ଉର୍ବଶୀଙ୍କୁ ଏହି କାରଣ ଲାଗି ବ୍ଲକ୍ କରିଥିଲେ ରିଷଭ ପନ୍ତ
ନୂଆଦିଲ୍ଲୀ, ୪।୭- କ୍ରିକେଟ୍ ଓ ବଲିଉଡ୍ ମଧ୍ୟରେ ସମ୍ପର୍କ ଅତି ପୁରୁଣା। ପୂର୍ବରୁ ବହୁ ଭାରତୀୟ କ୍ରିକେଟର୍ ବଲିଉଡ୍ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିବା ଦେଖାଯାଇଛି। ନିକଟ ଅତୀତରେ ଭାରତୀୟ ଦଳର ଯୁବ ଉଇକେଟ୍କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଅଭିନେତ୍ରୀ...
ସଚିନ କ୍ରିକେଟ୍ରେ ଏତେ ବଡ଼ ନାମ କରିବେ ବୋଲି ଜାଣି ନ ଥିଲେ ଏହି ପାକିସ୍ତାନ କ୍ରିକେଟର୍
ନୂଆଦିଲ୍ଲୀ, ୪।୭- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ପାକିସ୍ତାନର ମହାନ ଦ୍ରୁତ ବୋଲର ଓ୍ବାକର ୟୁନିସ ଏକାଠି ୧୯୮୯ରେ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ସିରିଜରେ ସେମାନଙ୍କ ଟେଷ୍ଟ ପଦାର୍ପଣ କରିଥିଲେ। ସଚିନଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ହୋଇଥିବାବେଳେ...
ପତ୍ନୀ ସାକ୍ଷୀଙ୍କୁ ପସନ୍ଦ ନ ଥିଲା କ୍ରିକେଟ, ନା ଚିହ୍ନିଥିଲେ ଧୋନୀଙ୍କୁ
ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଜି ବିବାହବାର୍ଷିକୀ। ଦଶ ବର୍ଷର ବିବାହ ମଧ୍ୟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି ଧୋନୀ। ତନ୍ମଧ୍ୟରେ ରହିଛି ୨୦୧୧ ବିଶ୍ୱକପ, ଇଂଲଣ୍ଡରେ ଚାମ୍ପିୟନ୍ସ ଟ୍ରଫି ଜିତିବା,ପଦ୍ମଭୂଷଣ ସମ୍ମାନ...
ନେଟ୍ସରେ ସୁନୀଲ ଗାଭାସ୍କର ସବୁଠାରୁ ଖରାପ ଖେଳାଳି ଥିଲେ: ମୋରେ
ନୂଆଦିଲ୍ଲୀ, ୪।୭- ଭାରତୀୟ କ୍ରିକେଟ୍ରେ ସୁନୀଲ ଗାଭାସ୍କରଙ୍କୁ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ଲିଟିଲ୍ ମାଷ୍ଟର ଭାବେ ପରିଚିତ ଗାଭାସ୍କର ପ୍ରଥମ ଭାରତୀୟ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧୦ ହଜାର ରନ୍ ସଂଗ୍ରହ କରିବାର...
କୋଚ୍ଙ୍କ୍ ୨ ଲକ୍ଷ ଟଙ୍କାର ପାଉଣା ସୀମାକୁ ହଟାଇଲା କ୍ରୀଡ଼ା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୪।୭(ପି.ଟି.): ଭାରତୀୟ କୋଚ୍ଙ୍କ ଲାଗି ଥିବା ୨ ଲକ୍ଷ ଟଙ୍କାର ଦରମା ସୀମାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ହଟାଇଛି। ଶନିବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏହା ଦ୍ୱାରା ତାରକା ଆଥଲେଟ୍ଙ୍କୁ ପ୍ରଶିକ୍ଷଣ...
ଏଆଇଏଫ୍ଏଫ୍କୁ ଏଲିଟ୍ ୟୁଥ୍ ସ୍କିମ୍ ଫୁଲ୍ ମେମ୍ବରଶିପ୍ ଦେଲା ଏଏଫ୍ସି
ନୂଆଦିଲ୍ଲୀ,୪।୭(ପି.ଟି.): ଏସିଆନ ଫୁଟବଲ କନ୍ଫେଡେରେଶନ (ଏଏଫ୍ସି) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍ଏଫ୍)କୁ ଏଏଫ୍ସି ଏଲିଟ୍ ୟୁଥ୍ ସ୍କିମ୍ ଫୁଲ୍ମେମ୍ବରଶିପ୍ ମର୍ଯ୍ୟାଦା ପ୍ରଦାନ କରିଛି। ଏ ନେଇ ଏଆଇଏଫ୍ଏଫ୍ ଆବେଦନ କରିଥିଲା। ଏହାକୁ ଗ୍ରହଣ...
୧୧ରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ
ଲଣ୍ଡନ,୪।୭(ପି.ଟି.): ଆସନ୍ତା ୧୧ ତାରିଖରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ପ୍ରଧନମନ୍ତ୍ରୀ ବୋରିସ ଜନସନ ଏନେଇ ସବୁଜ ସଙ୍କେତ ଦେବା ପରେ ଇସିବି ଏ ସଂକ୍ରାନ୍ତରେ ଘୋଷଣା...
ବ୍ୟାଡ୍ମିଣ୍ଟନ ସୁପରଷ୍ଟାର ଲିନ୍ ଡାନଙ୍କ ଅବସର
ସାଙ୍ଘାଇ,୪।୭: ଚାଇନାର ବ୍ୟାଡମିଣ୍ଟନ ସୁପରଷ୍ଟାର ଲିନ୍ ଡାନ୍ ଶନିବାର ଅବସର ଘୋଷଣା କରିଛନ୍ତି। ବିଶ୍ୱ ବ୍ୟାଡମିଣ୍ଟନର ସର୍ବକାଳୀନ ଶ୍ରେଷ୍ଠ ଖେଳାଳିର ମାନ୍ୟତା ପାଇଥିବା ଲିନ୍ ଡାନ୍ ୩୬ ବର୍ଷରେ ଖେଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ୨୦୦୮ ବେଜିଂ ଅଲିମ୍ପକ୍ସ...
ପୃଥିବୀର ତୃତୀୟ ବୃହତମ ଷ୍ଟାଡ଼ିୟମ୍: ଭାରତର ଏହି ସହରରେ ହେବ ନିର୍ମାଣ
ଜୟପୁର, ୪।୭: ପୃଥିବୀର ତୃତୀୟ ବୃହତମ ଷ୍ଟାଡ଼ିୟମ୍ ଭାରତରେ ନିର୍ମାଣ ହେବ। ଷ୍ଟାଡ଼ିୟମ୍ଟି ରାଜସ୍ଥାନର ଜୟପୁରରେ ନିର୍ମିତ ହେବ। ଏଥିଲାଗି ୩୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହାର ଡିଜାଇନିଂକୁ ଇତିମଧ୍ୟରେ ମଞ୍ଜୁରୀ ମିଳିଛି। ଚୈମ୍ପ୍ ଗାଁ ନିକଟରେ...
କୋହଲିଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ
ନୂଆଦିଲ୍ଲୀ, ୪।୭: ଲକ୍ଡାଉନ୍ରେ ଭାରତୀୟ କ୍ରିକେଟ ଦଳର ଅଧିକାୟକ ବିରାଟ କୋହଲି ଫିଟନେସ୍କୁ ଗୁରୁତ୍ୱ ଦେଉଛନ୍ତି। ଏନେଇ ଶୁକ୍ରବାର ସେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ସେ ଡେଡ୍...
କରୋନା ଟେଷ୍ଟରେ ସାମ୍ କୁରାନ ନେଗେଟିଭ୍
ସାଇଥାମ୍ପଟନ, ୪ା୭ (ପି.ଟି.)-ଇଂଲଣ୍ଡ ଅଲରାଉଣ୍ଡର ସାମ୍ କୁରାନଙ୍କର ଶୁକ୍ରବାର ହୋଇଥିବା କରୋନାଭାଇରସ୍ ଟେଷ୍ଟରେ ନେଗେଟିଭ୍ ଆସିଛି। ସେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଟ୍ରେନିଂରେ ଯୋଗ ଦେଇପାରିବେ ବୋଲିଂ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ...
ଶ୍ରୀଲଙ୍କା ୟୁଭା ଲିଗ୍ ମ୍ୟାଚକୁ ନେଇ ବିବାଦ
ନୂଆଦିଲ୍ଲୀ, ୪ା୭ (ପି.ଟି.)-ଚଣ୍ଡିଗଡ଼ ନିକଟରେ ଏକ ଟି୨୦ ମ୍ୟାଚ ଖେଳାଯାଇଥିଲା। କିନ୍ତୁ ଅନ୍ଲାଇନ୍ ଷ୍ଟ୍ରିମ୍ରେ ଏହି ଖେଳ ଶ୍ରୀଲଙ୍କାରେ ହୋଇଥିବା ଦର୍ଶାଯାଇଛି, ଯାହାକି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ଶାଖା (ଏସିୟୁ), ପଞ୍ଜାବ ପୋଲିସ ଏବଂ...
Archives


