ଟୋକିଓ ଅଲିମ୍ପିକ୍ସ: ମାରିଙ୍କ ବଦଳରେ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇପାରେ
ଟୋକିଓ,୧୭।୨(ଏପି): ଟୋକିଓ ଅଲିମ୍ପିକ ଆୟୋଜକ କମିଟି ଅଧ୍ୟକ୍ଷ ଭାବେ ୟୋଶିରୋ ମୋରିଙ୍କ ସ୍ଥାନରେ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଛି। ୮୩ ବର୍ଷୀୟ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ମୋରିଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ମହିଳାଙ୍କ ବିରୋଧରେ ଆପତ୍ତିଜନକ…
ପୁରୁଷ ସିଙ୍ଗଲ୍ସ: ଜୋକୋଭିଚ୍- କାରାସେଭ ସେମିଫାଇନାଲ
ମେଲବୋର୍ନ,୧୭।୨(ଏପି): ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଏଥିରେ ଟପ୍ ସିଡ୍ ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ ଜୋକୋଭିଚ୍ ଓ ରୁଷିଆର କ୍ୱାଲିଫାୟର ତଥା ବିଶ୍ୱର ୧୧୪ ନମ୍ବର ଖେଳାଳି ଅସଲାନ କାରାସେଭ ପରସ୍ପରକୁ ଭେଟିବେ।…
ଅଷ୍ଟ୍ରେଲିଆନ ଓପନ୍ ସେରେନା- ଓସାକା ସେମିଫାଇନାଲ
ମେଲବୋର୍ନ,୧୭।୨: ଅଷ୍ଟ୍ରେଲିଆନ ଓପନ ଟେନିସ୍ ଟୁର୍ନାମେଣ୍ଟରେ ଅଭିଜ୍ଞ ଆମେରିକୀୟ ମହିଳା ଖେଳାଳି ସେରେନା ଓ୍ବିଲିୟମ୍ସ ପୁଣି ଥରେ ନିଜର ଯାଦୁ ଦେଖାଇଛନ୍ତି। ଟୁର୍ନାମେଣ୍ଟରେ ୧୦ତମ ସିଡ୍ ମାନ୍ୟତା ପାଇଥିବା ୩୯ ବର୍ଷୀୟ ସେରେନା ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର…
ମାନସିକ ଅସୁସ୍ଥତା କାରଣରୁ କ୍ରିକେଟରୁ ଦୂରେଇଲେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି
ମୁମ୍ବାଇ,୧୬।୨: ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ତଥା ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ କୁଇଣ୍ଟନ ଡି’ କକ୍ କ୍ରିକେଟରୁ କିଛି ସପ୍ତାହ ପାଇଁ ଦୂରେଇ ଯାଇଛନ୍ତି। ମାନସିକ ଅସୁସ୍ଥତା କାରଣରୁ ତାଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି।…
ଲଜ୍ଜାଜନକ ପରାଜୟକୁ ନେଇ ଇଂଲଣ୍ଡ ଅଧିନାୟକ କହିଲେ ଏଭଳି
ଚେନ୍ନାଇ,୧୬।୨: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ୩୧୭ରନ୍ ବ୍ୟବଧାନରେ ହାରିଛି ଇଂଲଣ୍ଡ ଟିମ୍। ଫଳରେ ସିରିଜ୍ ୧-୧ ସମାନ ସ୍ଥିତିରେ ପହଞ୍ଚିଛି। ଏହି ଜିତ୍ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ବେଶ୍ ଉତ୍ସାହିତ ଥିବା ବେଳେ ଇଂଲଣ୍ଡ ଅଧିନାୟକ…
ର଼୍ୟାକେଟ ଉପରେ ଶୁଝାଇଲେ ସବୁ ରାଗ ବିଶ୍ୱର ନମ୍ବର ଓ୍ବାନ ଟେନିସ୍ ଖେଳାଳି
ମେଲବୋର୍ନ,୧୬।୨: ଚଳିତ ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଲେକ୍ସଜାଣ୍ଡର ଜାଭରେଭଙ୍କ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ବିଶ୍ୱର ନମ୍ବର ଓ୍ବାନ ସିଙ୍ଗଲ୍ସ ଖେଳାଳି ନୋଭାକ୍ ଜୋକୋଭିଚ୍ କୋର୍ଟରେ ର଼୍ୟାକେଟ ଉପରେ ସବୁ ରାଗ…
ଚେନ୍ନାଇ ଟେଷ୍ଟରେ ବିଶାଳ ବିଜୟ ପରେ ଧୋନୀଙ୍କ ରେକର୍ଡର ସମକକ୍ଷ ହେଲେ କୋହଲି
ଚେନ୍ନାଇ,୧୬।୨: ଭାରତୀୟ ଅଧିନାୟକ ଭାବେ ନୂତନ ଉପଲବ୍ଧି ହାସଲ କରିଛନ୍ତି ବିରାଟ କୋହଲି। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୩୧୭ରନ୍ ବ୍ୟବଧାନରେ ଜିତିଛି ଟିମ୍ ଇଣ୍ଡିଆ। ଏଥିସହ ଦଳ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ ସ୍ଥିତିକୁ ଆଣିବାରେ ସଫଳ…
ଡେବ୍ୟୁ ଟେଷ୍ଟରେ ୫ ଉଇକେଟ ନେଇ ଚମକିଲେ ଏହି ସ୍ପିନର, ସ୍ପେଶାଲ କ୍ଲବରେ…
ଚେନ୍ନାଇ,୧୬।୨: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗୋଟିଏ ପାଳିରେ ୫ ଉଇକେଟ ନେଇ ସ୍ପେଶାଲ କ୍ଲବରେ ସ୍ଥାନ ହାସଲ କରିଛନ୍ତି ଭାରତୀୟ ସ୍ପିନର ଅକ୍ଷର ପଟେଲ। ନିଜର ଡେବ୍ୟୁ ମ୍ୟାଚ୍ରେ ୫ ଉଇକେଟ ନେଇଥିବା ୯ମ ଭାରତୀୟ ଖେଳାଳି ସେ…
ଚତୁର୍ଥ ଦିନରେ ଫିଲ୍ଡିଂ କରିବାକୁ ଆସିଲେନି ଶୁଭମନ? ବିସିସିଆଇ କହିଲା…
ଚେନ୍ନାଇ,୧୬।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଫିଲ୍ଡିଂ କରିବାକୁ ଆସି ନ ଥିଲେ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ। ଏହା ପଛର କାରଣ ସାମ୍ନାକୁ ଆସିଛି। ବିସିସିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଶୁଭମନ ଦ୍ୱିତୀୟ ଟେଷ୍ଟର ତୃତୀୟ…
ତୃତୀୟ ଟେଷ୍ଟରେ ଅଧିକ ମଜଭୂତ ହେବ ଟିମ୍ ଇଣ୍ଡିଆ, ଯୋଡ଼ି ହେବେ ଏହି ଦୁଇ ଧୁରନ୍ଧର
ନୂଆଦିଲ୍ଲୀ,୧୬।୨: ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ସହ ଯୋଡ଼ି ହେବେ ଦ୍ରୁତ ବୋଲର୍ ମହମ୍ମଦ ଶାମୀ ଏବଂ ନବଦୀପ ସାଇନି। ଉଭୟ ଆହତ ସମସ୍ୟା ଦେଇ ଗତି କରୁଥିଲେ। ହେଲେ ଏବେ…
ପ୍ରାକ୍ତନ ଖେଳାଳି କହିଲେ ‘ସିରିଜ୍ ଜିତିବ ଭାରତ’
ନୂଆଦିଲ୍ଲୀ, ୧୬।୨ : ପ୍ରଥମ ମ୍ୟାଚ୍ରେ ଲଜ୍ଜାଜନକ ପରାଜୟ ପରେ ଦ୍ୱିତୀୟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତୀୟ ଦଳ। ଏଥିସହ ୪ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଏବେ ୧-୧ର ବରାବର ସ୍ଥିତିରେ ପହଞ୍ଚିଛି। ପଦାର୍ପଣ କରିଥିବା ବାମହାତୀ ସ୍ପିନର…
ଉପରକୁ ଉଠିଲା ଟିମ୍ ଇଣ୍ଡିଆ
ଚେନ୍ନାଇ, ୧୬।୨ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୩୧୭ ରନରେ ଜିତିବା ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସ୍ଥାନକୁ ଉଠିଛି। ଏହା ଦର୍ଶାଇଛି ସଦ୍ୟ ପ୍ରକାଶିତ ଡବ୍ଲ୍ୟୁଟିସି ର଼୍ୟାଙ୍କିଙ୍ଗ୍ ତାଲିକା। ର଼୍ୟାଙ୍କିଙ୍ଗ୍ର ଶୀର୍ଷରେ ରହିଛି…

