ଖେଳ

କୃଷକ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି

ନୂଆଦିଲ୍ଲୀ,୪।୨: କୃଷକ ଆନ୍ଦୋଳନ ଉପରେ ସୋସିଆଲ ମିଡିଆରେ ପପ ଷ୍ଟାର ରିହାନାଙ୍କ ଟୁଇଟକୁ ନେଇ ଏକ ବିତର୍କ ଚାଲିଛି। ବହୁ ବିଦେଶୀ ସେଲିବ୍ରିଟି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଭାରତ ଏହି ପଦକ୍ଷେପକୁ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବୋଲି କହିଛି। ଭାରତୀୟ…

ଭାରତର ୩ ସ୍ପିନର ରଣନୀତି

ଚେନ୍ନାଇ, ୪।୨- ଭାରତ-ଇଂଲଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟ ସ୍ଥାନୀୟ ଚେପକ୍‌ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚେପକ୍‌ ପିଚ୍‌ ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ। ତେଣୁ ପ୍ରଥମ ଟେଷ୍ଟରେ ଦଳ ୩ ସ୍ପିନରଙ୍କୁ ନେଇ ଖେଳିବା ଶତପ୍ରତିଶତ ସମ୍ଭାବନା ରହିଛି। ଅଷ୍ଟ୍ରେଲିଆରେ…

ଗେରାଲ୍ଡ ପେଟୋନ ଓଡ଼ିଶା ଏଫ୍‌ସି ଆନ୍ତରୀଣ କୋଚ୍‌

ଭୁବନେଶ୍ୱର,୪।୨: ସହକାରୀ କୋଚ୍‌ ଗେରାଲ୍ଡ ପେଟୋନଙ୍କୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଓଡ଼ିଶା ଏଫ୍‌ସି ଆନ୍ତରୀଣ ହେଡ୍‌ କୋଚ୍‌ ଭବେ ନିଯୁକ୍ତ କରିଛି। ଆଇଏସ୍‌ଏଲ୍‌ର ଚଳିତ ସପ୍ତମ ସଂସ୍କରଣରେ ସେ ବାକି ଥିବା ମ୍ୟାଚ୍‌ଗୁଡିକରେ ଦାୟିତ୍ୱ ନେବେ। ଓଡ଼ିଶା ଏଫ୍‌ସି…

ଫୋଲର ୪ ମ୍ୟାଚ୍‌ରୁ ବାସନ୍ଦ

କୋଲକାତା,୪।୨(ପି.ଟି.): ଇଷ୍ଟ ବେଙ୍ଗଲ ଫୁଟ୍‌ବଲ କ୍ଲବର ହାଇପ୍ରୋଫାଇଲ କୋଚ୍‌ ରୋବି ଫୋଲର ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଭାରତୀୟ ରେଫରିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୪ଟି ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି। ଏଥିସହ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର…

ଦକ୍ଷିଣ ଆଫ୍ରିକା ଗସ୍ତରୁ ଅଷ୍ଟ୍ରେଲିଆ ଓହରିବା ଚିନ୍ତାଜନକ: ଭନ, ପିଟରସନ

ଲଣ୍ଡନ,୪।୧(ପି.ଟି.): କୋଭିଡ୍‌-୧୯ ସ୍ଥିତି ଓ ସ୍ବାସ୍ଥ୍ୟଗତ ନିରାପତ୍ତାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ତା’ର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରିଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଏହି ନିଷ୍ପତ୍ତି ଚିନ୍ତା ସୃଷ୍ଟି କରିଛି ବୋଲି ଇଂଲଣ୍ଡ ପୂର୍ବତନ ଅଧିନାୟକ ମାଇକେଲ ଭନ ଓ…

ଅଜୟ ସିଂ ବିଏଫ୍‌ଆଇ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ,୪।୨(ପି.ଟି.): ଅଜୟ ସିଂ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ)ର ଅଧ୍ୟକ୍ଷ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ମତଦାନରେ ଅଜୟ ଅତି ସହଜରେ ଆଶିଷ ଶେଲାରଙ୍କୁ ପରାସ୍ତ କରି ଆଗାମୀ…

ଖେଳାଳିଙ୍କ ପାଇଁ ଅର୍ଥର ଅଭାବ ରହିବ ନାହିଁ: ରିଜିଜୁ

ନୂଆଦିଲ୍ଲୀ,୪।୨(ପି.ଟି.): ଆବଶ୍ୟକ ପଡିଲେ ୨୦୨୧-୨୨ ବର୍ଷ ପାଇଁ କ୍ରୀଡ଼ା କ୍ଷେତ୍ରରେ ମିଳିବାକୁ ଥିବା ବଜେଟ୍‌ ଆବଣ୍ଟନରେ ସଂଶୋଧନ କରାଯାଇ ପାରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଖେଳାଳିଙ୍କ ପାଇଁ ଅର୍ଥର ଅଭାବ ରହିବ ନାହିଁ ଓ ଟୋକିଓ ଅଲିମ୍ପିକ୍ସରେ…

ଆଇଏସ୍‌ଏଲ୍‌: ମୁମ୍ବାଇ ସିଟି ବିଜୟୀ

ବାମ୍ବୋଲିମ,୪।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସି ୨-୧ ଗୋଲରେ କେରଳ ବ୍ଲାଷ୍ଟରଙ୍କୁ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ୧୫ଟି ମ୍ୟାଚ୍‌ରୁ ୩୩ ପଏଣ୍ଟ ହାସଲ କରି ତା’ର ଶୀର୍ଷସ୍ଥାନକୁ ଆହୁରି…

ପ୍ରଥମ ଟେଷ୍ଟ: ବାଂଲାଦେଶ ୨୪୨/୫

ଚଟୋଗ୍ରାମ,୪।୨: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ଆଭରେଜ ପ୍ରଦର୍ଶନ କରିଛି। ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।…

କୋଚ, ଖେଳାଳି କରୋନା ପଜିଟିଭ‌ ଚିହ୍ନଟ

କଲମ୍ବୋ,୩।୨: ଶ୍ରୀଲଙ୍କା କ୍ରିକେଟ ଦଳର ପ୍ରଶିକ୍ଷକ ମିକି ଆର୍ଥର୍‌ ଏବଂ ଭେଟେରାନ ବ୍ୟାଟ୍ସମ୍ୟାନ ଲାହିରୁ ଥିରିମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଇସିସି ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛି। ୱେଷ୍ଟଇଣ୍ଡିଜ ଗସ୍ତକୁ ଯିବା ପୂର୍ବରୁ ଦଳର ୩୬ ଜଣ…

ମୁଣ୍ଡ ତଳକୁ ରଖି କାମ କର, କାହିଁକି ଏମିତି କହିଲେ ବିରାଟ କୋହଲି

ଚେନ୍ନାଇ,୩।୨: ଆସନ୍ତା ଫେବୃୟାରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଅଭ୍ୟାସ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ ଟେଷ୍ଟ ପରେ ପୈତୃକ ଛୁଟିରେ ଯାଇଥିବା ଅଧିନାୟକ…

ଲୁଚିଛପି ବିବାହ କଲେ ଏହି ଭାରତୀୟ ଖେଳାଳି

ଭାରତୀୟ କ୍ରିକେଟର ଜୟଦେବ ଉନାଦକଟ ମଙ୍ଗଳବାର ତାଙ୍କ ବାନ୍ଧବୀ ରିନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହରେ କେବଳ ନିକଟତର ବନ୍ଧୁ ଉପସ୍ଥିତ ଥିଲେ। ଜୟଦେବ ଏବଂ ରିନି ଗତ ବର୍ଷ ମାର୍ଚ୍ଚରେ ନିର୍ବନ୍ଧ କରିଥିଲେ। ୨୦୧୦ରେ ଅଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?