Posted inଖେଳ

ଭାରତକୁ ପ୍ରଶଂସାରେ ପୋତି ପକାଇଲା ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ

ମେଲବୋର୍ଣ୍ଣ, ୨୦।୧:ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ ଭାରତୀୟ ଦଳକୁ ଚାରିଆଡୁ ପ୍ରଶଂସା ମିଳିଛି। ଭାରତୀୟ ଦଳର ସାହସ, ଦୃଢତା ଏବଂ ଦକ୍ଷତା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ବୁଧବାର ଭାରତୀୟ ଦଳକୁ ପ୍ରଶଂସା କରିଛି। ବୋର୍ଡ (ବିସିସିଆଇ) କୁ ଧନ୍ୟବାଦ। ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଅପେକ୍ଷାକୃତ ଦୁର୍ବଳ ଦଳ ଚାରି ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। କ୍ରିକେଟ ଅଷ୍ଟ୍ରେଲିଆ ବିସିସିଆଇକୁ ଧନ୍ୟବାଦ ଜଣାଇ ଚିଠିରେ ଲେଖିଛି ଯେ, କ୍ରିକେଟ ଅଷ୍ଟ୍ରେଲିଆର ସମସ୍ତଙ୍କ ତରଫରୁ ବର୍ଡର-ଗାଭାସ୍କର ଟ୍ରଫି ଜିତିବା ପାଇଁ ଏହି ସିରିଜରେ ଦେଖାଇଥିବା ସାହସ, ଦୃଢତା ଏବଂ ଦକ୍ଷତା ପାଇଁ ଆମେ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଉଛୁ। ଏହି ସିରିଜ ଆଗାମୀ ପିଢିରେ ମଧ୍ୟ ଆଲୋଚନା ହେବ। ଏହାସହ କରୋନା ସମୟରେ ଏହି ସିରିଜ୍‌ ସଫଳତାର ସହ ଆୟୋଜନ ହୋଇପାରିଥିବାରୁ ବିସିସିଆଇ ମଧ୍ୟ ଧନ୍ୟବାଦ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଖେଳିବେ ନାହିଁ ଷ୍ଟୋକ୍ସ

ଲଣ୍ଡନ,୧୭।୧: ବିଶ୍ୱର ଅଗ୍ରଣୀ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟବୋଝକୁ ନିୟନ୍ତ୍ରିତ ରଖିବା ପାଇଁ...

ରୋହିତ ଶର୍ମାଙ୍କୁ କ୍ଷମା ମାଗିଲେ ସ୍ତ୍ରୀ: ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମା ଏବଂ ରିତିକା ସଜଦେହଙ୍କ ଯୋଡିକୁ ତାଙ୍କ ପ୍ରଶଂସକ ବହୁତ ପସନ୍ଦ କରନ୍ତି। ଉଭୟଙ୍କ ଫଟୋ ଏବଂ ଭିଡିଓ...

ଅଲିମ୍ପିକ୍ସ: ଏନ୍‌ବିସି କମେଣ୍ଟେଟର, ଖବରଦାତା ହେବେ ଫେଲପ୍ସ

ଷ୍ଟାମଫୋର୍ଡ,୨୧।୭: ଅଲିମ୍ପିକ୍ସ ଇତିହାସର ସଫଳତମ ଆଥ୍‌ଲେଟ ତଥା ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲପ୍ସ ଏବେ ଏକ ନୂଆ ଭୂମିକାରେ ଅବତୀର୍ଣ୍ଣ ହେବେ। ଟୋକିଓ ଅଲିମ୍ପିକ୍ସରେ ସେ...

ସୁନ୍ଦରଗଡ଼ ସାଇ ଜିତିଲା ନାଲ୍‌କୋ କପ୍‌ ହକି

କଟକ ଅଫିସ,୨୦ା୯- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୧୭ତମ ନାଲ୍‌କୋ କପ୍‌ ରାଜ୍ୟ ହକି ଚାମ୍ପିୟନଶିପ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ସୁନ୍ଦରଗଡ଼ ସାଇ ହଷ୍ଟେଲ ଓ ପୂର୍ବତଟ...

ନୀରଜ ଚୋପ୍ରାଙ୍କୁ ବଡ଼ ଉପହାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୮।୮: ଟୋକିଓ ଅଲିମ୍ପିକ ଗେମ୍ସରେ ଜାଭେଲିନ ଥ୍ରୋ ଭାରତର ନୀରଜ ଚୋପ୍ରା ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସମଗ୍ର ଭାରତରେ ଏହାକୁ ଖୁସିର ଲହରୀ...

ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ପିପିଇ କିଟ୍‌ ଦାନ କଲେ ଏହି ଭାରତୀୟ କ୍ରିକେଟର୍‌

ବେଙ୍ଗାଲୁରୁ, ୨୨।୮: ଭାରତୀୟ କ୍ରିକେଟ୍‌ ଦଳର ଉଦୀୟମାନ ଖେଳାଳି ଲୋକେଶ ରାହୁଲ ନିଜର ମହାନତା ପାଇଁ ଏବେ ଚର୍ଚ୍ଚାର ପରିଧିରେ ରହିଛନ୍ତି। ଆଇପିଏଲ୍‌ରେ ଖେଳିବା ଲାଗି...

ପୂର୍ବତନ ବିଶ୍ୱ ସ୍କେଟିଂ ଚାମ୍ପିୟନଙ୍କ ଅକାଳ ମୃତ୍ୟୁ

ସିଡ୍‌ନୀ, ୧୯ା୭ (ଏପି)- ପୂର୍ବତନ ବିଶ୍ୱ ଜୁନିୟର ପେୟାର ଫିଗର ସ୍କେଟିଂ ଚାମ୍ପିୟନ ଇକାଟରିନା ଆଲେଜାଣ୍ଡ୍ରୋଭସ୍କାୟାଙ୍କର ମସ୍କୋର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲିଆ ଅଲିମ୍ପିକ କମିଟି ପକ୍ଷରୁ...

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: ୨୩ ଜଣିଆ ଭାରତୀୟ ଦଳ ଘୋଷିତ

ଗୁଆହାଟୀ,୧୨।୧୦(ପି.ଟି.)- ଆସନ୍ତା ମଙ୍ଗଳବାର କୋଲକାତାରେ ଖେଳାଯିବାକୁ ଥିବା ବାଂଲଦେଶ ବିପକ୍ଷ ଫିଫି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ଏକ ୨୩ ଜଣିଆ ଭାରତୀୟ ଦଳ...

Advertisement
Archives

Model This Week