ଭାରତୀୟ ଜୁନିୟର ହ୍ୟାଣ୍ଡବଲ୍ କ୍ୟାମ୍ପରେ ହେମନ୍ତ, କାମଦେବ
ଭୁବନେଶ୍ୱର, ୧ା୨(କ୍ରୀଡ଼ା ପ୍ରତିନିଧି)-ବାହାରିନର ମାନାମାଠାରେ ୧୭ତମ ପୁରୁଷ ଜୁନିୟର ହ୍ୟାଣ୍ଡବଲ ଚାମ୍ପିୟନଶିପ୍ ମାର୍ଚ୍ଚ ୨୦ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଦଳର କ୍ୟାମ୍ପ ଏବଂ ଚୟନ ଟ୍ରାଏଲ ଚଳିତ ମାସ ୩ ଓ ୪ ତାରିଖରେ ଜୟପୁରଠାରେ ହେବାକୁ…
ସୟଦ ମୁସ୍ତାକ ଅଲୀ ଟ୍ରଫି ଜିତିଲା ତାମିଲନାଡୁ
ଅହମ୍ମଦାବାଦ, ୧ା୨ (ପି.ଟି.)-ବରୋଦାକୁ ୭ ଉଇକେଟରେ ପରାସ୍ତ କରି ତାମିଲନାଡୁ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ଟାଇଟଲ ହାସଲ କରିଛି। ବରୋଦା ଦ୍ୱାରା ଧାର୍ଯ୍ୟ ୧୨୧ ରନର ବିଜୟ ଲକ୍ଷ୍ୟକୁ ତାମିଲନାଡୁ ୧୮ ଓଭରରେ ୩ ଉଇକେଟ ବିନିମୟରେ…
ତାମିଲନାଡୁ ଜିତିଲା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି
ଅହମ୍ମଦାବାଦ୍,୨।୧: ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ତାମିଲନାଡୁ ଚଳିତ ଥର ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି ହାତେଇଛି। ଅହମ୍ମଦାବାଦଠାରେ ରବିବାର ଅନୁଷ୍ଠିତ ଫାଇନାଲରେ ତାମିଲନାଡୁ ୭ ଉଇକେଟରେ ବଦୋଦରାକୁ ହରାଇ ହାସଲ କରିଛି ଏହି ସଫଳତା। ଚଳିତ ସିଜନରେ ପ୍ରଥମ ମ୍ୟାଚ୍…
ଏଥର ଭାରତରେ ଖେଳାଯିବ ଆଇପିଏଲ୍
ମୁମ୍ବାଇ,୨।୧: ଏଥର ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ଭାରତରେ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଯୋଜନା ପ୍ରସ୍ତୁତ କରିଛି। ଆଇପିଏଲ୍ ପାଇଁ ବୋର୍ଡ ମୁମ୍ବାଇ ଓ ପୁଣେ…
ଟିମ୍ ଇଣ୍ଡିଆକୁ ଆହୁରି ଶକ୍ତିଶାଳୀ କରିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶବ୍ଦ
ନୂଆଦିଲ୍ଲୀ,୩୧ା୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ରେ ଅଷ୍ଟ୍ରେଲିଆରେ ଭାରତୀୟ ଦଳର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଏହା ଟିମ୍ ଇଣ୍ଡିଆକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଟୁଇଟ୍ କରିଛନ୍ତି ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ”ଜାନୁୟାରୀରେ…
ଜାତୀୟ ମହିଳା କୁସ୍ତି ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ମଇଁଷି
ଆଗ୍ରା,୩୧ା୧- ଆମ ଦେଶରେ କ୍ରିକେଟକୁ ଆଗ୍ରାଧ୍ୟକାର ଦିଆଯାଏ। ଏକଥା କାହାକୁ ଅଛୁପା ନୁହେଁ। କିନ୍ତୁ ଅନ୍ୟ ଖେଳ ପ୍ରତି ଭାରତୀୟମାନେ ବିମୁଖ ହେଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆରେ ସିରିଜ୍ ଜିତିବା ପରେ ଭାରତୀୟ ଦଳର ଯୁବ ଖେଳାଳିଙ୍କୁ…
ଅଷ୍ଟ୍ରେଲିଆ ସଫଳତା ପରେ ମୁଣ୍ଡନ ହେଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୩୧ା୧- ଅଷ୍ଟ୍ରେଲିଆରେ ମିଳିଥିବା ସଫଳତା ପରେ ଭାରତୀୟ ପେସର ଟି. ନଟରାଜନ ରବିବାର ନଣ୍ଡା ହୋଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି, ଯେଉଁଥିରେ ମନ୍ଦିର ଆଗରେ ଛିଡ଼ା ହୋଇଥିବା ତାମିଲନାଡୁର ପେସରଙ୍କୁ…
୯ ବଲ୍ରେ ୫୦ ରନ୍ର ବିସ୍ଫୋରକ ପାଳି ଖେଳି ଇତିହାସ ରଚିଲେ ଏହି କ୍ରିକେଟର
ଆବୁଧାବି,୩୧।୧: ଆବୁଧାବି ଟି୧୦ ଲିଗ୍ରେ ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସ୍ ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ। ମୁମ୍ବାଇ ଇଣ୍ଡିଆନ୍ସର ଏହି ପୂର୍ବ ଖେଳାଳି ଲିଗ୍ର ୫ମ ମ୍ୟାଚ୍ରେ କେବଳ ୯ ବଲ୍ରେ ୫୦ ରନ୍ କରି ରେକର୍ଡ କରିଛନ୍ତି। ଦିଲ୍ଲୀ ବୁଲ୍ସ…
ଓ୍ବାର୍ନରଙ୍କ ଝିଅଙ୍କୁ ଖାସ୍ ଉପହାର ଦେଲେ ବିରାଟ
ସିଡନୀ,୩୧।୧: ଅଷ୍ଟ୍ରେଲିଆ ଓପନର୍ ଡେଭିଡ୍ ଓ୍ବାର୍ନରଙ୍କ ଝିଅ ଇଣ୍ଡି ଭାରତୀୟ ଅଧୀନାୟକଙ୍କ ବଡ଼ ପ୍ରଶଂସକ। ଏହାକୁ ନେଇ ତାଙ୍କୁ ବିରାଟଙ୍କଠାରୁ ଏକ ଖାସ ଉପହାର ମିଳିଛି। ସେ ବି ବିରାଟଙ୍କ ଅଟୋଗ୍ରାଫ ଥିବା ଜର୍ସି। ଓ୍ବାର୍ନର ନିଜର ସୋସିଆଲ ମିଡିଆରେ ଝିଅଙ୍କ…
କୋହଲିଙ୍କୁ ଆଉଟ୍ କରିବାକୁ ଯୋଜନା କ’ଣ? ଇଂଲଣ୍ଡ କ୍ରିକେଟର ଦେଲେ ଏଭଳି ଜବାବ
ଚେନ୍ନାଇ, ୩୧।୧: ଭାରତ-ଇଂଲଣ୍ଡ ମଧ୍ୟରେ ସିରିଜ ଆରମ୍ଭ ହେବା ପୂର୍ବରୁ ଅତିଥି ଦଳର ଅଲରାଉଣ୍ଡର ମୋଇନ ଅଲ୍ଲୀ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ ରଖିଛନ୍ତି। ଅଧିନାୟକଙ୍କ ପ୍ରଶଂସା କରି ସେ କହିଛନ୍ତି, ତାଙ୍କ ଦଳ ବିରାଟଙ୍କୁ କିଭଳି ଆଉଟ୍…
ହସ୍ପିଟାଲରୁ ଘରକୁ ଫେରିଲେ ଗାଙ୍ଗୁଲି
କୋଲକାତା,୩୧।୧: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପଟେନ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଘରକୁ ଫେରିଛନ୍ତି। ସେ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଡାକ୍ତରଙ୍କ ମତରେ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍ ଅଛି। ଗାଙ୍ଗୁଲି ହୃଦଘାତର…
ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ଘରକୁ ଫେରିଲେ ଗାଙ୍ଗୁଲୀ
କୋଲକାତା, ୩୧।୧: ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ବିସିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ରବିବାର ଆପୋଲ ହସ୍ପିଟାଲରୁ ଛୁଟି ମିଳିଛି। ଏବେ ସେ ଘରକୁ ଫେରିଛନ୍ତିି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା ଲାଗି ଜାନୁୟାରୀ ୨୭ରେ ଆପୋଲୋ ହସସ୍ପିଟାଲ…

