Posted inଖେଳ

ସାଧାରଣତନ୍ତ୍ର ଦିବସରେ ଏମିତି ଟୁଇଟ୍‌ କରି ହୃଦୟ ଜିତିଲେ ସେହ୍ବାଗ

ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ ଖେଳ, ବଲିଉଡ୍‌ ସେଲିବ୍ରିଟିମାନେ ଦେଶବାବସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ସାମିଲ ହୋଇଛନ୍ତି ଭାରତୀୟ ଦଳର ପୂର୍ବତନ ବିସ୍ପୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ। ସେ ସାଧାରଣତନ୍ତର ଦିବସରେ ଏକ ଏମିତି ଟୁଇଟ୍‌ କରିଛନ୍ତି, ଯାହା ସମସ୍ତଙ୍କ ହୃଦୟ ଜିତୁଛି। ସେହ୍ବାଗ ଟୁଇଟ୍‌ ଯୋଗେ ସମସ୍ତ ଭାରତୀୟ ନାଗରିକଙ୍କୁ ଅପିଲ କରି କହିଛନ୍ତି ଯେ, ସାଧାରଣତନ୍ତ୍ର ଦିବସ ପାଳନ ପରେ ଏକ ତ୍ରିରଙ୍ଗାକୁ ନ ଫୋପାଡନ୍ତୁ ବୋଲି ସେ କହିଛନ୍ତି। ଏହି ଅବସରରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ଗୌତମ ଗମ୍ଭୀର, ରବି ଶାସ୍ତ୍ରୀ, ସୁରେଶ ରାଇନା, ଯୁବରାଜ ସିଂଙ୍କ ଭଳି କ୍ରିକେଟର୍‌ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମ୍‌. ଚିଦାମ୍ବରମ୍‌ ଷ୍ଟାଡିୟମ୍‌ର ପିଚ୍‌କୁ ଦେଖି ଏମିତି ଆକଳନ କରନ୍ତି କ୍ରିକେଟ ପ୍ରେମୀ, ଜାଣନ୍ତୁ ଏ ସମ୍ପର୍କରେ…

ନୂଆଦିଲ୍ଲୀ,୬ା୫: ଆଇପିଏଲର ୨୦୨୩ର ୪୯ ତମ ମ୍ୟାଚ୍‌ ଖୁବ୍‌ ଦମ୍‌ଦାର ହେବାକୁ ଯାଉଛି। କାରଣ ଆଜିର ଏହି ମ୍ୟାଚ୍‌ରେ ଦୁଇଟି ହେଭି ଓ୍ବେଟ୍‌ ଦଳ ପୁଣି...

୩୫ ରନ୍‌ରେ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌: ୧-୦ରେ ସିରିଜ ଆଗୁଆ

ରୋଜେୟୁ,୫ା୭: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୩୫ ରନ୍‌ରେ ବିଜୟ ହାସଲ କରିଛି। ଓ୍ବିଣ୍ଡସର ପାର୍କଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍‌...

୪୦୦ ରନ୍‌ରେ ଆଗୁଆ ଥାଇ ଫଲୋଅନ୍‌ ଦେଲାନି ଅଷ୍ଟ୍ରେଲିଆ

କରାଚୀ,୧୪।୩: ଜାତୀୟ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୦୦ରୁ ଊର୍ଦ୍ଧ୍ୱ ରନ୍‌ରେ ଆଗୁଆ ରହିବା ପରେ ମଧ୍ୟ ପାକିସ୍ତାନକୁ...

ଓ୍ବିଲିୟମସନଙ୍କ ଶତକ: ଦୃଢ଼ ସ୍ଥିତିରେ ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ, ୫।୧(ଏପି)- କେନ୍‌ ଓ୍ବିଲିୟମସନ୍‌ଙ୍କ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ଟେଷ୍ଟରେ ନିଜର ସ୍ଥିତିକୁ ମଜଭୁତ କରିଛି। ଓ୍ବିଲିୟମସନ ଓ ହେନରି...

ଦଳରେ ନେବା ପୂର୍ବରୁ ଦଶଥର ଭାବିଥିଲେ ଚୟନକର୍ତ୍ତା, ଏବେ ବିରୋଧୀ ବୋଲରଙ୍କ ସହ ଲଢ଼ୁଛନ୍ତି ସେହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୬।୮: ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ କାହାକୁ କାହାକୁ ଜାଗା ମିଳିବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ...

ପ୍ରଥମଥର ପାଇଁ ଏଥର ଆଇପିଏଲ୍‌ରେ ଘଟିବ ଏମିତି

ନୂଆଦିଲ୍ଲୀ,୭।୩:ବିସିସିଆଇ ଆଇପିଏଲର ୧୪ତମ ସିଜନର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏଥର ଏହି ଟୁର୍ନାମେଣ୍ଟ ଭାରତରେ ଅନୁଷ୍ଠିତ ହେବ ଏବଂ ପ୍ରଥମ ମ୍ୟାଚ ଏପ୍ରିଲ ୯ରେ ଚେନ୍ନାଇରେ...

ଜାସନ ରଏ ୨ ମ୍ୟାଚ୍‌ରୁ ବାଦ୍‌

ମାଞ୍ଚେଷ୍ଟର, ୧୭।୬(ଏଏଫ୍‌ପି)- ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପର୍ବରୁ ଘରୋଇ ଇଂଲଣ୍ଡ ଦଳକୁ ସୋମବାର ଶକ୍ତ ଧକ୍କା ଲାଗିଛି। ଇନ୍‌ଫର୍ମ ଓପନର୍‌ ଜାସନ ରଏ ଆଘାତଜନିତ ସମସ୍ୟା...

ଓଡ଼ିଶାର ଇନିଂସ ଅଗ୍ରଣୀ

ଭୁବନେଶ୍ୱର,୨୦।୧- କଟକର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା ଦଳ ପ୍ରଥମ ଇନିଂସରେ ୩୭ ରନ୍‌ର ଅଗ୍ରଣୀ ହାସଲ କରିଛି।...

Advertisement
Archives

Model This Week