ଚେନ୍ନାଇ ଟେଷ୍ଟରେ ପରାଜୟ: ବୋଲର୍ଙ୍କୁ ସବୁ ଦୋଷ ଦେଇ ଏଭଳି କହିଲେ କୋହଲି
ଚେନ୍ନାଇ,୯।୨: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ହାସଲ କରିଛି ଭାରତୀୟ ଟିମ୍। ଦୀର୍ଘ ୨୨ ବର୍ଷ ପରେ ଚେନ୍ନାଇରେ ଦଳ ଟେଷ୍ଟ ମ୍ୟାଚ୍ ହାରିଛି। ଏହାକୁ ନେଇ ଅଧିନାୟକ ବିରାଟ କୋହଲି ପ୍ରତିକ୍ରିୟା ରଖି ସବୁ ଦୋଷ…
ପୁଣି ପଡ଼ିଆରେ ଦେଖିବାକୁ ମିଳିବ ସଚିନଙ୍କ ମ୍ୟାଜିକ୍
ମୁମ୍ବାଇ, ୯ା୨- ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ବ୍ରାଏନ ଲାରା, ମୁଥିଆ ମୁରଲିଧରଣଙ୍କ ଭଳି ବହୁ କିମ୍ବଦନ୍ତୀ ଖେଳାଳିଙ୍କୁ ପୁଣି ଥରେ ପଡ଼ିଆରେ ଦେଖିବାକୁ ମିଳିବ। ଆସନ୍ତା ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ରାୟପୁରଠାରେ ଖେଳାଯିବ ଅନଏକାଡେମି ରୋଡ୍ ସେଫ୍ଟି ଓ୍ବାଲର୍ଡ…
ଟିମ୍ ଇଣ୍ଡିଆ ହାତରୁ ଚାଲି ଯାଇପାରେ ଡବ୍ଲ୍ୟୁଟିସି ଫାଇନାଲ
ଦୁବାଇ, ୯ା୨- ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜ୍ୟାଜନକ ପରାଜୟ ପରେ ଭାରତୀୟ ଦଳକୁ ଆଉ ଏକ ଝଟ୍କା ଲାଗିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ର଼୍ୟାଙ୍କିଙ୍ଗ୍ରେ ପୂର୍ବରୁ ପ୍ରଥମ ସ୍ଥାନରେ ଥିବା ଟିମ୍ ଇଣ୍ଡିଆ ଏବେ ଖସିଯାଇଛି ଚତୁର୍ଥ ସ୍ଥାନକୁ।…
୮୭ ବର୍ଷର ରେକର୍ଡ ଭାଙ୍ଗିଲା
ଚେନ୍ନାଇ,୯।୨: ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି ଇଂଲଣ୍ଡ। ଏହି ବିଜୟ ସହିତ ଇଂଲଣ୍ଡ ଅନେକ ରେକର୍ଡ ସୃଷ୍ଟି କରିଛି।…
କଟା ଘା’ରେ ଚୂନ ଲଗାଇଲେ ଏହି ଦୁଇ କ୍ରିକେଟର୍
ଚେନ୍ନାଇ,୯।୨: ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆକୁ ଶେଚନୀୟ ଭାବେ ପରାସ୍ତ କରିଛି ଇଂଲଣ୍ଡ। ଏହା ପରେ ଇର ପୂର୍ବତନ ଖେଳାଳିମାନେ ଟିମ ଇଣ୍ଡିଆକୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ହାତଛଡା କରି ନ ଥିଲେ। ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ ପିଟରସେନ…
ବିଶ୍ୱରେକର୍ଡ ହାସଲ କଲେ କୋହଲି, ବହୁ କିମ୍ବଦନ୍ତୀଙ୍କୁ ପଛରେ ପକାଇଲେ
ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ଇନିଂସରେ ତିନି ରନ ସ୍କୋର କରିବା ପରେ କୋହଲି ୱେଷ୍ଟଇଣ୍ଡିଜ…
ଭାରତର ଲଜ୍ଜାଜନକ ପରାଜୟ
ଚେନ୍ନାଇ,୯।୨: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଘରୋଇ ଦଳ ଲଜ୍ଜାଜନକ ପରାଜୟ ଭୋଗିଛି। ଇଂଲଣ୍ଡ ଏହି ଟେଷ୍ଟରେ ଭାରତକୁ ୨୨୭ ରନ୍ର ପରାଜିତ କରିଛି। ଏହାସହ ଭ୍ରମଣକାରୀ ଦଳ ୧-୦ ସିରିଜ୍ ଆଗେଇଛି। ଏହି ବିଜୟ ସଂ…
ତୃତୀୟଥର ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍, ମାଗିଲେ ପୈତୃକ ଛୁଟି
ବାଂଲାଦେଶର ଷ୍ଟାର କ୍ରିକେଟର୍ ସାକିବ ଉଲ୍ ହାସନ ଖୁବ୍ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପୈତୃକ ଛୁଟି ଦେବାକୁ ଆବେଦନ କରିଛନ୍ତି। ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କୁ ଟିମ୍ରେ ସାମିଲ ନ କରାଯାଉ ବୋଲି ସେ…
ସାମ୍ନାକୁ ଆସିଲା ଧୋନୀଙ୍କ ନୂଆ ଲୁକ୍
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟରୁ ସନ୍ୟାସ ନେବା ପରେ ଅଧିକାଂଶ ସମୟ ନିଜର ହୋମ୍ ଟାଉନ୍ ରାଞ୍ଚିରେ ବିତାଉଛନ୍ତି। ବିଗତ କିଛି ଦିନ ହେବ ସେ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସ୍ରେ ଚାଷ କରୁଛନ୍ତି।…
କୋଚ୍ଙ୍କ ଉପସ୍ଥିତି ସାଥୀ ଖେଳାଳିଙ୍କ ବେକ ଟାଣିଲେ ସିରାଜ୍, ଆଉ ତା’ପରେ
ଚେନ୍ନାଇ,୯।୨:ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯାଉଛି। ଏହି ମ୍ୟାଚ୍ର ଚତୁର୍ଥ ଦିନରେ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଭାରତୀୟ ଡ୍ରେସିଂ ରୁମ୍ର ବୋଲି ଜଣାପଡିଛି। କୋଚ ରବି ଶାସ୍ତ୍ରୀଙ୍କ ଉପସ୍ଥିତିରେ ଭାରତୀୟ ବୋଲର୍ ମହମ୍ମଦ…
କିଏ ଜିତିବ ବାଜି: ଶେଷ ଦିନରେ ଇତିହାସ ରଚିପାରେ ଭାରତ
ଚେନ୍ନାଇ,୯।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ଶେଷ ଦିନରେ ମ୍ୟାଚ ଜିତିବା ପାଇଁ ଭାରତକୁ ୩୮୧ ରନ ଏବଂ ଇଂଲଣ୍ଡକୁ ୯ ଉଇକେଟ ଦରକାର। ତେବେ…
ଏହି ପ୍ରସିଦ୍ଧ କିକେଟ୍ରଙ୍କ ଘରୁ ଚୋରି
ମେଲବୋର୍ନ, ୯।୧: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ମେଲବୋର୍ନ ଘରୁ ଚୋରି ହୋଇଛି। ଚୋରମାନେ ପଣ୍ଟିଙ୍କ ଘରେ ରଖାଯାଇଥିବା କାର ଚୋରି କରି ନେଇଥିଲେ। ଚୋରି କାରକୁ ଖୋଜିବା ପାଇଁ ପୋଲିସକୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଶେଷରେ ପୋଲିସ…

