୩୦ ବର୍ଷ ପରେ ପ୍ରଥମ ପ୍ରିମିୟର ଲିଗ୍ ଟାଇଟଲ ଜିତିଲା ଲିଭରପୁଲ
ଲିଭରପୁଲ,୨୭।୬(ଏପି): ଦୀର୍ଘ ୩୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଲିଭରପୁଲ ପ୍ରଥମଥର ପାଇଁ ଇଂଲିଶ୍ ପ୍ରିମିୟର ଲିଗ୍ (ଇପିଏଲ୍) ଟାଇଟଲ ହାସଲ କରିଛି। ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଚେଲସି ୨-୧ ଗୋଲରେ ଗତଥରର ଚାମ୍ପିୟନ ତଥା ଦ୍ୱିତୀୟ ସ୍ଥାନରେ ଥିବା...
୫୬ତମ ଜନ୍ମଦିବସ ପାଳନ କଲେ ଗୋଲ୍ଡେନ ଗର୍ଲ ପିଟି ଉଷା
ନୂଆଦିଲ୍ଲୀ,୨୭।୬: ଦୌଡ଼ରାଣୀ କୁହାଯାଉଥିବା ପି.ଟି. ଊଷା ତାଙ୍କର ୫୬ତମ ଜନ୍ମଦିବସ ପାଳନ କରିଛନ୍ତି। ଏହି ଅବସରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ କ୍ରୀଡ଼ାଜଗତର ତାରକାମାନେ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ କ୍ରୀଡ଼ାଜଗତକୁ ତାଙ୍କର ଅବଦାନ ଅତୁଳନୀୟ। ଯୁବ ଆଥଲେଟଙ୍କୁ ଟ୍ରେନିଂ...
ପଜିଟିଭ ଚିହ୍ନଟ ୧୦ ଖେଳାଳିଙ୍କ ବିନା ଇଂଲଣ୍ଡ ଗସ୍ତ କରିବ ପାକିସ୍ତାନ
ଇସ୍ଲାମବାଦ, ୨୭।୬- ଘରୋଇ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍ ଦଳ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରବିବାର ମାଞ୍ଚେଷ୍ଟର ଅଭିମୁଖେ ଗସ୍ତ କରିବ। ତେବେ ପାକିସ୍ତାନର ଯେଉଁ ୧୦ଜଣ ଖେଳାଳି ଗତ ସପ୍ତାହରେ କରୋନା ଆକ୍ରାନ୍ତ...
କ୍ରିକେଟ ବାହାରର ଜୀବନ ନେଇ ଡ୍ରାଭିଡ୍ଙ୍କଠୁ ଶିକ୍ଷା କରିଛି: ପୂଜାରା
ନୂଆଦିଲ୍ଲୀ,୨୭।୬ (ପି.ଟି.): ପେସାଦାର ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପୂର୍ବତନ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ୍ଙ୍କଠାରୁ ବହୁତ କିଛି ଶିକ୍ଷା କରିଛି ବୋଲି ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାର କହିଛନ୍ତି। ଏ ନେଇ ଡ୍ରାଭିଡ୍ଙ୍କ ବହୁତ ଅବଦାନ ରହିଛି। କ୍ରିକେଟଠାରୁ...
ଗେରୀ ପେଟନ୍ ଓଡ଼ିଶା ଏଫ୍ସିର ସହକାରୀ କୋଚ୍
ଭୁବନେଶ୍ୱର, ୨୭ା୬ (ସ୍ପୋଟର୍ସ ବ୍ୟୁରୋ)-ହିରୋ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ୭ମ ସଂସ୍କରଣ ପାଇଁ ୬୪ବର୍ଷୀୟ ଗେରୀ ପେଟନ୍ଙ୍କୁ ଓଡ଼ିଶା ଏଫ୍ସି ଫୁଟ୍ବଲ ଦଳର ସହକାର କୋଚ୍ ଭାବେ ନିଯୁକ୍ତି ଦେଇଛି। ଶୁକ୍ରବାର ଏଥିପାଇଁ ଉଭୟଙ୍କ ମଧ୍ୟରେ ଦୁଇ ବର୍ଷିଆ...
ପୂର୍ବତନ ବକ୍ସିଂ ଚାମ୍ପିୟନଙ୍କୁ କରୋନା
ପାନାମା ସିଟି, ୨୭ା୬ (ଏପି)-ପୂର୍ବତନ ବିଶ୍ୱ ବକ୍ସିଂ ଚାମ୍ପିୟନ ରବର୍ଟୋ ଡୁରାନ୍ଙ୍କ କରୋନା ଭାଇରସ୍ରେ ପୀଡ଼ିତ ହୋଇଛନ୍ତି। ପାନାମାର ଏହି କିମ୍ବଦନ୍ତୀ ବକ୍ସର ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ଧରି ତାଙ୍କ କ୍ୟାରିୟରରେ ୪ଟି ଓଜନ ଶ୍ରେଣୀରେ ବିଶ୍ୱ ଟାଇଟଲ ବିଜୟୀ...
ଇଭାନିସେଭିଚ୍ କୋଭିଡ୍-୧୯ ପଜିଟିଭ୍
ଜାଗ୍ରେବ୍, ୨୭ା୬ (ଏପି): ମହାନ୍ ଟେନିସ ଖେଳାଳି ଗୋରାନ ଇଭାନିସେଭିଚ୍ଙ୍କର ହୋଇଥିବା କୋଭିଡ୍-୧୯ ଟେଷ୍ଟରେ ପଜିଟିଭ୍ ଆସିଛି। ପୂର୍ବତନ ଓ୍ବିମ୍ବେଲଡନ ଚାମ୍ପିୟନ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ୍ ଜୋକୋଭିଚ୍ଙ୍କ କୋଚ୍ ଅଛନ୍ତି। ନିକଟରେ ସର୍ବିଆ ଓ କ୍ରୋଏସିଆରେ ଅନୁଷ୍ଠିତ ଆଡ୍ରିଆ ଟୁର୍...
ସନରାଇଜର୍ସ ଭୁବନେଶ୍ୱରଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ
ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ସନରାଇଜର୍ସ ହାଇଦ୍ରାବାଦ୍ ତରଫରୁ ଖେଳିବା ସୁଯୋଗ ଭାରତୀୟ ପେସ୍ ବୋଲର ଭୁବନେଶ୍ୱର କୁମାରଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ବୋଲି ସେ ନିଜେ କହିଛନ୍ତି। ଡେଥ୍ ଓଭରରେ ବୋଲିଂ ଏବଂ ଚାପକୁ...
ଏଟିକେ- ମୋହନ ବାଗାନ୍ ସହ କ୍ରିଷ୍ଣାଙ୍କ ଚୁକ୍ତି ବୃଦ୍ଧି
ନୂଆଦିଲ୍ଲୀ,୨୬।୬ (ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଦଳ ଏଟିକେ ସହ ଫିଜିର ତାରକା ଷ୍ଟ୍ରାଇକର ରଏ କ୍ରିଷ୍ଣା ତାଙ୍କର ଚୁକ୍ତି ଆଉ ଗୋଟିଏ ବର୍ଷକୁ ବୃଦ୍ଧି କରିଛନ୍ତି। ଫଳରେ ସେ ଆସନ୍ତାବର୍ଷ ପର୍ଯ୍ୟନ୍ତ ଏଟିକେ ତରଫରୁ ପ୍ରତିନିଧିତ୍ୱ କରିବେ।...
୧ରୁ ଟ୍ରେନିଂ ଆରମ୍ଭ କରିବାକୁ ବିଏଆଇର ଯୋଜନା
ନୂଆଦିଲ୍ଲୀ,୨୬।୬(ପି.ଟି.): ଜୁଲାଇ ୧ ତାରିଖରୁ ହାଇଦ୍ରାବାଦ୍ରେ ଟ୍ରେନିଂ ଆରମ୍ଭ କରିବାକୁ ବ୍ୟାଡ୍ମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବିଏଆଇ) ଯୋଜନା କରିଛି। ତେବେ ଏଥିପାଇଁ ରାଜ୍ୟ ସରକାରକଙ୍କ ଅନୁମିତ ଆବଶ୍ୟକ। ଯଦି ସବୁକିଛି ଠିକ୍ଠାକ ଚାଲେ ତା’ହେଲେ ଅଲିମ୍ପିକ୍ ରୌପ୍ୟପଦକ ବିଜୟିନୀ...
ମହାମାରୀ ସତ୍ତ୍ୱେ ବ୍ରାଜିଲ ଚାମ୍ପିୟନଶିପ୍ ଆରମ୍ଭ ହେବ
ସାଓ ପାଉଲୋ,୨୬।୬ (ଏପି): କୋଭିଡ୍-୧୯ ମହାମାରୀର ଆତଙ୍କ ଜାରି ରହିବା ସତ୍ତ୍ୱେ ଲାଟିନ୍ ଆମେରିକାର ଫୁଟବଲ ପାଓ୍ବାରା ହାଉସ୍ କୁହାଯାଉଥିବା ବ୍ରାଜିଲରେ ମୁଖ୍ୟ ଚାମ୍ପିୟନଶିପ୍ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୯ ତାରିଖରୁ ଦେଶର ଏହି ସର୍ବବୃହତ୍ ଫୁଟବଲ ଚାମ୍ପିୟନଶିପ୍...
୨୦୨୩ ଫିଫା ମହିଳା ବିଶ୍ୱକପ୍: ମିଳିତ ଭାବେ ଆୟୋଜନ କରିବେ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ
ଜେନିଭା,୨୬।୬(ଏପି): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ୨୦୨୩ ଫିଫା ମହିଳା ବିଶ୍ୱକପ୍ ଆୟୋଜନ କରିବେ। ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ତରଫରୁ ଏ ନେଇ ସ୍ପଷ୍ଟ କରାଯାଇଛି। ଯୁଗ୍ମ ଭାବେ ଏହି ମେଗା ଇଭେଣ୍ଟ ଆୟୋଜନ...
Archives


