Posted inଖେଳ

ଆଇସିସି ଡବ୍ଲ୍ୟୁସି ସୁପର ଲିଗ୍‌ ତାଲିକାରେ ଉଠିଲା ଭାରତ

ନୂଆଦିଲ୍ଲୀ,୨୯।୩ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୁରୁଷ ବିଶ୍ୱକପ୍‌ ସୁପର ଲିଗ୍‌ ତାଲିକାରେ ସପ୍ତମ ସ୍ଥାନକୁ ଉଠିଛି ଭାରତୀୟ ଦଳ। ଇଂଲଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍‌କୁ ୭ ରନ୍‌ରେ ଜିତିବା ସହ ଭାରତୀୟ ଦଳ ୨-୧ରେ ହାତେଇ ନେଇଛି ଦିନିକିଆ ସିରିଜ୍‌। ଏଥିଯୋଗୁ ଟିମ୍‌ ଇଣ୍ଡିଆର ଡବ୍ଲ୍ୟୁସି ର଼୍ୟାଙ୍କିଙ୍ଗ୍‌ରେ ଆସିଛି ଉନ୍ନତି।

ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ୪୦ ପଏଣ୍ଟ ସହ ଶୀର୍ଷରେ ରହିଛି ଇଂଲଣ୍ଡ। ଏହି ଲିଗ୍‌ରେ ୯ ମ୍ୟାଚ୍‌ ଖେଳି ଇଂଲଣ୍ଡ ୪ଟି ଜିତିଥିବାବେଳେ ୫ଟି ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇିଛି। ଆଉ ଲିଗ୍‌ରେ ୬ଟି ମ୍ୟାଚ୍‌ ଖେଳିଥିବା ଟିମ୍‌ ଇଣ୍ଡିଆ ୩ ଲେଖାଏ ପରାଜୟ ଓ ବିଜୟ ସହ ହାତେଇଛି ୨୯ ପଏଣ୍ଟ।

ଗତବର୍ଷ ଜୁଲାଇରେ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ସିରିଜ୍‌ରୁ ଆରମ୍ଭ ହୋଇଛି ଏହି ସୁପର ଲିଗ୍‌। ଏଥିରେ ଆଇସିସିର ୧୨ ସମ୍ପୂର୍ଣ୍ଣ ସଦସ୍ୟ ବିଶ୍ୱକପ୍‌ ଯୋଗ୍ୟତା ପାଇଁ ପ୍ରତିଯୋଗିତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଏଣ୍ଟ ଭାଗ କଲେ ଶ୍ରୀଲଙ୍କା- ବାଂଲାଦେଶ: ବର୍ଷାଯୋଗୁ ମ୍ୟାଚ୍‌ ବାତିଲ

ବ୍ରିଷ୍ଟଲ,୧୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ କ୍ରମାଗତ ଦ୍ୱିତୀୟଥର ପାଇଁ ଶ୍ରୀଲଙ୍କା ପଏଣ୍ଟ ଭାଗ କରିଛି। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ମଙ୍ଗଳବାର ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ...

ଡୋପିଂ ମାମଲା: ‘ଓପନ’ ହିଅରିଂ ଦାବି କଲେ ସନ୍‌

ବେଜିଂ, ୨୧ା୭ (ଏଏଫ୍‌ପି)-ସୁଇମିଂ ସୁପରଷ୍ଟାର ସନ୍‌ ୟାଙ୍ଗ୍‌ ତାଙ୍କ ଡୋପିଂ ମାମଲାର ଶୁଣାଣି ସର୍ବସାଧାରଣରେ କରିବା ଲାଗି ନିବେଦନ କରିଛନ୍ତି। ସନ୍‌ ଏକମାତ୍ର ସନ୍ତରଣକାରୀ ଭାବେ...

ଭାରତର ସ୍ଥିତି ମଜଭୁତ୍‌

ମୁମ୍ବାଇ,୫।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯାଉଛି। ସାତୋଟି ପାଇଁ ୨୭୬ ରେ...

ମୁମ୍ବାଇ ସିନିୟର ଦଳରୁ ପଦାର୍ପଣ ମ୍ୟାଚ ଖେଳିଲେ ଅର୍ଜୁନ

ମୁମ୍ବାଇ, ୧୬ା୧ (ପି.ଟି.)-ଆଇକନିକ ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ତଥା ଉଦୀୟମାନ ବାମହାତୀ ପେସ୍‌ ବୋଲର ଅର୍ଜୁନ ତେନ୍ଦୁଲକର ଶୁକ୍ରବାର ମୁମ୍ବାଇ ସିନିୟର ଦଳରୁ...

ବ୍ରିସ୍‌ବେନ୍‌ରେ ଆଘାତ ସମସ୍ୟା ଜର୍ଜରିତ ଭାରତୀୟ ଦଳର ଅଭ୍ୟାସ

ବ୍ରିସ୍‌ବେନ୍‌,୧୪।୧(ପି.ଟି.): ଆଘାତ ସମସ୍ୟା ଜର୍ଜରିତ ଭାରତୀୟ କ୍ରିକେଟ ଦଳ ବୁଧବାର ବ୍ରିସ୍‌ବେନ୍‌ରେ ଅଭ୍ୟାସ କରିଛି। ସ୍ଥାନୀୟ ଗାବା ଗ୍ରାଉଣ୍ଡରେ ଦଳର ପ୍ରଥମ ଟ୍ରେନିଂ ସେସନରେ ଭାରତୀୟ...

ଦଳର ବିଜୟ ପରେ ବି ରାଗିଗଲେ ଗମ୍ଭୀର, ହରାଇଲେ ନିୟନ୍ତ୍ରଣ

ପୁଣେ,୨।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଲକ୍ଷ୍ନୌ ଦଳ...

କାହିଁକି ଭାରତୀୟ ପ୍ରଶଂସକଙ୍କ ମନ ଜିଣିଲେ ଆଫ୍ରିଦୀ

ନୂଆଦିଲ୍ଲୀ, ୩୦।୭: ପାକିସ୍ତାନ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଧିନାୟକ ଶାହିଦ ଆଫ୍ରିଦୀ ଅଧିକାଂଶ ସମୟରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି। ଯେଉଁଥି ପାଇଁ...

ଅଭ୍ୟାସ ପାଇଁ ସମୟ ନ ଥିବାରୁ ଚିନ୍ତିତ ନୁହେଁ : କୋହଲି

ମୁମ୍ବାଇ,୨।୬ : ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ। ଏଥି ପୂର୍ବରୁ ଅଭ୍ୟାସ...

Advertisement
Archives

Model This Week