ନ୍ୟୁଜିଲାଣ୍ଡ ବିପକ୍ଷରେ ପଦାର୍ପଣ କରିଥିବା ପୂର୍ବତନ ଭାରତୀୟ କ୍ରିକେଟର୍ଙ୍କ ପରଲୋକ
ମୁମ୍ବାଇ, ୧୫।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲ୍ରାଉଣ୍ଡର ସଦାଶିବ ରାଓଜୀ ପାଟିଲଙ୍କ ମଙ୍ଗଳବାର ପରଲୋକ ଘଟିଛି। କୋହ୍ଲାପୁରସ୍ଥିତ ନିଜ ବାସଭବନରେ ୮୬ ବର୍ଷ ବୟସରେ ସଦାଶିଷ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ତ୍ରୀ ଓ ୨ ଝିଅଙ୍କ ସହ...
ସଚିନ ଆଉଟ୍ ହେବା ପରେ ‘ଦେବଦାସ’ ଫିଲ୍ମ ଦେଖିବାକୁ ଚାଲି ଯାଇଥିଲେ ଏହି କ୍ରିକେଟରଙ୍କ ମା’ବାପା; ପୁଅଙ୍କ ଖେଳ ଦେଖି ନ ଥିଲେ
ନୂଆଦିଲ୍ଲୀ,୧୫।୯: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ନେଟଓ୍ବେଷ୍ଟ ଟ୍ରଫିକୁ ଆଜି ବି ଲୋକେ ମନେ ପକାନ୍ତି। ଭାରତୀୟ ଟିମ୍ ଅନେକ ଫାଇନାଲ ହାରିବା ପରେ ଉକ୍ତ ଟୁର୍ନାମେଣ୍ଟରେ ଜିତିଥିଲା। ୨୦୦୨ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ଦଳ...
କ୍ରିକେଟର ସ୍ବାମୀଙ୍କଠାରୁ ଅଧିକ ଲୋକପ୍ରିୟ ଏହି ଆଙ୍କର୍: ଫୁଟବଲ୍ ବିଶ୍ୱକପ୍ ଏବଂ କମନଓ୍ବେଲ୍ଥ୍ ଗେମ୍ସ୍ରେ ଆସିଛନ୍ତି ନଜର
ନୂଆଦିଲ୍ଲୀ,୧୫।୯: ଭାରତରେ ବହୁତ କମ୍ କ୍ରିକେଟ ଖେଳାଳି ଅଛନ୍ତି ଯେଉଁମାନଙ୍କ ଜୀବନସାଥୀ ମଧ୍ୟ କ୍ରିକେଟଜଗତ ସହ ଡଡ଼ିତ। ସେଭଳି ଗୋଟିଏ ଦମ୍ପତ୍ତି ହେଲେ ଷ୍ଟୁଅର୍ଟ ବିନ୍ନି ଏବଂ ମୟନ୍ତି ଲାଙ୍ଗର। ୨୦୧୨ରେ ମୟନ୍ତୀଙ୍କୁ ବିବାହ କରିଥିଲେ ଷ୍ଟୁଅର୍ଟ। ଉଭୟଙ୍କ ଲଭ୍ଷ୍ଟୋରୀ...
ଡେବ୍ୟୁ ମାଚ୍ରେ କ୍ୟାରିୟର ଶେଷ ହେବା ଭଳି ମନେ ହୋଇଥିଲା, ହେଲେ ଧୋନୀଙ୍କ ପାଇଁ ସଫଳ ଖେଳାଳି ପାଲଟିଲେ ଏହି ଅଲ୍ରାଉଣ୍ଡର
ନୂଆଦିଲ୍ଲୀ,୧୫।୯: ଆଉ କେଇ ଦିନ ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)। ଏଥିରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ସମସ୍ତଙ୍କ ରହିଛି। କାରଣଟି ହେଲା ଅଗଷ୍ଟ ୧୫ ତାରିଖରେ ଧୋନୀ କ୍ରିକେଟରୁ...
ପଡିଆରେ ଧୋନୀଙ୍କ ଭଳି ହେବାକୁ ଚାହୁଁଛନ୍ତି ଏହି ଖେଳାଳି
ଦୁବାଇ,୧୫।୯: ମହେନ୍ଦ୍ର ସିଂ ଧୋନୀଙ୍କ ମ୍ୟାଚ ଜିତିବାର କୌଶଳ ଶିଖିବାକୁ ଚାହୁଁଛନ୍ତି ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର। ଚାପର ସମ୍ମୁଖୀନ ହୋଇଥିଲେ ମଧ୍ୟ ଧୋନୀ ଶାନ୍ତ ରହିବାର ଗୁଣକୁ ସେ ପ୍ରତ୍ୟେକ ମ୍ୟାଚ୍ରେ ବ୍ୟବହାର କରିବାକୁ ଚାହୁଁଛନ୍ତି। ମିଲର କହିଛନ୍ତି,...
ଟିକେ ଧୋନୀଙ୍କୁ ଦେଖାଅ ପ୍ଲିଜ୍, କାହିଁକି ଏମିତି କହିଲେ ସାକ୍ଷୀ
ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ଖେଳିବା ପାଇଁ ଏବେ ୟୁଏଇରେ ଅଛନ୍ତି। ଚଳିତବର୍ଷ କରୋନା ଯୋଗୁ ନିଜ ପରିବାରକୁ ସେ ସାଙ୍ଗରେ ନେଇ ଯାଇନାହାନ୍ତି। ଏଭଳି ପରିସ୍ଥିତିରେ ସ୍ତ୍ରୀ ସାକ୍ଷୀ ଧୋନୀ ତାଙ୍କୁ ବହୁତ ମିସ୍...
ପରିବାର ପୋଷିବା ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର
ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଓପନର୍ ନାଥାନ ଆଷ୍ଟଲେ ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୧, ସେପ୍ଟେମ୍ବର ୧୫ରେ ଖ୍ରୀଷ୍ଟଚର୍ଚ୍ଚରେ ଜନ୍ମଗ୍ରହଣ କରିଥିବା ନାଥାନ ନ୍ୟୁଜିଲାଣ୍ଡକୁ ଅନେକ ମ୍ୟାଚ ଜିତାଇଥିଲେ। କିନ୍ତୁ ଆଜି ସେ କ୍ରିକେଟ ଛାଡି ପରିବାର ପୋଷିବା ପାଇଁ ଏକ...
ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ଏହିସବୁ ପ୍ରସିଦ୍ଧ କ୍ରିକେଟର
ସେପ୍ଟେମ୍ବର ୧୫କୁ ସମଗ୍ର ଦେଶରେ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ବିଶିଷ୍ଟ ଇଞ୍ଜନିୟର ତଥା ଭାରତରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ହୋଇତତ୍ବାରୁ ତାଙ୍କ ସ୍ମୃତିରେ ଏହି ଦିନକୁ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ଦିବସରେ...
ଦର୍ଶକଙ୍କ ଉପସ୍ଥିତିରେ ହୋଇପାରେ ବକ୍ସିଂ ଡେ’ ଟେଷ୍ଟ
ମେଲବୋର୍ନ, ୧୫ା୯ (ପି.ଟି.)- ଅଷ୍ଟ୍ରେଲିଆନ୍ ଓପନ୍ ଏବଂ ଭାରତକୁ ନେଇ ବକ୍ସିଂ ଡେ’ ଟେଷ୍ଟ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜନ କରିବା ଲାଗି ଯୋଜନା ଚାଲିଛି। ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ଓ ଟେନିସ ଅଷ୍ଟ୍ରେଲିଆ ସହିତ ଆଲୋଚନା ଜାରି ରହିଥିବା ଭିକ୍ଟୋରିଆ...
ହାଇଦ୍ରାବାଦ ଏଫ୍ସି ଦଳରେ ଲାଲମ୍ପୁଇଆ ଓ ଫର୍ନାଣ୍ଡିଜ
ହାଇଦ୍ରାବାଦ, ୧୫ା୯ (ପି.ଟି.)-ନୂଆ ସିଜନ ଆରମ୍ଭ ପୂର୍ବରୁ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ) ଦଳ ହାଇଦ୍ରାବାଦ ଏଫ୍ସି ସୋମବାର ଦୁଇ ଯୁବ ଆକ୍ରମଣାତ୍ମକ ଖେଳାଳି ଲାଲମପୁଇଆ ଏବଂ ସ୍ପିଡେନ ଫର୍ନାଣ୍ଡିଜଙ୍କ ସହ ଦୀର୍ଘ ମିଆଦୀ ଚୁକ୍ତି କରିଛି। ୨୦ବର୍ଷୀୟ ଏହି...
ୟୁଏଇ କଣ୍ଡିଶନ ସହ ଅଭ୍ୟସ୍ତ ହେବା ବଡ଼ ଚ୍ୟାଲେଞ୍ଜ: ବୋଲ୍ଟ
ଦୁବାଇ, ୧୫ା୯ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆର୍ଦ୍ର ଓ ଉତ୍ତାପ କଣ୍ଡିଶନ ସହ ଅଭ୍ୟସ୍ତ ହେବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ସମସ୍ତ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ଏକଥା କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ବାମହାତି...
ଲଦାଖରେ କ୍ରୀଡ଼ା ସୁବିଧାର ଶିଳାନ୍ୟାସ କଲେ ରିଜିଜୁ
ଲେହ (ଲଦାଖ),୧୫ା୯ (ପି.ଟି.)-ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ବିଭିନ୍ନ କ୍ରୀଡ଼ା ସୁବିଧା ଲାଗି ସୋମବାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ। ତନ୍ମଧ୍ୟରେ ଏକ ସିନ୍ଥେଟିକ୍ ଟ୍ରାକ୍, ଫୁଟ୍ବଲ ପାଇଁ ଆଷ୍ଟ୍ରୋଟର୍ଫ ରହିଛି। ଏହି ଅବସରରେ ରାଜ୍ୟପାଳ...
Archives


