Advertisement
Posted inଖେଳ

ସାଙ୍ଗଠାରୁ ହେଲିକପ୍ଟର ସଟ୍‌ ମାରିବା ଶିଖିଥିଲେ ଧୋନୀ, ବଦଳରେ ଦେଇଥିଲେ ଏମିତି ଉପହାର

ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନରେ ତାଙ୍କ ଜୀବନୀକୁ ନେଇ ଅନେକ ତଥ୍ୟ ପ୍ରକାଶ ପାଉଛି। ଅନେକ ସଂଘର୍ଷ ମଧ୍ୟରେ କ୍ରିକେଟର ହୋଇଥିବା ଧୋନୀଙ୍କ ସ୍ବତନ୍ତ୍ର ସଟ୍‌ ହେଉଛି ହେଲିକପ୍ଟର ସର୍ଟ। ଏହି ସର୍ଟକୁ ଅନ୍ୟ କୌଣସି ଖେଳାଳି ମାରି ପାରନ୍ତି ନାହିଁ। ଧୋନୀଙ୍କ ପିଲାଦିନର ସାଙ୍ଗ ସନ୍ତୋଷ ତାଙ୍କୁ ହେଲିକପ୍ଟର ସଟ୍‌ ଖେଳିବା ଶିଖାଇଥିଲେ। ଉଭୟ ପିଲାଦିନେ ଭଲ ସାଙ୍ଗ ଥିଲେ। ଦୁହେଁ ରେଳ ବିଭାଗରେ କାମ କରୁଥିଲେ। ପ୍ରଥମେ ସନ୍ତୋଷଙ୍କୁ ହେଲିକପ୍ଟର ସର୍ଟ ଖେଳିବା ଦେଖିଥିଲେ। ଏହାପରେ ସେ ତାଙ୍କୁ ଏହି ଶର୍ଟ ବାବଦରେ ପଚାରିଥିଲେ। ଜବାବରେ ସନ୍ତୋଷ କହିଥିଲେ ଏହା ଥପ୍ପଡ ସର୍ଟ। ଧୋନୀ ଏବଂ ସନ୍ତେଷ ଟେନିସ୍‌ ବଲରେ କ୍ରିକେଟ ଖେଳୁଥିଲେ। ଧୋନୀ ତାଙ୍କଠାରୁ ହେଲିକପ୍ଟର ଶର୍ଟ ଶିଖିଯିବା ପରେ ସାଙ୍ଗଙ୍କୁ ଗରମ ସମୋସା ଖାଇବାକୁ ଦେଇଥିଲେ। ସନ୍ତୋଷଙ୍କ ଅଗ୍ନାଶୟ ଫୁଲିଥିବା ଯୋଗୁ ଯନ୍ତ୍ରଣା ମଧ୍ୟ ହେଉଥିଲା। ଧୋନୀ ଏହା ଜାଣି ତାଙ୍କୁ ଚିକିତ୍ସା ରାଞ୍ଚିରୁ ଦିଲ୍ଲୀ ନେବା ପାଇଁ ବିମାନ ବନ୍ଦୋବସ୍ତ କରିଥିଲେ। ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ସନ୍ତୋଷ ମାତ୍ର ୩୨ ବର୍ଷରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ବେଞ୍ଚ୍‌ପ୍ରେସ୍‌ ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ଚଳିତମାସ ୨୪ରୁ ୨୭ ପର୍ଯ୍ୟନ୍ତ ଦିଲ୍ଲୀଠାରେ ହେବାକୁଥିବା ଜାତୀୟ ବେଞ୍ଚ୍‌ପ୍ରେସ୍‌ ପ୍ରତିଯୋଗିତା ପାଇଁ ଗୁରୁବାର ୯ ଜଣିଆ ଓଡ଼ିଶା ଦଳ ଘୋଷିତ...

ସିନିୟର ପୁରୁଷ ହକି କ୍ୟାମ୍ପ୍‌: ଜାତୀୟ ଶିବିରରେ ୬ ଓଡ଼ିଆ

ନୂଆଦିଲ୍ଲୀ, ୧।୯ (ପି.ଟି.)- ଆଗାମୀ ବେଲ୍‌ଜିୟମ ଓ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ଜାତୀୟ ସିନିୟର ପୁରୁଷ ହକି ଦଳର କୋଚିଂ କ୍ୟାମ୍ପ୍‌ ସେପ୍ଟେମ୍ବର ୨ରୁ...

ରାଜ୍ୟସ୍ତରୀୟ କ୍ରିକେଟ: ଜୁଭେନାଇଲ୍‌ ଚାମ୍ପିୟନ୍‌

ଅସ୍ତରଙ୍ଗ, ୭।୨- ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଡେରୁଣିଆଁ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଖେଳ ପଡିଆରେ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ୩୦ତମ ରାଜ୍ୟସ୍ତରୀୟ...

ଚୟନରେ ତ୍ରୁଟି, ରକ୍ଷଣଶୀଳ ସ୍ବଭାବରୁ ବିପର୍ଯ୍ୟୟ

ମେଲବୋର୍ନ, ୧୨ା୧୧(ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରୁ ଭାରତ ବିଦାୟ ନେଇଛି। ମାତ୍ର ଇଂଲଣ୍ଡଠାରୁ ଯେପରି ୧୦ ଉଇକେଟରେ ଲଜ୍ଜାଜନକ ପରାଜୟ ମିଳିଲା ତାହାକୁ...

କୋହଲି ଆହତ, ପ୍ରଥମ ଦିନିକିଆରେ ଖେଳିବା ଆଶା କ୍ଷୀଣ

ଲଣ୍ଡନ,୧୨।୭: ଖରାପ ଫର୍ମରେ ଥିବା ବିରାଟ କୋହଲି ଆହତ ହୋଇଛନ୍ତି। ଆଜି ଖେଳାଯିବାକୁ ଥିବା ପ୍ରଥମ ଦିନିକିଆରେ ସେ ଖେଳିବା ଆଶା କମ୍‌ ବୋଲି ଜଣାପଡିଛି।...

ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଲା ନ୍ୟୁଜିଲାଣ୍ଡ

ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ଦ୍ୱିତୀୟ ଦିନ ସୁଦ୍ଧା ସୁବିଧାଜନକ ସ୍ଥିତିରେ ଥିବା ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଛି ନ୍ୟୁଜିଲାଣ୍ଡ।...

ସାକ୍ଷୀ, ଭିନେଶଙ୍କୁ ବ୍ରୋଞ୍ଜ ପଦକ

ଜିଆନ୍‌ (ଚାଇନା), ୨୬ା୪ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳାମାନେ ବିନା ସ୍ବର୍ଣ୍ଣରେ ସେମାନଙ୍କ ଅଭିଯାନ ଶେଷ କରିଛନ୍ତି। ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ...

କୋଟଲାରେ ଶୀଘ୍ର ହେବ କୋହଲି ଷ୍ଟାଣ୍ଡ

ନୂଆଦିଲ୍ଲୀ,୧୯ା୮(ପିଟି): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଦିଲ୍ଲୀ ଡିଷ୍ଟ୍ରିକ୍‌ କ୍ରିକେଟ ଆସୋସିଏଶନ (ଡିଡିସିଏ) ତାଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛି। ଫିରୋଜ...

Advertisement
Archives

Model This Week