ଖେଳ

ନିଜକୁ ପ୍ରଥମ ସ୍ଥାନରେ ଦେଖି ଆଶ୍ଚର୍ଯ୍ୟ ହେଲେ ଏହି କ୍ରିକେଟର୍‌

ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ୱିଲିୟମସନ ୧୨୯ ଏବଂ…

୮ ବର୍ଷ ପରେ ପଡିଆକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଥିରୁଭାନନ୍ତପୁରମ୍‌,୧।୧: ପ୍ରାୟ ୮ ବର୍ଷର ଦୀର୍ଘ ବ୍ୟବଧାନ ପରେ ଭାରତୀୟ କ୍ରିକେଟର୍‌ ଏସ୍‌ ଶ୍ରୀସନ୍ତ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଘରୋଇ ସିରିଜ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଦ୍ରୁତ ବୋଲର ଶ୍ରୀସନ୍ତଙ୍କୁ କେରଳ ଦଳରେ ମନୋନୀତ…

୫ ମାସ ପୂରଣ କଲେ ଛୋଟ ପାଣ୍ଡ୍ୟା

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ ୨୦୨୦ ଜୁଲାଇ ୩୦ରେ ମାତାପିତା ହୋଇଥିଲେ। ଡିସେମ୍ବର ୩୦ରେ ଦୁହଁିଙ୍କ ଶିଶୁ ଅଗସ୍ତ୍ୟ ପାଞ୍ଚ ମାସ ପୂରଣ କରିଛନ୍ତି। ଏହି ଅବସରରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ନତାସା…

ପରିସ୍ଥିତିରେ ପଡ଼ି ପର୍ନଷ୍ଟାର ପାଲଟିଲେ ଏହି ଟେନିସ ଖେଳାଳି, ଅନ୍‌ଲାଇନ୍‌ରେ ବିକୁଛନ୍ତି ହଟ୍‌ ଫଟୋ

କରୋନା ମହାମାରୀ ୨୦୨୦ରେ କିିଛି ଲୋକଙ୍କୁ ପରିସ୍ଥିତର ଦାସ କରିଦେଇଛି। କିଛି ଲୋକଙ୍କ ଚାକିରି ଯାଇଛି ତ ଆଉ କାହାର ଜୀବନ ମଧ୍ୟ ଯାଇଛି। ଖେଳଜଗତରେ ମଧ୍ୟ ଏହି ମହାମାରୀ ବେଶ୍‌ ପ୍ରଭାବ ପକାଇଛି। କରୋନା ଯୋଗୁ ଦୀର୍ଘଦିନ ଧରି କୌଣସି…

ମନର ଯନ୍ତ୍ରଣା ପ୍ରକାଶ କଲେ ଏହି କ୍ରିକେଟର୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଫ୍ଲପ ହୋଇଥିବା ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥ ଏହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏକଦିବସୀୟ ସିରିଜରେ ଭାରତ ବିପକ୍ଷରେ ଦୁଇଟି ଶତକ ମାରିଥିବା ସ୍ମିଥ ଭାରତ ବିପକ୍ଷ…

‘ନୂଆ ବର୍ଷ, ନୂଆ ଆଶା’

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-କରୋନା ମହାମାରୀ ପାଇଁ ବିଗତବର୍ଷ କ୍ରୀଡ଼ାବିତ୍‌ଙ୍କ ଲାଗି ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ନୂଆ ବର୍ଷରେ ନୂଆ ଆଶା। ବିଶ୍ୱରୁ ଖୁବ୍‌ଶୀଘ୍ର ଏହି ସଙ୍କଟ ସମୟ ଦୂରେଇ ଯିବା ସହ ସବୁକିଛି ପୁଣି…

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଡକ୍‌ଓ୍ବର୍ଥରେ ଜିତିଲା ପାନ୍ଥର୍ସ

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ରେ ଗୁରୁବାର ଗୋଟିଏ ମ୍ୟାଚ ସମ୍ଭବ ହୋଇଛି। ତେବେ ଫ୍ଲଡ୍‌ଲାଇଟ୍‌ରେ ସମସ୍ୟା ଯୋଗୁ ଡକ୍‌ଓ୍ବର୍ଥ ଲୁଇସ ନିୟମ ଅନୁସାରେ ଫଳାଫଳ…

ଦ୍ୱିତୀୟ ଟେଷ୍ଟ ଖେଳିବେନି ଓ୍ବାଗ୍‌ନର

ଓ୍ବେଲିଂଟନ, ୧ା୧ (ଏପି)- ଡାହାଣ ଗୋଡର ଦୁଇ ଭଙ୍ଗା ଆଙ୍ଗୁଠି ସତ୍ତ୍ୱେ ପାକିସ୍ତାନ ବିପକ୍ଷ ନ୍ୟୁଜିଲାଣ୍ଡର ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚର ଅଧିକାଂଶ ସମୟ ଖେଳିଥିଲେ ମଧ୍ୟ ସେ ଦ୍ୱିତୀୟ ଟେଷ୍ଟ ଖେଳିପାରିବେ ନାହିଁ। କାରଣ ଇଞ୍ଜୁରିମୁକ୍ତ ହେବା ଲାଗି ତାଙ୍କୁ…

ହାମିଲ୍‌ଟନଙ୍କୁ ନାଇଟ୍‌ ଉପାଧି

ଲଣ୍ଡନ, ୧ା୧(ଏପି)-ସାତ ଥର ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନଙ୍କୁ ନାଇଟ୍‌ ଉପାଧି ମିଳିଛି। କୁଇନ୍‌ ଏଲିଜାବେଥ୍‌-୨ଙ୍କ ନୂଆବର୍ଷର ରାଜକୀୟ ସମ୍ମାନ ତାଲିକାରେ ତାଙ୍କ ନାମ ପ୍ରକାଶ ପାଇଛି। ଏଣିକି ସେ ‘ସାର୍‌’ ଲୁଇସ୍‌ ହାମିଲଟନ ଭାବେ ପରିଚିତ ହେବେ। ବିଭିନ୍ନ…

କୋଭିଡ୍‌ ନିୟମ ଉଲ୍ଲଂଘନ: ୬ ମାସ ନଜରରେ ରହିବେ ସାମ୍‌ କ୍ୱେରୀ

ଲଣ୍ଡନ, ୧ା୧ (ଏପି)-ଗତ ଅକ୍ଟୋବରରେ ସେଣ୍ଟ ପିଟର୍ସବର୍ଗ ଓପନ୍‌ରେ କରୋନା ଭାଇରସ୍‌ ପ୍ରୋଟୋକଲ୍‌ ଉଲ୍ଲଂଘନ କରିଥିବାରୁ ଆମେରିକାର ଟେନିସ ଖେଳାଳି ସାମ୍‌ କ୍ୱେରୀଙ୍କୁ ସସ୍‌ପେଣ୍ଡେଡ୍‌ ୨୦,୦୦୦ ଆମେରିକୀୟ ଡଲାର ଜରିମାନା କରାଯାଇଛି। କୋଭିଡ୍‌ ଟେଷ୍ଟରେ ପଜିଟିଭ ଆସିବା ପରେ କୋରୀ ସ୍ଥାନୀୟ…

ଲିଓନ ମେଣ୍ଡୋଙ୍କା ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର

ଚେନ୍ନାଇ, ୧ା୧ (ପି.ଟି.)-ଇଟାଲୀରେ ଏକ ଟୁର୍ନାମେଣ୍ଟରେ ତୃତୀୟ ଓ ଫାଇନାଲ ନର୍ମ ହାସଲ କରିବାପରେ ଗୋଆର ୧୪ ବର୍ଷୀୟ ଲିଓନ ମେଣ୍ଡୋଙ୍କା ଭାରତର ୬୭ତମ ଚେସ୍‌ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ସେ ୧୪ବର୍ଷ ୯ ମାସ ଓ ୧୭ ଦିନ ବୟସରେ ଏହି…

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ବେକରେ ପଡିଲା ଜୋତାମାଳ

ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଶ୍ରେୟାସ ଆୟାର୍‌ ଜୋତା ସଂଗ୍ରହ କରିବାକୁ ବେଶ୍‌ ଭଲ ପାଆନ୍ତି। ଅଷ୍ଟ୍ରେଲିଆରେ ଏକଦିବସୀୟ ଏବଂ ଟି-୨୦ ଖେଳି ସ୍ବଦେଶ ଫେରିବା ପରେ ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ବେକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?