି.ଟି.)- କୋଭିଡ୍‌ ପାଇଁ ଲକ୍‌ଡାଉନ ସତ୍ତ୍ୱେ ଖେଳ ସମ୍ଭବ ବୋଲି କହିଛନ୍ତି ଇଂଲଣ୍ଡ ଓ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଅନ ମୋର୍ଗାନ।...

ବାଲ୍ୟ ବାନ୍ଧବୀଙ୍କୁ ଜୀବନସାଥୀ କରିଥିଲେ ରାହୁଲ…

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ୍‌ଙ୍କୁ ସୋମବାର ୪୭ ବର୍ଷ ପୂରଣ ହୋଇଛି। ସେ ୪୮ରେ ପାଦ ଥାପିଛନ୍ତି। ୧୯୭୩ ଜାନୁୟାରୀ ୧୧ରେ ସେ ଇନ୍ଦୋରଠାରେ...

ଉପସଭାପତି ପଦ ପାଇଁ ଲଢ଼ିବେ ଉଷା

ଚେନ୍ନାଇ, ୩୧।୮: ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା ନିଜ ପ୍ରଶାସକ କ୍ୟାରିୟର ଦିଗରେ ଆଉଏକ ପାଦ ଆଗକୁ ବଢ଼ିବାକୁ ଯାଉଛନ୍ତି। ସେ...

ରାଜ୍ୟସ୍ତରୀୟ ସନ୍ତରଣରେ ସମ୍ବଲପୁରକୁ ୨୯ ସ୍ବର୍ଣ୍ଣ

ସମ୍ବଲପୁର, ୧୮ା୬(ଶୁଭାଶୀଷ ପାଢୀ): ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସମ୍ବଲପୁର ସନ୍ତରଣକାରୀ ଜିଲା ପାଇଁ ସୁନାମ ଆଣିଛନ୍ତି। ବିଭିନ୍ନ ବର୍ଗରେ ୨୯ଟି ସ୍ବର୍ଣ୍ଣ ପଦକ...

ଆନ୍ତଃ ସ୍କୁଲ ଫୁଟବଲ: ବିଜେଇଏମ୍‌ ବିଜୟୀ

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି): ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ଗୋଟିଏ...

Advertisement
Archives

Model This Week