ଖେଳ

ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାହାରିପାରନ୍ତି ଇଂଲଣ୍ଡ ଅଧିନାୟକ, ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୨: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ରେ ଖେଳି ନ ପାରନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌। ଏବେ ଉଭୟ ଟିମ୍‌ ମଧ୍ୟରେ ଟେଷ୍ଟ ସିରିଜ୍‌ ଜାରି ରହିଛି। ଏହା ଶେଷ ହେବା ପରେ ଇଂଲଣ୍ଡର ରୋଟେଶନ୍‌ ପଲିସି…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଶ୍ରୀଲଙ୍କାର ଏହି ଦ୍ରୁତ ବୋଲର୍‌, ୬ ବର୍ଷ ଧରି ମିଳି ନ ଥିଲା ସୁଯୋଗ

କଲମ୍ବୋ, ୧୯।୨: ଶ୍ରୀଲଙ୍କାର ଦ୍ରୁତ ବୋଲର୍‌ ଧାମିକା ପ୍ରସାଦ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୭ ବର୍ଷୀୟ ଏହି ବୋଲର୍‌ ୨୫ଟି ଟେଷ୍ଟ, ୨୪ ଏକଦିବସୀୟ ଏବଂ ଗୋଟିଏ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାର ପ୍ରତିନିଧିତ୍ୱ କରିଥିଲେ। ୨୦୦୬ରେ…

ବଲ୍‌ବୟରୁ ମୁମ୍ବାଇ ଇଣ୍ଡିଆନ୍ସର ନେଟ୍‌ ବୋଲର୍‌, ଏବେ ଫ୍ରାଞ୍ଚାଇଜ୍‌ କିଣିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଅର୍ଜୁନ

ଚେନ୍ନାଇ,୧୯।୨: ଆଇପିଏଲ୍‌ର ମିନି ଅକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଫ୍ରାଞ୍ଚାଇଜ୍‌ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ତଥା ଯୁବ ଅଲ୍‌ରାଉଣ୍ଡର ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଛି। ତାଙ୍କର ବେସ୍‌ ବ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଥିଲା। ଚେନ୍ନାଇରେ ଶେଷ ଖେଳାଳି ଭାବେ ତାଙ୍କ…

କରିନାଙ୍କ ପୁଅ ହେବ ନା ଝିଅ: ଜ୍ୟୋତିଷ କଲେ ଭବିଷ୍ୟବାଣୀ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ପରିବାର ସଦସ୍ୟଙ୍କ ସହିତ ତାଙ୍କର ପ୍ରଶଂସକମାନେ ମଧ୍ୟ ନୂଆ ଅତିଥିଙ୍କ ଆଗମନ ପାଇଁ ବହୁତ ଉତ୍ସାହିତ। କରୀନାଙ୍କ ପ୍ରସବ ପୂର୍ବରୁ ତାଙ୍କ ଦ୍ୱିତୀୟ ସନ୍ତାନ ପାଇଁ…

ବାପା ଅଟୋ ଡ୍ରାଇଭର, ଆଇପିଏଲ୍‌ ନିଲାମ ପରେ କୋଟିପତି ହେଲେ ପୁଅ; ତଥାପି ଆଖିରେ ଲୁହ

ନୂଆଦିଲ୍ଲୀ,୧୯।୨: ଆଇପିଏଲ୍‌ ନିଲାମର କିଛି ମିନିଟ ମଧ୍ୟରେ କୋଟିପତି ହୋଇଥିଲେ ଚେତନ ସାକାରିୟା। ତାଙ୍କର ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଥିବା ବେଳେ ରାଜସ୍ଥାନ ରୟାଲ୍ସ ଟିମ୍‌ ତାଙ୍କୁ ୧.୨୦ କୋଟି ଟଙ୍କାରେ କ୍ରୟ କରିଥିଲା। ଭାବନଗର ଜିଲାର ଏକ…

କିଏ ସେ ‘ଶାହରୁଖ ଖାନ୍‌’; ୫ କୋଟି ୨୫ ଲକ୍ଷ ଟଙ୍କା ଦେଇ ଯାହାକୁ କିଣିଲେ ପ୍ରିତି ଜିଣ୍ଟା

ଚେନ୍ନାଇ,୧୯।୨: ଆଇପିଏଲ୍‌ ନିଲାମରେ ବହୁ ଖେଳାଳି ଅପ୍ରାତ୍ୟାଶିତ ମୂଲ୍ୟରେ ବିକ୍ରି ହୋଇଛନ୍ତି। ସେଥିମଧ୍ୟରୁ ବଲିଉଡ୍‌ ଷ୍ଟାରଙ୍କ ନାମଧାରୀ ସ୍ପିନ୍‌ ଅଲରାଉଣ୍ଡର ଶାହରୁଖ ଖାନ୍‌ ଅନ୍ୟତମ। ନିଲାମ ସମୟରେ ତାଙ୍କ ନାମ ଡକାଯିବା ପରେ ସେଠାରେ ଉପସ୍ଥିତ ଲୋକଙ୍କ ମୁହଁରେ ହସ ଥିଲା।…

ଧୋତି-କୁର୍ତ୍ତା ପିନ୍ଧି ମ୍ୟାଚ୍‌ ଖେଳିଲେ କ୍ରିକେଟର୍‌

ବାରାଣସୀ,୧୯।୨: ଧର୍ମନଗରୀ କାଶୀରେ କ୍ରିକେଟର ଏହି ଭିନ୍ନ ଶୈଳୀ ଦେଖିବାକୁ ମିଳେ। ଖେଳାଳିମାନେ ପଡ଼ିଆରେ କ୍ରୀଡା ପୋଷାକ ବଦଳରେ ଧୋତି-କୁର୍ତ୍ତା ଏବଂ ଅମ୍ପାୟାରଠାରୁ ଆରମ୍ଭ କରି ମନ୍ତବ୍ୟର କମେଣ୍ଟେଟର୍‌ ପର୍ଯ୍ୟନ୍ତ ସମସ୍ତେ ହିନ୍ଦୀ କିମ୍ବା ଇଂରାଜୀରେ ନୁହେଁ ବରଂ ସଂସ୍କୃତରେ କଥାବାର୍ତ୍ତା…

ଏହି ବଡ ବଡ ଖେଳାଳିଙ୍କୁ କିଣିଲେ ନାହିଁ କୌଣସି ଦଳ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ନିଲାମରେ ସମସ୍ତ ୮ ଟିମ ମିଳିତ ଭାବରେ ୫୭ ଖେଳାଳି କିଣିଛନ୍ତି। ପଞ୍ଜାବ ଦଳ ସର୍ବାଧିକ ଖେଳାଳି କିଣିଥିବାବେଳେ ଚେନ୍ନାଇ ୬, ଦିଲ୍ଲୀ-କୋଲକାତା ଏବଂ ରାଜସ୍ଥାନ ୮-୮ ଖେଳାଳି କିଣିଛି। ମୁମ୍ବାଇ ୭ ଖେଳାଳି ଏବଂ…

ମୁମ୍ବାଇ ଇଣ୍ଡିଆନ୍ସରେ ପୁଅ ସାମିଲ ହେବା ପରେ ସଚିନଙ୍କ ଝିଅ କହିଲେ ଏମିତି

ନୂଆଦିଲ୍ଲୀ,୧୯।୨: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ କ୍ରିକେଟ କ୍ୟାରିୟର ଆହୁରି ମଜଭୁତ ହୋଇଛି। ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ ନିଜ ଦଳରେ ନେଇଛି। ଫ୍ରାଞ୍ଚାଇଜ ଅର୍ଜୁନଙ୍କୁ ତାଙ୍କ ମୂଳ ମୂଲ୍ୟରେ ୨୦ ଲକ୍ଷ ଟଙ୍କା କିଣିଛି। ଗତ…

ଅର୍ଜୁନଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ : ଜାହିର ଖାନ କହିଲେ ଏମିତି

ଚେନ୍ନାଇ,୧୯।୨ – ଆଗାମୀ ଆଇପିଏଲରେ ଅର୍ଜୁନଙ୍କୁ ପ୍ରମାଣ କରିବାକୁ ପଡ଼ିବ ବୋଲି ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଫ୍ରାଞ୍ଚାଇଜର କ୍ରିକେଟ ଅପରେଶନ୍ସ ନିର୍ଦ୍ଦେଶକ ତଥା ପୂର୍ବତନ ପେସର ଜାହିର ଖାନ କହିଛନ୍ତି। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ତଥା ଯୁବ ଅଲରାଉଣ୍ଡର…

ଦୂତୀଙ୍କୁ ସ୍ବର୍ଣ୍ଣ, ଅମିୟ ବ୍ରୋଞ୍ଜ୍‌

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି): କରୋନା ମହାମାରୀ ଜନିତ ଦୀର୍ଘ ଦିନର ବ୍ରେକ୍‌ ପରେ ଭାରତୀୟ ଆଥଲେଟ୍‌ମାନେ ପ୍ରଥମଥରପାଇଁ ଗୁରୁବାର ଟ୍ରାକ୍‌କୁ ଓହ୍ଲାଇଛନ୍ତି। ପଞ୍ଜାବର ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ସ୍ବର୍ଣ୍ଣ ଏବଂ ଅମିୟ…

ହାସିମୋତୋ ଟୋକିଓ ଅଲିମ୍ପିକ ସଭାପତି

ଟୋକିଓ, ୧୯ା୨ (ଏପି)-ସିକୋ ହାସିିମୋତୋ ଟୋକିଓ ଅଲିମ୍ପିକ ଆୟୋଜକ କମିଟି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୭ଟି ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ତନ୍ମଧ୍ୟରେ ୪ଟି ଶୀତକାଳୀନ ଅଲିମ୍ପିକ୍ସ ଏବଂ ୩ଟି ଗ୍ରୀଷ୍ଣକାଳୀନ ଅଲିମ୍ପିକ୍ସ ରହିଛି। ଜାପାନରେ ରାଜନୀତି ହେଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?