Posted inଖେଳ

୧୦୭ ବର୍ଷ ପରେ କ୍ରିକେଟରେ ଏମିତି କାରନାମା କଲା ଇଂଲଣ୍ଡ

କଲମ୍ବୋ,୨୬।୧: ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୨ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ କ୍ଲିନ୍‌ସୁଇପ୍‌ କରିଛି ଇଂଲଣ୍ଡ ଦଳ। ଦଳର ଏହି ବିଜୟ ପରେ ୧୦୭ ବର୍ଷର ଏକ ରେକର୍ଡ ଭାଙ୍ଗିଛି। ଶ୍ରୀଲଙ୍କାକୁ ନିଜ ମାଟିରେ ପରାସ୍ତ କରି ବିଦେଶରେ ଲଗାତର ୫ଟି ଟେଷ୍ଟ ମ୍ୟାଚ୍‌ କାରନାମା କରିଛି ଇଂଲଣ୍ଡ। ଦକ୍ଷିଣ ଆଫିକାରେ ୩ ଏବଂ ଶ୍ରୀଲଙ୍କାରେ ୨ଟି ଟେଷ୍ଟ ମ୍ୟାଚ୍‌ ଜିତିଥିଲା ଦଳ। ଏହାପୂର୍ବରୁ ୧୯୧୪ରେ ଇଂଲଣ୍ଡ ଦଳ ଲଗାତର ୭ଟି ମ୍ୟାଚ୍‌ ଜିତିବାର ରେକର୍ଡ କରିଥିଲା। ଏହାସହ ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍‌ ଏବ ବଡ ଉପଲବ୍ଧି ହାସଲ କରିଛନ୍ତି। ରୁଟ୍‌ଙ୍କ ଅଧିନାୟିକତ୍ୱରେ ଇଂଲଣ୍ଡ ଶେଷ ୧୦ଟି ଟେଷ୍ଟ ମ୍ୟାଚ୍‌ ହାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଘୁଞ୍ଚିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ,୨୫।୧: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣ ଫାଇନାଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏବେ ୫ ଦିନିଆ ଫାଇନାଲ ମ୍ୟାଚ୍‌ ଚଳିତ ବର୍ଷ ଜୁନ...

ଟୁଇଟ୍‌ କରି କ୍ରିକେଟ୍‌ ଦୁନିଆକୁ ଦୋହଲାଇ ଦେଲେ କ୍ରିସ୍‌ ଗେଲ୍‌: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୯।୯: ଶେଷ ମୂହୁର୍ତ୍ତରେ ପାକିସ୍ତାନ ଏବଂ ନ୍ୟୁଜିଳାଣ୍ଡ ମଧ୍ୟରେ ସୀମିତ ଓଭର କ୍ରିକେଟ ସିରିଜ ବାତିଲ କରାଯାଇଥିଲା। ସୁରକ୍ଷା କାରଣରୁ ନ୍ୟୁଜିଳାଣ୍ଡ କ୍ରିକେଟ ବୋର୍ଡ ଶୁକ୍ରବାର...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆସିବେନି ଉଗାଣ୍ଡା, ଜର୍ସି: ଆଶଙ୍କାରେ ପାକିସ୍ତାନ

କଟକ ଅଫିସ,୧୪ା୭- ହଜାର ବର୍ଷର ପୁରୁଣା ସହର ଭାବେ ପରିଚିତ କଟକରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ତମ ସଂସ୍କରଣ।...

ଅଗ୍ରଓ୍ବାଲଙ୍କ ୩ୟ ଶତକ

ଇନ୍ଦୋର,୧୫।୧୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ ଟେଷ୍ଟ...

ଏସିସି ଇମର୍ଜିଂ ଟିମ୍ସ କପ୍‌: ସେମିରେ ପାକିସ୍ତାନଠାରୁ ହାରିଲା ଭାରତ

ଢାକା, ୨୦।୧୧ (ପି.ଟି.): ଏଠାରେ ଚାଲିଥିବା ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ (ଏସିସି) ଇମର୍ଜିଂ ଟିମ୍ସ କପ୍‌ ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ସେମିଫାଇନାଲରୁ ଭାରତ...

ମହିଳା ଖେଳାଳିଙ୍କ ମାତୃତ୍ୱ ଅଧିକାର ସୁରକ୍ଷା ପାଇଁ ଫିଫାର ନୂଆ ନିୟମ

ଜେନିଭା,୨୦।୧୧(ଏପି): ମହିଳା ଖେଳାଳିଙ୍କ ମାତୃତ୍ୱ ଅଧିକାରର ସୁରକ୍ଷା ପାଇଁ ନୂଆ ନିୟମ ଜାରି କରାଯିବ ବୋଲି ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଘୋଷଣା...

ଆଇଏସ୍‌ଏଲ୍‌ କାର୍ଯ୍ୟସୂଚୀ ଘୋଷଣା

ମାର୍ଗାଓ, ୩୧।୧୦: ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ୍‌) ୭ମ ସଂସ୍କରଣର ପ୍ରଥମ ଚରଣ ପାଇଁ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଥିବା ଏହି...

୫ ବର୍ଷ ପରେ ‘ଗୋଲ୍ଡେନ୍‌ ଡକ୍‌’ରେ ଆଉଟ୍‌

ମୁମ୍ବାଇ,୧୯।୪: ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲି। ଏକ ସମୟରେ...

Advertisement
Archives

Model This Week