Posted inଖେଳ

ଉଥପ୍ପାଙ୍କୁ ନେଲା ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସରେ ସାମ୍ସ, ହର୍ଷଲ

ନୂଆଦିଲ୍ଲୀ,୨୩।୧: ଆଇପିଏଲ ଟ୍ରେଡ୍‌ ଓ୍ବିଣ୍ଡୋକୁ ବ୍ୟବହାର କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଫ୍ରାଞ୍ଚାଇଜ୍‌ ଭାବେ ଡାନିଏଲ ସାମ୍ସ ଓ ହର୍ଷଲ ପଟେଲଙ୍କୁ ନିଜ ଦଳରେ ସାମିଲ କରିଛି। ଏ ଦୁହେଁ ପୂର୍ବ ସିଜନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେହିପରି ଚେନ୍ନାଇ ସୁପରକିଙ୍ଗ୍ସ ରବିନ ଉଥପ୍ପାଙ୍କୁ ରାଜସ୍ଥାନ ରୟାଲ୍ସ ନିକଟରୁ ଆଣିଛି। ୨୦୧୪ରେ ଅରେଞ୍ଜ୍‌ କ୍ୟାପ୍‌ ବିଜେତା ଉଥପ୍ପା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପୁଣେ ଓ୍ବାରିୟର୍ସ ଇଣ୍ଡିଆ, କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏବେ ୬ଷ୍ଠ ଫ୍ରାଞ୍ଚାଇଜ୍‌ ଭାବେ ସେ ଚେନ୍ନାଇ ପକ୍ଷରୁ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟର ଗୌରବ ପ୍ରମୋଦ

ଭୁବନେଶ୍ୱର,୧୮।୮(ସ୍ପୋଟର୍‌ସ ବ୍ୟୁରୋ)- ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ସେ ଅର୍ଜୁନ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି। ରାଜ୍ୟ...

ଡେଲ୍‌ ପୋଟ୍ରୋଙ୍କ ଆଣ୍ଠୁରେ ପୁଣି ଅସ୍ତ୍ରୋପଚାର

ପ୍ୟାରିସ, ୨୮ା୧ (ଏଏଫ୍‌ପି)- ମାୟାମିଠାରେ ପୂର୍ବତନ ୟୁଏସ୍‌ ଓପନ ଚାମ୍ପିୟନ ଜୁଆନ ମାର୍ଟିନ ଡେଲ୍‌ ପୋଟ୍ରୋଙ୍କ ଡାହାଣ ଆଣ୍ଠୁରେ ସୋମବାର ଆସ୍ତ୍ରୋପଚାର ହୋଇଛି। ଆର୍ଜେଣ୍ଟିନାର ଏହି...

୩୩ ବଲ୍‌ରେ ୭ ଉଇକେଟ୍‌ ନେଇ ହଇଚଇ ସୃଷ୍ଟି କରିଲେ ଏହି ବୋଲର୍‌: ଏବେ ପେନ୍‌ସନ୍‌ ବନ୍ଦ

କରାଚି,୧୧।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପୂର୍ବତନ ଫାଷ୍ଟ ବୋଲର ସରଫରାଜ ନୱାଜଙ୍କ ମାସିକ ପେନସନ୍‌ ବନ୍ଦ କରିଦେଇଛି। ‘ଖେଳାଳି କଲ୍ୟାଣ ନୀତି’ର ଉଲ୍ଲଂଘନ କରିବାରୁ...

ଆଇପିଏଲରୁ ଓହରିଲେ ୩ ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ,୧୧।୯: ଆସନ୍ତା ୧୯ ତାରିଖରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆରମ୍ଭ ହେବାକୁ ଥିବା ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ରୁ ଜଣଙ୍କ ପରେ ଜଣେ...

ଅଲିମ୍ପିକ୍ସ ଭିଲେଜ ଖୋଲିଲା

ଟୋକିଓ, ୧୪ା୭(ଏପି)- ଜରୁରିକାଳୀନ ପରିସ୍ଥିତି ମଧ୍ୟରେ ଅଲିମ୍ପିକ୍ସ ଭିଲେଜ ମଙ୍ଗଳବାର ଖୋଲାଯାଇଛି। ଆଥ୍‌ଲେଟମାନଙ୍କର ଦୈନିକ କୋଭିଡ୍‌ ଟେଷ୍ଟ ହେବ। ଘର ଛାଡ଼ିବା ପୂର୍ବରୁ ଦୁଇଥର ଏବଂ...

କମ୍‌ ଇନିଂସରେ ୨୫ ଟେଷ୍ଟ ଶତକ

୬୮: ଡନ୍‌ ବ୍ରାଡ୍‌ମ୍ୟାନ ୧୧୯: ଷ୍ଟିଭ୍‌ ସ୍ମିଥ ୧୨୭: ବିରାଟ କୋହଲି ୧୩୦: ସଚିନ ତେନ୍ଦୁଲକର ୧୩୮: ସୁନୀଲ ଗାଭାସ୍କର ୧୩୯: ମାଥ୍ୟୁ ହେଡେନ ୧୪୭:...

ଜାଣନ୍ତୁ କିଏ ସେହି ଶାହବାଜ ଅହମ୍ମଦ, ଯିଏ ଗୋଟିଏ ଓଭରରେ ବଦଳାଇଦେଲେ ବାଙ୍ଗାଲୋର-ହାଇଦ୍ରାବାଦ ମ୍ୟାଚ୍‌ର ମୋଡ଼

ନୂଆଦିଲ୍ଲୀ,୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଷଷ୍ଠ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଛି। ଏହି ରୋମାଞ୍ଚକର ମ୍ୟାଚ୍‌ରେ ଆର୍‌ସିବି...

ରାଜ୍ୟ ଓପନ ଚେସ୍‌: ସୌମ୍ୟଙ୍କୁ ୬୧ତମ ଟାଇଟଲ

ଭୁବନେଶ୍ୱର, ୨୫।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ବାଲିଅନ୍ତାସ୍ଥିତ ଜବାହରଲାଲ ନେହେରୁ ଜୁନିୟର କଲେଜରେ ଅନୁଷ୍ଠିତ ପ୍ରଥମ ସମର ବିଜୟ ମହାନ୍ତି...

Advertisement
Archives

Model This Week