Posted inଖେଳ

ଗୋଟିଏ ଓଭରରେ ୬ ଛକା ମାରିଲେ ଏହି ବ୍ୟାଟ୍ସମ୍ୟାନ

କଲମ୍ବୋ,୨୯।୩ : ଅଲରାଉଣ୍ଡର ଥିସାରା ପେରେରା ଶ୍ରୀଲଙ୍କାର ପ୍ରଥମ ଖେଳାଳି ଭାବେ ଗୋଟିଏ ଓଭରରେ ଲଗାଇଛନ୍ତି ୬ଟି ଛକା। ୩୧ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ସୋମବାର ଖେଳାଯାଇଥିବା ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ୧୩ଟି ବଲର ସମ୍ମୁଖୀନ ହୋଇ ଖେଳିଛନ୍ତି ୫୨ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୮ ଛକା। ଏଥିରୁ ୬ଟି ଛକା ସେ ଗୋଟିଏ ଓଭରରେ ଲଗାଇଥିଲେ। ଆଉ ଏହା ହେଲା ଶ୍ରୀଲଙ୍କାର ପ୍ରଥମ ଶ୍ରେଣୀ କ୍ରିକେଟର ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ। ପେସାଦାର କ୍ରିକେଟରେ ଗୋଟିଏ ଓଭରରେ ୬ ଛକା ଲଗାଇବାରେ ପେରେରା ବିଶ୍ୱର ୯ମ ବ୍ୟାଟ୍ସମ୍ୟାନ। ଏଥି ପୂର୍ବରୁ ଗାରିଫିଲ୍ଡ ସୋବର୍ସ, ହର୍ସେଲ ଗିବ୍ସ, ଯୁବରାଜ ସିଂ, ରସ ଓ୍ବିଟଲେ, ହାଜରୁତୁଲା ଜାଜାଇ, ଲିଓ କାର୍ଟର ଓ କିରନ ପୋଲାର୍ଡ ସମାନ ସଫଳତାର ଅଧିକାରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରମୋଦ, ଦିଲେଶ୍ୱର

ଭୁବନେଶ୍ୱର, ୨୦।୫ (କ୍ରୀଡ଼ା ପ୍ରତିନିଧି): ବାହାରିନ୍‌ର ମାନାମାଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ଓଡ଼ିଶାର ପ୍ରମୋଦ ଭଗତ ଓ ଦିଲେଶ୍ୱର...

ଓ୍ବେଷ୍ଟଇଣ୍ଡିଜ ରିଜର୍ଭ ଲିଷ୍ଟରେ ବ୍ରାଭୋ, ପୋଲାର୍ଡ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୦।୫(ପି.ଟି.)- ଆଇସିସି ବିଶ୍ୱକପ୍‌ ଲାଗି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ରବିବାର ୧୦ ରିଜର୍ଭ ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏହି...

ବଡ଼ ରେକର୍ଡ ହାସଲ କଲେ ରୋନାଲଡୋ

ଲିସବୋନ୍‌,୨୪।୩: ପର୍ତ୍ତୁଗାଲର ତାରକା ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲଡୋ ସର୍ବାଧିକ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଖେଳିଥିବା ଖେଳାଳି ହୋଇଛନ୍ତି। ସେ ଏହି ପ୍ରସଙ୍ଗରେ କୁଏତର ବାଦେର୍‌ ଅଲ-ମୁତାୱାଙ୍କୁ...

ମୁମ୍ବାଇର ଅବିଶ୍ୱସନୀୟ ବିଜୟ

ମୁମ୍ବାଇ,୬।୫: ଶେଷ ଓଭରରେ ୯ ରନ କରିପାରିଲାନି ଗୁଜରାଟ ଟାଇଟାନ୍ସ। ଡେଥ୍‌ ଓଭରରେ ଡାନିଏଲ୍‌ ସାମ୍ସ ଚମତ୍କାର ବୋଲିଂ କରି ମାତ୍ର ୩ ରନ ବ୍ୟୟ...

ନିଜକୁ ଫିଟ୍‌ ରଖିବାକୁ ବିରିୟାନୀ ଖାଇବା ଛାଡ଼ିିଦେଇଛନ୍ତି ଖେଳାଳି

ସାଉଥାମ୍ପଟନ୍‌, ୨୪।୬: ବିଶ୍ୱକପରେ ପ୍ରଥମ ମ୍ୟାଚ ଖେଳି ସଫଳତା ପାଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଆହତ ଭୁବନେଶ୍ୱର କୁମାରଙ୍କ...

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୨୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଏହି ମ୍ୟାଚ୍‌ରେ ଟସ ଜିତିବା ପରେ ନ୍ୟୁଜିଲାଣ୍ଡର...

ସେରେନା, ନାଡାଲ ଚତୁର୍ଥ ରାଉଣ୍ଡରେ

ଲଣ୍ଡନ, ୭ା୭ (ଏଏଫ୍‌ପି)-ସାତ ଥର ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଏବଂ ବିଶ୍ୱର ନମ୍ବର ଓ୍ବାନ ଆଶଲେ ବାର୍ଟି ଓ୍ବିମ୍ବେଲଡନ ଓପନ ଟେନିସ୍‌ ଚାମ୍ପିୟନଶିପ୍‌ ମହିଳା ସିଙ୍ଗଲ୍ସ...

ଆଇପିଏଲ୍‌ରେ କରୋନା: ସିଏସ୍‌କେର ୧୩ ପଜିଟିଭ୍‌, ରାଇନାଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ/ଦୁବାଇ, ୩୦ା୮ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଫ୍ରାଞ୍ଚାଇଜ୍‌ରେ ବିଭ୍ରାଟ ଦେଖା ଦେଇଛି। ଦୁଇଜଣ କ୍ରିକେଟରଙ୍କ ସମେତ...

Advertisement
Archives

Model This Week