ଖେଳ

କାମକୁ ଫେରିଲେ ଗାଙ୍ଗୁଲି: କହିଲେ, ଭୟଭୀତ ହୋଇଯାଇଥିଲି

ନୂଆଦିଲ୍ଲୀ,୧୭।୨: ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୁସ୍ଥ ହୋଇ ପୁଣି କାର୍ଯ୍ୟକୁ ଫେରିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଦୁଇଥର ଡାକ୍ତରଖାନା ଯିବାକୁ ପଡିଲା। ଏଠାରେ ଗାଙ୍ଗୁଲି ସମାନ ମାସରେ ଦୁଇଥର ଆଞ୍ଜିଓପ୍ଲାଷ୍ଟି…

ବିବାହ ବନ୍ଧନରେ ଆଉ ଜଣେ ଭାରତୀୟ କ୍ରିକେଟର, ପ୍ରେମିକାଙ୍କ ଧରିଲେ ହାତ

ନୂଆଦିଲ୍ଲୀ,୧୭।୨: ଭାରତୀୟ ଅଫ୍‌ ସ୍ପିନ୍‌ ଅଲରାଉଣ୍ଡର ଜୟନ୍ତ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରେମିକା ଦିଶା ଚାଓ୍ବଲାଙ୍କୁ ସେ ଜୀବନସାଥୀ କରିଛନ୍ତି। ପାରମ୍ପରିକ ପାର୍ସି ରୀତିନୀତିରେ ସେମାନେ ବିବାହ କରିଛନ୍ତି। ଏହାର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…

ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ ବୁଧବାର ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୬ ବର୍ଷୀୟ ଏହି କ୍ରିକେଟର ନିଜ ଦେଶ ପାଇଁ ୬୯ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏଥିରେ ସେ…

ଅଧିନାୟକ ଭାବେ ଏସିଆରେ ପ୍ରଥମ ମ୍ୟାଚ୍‌ ହାରିଲେ ଜୋ’ ରୁଟ

ଚେନ୍ନାଇ,୧୭।୨: ଜୋ ରୁଟଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଦ୍ୱିତୀୟ ଟେଷ୍ଟରେ ‌୩୧୭ ରନରେ ହାରିଛି। ଅଧିନାୟକ ଭାବରେ ଏସିଆରେ ରୁଟ୍‌ଙ୍କ ଏହା ହେଉଛି ପ୍ରଥମ ପରାଜୟ। ଏହା ପୂର୍ବରୁ ଖେଳାଯାଇଥିବା ସମସ୍ତ ୬ଟି ଟେଷ୍ଟରେ ରୁଟ ଜିତିଥିଲେ। ରୁଟ ହେଉଛନ୍ତି ଏକମାତ୍ର…

ବାସନ୍ଦ ହୋଇପାରନ୍ତି କୋହଲି!

ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ୩୧୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଫଳରେ ୪ଟି ଟିକିଆ ଟେଷ୍ଟ ମ୍ୟାଚ୍‌ ଏବେ ୧-୧ ରେ ବରାବର ରହିଛି। କିନ୍ତୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ବଡ଼ ବିପଦର…

ଏକଦିବସୀୟ ମ୍ୟାଚ୍‌ରେ ଦ୍ରୁତ ୫୦, ୧୦୦ ମାରିଥିବା ବ୍ୟାଟ୍ସମ୍ୟାନ୍‌ କିଏ ଜାଣନ୍ତି

ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ କ୍ରିକେଟରେ ଅନେକ ରେକର୍ଡ ହାସଲ କରିଛନ୍ତି। ପ୍ରଶଂସକମାନେ ତାଙ୍କୁ ଶ୍ରୀ ୩୬୦, ସୁପରମ୍ୟାନ, ଏବି ଡି ଡାକନ୍ତି। ଫିଲ୍ଡର ଯେକୌଣସି କୋଣକୁ ବଲ ପଠାଇଦେବାର ଦକ୍ଷତା ତାଙ୍କର ଅଛି। ୨୦୧୮, ମେ ୨୩ରେ…

ଜାତୀୟ ଦୃଷ୍ଟିହୀନ କ୍ରିକେଟ: ଓଡ଼ିଶା ରନର୍ସ ଅପ୍‌

ଭୁବନେଶ୍ବର, ୧୭।୨(କ୍ରୀଡ଼ା ପ୍ରତିନିଧି)- ବେଙ୍ଗାଲୁରୁରେ ଆୟୋଜିତ ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ରନର୍ସ ଅପ୍‌ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଓଡ଼ିଶା ୮୦ ରନରେ ଆନ୍ଧ୍ର ପ୍ରଦେଶଠାରୁ ହାରି ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆନ୍ଧ୍ର…

ଶୁବମନ ଗିଲ୍‌ ଆହତ

ଚେନ୍ନାଇ, ୧୭।୨(ପି.ଟି.)- ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ ଆହତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ଫିଲ୍ଡିଂ ଅବସରରେ ସେ ବାମହାତରେ ଆଘାତ ପାଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ତାଙ୍କ ଆଘାତ ସ୍ଥାନକୁ ସ୍କାନ କରାଯାଇଛି।…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲ: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ଚେନ୍ନାଇ, ୧୭।୨(ପି.ଟି.)- ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡକୁ ୩୧୭ ରନରେ ହରାଇବା ଦ୍ୱାରା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଚେପକ୍‌ରେ ବିଜୟ ଦ୍ୱାରା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ…

ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ପରିବର୍ତ୍ତନ ମୋଇନ୍‌ ବାଦ୍‌, ବେୟାରଷ୍ଟୋ, ଉଡ୍‌ ସାମିଲ

ଚେନ୍ନାଇ, ୧୭।୨(ପି.ଟି.)- ଅହମ୍ମଦାବାଦଠାରେ ଫେବୃୟାରୀ ୨୪ରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ଦିବାରାତ୍ର ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଉଇକେଟ କିପର ଜନି ବେୟାରଷ୍ଟୋ ଓ ଦ୍ରୁତ ବୋଲର ମାର୍କ ଉଡ୍‌ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟଭାର ହ୍ରାସ ପାଇଁ…

ଧୈର୍ଯ୍ୟ, ସଂକଳ୍ପ, ସାହସିକତା ଦେଖାଇଛୁ: କୋହଲି

ଚେନ୍ନାଇ,୧୭।୨(ପି.ଟି.): ଦ୍ୱିତୀୟ ଟେଷ୍ଟରେ ବୃହତ୍‌ ବିଜୟ ହାସଲ କରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ଖୁସିକୁ ଛପାଇ ରଖିପାରି ନାହାନ୍ତି। ଏହା ଆମ ପାଇଁ ଏକ ବଡ଼ ସଫଳତା। ତେବେ ଚେପକ୍‌ର ଏହି ପିଚ୍‌ ସ୍ପିନ୍‌ ବୋଲରଙ୍କୁ ସୁହାଉଥିବା…

ଇଂଲଣ୍ଡ ‘ବି’ ଟିମ୍‌କୁ ହରାଇଥିବାରୁ ଭାରତକୁ ଅଭିନନ୍ଦନ: ପିଟରସନ

ଚେନ୍ନାଇ,୧୭।୨(ପି.ଟି): ବିଜୟୀ ଭାରତୀୟ ଦଳକୁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଅଭିନନ୍ଦନ ଜଣାଇଛନ୍ତି। ତେବେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ‘ବି’ ଟିମ୍‌କୁ ହରାଇଛି ବୋଲି ସେ ହିନ୍ଦୀରେ ଟୁଇଟ୍‌ କରିଛନ୍ତି। ଟୁଇଟରରେ ‘ବଧାଇ ହୋ ଇଣ୍ଡିଆ, ଇଂଲଣ୍ଡ ‘ବି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?