ଖେଳ

ମହିଳା ହକି: ଆର୍ଜେଣ୍ଟିନା ସହ ଡ୍ର ରଖିଲା ଭାରତ

ବୁଏନ୍ସ ଏୟାର୍ସ, ୨ା୨ (ପି.ଟି.)- ଭାରତୀୟ ସିନିୟର ମହିଳା ହକି ଦଳ ବିଶ୍ୱର ୨ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ୧-୧ ଗୋଲ୍‌ରେ ଡ୍ର ରଖିଛି। ଏଥିସହିତ ଦଳର ଆର୍ଜେଣ୍ଟିନା ଟୁର୍‌ ଶେଷ ହୋଇଛି। ଭାରତ ତରଫରୁ ଅଧିନାୟିକା ରାଣୀ…

ବେନ୍‌ ଫୋକ୍ସଙ୍କ ପାଇଁ ସୁଯୋଗ

ଚେନ୍ନାଇ, ୨।୨-ଦୀର୍ଘ ୨ ବର୍ଷ ବ୍ୟବଧାନରେ ଇଂଲଣ୍ଡ ଉଇକେଟ କିପର ବେନ୍‌ ଫୋକ୍ସଙ୍କ ପାଇଁ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ସୃଷ୍ଟି ହୋଇଛି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପରେ ଜୋସ୍‌ ବଟଲରଙ୍କୁ ବିଶ୍ରାମ ଦିଆଯିବାର ଯୋଜନା ରହିଛି। ଏପରି ସ୍ଥଳେ…

ଓଡ଼ିଶା ଏଫ୍‌ସିର ଆଉ ଏକ ପରାଜୟ

ବାମ୍ବୋଲିମ୍‌, ୨।୨: ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଆଉ ଏକ ପରାଜୟ ବରଣ କରିଛି। ସୋମବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦଳ ୦-୧ ଗୋଲରେ ଜାମସେଦପୁର ଏଫ୍‌ସି ନିକଟରୁ ହାରି ଯାଇଛି। ମ୍ୟାଚର ୪୧ତମ ମିନିଟରେ ମହମ୍ମଦ ମୋବାସିର…

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ : ଓଡ଼ିଶା ରେଡ୍‌ ଚାମ୍ପିୟନ

ଭୁବନେଶ୍ୱର, ୨।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ରେଡ୍‌ ଚାମ୍ପିୟନ ହୋଇଛି। ସୋମବାର ଅନୁଷ୍ଠିତ ଫାଇନାଲରେ ରେଡ୍‌ ୪ ଉଇକେଟରେ ଓଡ଼ିଶା ଭାଓଲେଟ୍‌କୁ ପରାସ୍ତ…

ଦ୍ୱିତୀୟ ଟେଷ୍ଟରେ ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିବ ଅନୁମତି

ଚେନ୍ନାଇ, ୨ା୨- ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ବେଳେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ତାମିଲନାଡୁ କ୍ରିକେଟ ଆସୋସିଏଶନ…

କ୍ୱାରେଣ୍ଟିନ ଶେଷ କଲା ଟିମ୍‌ ଇଣ୍ଡିଆ

ଚେନ୍ନାଇ,୧।୨: ଆସନ୍ତା ୫ ତାରିଖରୁ ଏଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳି ଓ ଷ୍ଟାଫ ସୋମବାର କ୍ୱାରେଣ୍ଟିନ ଶେଷ କରିଛନ୍ତି। କ୍ୱାରେଣ୍ଟିନ ସମୟରେ ପ୍ରତ୍ୟେକ ଖେଳାଳିଙ୍କ ୩ ଥର କୋଭିଡ୍‌-୧୯…

‘ଭାରତରେ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‌ ଜିତିପାରିବ ନାହିଁ ଇଂଲଣ୍ଡ’

ଚେନ୍ନାଇ,୧।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆସନ୍ତା ୫ ତାରିଖଠାରୁ ସ୍ଥାନୀୟ ଚେପକ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଇଂଲଣ୍ଡ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‌ ଜିତିପାରିବ ନାହିଁ। ଏଭଳି ମତ…

ବିରାଟଙ୍କ ଠାରୁ ଅଧିକ ଆୟ କରନ୍ତି ଏହି ଖେଳାଳି

ବିଶ୍ୱର ସର୍ବଶ୍ରେଷ୍ଠ କ୍ରିଡାବିତ୍‌ଙ୍କ ମଧ୍ୟରେ ଅନ୍ୟତମ ଲିଓନେଲ ମେସି। ନିକଟରେ ମେସିଙ୍କ ଦରମା ବିଷୟରେ ସୂଚନା ଲିକ୍‌ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୨ ଦଶନ୍ଧି ଧରି ସ୍ପାନିଶ କ୍ଲବ ବାର୍ସିଲୋନା ସହ ଜଡିତ ମେସିଙ୍କୁ ୪ ସିଜିନ୍‌ ପାଇଁ…

କେବଳ ଏହି କାରଣ ପାଇଁ ଝିଅର ନାମ ‘ଭାମିକା’ ରଖିଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ୨୦୨୧ ଜାନୁୟାରୀ ୧୧ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତେବେ ବିରାଟ ଏବଂ ଅନୁଷ୍କା ଶର୍ମାଙ୍କ ଝିଅ ଜନ୍ମ ହେବା ଦିନଠାରୁ ପ୍ରଶଂସକମାନେ ତାଙ୍କୁ…

ଏବେ ବି ରହିଛି କ୍ରିକେଟ ନିଶା

ମୁମ୍ବାଇ, ୧।୨: ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କୁ ସୋମବାର ସେ ୫୦ ବର୍ଷ ପୂରଣ ହୋଇଛି। ସେ ୫୧ ବର୍ଷରେ ପାଦ ଦେଇଛନ୍ତି। ୧୯୭୧ ଫେବୃୟାରୀ ୧ରେ ସେ ଗୁଜରାଟର ଜାମ୍‌ନଗରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଅଜୟସିଂଜୀ ଦୌଲତସିଂଜୀ…

ରାଜ୍ୟ ଓପନ ଚେସ୍‌: ସୌମ୍ୟରଞ୍ଜନଙ୍କୁ ଆଉ ଏକ ଟାଇଟଲ

ଭୁବନେଶ୍ୱର, ୧ା୨(କ୍ରୀଡ଼ା ପ୍ରତିନିଧି)-ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ଆଉ ଏକ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଗତ ସପ୍ତାହରେ କ୍ୟାରିୟରର ୬୧ତମ ରାଜ୍ୟ ଓପନ ଚେସ୍‌ ଟାଇଟଲ ଜିତିଥିବା ସୌମ୍ୟ ଏବେ ଏହି ସଂଖ୍ୟାକୁ ୬୨ରେ ପହଞ୍ଚାଇଛନ୍ତି। ଓଡ଼ିଶା ରାଜ୍ୟ ଚେସ୍‌…

ତୃତୀୟ ସ୍ଥାନକୁ ଉଠିଲା ହାଇଦ୍ରାବାଦ

ଭାସ୍କୋ, ୧ା୨(ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଏଫ୍‌ସି ୨-୦ ଗୋଲରେ ଚେନ୍ନାଇନ ଏଫ୍‌ସିକୁ ପରାସ୍ତ କରିଛି। ଏହାଦ୍ୱାରା ପ୍ଲେ-ଅଫ୍‌ ଯୋଗ୍ୟତା ପାଇଁ ଦଳ ନିଜ ସ୍ଥିତିକୁ ଅଧିକ ସୁଦୃଢ କରିପାରିଛି। ଫ୍ରାନ୍‌ ସାଣ୍ଡାଜା (୨୮ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?