୪୬ ବର୍ଷରେ ପ୍ରଥମ ଥର ପାଇଁ ୧୧୭ ଦିନ ବନ୍ଦ ରହିଲା କ୍ରିକେଟ୍
ଲଣ୍ଡନ, ୭।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍ ଦଳ ମଧ୍ୟରେ ବହୁପ୍ରତୀକ୍ଷିତ ଟେଷ୍ଟ ସିରିଜ ବୁଧବାରଠାରୁ ସାଉଥାମ୍ପଟନରେ ଆରମ୍ଭ ହେବାକୁ ଯାଉଛି। ମହାମାରୀ କରୋନା ଲାଗି ୪ ମାସ ପାଖାପାଖି ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତା ବନ୍ଦ ରହିଥିଲା। ଫଳରେ...
୧୭ ବର୍ଷରୁ କମ୍ ଜାତୀୟ ମହିଳା ଫୁଟବଲ କ୍ୟାମ୍ପରେ ଓଡ଼ିଶାର ଜ୍ୟୋତି, ମଞ୍ଜୁ ସାମିଲ
ଭୁବନେଶ୍ୱର, ୭।୭(ସ୍ପୋଟର୍ସ ବ୍ୟୁରୋ): ଗୋଆରେ ଆସନ୍ତା ୨୦ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍ ଜାତୀୟ ମହିଳା ଫୁଟବଲ ଟିମ୍ କ୍ୟାମ୍ପରେ ଦୁଇ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ଏ ନେଇ...
ସାଙ୍ଗଠାରୁ ହେଲିକପ୍ଟର ସଟ୍ ମାରିବା ଶିଖିଥିଲେ ଧୋନୀ, ବଦଳରେ ଦେଇଥିଲେ ଏମିତି ଉପହାର
ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନରେ ତାଙ୍କ ଜୀବନୀକୁ ନେଇ ଅନେକ ତଥ୍ୟ ପ୍ରକାଶ ପାଉଛି। ଅନେକ ସଂଘର୍ଷ ମଧ୍ୟରେ କ୍ରିକେଟର ହୋଇଥିବା ଧୋନୀଙ୍କ ସ୍ବତନ୍ତ୍ର ସଟ୍ ହେଉଛି ହେଲିକପ୍ଟର ସର୍ଟ। ଏହି ସର୍ଟକୁ ଅନ୍ୟ କୌଣସି ଖେଳାଳି ମାରି ପାରନ୍ତି...
ଧୋନୀଙ୍କ ପ୍ରଥମ ରୋଜଗାର କେତେ ଟଙ୍କା ଥିଲା ଜାଣନ୍ତି କି
ମହେନ୍ଦ୍ର ସିଂ ଧୋନୀ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ବଡ କ୍ରିକେଟର ହେବା ତାଙ୍କ ଖୁବ୍ ସଂଘର୍ଷ କରିବାକୁ ପଡିଥିଲା। ମହେନ୍ଦ୍ର ସିଂ ଧୋନୀ ଆରମ୍ଭରୁ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ କରି ନ ଥିଲେ। ସେ ବିଦ୍ୟାଳୟ...
ଧୋନୀଙ୍କ ଲମ୍ବା କେଶର ପ୍ରଶଂସକ ଥିଲେ ଏହି ଦେଶର ରାଷ୍ଟ୍ରପତି
ରାଞ୍ଚି ଭଳି ଛୋଟ ସହରରୁ ଆସିଥିବା ଜଣେ ଯୁବକ ନିଜ ଦକ୍ଷତା ବଳରେ ଦିନେ କ୍ରିକେଟର ସବୁଠାରୁ ବଡ଼ ଆଇକନ୍ ହୋଇଯିବ ତାହା କେହି ଭାବି ନ ଥିେଲେ। ବୋଧେ ଧୋନୀ ନିଜେ ମଧ୍ୟ ନୁହଁ। ମହେନ୍ଦ୍ର ସିଂହ ଧୋନୀ...
ଏହି ଖେଳାଳିଙ୍କୁ ନିଜ ଜର୍ସି ଦେଇ ଧୋନୀ ନେଇଥିଲେ ଅବସର
କିମ୍ବଦନ୍ତୀ ଉଇକେଟ କିପର ବ୍ୟାଟ୍ସମ୍ୟାନ ଏମ.ଏସ ଧୋନୀ ଆଜି ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସରେ ଧୋନୀଙ୍କ ସାଥୀ ଡ୍ବେନ ବ୍ରାଭୋ ତାଙ୍କ ଜନ୍ମଦିନରେ ଏକ ଗୀତ ରିଲିଜ କରି ଉପହାର ଦେଇଥିବାବେଳେ ସୁରେଶ ରାଇନା...
ଚେସାବ୍ଲ ମାଷ୍ଟର୍ସ: କାର୍ଲସେନ ଚାମ୍ପିୟନ
ଓସ୍ଲୋ, ୭।୭: ରୁଷିଆ ଜନ୍ମିତ ଡଚ୍ ଚେସ୍ ତାରକା ଆନିଶ୍ ଗିରିଙ୍କୁ ଫାଇନାଲରେ ହରାଇ ବିଶ୍ୱ ଚାମ୍ପିୟନ ମ୍ୟାଗ୍ନ କାର୍ଲସେନ ଅନ୍ଲାଇନ୍ ଚେସାବ୍ଲ ମାଷ୍ଟର୍ସ ଚେସ୍ ଟାଇଟଲ ହାସଲ କରିଛନ୍ତି। ପ୍ରଥମ ଗେମ୍ରେ ପ୍ରଭାବୀ ବିଜୟ ହାସଲ କରିଥିବା ନରଓ୍ବେର...
ମ୍ୟାଚ୍ ଫିକ୍ସର ଦାଣ୍ଡିଓ୍ବାଲ ଗିରଫ
ଚଣ୍ଡିଗଡ଼, ୭ା୭ (ପି.ଟି.)-ପଞ୍ଜାବ ପୋଲିସ ସୋମବାର ମୋହାଲି ଜିଲାରେ ଖେଳାଯାଇଥିବା ଏକ ଟି୨୦ ମାଚ୍ ସହିତ ସମ୍ପୃକ୍ତିକୁ ନେଇ ମ୍ୟାଚ ଫିକ୍ସର ବୋଲି କୁହାଯାଉଥିବା ରବିନ୍ଦର ଦାଣ୍ଡିଓ୍ବାଲଙ୍କୁ ଗିରଫ କରିଛି। କିନ୍ତୁ ଅନ୍ଲାଇନ୍ ଷ୍ଟ୍ରିମ୍ରେ ଏହି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଇଥିବା...
ଦିନଥିଲା ଟ୍ରେନ୍ ଟଏଲେଟ୍ ପାଖରେ ବସି ଯାତ୍ରା କରୁଥିଲେ ଧୋନୀ, ଆଜି ଭାରତର ଶ୍ରେଷ୍ଠ ଅଧିନାୟକ
ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ରାଞ୍ଚି ପରି ଏକ ଛୋଟ ସହରରୁ ଆସି ମାହି ବିଶ୍ୱ କ୍ରିକେଟରେ ରାଜ କରିଛନ୍ତି। ଭାରତୀୟ ରେଳବାଇରେ ଟିକେଟ...
ବିନା ଦର୍ଶକରେ ହେବ ଇଣ୍ଡିଆନ ସୁପର ଲିଗ୍
ନୂଆଦିଲ୍ଲୀ, ୭ା୭ (ପି.ଟି.)-ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ର ୭ମ ସଂସ୍କରଣ ଆସନ୍ତା ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ରୁଦ୍ଧଦ୍ୱାରରେ ଅନୁଷ୍ଠିତ ହେବ। କୋଭିଡ୍-୧୯ ମହାମାରୀ ଯୋଗୁ ଏହି ଫୁଟ୍ବଲ ଇଭେଣ୍ଟ ଦୁଇଟି ରାଜ୍ୟ ମଧ୍ୟରେ ଖେଳାଯିବା ସମ୍ଭାବନା ରହିଛି। ପ୍ରତିଯୋଗିତା ଆୟୋଜନ...
ସ୍ତ୍ରୀଙ୍କ ପାଇଁ ଗର୍ବିତ ଓ ଚିନ୍ତିତ ଗୌରମାଙ୍ଗି
ନୂଆଦିଲ୍ଲୀ, ୭ା୭ (ପି.ଟି.)-ଭାରତର ଜଣାଶୁଣା ଫୁଟ୍ବଲର ଗୌରମାଙ୍ଗି ସିଂ ତାଙ୍କ ସ୍ତ୍ରୀ କମାଣ୍ଡର ପୁଷ୍ପାଞ୍ଜଳି ପୋତ୍ସାଙ୍ଗବାମ୍ଙ୍କ ପାଇଁ ଯେତେ ଗର୍ବିତ ସମ ପରିମାଣରେ ଚିନ୍ତିତ ମଧ୍ୟ। ପୁଷ୍ପାଞ୍ଜଳି ବୋଇଂ ୭୮୭ ଡ୍ରିମ୍ଲାଇନର ବିମାନର ପାଇଲଟ ଅଛନ୍ତି। କୋଭିଡ୍-୧୯ ମହାମାରୀ ଯୋଗୁ...
ପ୍ରଥମ ଟେଷ୍ଟରୁ ବ୍ରଡ୍ ବାଦ୍ ପଡ଼ିବା ସମ୍ଭାବନା
ସାଉଥାମ୍ପଟନ, ୭।୭(ପି.ଟି.): ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ କ୍ରିକେଟ ଟେଷ୍ଟ। ଘରୋଇ ଇଂଲଣ୍ଡ ଦଳ ୩ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର ଓ ମାର୍କ ଉଡ୍ଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବା ସମ୍ଭାବନା ରହିଛି। ଏ...
Archives


