ଫ୍ରେଞ୍ଚ୍ ଓପନ୍: ଫାଇନାଲରେ ନାଡାଲ
ପ୍ୟାରିସ୍,୧୦।୧୦(ଏପି): କ୍ଲେ କୋର୍ଟର ରାଜା ବିବେଚିତ ହେଉଥିବା ସ୍ପେନର ରାଫାଲ ନାଡାଲ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସର ପ୍ରଥମ ସେମିଫାଇନାଲ୍ରେ ଦ୍ୱିତୀୟ ସିଡ୍ ନାଡାଲ ଦ୍ୱାଦଶ ସିଡ୍ ଆର୍ଜେଣ୍ଟିନାର ଡିଏଗୋ...
ଫିଫା ବିଶ୍ୱକପ୍ କ୍ୱାଲିଫାୟର୍ସ: ଆର୍ଜେଣ୍ଟିନା, ଉରୁଗୁଏ ବିଜୟୀ
ସାଓ ପାଉଲୋ,୧୦।୧୦(ଏପି): ପାଖାପାଖି ଗୋଟିଏ ବର୍ଷ ପରେ ଆର୍ଜେଣ୍ଟିନା ଓ ଉରୁଗୁଏ ପ୍ରଥମ ଫୁଟବଲ ମ୍ୟାଚ୍ ଖେଳି ବିଜୟ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ କ୍ୱାଲିଫାଇୟର୍ସର ପ୍ରାରମ୍ଭିକ ମୁକାବିଲାରେ ସେଭଳି କିଛି ଖାସ୍ ପ୍ରଦର୍ଶନ ନ କରି ଏହି...
ପଞ୍ଜାବ – କୋଲକାତା ମୁକାବିଲା: ଟ୍ରାକ୍କୁ ଫେରିବା ଲକ୍ଷ୍ୟରେ ପଞ୍ଜାବ
ଆବୁଧାବି,୧୦।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତୃତୀୟ ଡବଲ ହେଡରରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମ ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ପଞ୍ଜାବ ଏହି ମ୍ୟାଚ୍ରେ ଟ୍ରାକ୍କୁ ଫେରିବ ଲକ୍ଷ୍ୟରେ ରହିଛି। ଗତ...
ଧୋନୀ- କୋହଲି ମୁକାବିଲା: ଚେନ୍ନାଇର ବ୍ୟାଟିଂ ଉପରେ ନଜର
ଦୁବାଇ,୧୦।୧୦(ପି.ଟି.): ତୃତୀୟ ଡବଲ ହେଡରର ଦ୍ୱିତୀୟ ମ୍ୟାଚ୍ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶନିବାର ପରସ୍ପରକୁ ଭେଟିବେ। ବ୍ୟାଟିଂକୁ ନେଇ ଉଭୟ ଦଳ ସଂଘର୍ଷ କରୁଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ...
ଧୋନୀଙ୍କ ୫ ବର୍ଷର ଝିଅକୁ ମିଳିଲା ବଳାତ୍କାର ଧମକ
ଭାରତରେ କ୍ରିକେଟ ଏକ ଲୋକପ୍ରିୟ ଖେଳ। ବର୍ତ୍ତମାନ ୟୁଏଇରେ ଆଇପିଏଲ୍ର ୧୩ତମ ସଂସ୍କରଣ ଖେଳ ଚାଲିଛି। ଚଳିତ ସିଜିନ୍ରେ ଚେନ୍ନାଇ ସୁପର କିଙ୍ଗସ୍ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ୬ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର...
ପଞ୍ଜାବ ପାଇଁ ବୋଝ ୧୦.୭୫ କୋଟି ଟଙ୍କାର ଏହି ଷ୍ଟାର୍ ଅଲରାଉଣ୍ଡର
ୟୁଏଇରେ ଚାଲିଥିବା ଆଇପିଏଲର ୧୩ତମ ସିଜନରେ ଗୁରୁବାର ପର୍ଯ୍ୟନ୍ତ ୨୨ଟି ମ୍ୟାଚ ଖେଳାଯାଇଛି। ସମସ୍ତ ଦଳ ଅତି କମରେ ୫ଟି ମ୍ୟାଚ ଖେଳିଛନ୍ତି। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ଥିବାବେଳେ କିଙ୍ଗସ ଏକାଦଶ ପଞ୍ଜାବ ଦଳ ୬ଟି...
ମ୍ୟାଚ୍ ଜିତିବା ପରେ ମାଲିକଙ୍କୁ ବଡ ପାଟିରେ ଏମିତି କହିଲେ ଦୀନେଶ କାର୍ତ୍ତିକ
ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଏକ ନିଶ୍ଚିତ ପରାଜୟ ମ୍ୟାଚ୍କୁ ଜିତିଛି କୋଲକାତା ନାଇଟ ରାଇଡର୍ସ। ଏହି ବିଜୟ ପରେ ଦଳର ମନୋବଳ ବୃଦ୍ଧି ପାଇଛି। ଏହି ମ୍ୟାଚରେ କେକେଆରର ଯୁବ ଓପନର୍ ରାହୁଲ ତ୍ରିପାଠୀ ବିଜୟର...
ସେମିଫାଇନାଲରେ ଜୋକୋଭିଚ୍
ପ୍ୟାରିସ, ୯।୧୦(ଏପି)-ବାମ ହାତରେ ଯନ୍ତ୍ରଣା ସତ୍ତ୍ୱେ ସର୍ବିୟାର ନୋଭାକ୍ ଜୋକୋଭିଚ୍ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ଲୋ ଷ୍ଟାର୍ଟ କରିଥିବା ଏହି ଟପ୍ ସିଡ୍ ଖେଳାଳି କ୍ୱାର୍ଟର ଫାଇନାଲରେ ୧୭ତମ ସିଡ୍...
ବେଙ୍ଗାଲୁରୁ ୟୁନାଇଟେଡ୍କୁ ହରାଇଲା ଭବାନୀପୁର ଏଫ୍ସି
କୋଲକାତା, ୯ା୧୦ (ପି.ଟି.)-କରୋନା ଯୋଗୁ ଦେଶରେ ୭ ମାସ ହେବ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥାଣୁ ହୋଇଯାଇଥିଲା। ଗୁରୁବାରଠାରୁ ଆରମ୍ଭ ହୋଇଛି ଫୁଟ୍ବଲ ପ୍ରତିଯୋଗିତା। ବିନା ଦର୍ଶକରେ ଅନୁଷ୍ଠିତ ଆଇ-ଲିଗ୍ କ୍ୱାଲିଫାୟାର୍ସର ଓପନିଂ ମ୍ୟାଚ୍ରେ ସହରର ଅନ୍ୟତମ କ୍ଲବ ଭବାନୀପୁର୍ ଏଫ୍ସି...
ଟପ୍ସ ସେଣ୍ଟରରେ ଶ୍ରେଷ୍ଠ ଟ୍ରେନିଂ ବ୍ୟବସ୍ଥା କରାଯିବ: ରିଜିଜୁ
ନୂଆଦିଲ୍ଲୀ, ୯ା୧୦ (ପି.ଟି.)-ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍ (ଟପ୍ସ) ଅନ୍ତର୍ଭୁକ୍ତ ଆଥଲେଟ୍ଙ୍କ ଲାଗି ଉଦ୍ଦିଷ୍ଟ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ନ୍ୟାଶନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ (ଏନ୍ସିଓଇ)ରେ ଶ୍ରେଷ୍ଠ ଟ୍ରେନିଂ ବ୍ୟବସ୍ଥା କରାଯିବ। ୨୦୨୪ ଏବଂ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ...
ଫ୍ରେଞ୍ଚ୍ ଓପନ: ସ୍ବିଟେକ-କେନିନ ଫାଇନାଲ
ପ୍ୟାରିସ, ୯।୧୦-ପୋଲାଣ୍ଡର ଇଗା ସ୍ବିଟେକ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ୪ ନମ୍ବର ଖେଳାଳି ସୋଫିଆ କେନିନଙ୍କୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲରେ କେନିନ୍ ୭ ନମ୍ବର ଖେଳାଳି ପେତ୍ରା...
ପଞ୍ଜାବକୁ ହରାଇ ହାଇଦ୍ରାବାଦ ତୃତୀୟ
ଦୁବାଇ, ୯।୧୦: ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ସନ୍ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍ର ଗୁରୁବାର ମ୍ୟାଚରେ ୬୯ ରନରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି।...
Archives


