ଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲି ଖସିଲେ, ରୁଟ୍‌ ଉଠିଲେ

ଦୁବାଇ,୧୧।୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ପଞ୍ଚମ ସ୍ଥାନକୁ ଖସିଛନ୍ତି। ଅନ୍ୟପଟେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଦୁଇଟି ସ୍ଥାନ ଉପରକୁ ପଞ୍ଚମରେ ରହିଛନ୍ତି। ସେହିପରି ବୋଲିଂ…

ଦ୍ୱିତୀୟ ଟେଷ୍ଟ: ନେଟ୍ସରେ ଅକ୍ଷରଙ୍କ ଅଭ୍ୟାସ, ପ୍ରଥମ ଦିନରୁ ବଲ୍‌ ଟର୍ନ ହେବା ସମ୍ଭାବନା

ନୂଆଦିଲ୍ଲୀ,୧୧।୨(ପି.ଟି.): ଚେନ୍ନାଇରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ଅତିକମ୍‌ରେ ଗୋଟିଏ ପରିବର୍ତ୍ତନ ହେବା ନିଶ୍ଚିତ ହୋଇଛି। ପ୍ରଥମ ଟେଷ୍ଟରେ ନୌରାଶ୍ୟଜନକ ପ୍ରଦର୍ଶନ କରିଥିବା ନଦିମ ଏହି ମ୍ୟାଚ୍‌ରୁ ବାଦ୍‌ ପଡିବେ।…

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଥିମ୍‌, ରାଓନିକ୍‌

ମେଲବୋର୍ନ,୧୧।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ବୁଧବାର ତୃତୀୟ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ…

ଇଣ୍ଡିଆନ ସୁପର ଲିଗ୍‌: ସମ୍ମାନ ପାଇଁ ଓଡ଼ିଶା ଏଫ୍‌ସି ଖେଳିବ

ଗୋଆ,୧୧।୨(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସିର ପ୍ଲେ- ଅଫ୍‌ ଆଶା ଏକପ୍ରକାର ଶେଷ ହୋଇଛି। ଗୁରୁବାର ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କେରଳ ବ୍ଲାଷ୍ଟର୍ସକୁ ଭେଟିବ। ପ୍ଲେ- ଅଫ୍‌ ଦୌଡ଼ରୁ ବାଦ୍‌ ପଡିସାରିଥିବା…

ଆଇଏସ୍‌ଏଲ୍‌: ଚେନ୍ନାଇନ୍‌କୁ ହରାଇଲା ଜାମଶେଦପୁର

ବାମ୍ବୋଲିମ,୧୧।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଜାମଶେଦପୁର ଏଫ୍‌ସି ୧-୦ ଗୋଲରେ ଚେନ୍ନାଇନ୍‌ ଏଫ୍‌ସିକୁ ପରାସ୍ତ କରିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ୯୦ ତମ ମିନିଟ୍‌ରେ ଡେଭିଡ୍‌ ଗ୍ରାଣ୍ଡେ ଏକ ଚମତ୍କାର ଫିଲ୍ଡ ଗୋଲ ଦେଇ…

ଆରସିବି ସହ ଯୋଡ଼ି ହେଲେ ବାଙ୍ଗର

ବାଙ୍ଗାଲୁରୁ, ୧୦ା୨- ଭାରତୀୟ ଦଳର ପୂର୍ବତନ ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ସହ ବ୍ୟାଟିଂ ପରାମର୍ଶଦାତା ଭାବେ ଯୋଡ଼ି ହୋଇଛନ୍ତି। ତାଙ୍କ ସହ କେବଳ ଗୋଟିଏ ସିଜନ ପାଇଁ ଚୁକ୍ତି କରିଛି ଆରସିବି।…

ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡ଼ିବେ ଟିମ୍‌ ଇଣ୍ଡିଆର ଏହି ଖେଳାଳି

ନୂଆଦିଲ୍ଲୀ, ୧୦ା୨- ଇଂଲଣ୍ଡ ବିପକ୍ଷରେ ଚେନ୍ନାଇଠାରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ ଅତିକମ୍‌ରେ ଗୋଟିଏ ପରିବର୍ତ୍ତନ ହୋଇପାରେ। ପ୍ରଥମ ମ୍ୟାଚ୍‌ରେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଝାଡ଼ଖଣ୍ଡ ସ୍ପିନର ଶାହାବାଜ ନଦୀମ ଦଳରୁ ବାଦ୍‌ ପଡ଼ିବା ନିଶ୍ଚିତ।…

ଭାରତୀୟ ଟିମ୍‌ରେ ସାମିଲ ହୋଇଥିଲେ, ହେଲେ ବିନା ଡେବ୍ୟୁରେ ଦଳରୁ ବାହାର ହୋଇଥିଲେ ଏହି ୩ କ୍ରିକେଟର

ନୂଆଦିଲ୍ଲୀ,୧୦।୨: ଭାରତ ପକ୍ଷରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବାକୁ ଅନେକ ଲୋକ ଆଶା ରଖିଥାନ୍ତି। ହେଲେ ସେମାନଙ୍କ ମଧ୍ୟରୁ କିଛି ଭାଗ୍ୟବାନଙ୍କୁ ସୁଯୋଗ ମିଳିଥାଏ। ଭାରତ ଅଣ୍ଡର-୧୯, ଭାରତ ଏ ଏବଂ ଆଇପିଏଲ୍‌ ଆଦି ଫର୍ମାଟରେ ଖେଳାଳିମାନଙ୍କ ପ୍ରତିଭାକୁ ଆଗକୁ ଯିବାକୁ ବାଟ…

୮୦ ଫୁଟ ଗଭୀର କୂଅକୁ ୯ବର୍ଷର ଶିଶୁ ଫିଙ୍ଗି ଦେଲେ ଯୁବକ, ୩ ଦିନ ପରେ..

ଫିରୋଜାବାଦ୍‌,୧୦।୨: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ ଏହି ଉକ୍ତିର ଯଥାର୍ଥତା ଉତ୍ତର ପ୍ରଦେଶର ଫିରୋଜାବାଦରେ ଜିଲାରେ ସତ୍ୟ ସାବ୍ୟସ୍ତ ହୋଇଛି। ଏଠାରେ ଏକ ୯ ବର୍ଷୀୟ ବାଳକଙ୍କୁ ୮୦ ଫୁଟ୍‌…

ମୁମ୍ବାଇ ଦଳରେ ସ୍ଥାନ ପାଇଲେ ନାହିଁ ସଚିନ ତେନ୍ଦୁଲକରଙ୍କ ପୁଅ

ମୁମ୍ବାଇ,୧୦।୨: ଫେବୃଆରୀ ୨୦ରୁ ଆରମ୍ଭ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫିରେ ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କୁ ମୁମ୍ବାଇ ଦଳର ଅଧିନାୟକ ଭାବରେ ମନୋନୀତ କରାଯାଇଛି। ମୁମ୍ବାଇ କ୍ରିକେଟ ଆସୋସିଏସନ ୨୨ ଜଣିଆ ଦଳ ଘୋଷଣା କରିଛି। ଭାରତୀୟ ଓପନର୍‌ ପୃଥ୍ବି…

ଓ୍ବାଶିଂଟନ୍‌ଙ୍କୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିବ କି? ଗାଭାସ୍କର ଦେଲେ ଏଭଳି ଜବାବ

ଚେନ୍ନାଇ,୧୦।୨: ସ୍ଥାନୀୟ ଏମ୍‌.ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୨୨୭ରନ୍‌ରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ଭାରତୀୟ ଟିମ୍‌। ଏହା ପରେ ଦଳରେ ନିଆଯାଇଥିବା ଖେଳାଳିଙ୍କୁ ନେଇ ପ୍ରଶ୍ନ ଉଠୁଛି। ଅଧିନାୟକ ବିରାଟ କୋହଲି ସିରିଜ୍‌ର…

କୋହଲିଙ୍କୁ ଆଉ ଏକ ବଡ ଝଟ୍‌କା

ଚେନ୍ନାଇ,୧୦।୨: ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆର ପରାଜୟ ପରେ ବିରାଟ କୋହଲିଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଆଇସିସି ଟେଷ୍ଟ ମାନ୍ୟତାରେ ବିରାଟ କୋହଲି ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି। ଏଥି ସହିତ ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ଦ୍ୱିଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?