Posted inଖେଳ

ଓ୍ବାର୍ମଅପ୍‌ରେ ଖେଳି ନ ପାରନ୍ତି କୋହଲି

ସିଡ୍‌ନୀ, ୯।୧୨(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ୩ ଦିନିଆ ଦିବାରାତ୍ର ଓ୍ବାର୍ମଅପ୍‌ ଗେମ୍‌ ଖେଳିବା ସମ୍ଭାବନା କମ୍‌ ରହିଛି। ଦିନିକିଆ ପରେ ଟି୨୦ ସିରିଜ ମଙ୍ଗଳବାର ଶେଷ ହୋଇଛି। ୩ ଦିନ ପରେ ଓ୍ବାର୍ମଅପ୍‌ ମ୍ୟାଚ ଆରମ୍ଭ ହେବ। ପରେ ଡିସେମ୍ବର ୧୭ରୁ ଆଡିଲେଡଠାରେ ପ୍ରଥମ ଟେଷ୍ଟ ଖେଳାଯିବ। ତେଣୁ ସେ ଓ୍ବାର୍ମଅପ୍‌ ଖେଳିବା ସମ୍ଭାବନା କମ୍‌, ବୁଧବାର ଫିଜିଓଙ୍କ ସହ ଆଲୋଚନାପରେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କୋହଲି ସୂଚନା ଦେଇଛନ୍ତି। ପ୍ରଥମ ସନ୍ତାନର ଜନକ ହେବାକୁ ଯାଉଥିବାରୁ ସେ ଦିବାରାତ୍ର ବିଶିଷ୍ଟ ପ୍ରଥମ ଟେଷ୍ଟ ଖେଳିବା ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୬୫ ରନ୍‌ରେ ଅଟକିଲା ରାଜସ୍ଥାନ

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଦଳ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ...

‘ସ୍ତ୍ରୀ ଅବା ବାନ୍ଧବୀଙ୍କୁ ଦାୟୀ କରା ନ ଯାଉ’

ନୂଆଦିଲ୍ଲୀ, ୮।୫-ପୁରୁଷ କ୍ରୀଡ଼ାବିତ୍‌ଙ୍କ ପାଇଁ ମହିଳାମାନେ ସାଧାରଣତଃ ପ୍ରତିବନ୍ଧକ ବୋଲି ବିବେଚନା କରାଯାଏ, ଶକ୍ତି ଭାବରେ ନୁହେଁ। ବିଶେଷକରି ଉପମହାଦେଶରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...

ଲେକ୍‌ରେକ୍‌ଙ୍କୁ ପୋଲ୍‌ ପୋଜିଶନ

ମୋଞ୍ଜା (ଇଟାଲୀ), ୮ା୯ (ଏଏଫ୍‌ପି)- ଇଟାଲିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ପାଇଁ ଫେରାରିର ଚାଲର୍‌ସ ଲେକ୍‌ରେକ୍‌ ପୋଲ ପୋଜିଶନ ହାସଲ କରିଛନ୍ତି।...

ଟିମ୍‌ ଇଣ୍ଡିଆକୁ ହକିରେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ପୁରୁଷ ହକି ଦଳ ଶନିବାର ପୂର୍ବପେକ୍ଷା ଗୋଟିଏ ସ୍ଥାନ ଉପରକୁ ଉଠିଛି। ଫଳରେ ଦଳଗତ...

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଜନ୍ମଦାତା ଜନଶନଙ୍କ ମୃତ୍ୟୁ

ଷ୍ଟକ୍‌ହାମ, ୫।୬(ଏପି): ୟୁରୋପିଆନ ଫୁଟ୍‌ବଲର ପୂର୍ବତନ ସଭାପତି ଲିନ୍ନାର୍ଟ ଜନଶନଙ୍କ ୮୯ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ୧୭ ବର୍ଷର କାର୍ଯ୍ୟକାଳରେ ଚାମ୍ପିୟନ୍ସ ଲିଗ୍‌...

ମହିଳା ହକି: ସୋମବାରଠାରୁ କୋରିଆ ବିପକ୍ଷ ସିରିଜ

ବେଙ୍ଗାଲୁରୁ, ୧୯ା୫ (ପି.ଟି.)-ଭାରତୀୟ ମହିଳା ହକି ଦଳ କୋରିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ସୋମବାର ଜିନ୍‌ଚୁନ୍‌ଠାରେ ପ୍ରଥମ ମ୍ୟାଚ ଖେଳାଯିବ। ଦଳ...

ବନ୍ଧୁ ସବୁବେଳେ ହୃଦୟରେ ଜୀବିତ ଥାନ୍ତି, କାହିଁକି ଏମିତି କହିଲେ କ୍ରିକେଟର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏବେ ତାଙ୍କ ଆତ୍ମହତ୍ୟାର ତଦନ୍ତ ଚାଲିଛି। ମୁମ୍ବାଇ ପୋଲିସ ଏବଂ ବିହାର...

ନିଲାମରେ ଫିକା ପଡ଼ିଲେ ବିଶ୍ୱର ଏହି ନମ୍ବରଓ୍ବାନ୍‌ ଟି୨୦ ବ୍ୟାଟ୍ସମ୍ୟାନ୍‌, କମ୍‌ ଦାମ୍‌ରେ କିଣିନେଲା…

ଚେନ୍ନାଇ,୧୮।୨: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ଖେଳାଳି ନିଲାମ ପ୍ରକ୍ରିୟାରେ ବିଶ୍ୱର ନମ୍ବରଓ୍ବାନ୍‌ ଟି୨୦ ର଼୍ୟାଙ୍କପ୍ରାପ୍ତ ବ୍ୟାଟ୍ସମ୍ୟାନ୍‌ ଦାଓ୍ବିଦ...

Advertisement
Archives

Model This Week