ଖେଳ

ପ୍ରଥମ ଭେଟରେ ଏହି କ୍ରିକେଟର୍‌ଙ୍କୁ ଗାଳି ଦେଇଥିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସ୍ପିନର ହେଉଛନ୍ତି ୟୁଜବେନ୍ଦ୍ର ଚହଲ। ୨୦୧୬ରେ ପ୍ରଥମଥର ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ସେ ୨୦୧୬ ଜୁନ ୧୧ରେ ଏକଦିବସୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଜୁନ୍‌ ୧୮ ପ୍ରଥମ ଟି-୨୦ମ୍ୟାଚ୍‌ ଖେଳିଥିଲେ।…

ଗୁପ୍‌ଚୁପ୍‌ ବିକି ସ୍ବପ୍ନ ପୂରଣ କରିଥିଲେ ଏହି କ୍ରିକେଟର, ଆଜି ଭଉଣୀଙ୍କୁ କଲେ ବିଦା

ଭାରତୀୟ କ୍ରିକେଟ ଜଗତର ଉଦୀୟମାନ ତାରକା ଯଶସ୍ବୀ ଜୟସୱାଲଙ୍କ ପାଇଁ ଆଜି ଏକ ଖୁସିର ଦିନ। ଆଜି ତାଙ୍କ ଭଉଣୀ ବିବାହ କରିବାକୁ ଯାଉଛନ୍ତି। ଯସଶ୍ୱୀ ନିଜ ଟଙ୍କା ଖର୍ଚ୍ଚ କରି ଭଉଣୀଙ୍କ ବିବାହ କରାଉଛନ୍ତି। ଭଉଣୀଙ୍କୁ ନେଇ ବିବାହ ମଣ୍ଡପକୁ…

ସେହ୍ବାଗଙ୍କ ରେକର୍ଡ ଭାଙ୍ଗିଲେ ଓ୍ବିଲିୟମସନ

ଖ୍ରୀଷ୍ଟଚର୍ଚ୍ଚ,୪।୧: ଚମତ୍କାର ଫର୍ମରେ ଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ସୋମବାର ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ସେ ହାସଲ କରିଛନ୍ତି କ୍ୟାରିୟରର ୨୪ତମ ଟେଷ୍ଟ ଶତକ। ଏଥିସହ ବିଶ୍ୱର…

ସିଡ୍‌ନୀରେ କଡ଼ା ପ୍ରୋଟୋକଲ ମାନିବାକୁ ରାଜି ହେଲା ଭାରତ

ନୂଆଦିଲ୍ଲୀ,୪ା୧- ସିଡ୍‌ନୀଠାରେ ଆସନ୍ତା ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ। ଏହି ମ୍ୟାଚ୍‌ ପାଇଁ ସିଡ୍‌ନୀରେ ସୋମବାର ପହଞ୍ଚିବା ପରେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ସମସ୍ତ ବାୟୋ ସିକୁରିଟି ପ୍ରୋଟୋକଲ ମାନିବାକୁ ରାଜି ହୋଇଛି। ପୂର୍ବରୁ…

ସିଡ୍‌ନୀରେ ନିୟମ ଭାଙ୍ଗିଥିଲେ କୋହଲି, ପାଣ୍ଡ୍ୟା

ସିଡ୍‌ନୀ,୪ା୧- ଉପ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ ଜଣ ଖେଳାଳି ପ୍ରୋଟୋକଲର ଉଲ୍ଲଂଘନ କରିବା ପରେ ଆଇସୋଲେଶନରେ ରହିଛନ୍ତି। ଏହି ଖେଳାଳିମାନେ ମେଲବୋର୍ନରେ ଏକ ଇନ୍‌ଡୋର ରେଷ୍ଟୁରାଣ୍ଟରେ ଏକାଠି ଡିନର କରିବାର ଭିଡିଓକୁ ଟୁଇଟ କରିଥିଲେ ଜଣେ ପ୍ରଶଂସକ। ବିନା…

କ୍ରିକେଟକୁ ଫେରିଲେ ଏହି ମହାନ ଅଲରାଉଣ୍ଡର

ଢାକା,୪ା୧- ଦୀର୍ଘ ଏକ ବର୍ଷର ବ୍ୟବଧାନ ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଶାକିବ ଅଲ ହାସନ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍‌ ଲାଗି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପକ୍ଷରୁ ସୋମବାର ଘୋଷିତ ୨୪ ଜଣିଆ ପ୍ରାରମ୍ଭିକ ଦଳରେ…

ଗାଙ୍ଗୁଲିଙ୍କୁ ରାଜନୀତିରେ କିଛି ଲୋକ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି: ସିପିଆଇ(ଏମ) ନେତା

କୋଲକତା,୪।୧:ପୂର୍ବତନ କ୍ରିକେଟର୍‌ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି।…

ଫାଷ୍ଟ ଆଣ୍ଡ ଫ୍ୟୁରିୟସ ହେଲେ ଏହି କ୍ରିକେଟର

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏବେ ପୁଣି ଥରେ ଚର୍ଚ୍ଚାରେ। ସୟଦ ମୁସ୍ତାକ ଅଲି ଟ୍ରଫିରେ ଯୁବରାଜଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ବିସିସିଆଇ ତାଙ୍କୁ ଖେଳିବାକୁ ଅନୁମତି ଦେଇ ନ ଥିଲା। ହେଲେ ଏବେ ଯୁବରାଜ ପୁଣି ଥରେ ଚର୍ଚ୍ଚାକୁ…

ଭାରତୀୟ କ୍ରିକେଟର୍‌ଙ୍କ ଅଭିଯୋଗ: ପଶୁଙ୍କ ଭଳି ଆମ ସହ ବ୍ୟବହାର ନ କରାଯାଉ

ସିଡନୀ,୪।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଲାଯାଉଥିବା ବର୍ଡର-ଗାର୍ଭସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ମ୍ୟାଚ୍‌ ପୂର୍ବରୁ କ୍ୱାରାଣ୍ଟାଇନ୍‌ ନିୟମକୁ ନେଇ ବିବାଦ ଦେଖାଯାଇଛି। କରୋନା ଯୋଗୁ ବିଭିନ୍ନ ଦେଶରେ ବିଭନ୍ନ ନିୟମ…

ଦୁନିଆର ସର୍ବ କନିଷ୍ଠ ବାହୁବଳୀ: ୭ ବର୍ଷର ଝିଅ ଉଠାଉଛନ୍ତି ୮୦ କିଲୋର ଓଜନ

ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ନିଜର ଚମତ୍କାର କାର୍ଯ୍ୟକରି ସୁନାମ ଅର୍ଜନ କରିଥାନ୍ତି। ଏହି ସଫଳତା ପାଇବା ପାଇଁ ଲୋକଙ୍କୁ ଅନେକ ବର୍ଷ ଲାଗିଯାଇଥାଏ। ଯେଉଁ କାମକୁ ବଡ଼ ଲୋକମାନେ କରିପାରୁ ନାହାନ୍ତି ତାହାକୁ କରି ଦେଖାଇଛନ୍ତି କାନାଡ଼ାର…

ଏହି ସର୍ତ୍ତରେ ଅଭ୍ୟାସ କରିବେ ୫ ଭାରତୀୟ ଖେଳାଳି

ସିଡନୀ,୪।୧: ଭାରତୀୟ ଦଳର ୫ ଖେଳାଳି ନୂଆବର୍ଷରେ ବାହାର ରେଷ୍ଟୁରାଣ୍ଟରେ ଖାଇବାକୁ ନେଇ ବିବାଦ ଦେଖାଦେଇଛି। ରୋହିତ ଶର୍ମାଙ୍କ ସମେତ ୫ ଜଣ ଭାରତୀୟ ଖେଳାଳି ମେଲବୋର୍ନରୁ ସିଡନୀକୁ ସମଗ୍ର ଦଳ ଯାଇଛନ୍ତି କିନ୍ତୁ ସେମାନଙ୍କୁ ଦଳ ସହିତ ସ୍ବତନ୍ତ୍ର ଭାବେ…

ଭବିଷ୍ୟବାଣୀ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌!

ସିଡନୀ,୪।୧: ଭାରତ ଏବଂ ଅଷ୍ଟ୍ରେଲିଆର ମଧ୍ୟ ଚାଲିଥିବା ବର୍ଡର-ଗାଭାସ୍କର ସିରିଜ ମଧ୍ୟରେ ଏକ ବିବାଦ ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର କିଛି ଖେଳାଳି ମେଲବୋର୍ନର ହୋଟେଲରେ ଖାଇବାକୁ ଯାଇଥିଲେ। ସେଠାରେ ବାୟୋ ବବୁଲ ଭାଙ୍ଗିବାକୁ ନେଇ ବିବାଦ ସାମ୍ନାକୁ ଆସିଥିଲା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?