Posted inଖେଳ

ଆଇପିଏଲ୍‌ ଅକ୍‌ଶନର ସମ୍ମୁଖୀନ ହେବେ ୨୯୨ ଖେଳାଳି

ଚେନ୍ନାଇ, ୧୧।୨: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଆଇପିଏଲ୍‌ ଅକ୍‌ଶନ(ନିଲାମ ପ୍ରକ୍ରିୟା) ଲାଗି ମୋଟ ୨୯୨ ଖେଳାଳିଙ୍କ ନାମ ବଛାଯାଇଛି। ଏ ନେଇ ଗୁରୁବାର ସୂଚନା ଦେଇଛି ବିସିସିଆଇ। ଚଳିତ ଥର ଅକ୍‌ଶନ ଲାଗି ୧୧୧୪ ଖେଳାଳି ନାମ ପଞ୍ଜିକୃତ କରିଥିଲେ।
୧୬୪ ଭାରତୀୟ, ୧୨୫ ବିଦେଶୀ ଓ ଆସୋସିଏଟ୍‌ ଦେଶର ୩ ଜଣ ଖେଳାଳିଙ୍କ ନାମ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛି। ଭାରତୀୟଙ୍କ ମଧ୍ୟରେ ହରଭଜନ ସିଂ ଓ କେଦାର ଯାଦବ ସର୍ବାଧିକ ବେସ୍‌ ପ୍ରାଇସ୍‌ ସ୍ଲାବରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ- ଚେନ୍ନାଇ ମହାମୁକାବିଲା

ନୂଆଦିଲ୍ଲୀ,୧।୫: ଚଳିତ ଆଇପିଏଲ୍‌ରେ ଶନିବାର ଦେଖିବାକୁ ମିଳିବ ଏଲ୍‌ କ୍ଲାସିକୋ (ମହାମୁକାବିଲା)। ଗୋଟିଏ ପଟେ ୩ ଥର ଚାମ୍ପିୟନ ସିଏସ୍‌କେ ଥିବା ବେଳେ ଅନ୍ୟପଟେ ରହିଛି...

ଆମନ୍ତ୍ରଣୀୟ ଟେନିସ ଟୁର୍ନାମେଣ୍ଟ ଖେଳିବେ ଆଣ୍ଡ୍ରେସ୍କୁ, କେନିନ୍‌

ମାୟାମି, ୨୪ା୫ (ଏଏଫ୍‌ପି)-ସାଉଥ୍‌ କାରୋଲିନାର ଚାର୍ଲଷ୍ଟନଠାରେ ଜୁନ୍‌ରେ ଏକ ଆମନ୍ତ୍ରଣୀୟ ମହିଳା ଟେନିସ୍‌ ଟୁର୍ନାମେଣ୍ଟ ହେବ। ଏଥିରେ ଗ୍ରାଣ୍ଡସ୍ଲାମ ବିଜୟିନୀ ବାଏଙ୍କା ଆଣ୍ଡ୍ରେସ୍କୁ ଓ ସୋଫିଆ...

ଚୁର୍‌ମାର୍‌ ହେଲା କୋହଲିଙ୍କ ସ୍ବପ୍ନ: ଗୋଟିଏ ବି ଆଇସିସି ଟ୍ରଫି ନ ଜିତିପାରି କଲେ ହ୍ୟାଟ୍ରିକ୍‌

ସାଉଥାମ୍ପଟନ୍‌,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଛି। ଫଳରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପୁଣି ଥରେ...

ଏମିତି କ୍ୟାଚ୍‌ ଧରିଲେ ମହିଳା କ୍ରିକେଟର୍‌, ପ୍ରଶଂସା କଲେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର: ଦେଖନ୍ତୁ ଭିଡିଓ

ଓ୍ବାଣ୍ଡର୍ସ,୮।୨: ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରି ୪ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିଛ। ସିରିଜର ଚତୁର୍ଥ...

କାହିଁକି ପାକିସ୍ତାନ କ୍ରିକେଟର୍‌ଙ୍କୁ ବିବାହ କରିଥିଲେ ସାନିଆ ମିର୍ଜା

ଭାରତୀୟ ଟେନିସ୍‌ କୁଇନ୍‌ ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ୍‌ ମଲିକଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେତେବେଳେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା...

ଛକା ମାରିବାରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ମୋର୍ଗାନ

ସାଉଥାମ୍ପଟନ, ୫।୮: ଆୟର୍ଲାଣ୍ଡ ବିପକ୍ଷ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୭ ଉଇକେଟ୍‌ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି...

ଟିମ୍‌ ଇଣ୍ଡିଆର ଏହି ଖେଳାଳିଙ୍କୁ ଅସଲ ମ୍ୟାଚ୍‌ ଓ୍ବିନର୍‌ କହିଲେ ଦିଶା ପଟାନୀ

ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ଦିଶା ପଟାନୀ ଏବଂ ଆଦିତ୍ୟ ରୟ କପୁର ଖୁବ୍‌ଶୀଘ୍ର ମୋହିତ ସୂରୀଙ୍କ ଆଗାମୀ ଫିଲ୍ମ ‘ମଲଙ୍ଗ’ରେ ନଜରକୁ ଆସିବେ। ଫିଲ୍ମର ପ୍ରମୋଶନରେ...

ଅନୁଷ୍କାଙ୍କ ସହ କ୍ରିକେଟ ଖେଳିଲେ କୋହଲି

ନୂଆଦିଲ୍ଲୀ, ୧୭।୫: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ କ୍ରିକେଟ ଖେଳିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ...

Advertisement
Archives

Model This Week