Posted inଖେଳ

ଏହି ଦଳ ଜିତିପାରେ ଟି୨୦ ବିଶ୍ୱକପ୍‌

ଅହମ୍ମଦାବାଦ,୧୧।୩ : ବିଶ୍ୱର ନଂ ୧ ଟି୨୦ ଦଳ ଇଂଲଣ୍ଡ ଚଳିତ ବର୍ଷ ହେବାକୁ ଥିବା ବିଶ୍ୱକପ୍‌ ଜିତିବା ପାଇଁ ଫେଭରାଇଟ୍‌ ବୋଲି କହିଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ମୋ ମତରେ ଇଂଲଣ୍ଡକୁ ହରାଇବା କଷ୍ଟକର। ସେମାନେ ବିଶ୍ୱର ନଂ ୧ ଟି୨୦ ଦଳ। ତାଙ୍କ ଉପରେ ହିଁ ସଭିଙ୍କ ନଜର ରହିବ।  ଇଆନ ମୋର୍ଗାନଙ୍କ ନେତୃତ୍ୱାଧୀନ ଶକ୍ତିଶାଳୀ ଇଂଲଣ୍ଡ ଅନ୍ୟ ଦଳମାନଙ୍କ ପାଇଁ ଚିନ୍ତାର କାରଣ। ପ୍ରତ୍ୟେକ ଦଳ ମୋ ମନ୍ତବ୍ୟରେ ରାଜି ହେବେ। ଟି୨୦ ବିଶ୍ୱକପ୍‌ ପାଇଁ ଇଂଲଣ୍ଡ ଦଳ ଫେଭରାଇଟ୍‌  ବୋଲି କୋହଲି କହିଛନ୍ତି। ତେବେ ମୋର୍ଗାନ ଓ ତାଙ୍କ ଡେପୁଟି ଜୋସ ବଟଲରଙ୍କ ମତରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି୨୦ ବିଶକପ୍‌ ପାଇଁ ଆୟୋଜକ ଭାରତ ହିଁ ଫେଭରାଇଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ଯୋଗୁ ଅନେକ ଅଞ୍ଚଳରେ ଜଳ ସଙ୍କଟ ସୃଷ୍ଟି ହେଲାଣି। ଏହାର ମୁକାବିଲା ପାଇଁ ମହାରାଷ୍ଟ୍ରର ଓ୍ବାସିମ୍‌ ଜିଲା ଅନ୍ତର୍ଗତ ଗାଁ ଓ୍ବାଦ୍‌ଜି ଏକ ନୂତନ…

କିଙ୍ଗ୍‌ପିନ୍‌ ଚନ୍ଦ୍ରକର ଓମାନ୍‌ରୁ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ,୨ା୧୧: ବେଆଇନ ବେଟିଂ ସିଣ୍ଡିକେଟ୍‌ର କିଙ୍ଗ୍‌ପିନ୍‌ କୁହାଯାଉଥିବା ମହାଦେବ ଅନ୍‌ଲାଇନ ବୁକ୍‌ ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓମାନ୍‌ରୁ ପ୍ରତ୍ୟର୍ପଣ କରାଇଛି।…

ସଂସ୍ଥାଗତ ବିଶ୍ୱସନୀୟତାର ସଙ୍କଟ

ରତରେ ଜନସାଧାରଣଙ୍କ ଚର୍ଚ୍ଚାରେ ‘ଅଭିଯୋଗ, ମହାଭିଯୋଗ ଏବଂ ଖ୍ୟାତି’ ଭଳି ତିନୋଟି ଶବ୍ଦ ମୁଖ୍ୟ ବିଷୟ ହୋଇିଛି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ…

ହ୍ବାଟ୍‌ସଆପ୍‌ରେ ଇପିଏଫ୍‌ଓ ସେବା ଶୁଭାରମ୍ଭ

ନୂଆଦିଲ୍ଲୀ, ୨ା୧୧: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରବିବାର ଇପିଏଫ୍‌ଓର ହ୍ବାଟ୍ସଆପ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ଇପିଏଫ୍‌ ସଦସ୍ୟମାନଙ୍କୁ ସେମାନଙ୍କ…

କଳି କବଳିତ କୋଟିଆ

କୋଟିଆ ପଞ୍ଚାୟତର ଫଗୁଣ ସିନେରି, ଗଞ୍ଜେଇ ପଦର ଓ ଫାଟୁସିନେରି ଗ୍ରାମରେ ନିର୍ବାଚନ ହେବ, ଯାହାକୁ ନେଇ ଓଡ଼ିଶା ରାଜନୀତି ସରଗରମ। ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପାଇଁ ବିଜ୍ଞପ୍ତି…

ଓମାର ସରକାରରେ ସଙ୍କଟ

ଶ୍ରୀନଗର,୨ା୧୧: ଜମ୍ମୁ-କଶ୍ମୀରରେ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ସରକାର ବଡ଼ ଧରଣର ଆଭ୍ୟନ୍ତରୀଣ ସଙ୍କଟର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ୨୫ ଜଣ ଅସନ୍ତୁଷ୍ଟ ବିଧାୟକ ସେମାନଙ୍କ…

ଆବାସିକ ଅଞ୍ଚଳ ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା; ୯ ମୃତ , ଦେଖନ୍ତୁ ଛାତିଥରା ଭିଡ଼ିଓ

ଟେକ୍ସାସ,୨।୧୧: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଫ୍ଲୋରିଡାରେ ରବିବାର ନଅ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବିମାନ ଏକ ଆବାସିକ ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।…

ଭାରତ ପାଇଁ ଡବଲ ଖୁସି, ସିନ୍ଧୁ, ଲକ୍ଷ୍ୟ ଚାମ୍ପିୟନ

ସାରାବ୍ରକେନ,(ଜର୍ମାନୀ),୧ା୧୧: ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ସାରାବ୍ରକେନଠାରେ ଅନୁଷ୍ଠିତ ହାଇଲୋ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଯଥାକ୍ରମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?