Posted inଖେଳ

ଏହି ଦଳ ଜିତିପାରେ ଟି୨୦ ବିଶ୍ୱକପ୍‌

ଅହମ୍ମଦାବାଦ,୧୧।୩ : ବିଶ୍ୱର ନଂ ୧ ଟି୨୦ ଦଳ ଇଂଲଣ୍ଡ ଚଳିତ ବର୍ଷ ହେବାକୁ ଥିବା ବିଶ୍ୱକପ୍‌ ଜିତିବା ପାଇଁ ଫେଭରାଇଟ୍‌ ବୋଲି କହିଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ମୋ ମତରେ ଇଂଲଣ୍ଡକୁ ହରାଇବା କଷ୍ଟକର। ସେମାନେ ବିଶ୍ୱର ନଂ ୧ ଟି୨୦ ଦଳ। ତାଙ୍କ ଉପରେ ହିଁ ସଭିଙ୍କ ନଜର ରହିବ।  ଇଆନ ମୋର୍ଗାନଙ୍କ ନେତୃତ୍ୱାଧୀନ ଶକ୍ତିଶାଳୀ ଇଂଲଣ୍ଡ ଅନ୍ୟ ଦଳମାନଙ୍କ ପାଇଁ ଚିନ୍ତାର କାରଣ। ପ୍ରତ୍ୟେକ ଦଳ ମୋ ମନ୍ତବ୍ୟରେ ରାଜି ହେବେ। ଟି୨୦ ବିଶ୍ୱକପ୍‌ ପାଇଁ ଇଂଲଣ୍ଡ ଦଳ ଫେଭରାଇଟ୍‌  ବୋଲି କୋହଲି କହିଛନ୍ତି। ତେବେ ମୋର୍ଗାନ ଓ ତାଙ୍କ ଡେପୁଟି ଜୋସ ବଟଲରଙ୍କ ମତରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି୨୦ ବିଶକପ୍‌ ପାଇଁ ଆୟୋଜକ ଭାରତ ହିଁ ଫେଭରାଇଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦର୍ଶକଙ୍କ ଉପସ୍ଥିତିରେ ହୋଇପାରେ ବକ୍ସିଂ ଡେ’ ଟେଷ୍ଟ

ମେଲବୋର୍ନ, ୧୫ା୯ (ପି.ଟି.)- ଅଷ୍ଟ୍ରେଲିଆନ୍‌ ଓପନ୍‌ ଏବଂ ଭାରତକୁ ନେଇ ବକ୍ସିଂ ଡେ’ ଟେଷ୍ଟ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜନ କରିବା ଲାଗି ଯୋଜନା ଚାଲିଛି। ଏନେଇ...

ଲକ୍ଷ୍ୟ ପଥରେ ହର୍ଡଲ୍ସ ପ୍ରତିଭା

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- ବୟସ ମାତ୍ର ୧୫ ହୋଇଥିଲେ ହେଁ ସ୍ଥାନୀୟ ରିଲିଆନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ଆଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ସବିତା ଟପ୍ପୋ...

ଫାଇନାଲରେ ସିନ୍ଧୁ

ଜାକର୍ତ୍ତା,୨୦।୭(ପି.ଟି.)- ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦୦ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

ରାଇନା, ରାହାନେଙ୍କୁ ପଛରେ ପକାଇଲେ ରିଦ୍ଧିମାନ

ନୂଆଦିଲ୍ଲୀ,୮।୫: ମେ’ ୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସଜି) ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଓପନର୍‌ ରିଦ୍ଧିମାନ ସାହା ଏକ ଚମତ୍କାର ଇନିଂସ ଖେଳିଥିଲେ। ଓପନିଂରେ...

କଶ୍ମୀର ଘଟଣା: ସର୍ଫରାଜ ଅହମ୍ମଦଙ୍କ ଟିପ୍ପଣୀ

କରାଚୀ,୧୪।୮- କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ରାଜ୍ୟର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବାର ଗୋଟିଏ ସପ୍ତାହ ପରେ ପାକିସ୍ତାନ କ୍ରିକେଟ...

ଫଶିଗଲେ ବିରାଟ କୋହଲି

ଲଣ୍ଡନ,୨୯।୭: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ମଝିରେ ମଝିରେ...

ବ୍ରିସ୍‌ବେନ୍‌ରେ ଆଘାତ ସମସ୍ୟା ଜର୍ଜରିତ ଭାରତୀୟ ଦଳର ଅଭ୍ୟାସ

ବ୍ରିସ୍‌ବେନ୍‌,୧୪।୧(ପି.ଟି.): ଆଘାତ ସମସ୍ୟା ଜର୍ଜରିତ ଭାରତୀୟ କ୍ରିକେଟ ଦଳ ବୁଧବାର ବ୍ରିସ୍‌ବେନ୍‌ରେ ଅଭ୍ୟାସ କରିଛି। ସ୍ଥାନୀୟ ଗାବା ଗ୍ରାଉଣ୍ଡରେ ଦଳର ପ୍ରଥମ ଟ୍ରେନିଂ ସେସନରେ ଭାରତୀୟ...

ଅନ୍‌ଲାଇନ୍‌ ଚେସ: ନିିପୁନ ଚାମ୍ପିୟନ

ଭୁବନେଶ୍ୱର, ୧୯।୫(କ୍ରୀଡ଼ା ପ୍ରତିନିଧି)-ଏସ୍‌.ଆର୍‌. ଚେସ୍‌ ସେଣ୍ଟର ପକ୍ଷରୁ ତୃତୀୟ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୪୬ ଖେଳାଳି...

Advertisement
Archives

Model This Week