ଖେଳ

ମିକ୍ସଡ୍‌ ଡବଲ୍ସ: ବାରବୋରା- ରାଜୀବ ଚାମ୍ପିୟନ

ମେଲବୋର୍ନ,୨୧।୨: ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଇଭେଣ୍ଟରେ ଏଥର ଚେକ୍‌ ଗଣରାଜ୍ୟର ବାରବୋରା କ୍ରେଜ୍‌ସିକୋଭା ଓ ଆମେରିକାର ରାଜୀବ ରାମ ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଷଷ୍ଠ ସିଡ୍‌ ଏହି ଯୋଡି ୬-୧, ୬-୪ ସେଟ୍‌ରେ ଅତି ସହଜରେ…

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ: ଭାରତୀୟ ଦଳରେ ସୂର୍ଯ୍ୟକୁମାର, ଇଶାନ, ଟଓ୍ବୋଟିଆ

ନୂଆଦିଲ୍ଲୀ,୨୧।୨: ଆଗାମୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟି୨୦ ସିରିଜ ପାଇଁ ଶନିବାର ଏକ ୧୯ ଜଣିଆ ଦଳ ଘୋଷଣା କରାଯାଇଛି। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ସଂସ୍କରଣରେ ଦମ୍‌ଦାର ପ୍ରଦର୍ଶନ କରିଥିବା ୩ଜଣ ଖେଳାଳି…

ନାଓମି ଓସାକା ଜିତିଲେ ଅଷ୍ଟ୍ରେଲିଆ ଓପନ୍‌

ମେଲବୋର୍ନ,୨୦।୨:ଅଷ୍ଟ୍ରେଲୀୟ ଓପନ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଟାଇଟଲ ଶନିବାର ନାଓମି ଓସାକା ଜିତିଛନ୍ତି। ୨୩ ବର୍ଷୀୟ ଜାପାନୀ ଖେଳାଳି ଫାଇନାଲରେ ଜେନିଫର ବ୍ରାଡିଙ୍କୁ ୬-୪, ୬-୩ ରେ ପରାସ୍ତ କରିଛନ୍ତି।ଏହା ତାଙ୍କ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡସ୍ଲାମ ଥିଲା। ଏହାପୂର୍ବରୁ ସେ…

ସଚିନଙ୍କ ପୁଅ ସପକ୍ଷରେ ବାହାରିଲେ ଅଭିନେତା, କହିଲେ ଏମିତି

ମୁମ୍ବାଇ,୨୦।୨: ଭାରତର କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ କିଣିଛି। ଚେନ୍ନାଇରେ ଆୟୋଜିତ ଆଇପିଏଲର ୧୪ଶ ସଂସ୍କରଣର ଅକ୍ସନରେ ଅର୍ଜୁନଙ୍କୁ ୨୦ ଟଙ୍କାର ବେସ ପ୍ରାଇସରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ୨୧ ବର୍ଷୀୟ ଅର୍ଜୁନ…

ଏହି କ୍ରିକେଟର୍‌ଙ୍କ କବାଟ ବାଡେଇଲେ ରୋହିତ ଶର୍ମା, ଖୋଲିବା ପରେ ତାଙ୍କୁ କଲେ ଆଲିଙ୍ଗନ

ଆଇପିଏଲ ନିଲାମରେ ୯.୨୫ କୋଟି ଟଙ୍କାରେ ବିକ୍ରି ହେବା ପରେ ଭାରତୀୟ ଦଳର ନେଟ ବୋଲର କୃଷ୍ଣପ୍ପା ଗୌତମ ଭାବପ୍ରବଣ ହୋଇପଡିଛନ୍ତି। ଏହା ବ୍ୟତୀତ ନିଲାମ ପରେ ତାଙ୍କ ମାତାପିତା ଏବଂ ସ୍ତ୍ରୀଙ୍କ ଆଖିରେ ଥିଲା ଖୁସିର ଲୁହ। ଚେନ୍ନାଇରେ ଅନୁଷ୍ଠିତ…

ବିଜୟ ହଜାରେ ଟ୍ରଫିରେ ଈଶାନ୍‌ଙ୍କ ଚୌକା-ଛକା ବର୍ଷା, ରେକର୍ଡ କଲା ଝାଡଖଣ୍ଡ

ନୂଆଦିଲ୍ଲୀ,୨୦।୨: ବିଜୟ ହଜାରେ ଟ୍ରଫି-୨୦୨୧ରେ ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଈଶାନ କିଶନ। ଶନିବାର ମଧ୍ୟପ୍ରଦେଶ ବିପକ୍ଷରେ ହୋଲ୍କର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଚଉକା ଛକା ବର୍ଷା କରିଥିଲେ। ୯୪ ବଲ୍‌ରେ ୧୯ ଚୌକା ଏବଂ ୧୧…

ଆଇପିଏଲ୍‌ରେ ସବୁଠୁ ବୟସ୍କ, କନିଷ୍ଠ ଦଳ ବିଷୟରେ ଜାଣନ୍ତି

ଚେନ୍ନାଇ,୨୦।୨:ଇଣ୍ଡିଆନ ପ୍ରିମିୟର ଲିଗ୨୦୨୧ର ନିଲାମରେ ମୋଟ ୫୭ ଖେଳାଳି ବିକ୍ରି ହୋଇଛନ୍ତି। କିଙ୍ଗସ ଏକାଦଶ ପଞ୍ଜାବ ସର୍ବାଧିକ ୯ ଖେଳାଳି କିଣିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୩ ଖେଳାଳିଙ୍କ ଉପରେ କିଣିଥିଲା। ତେବେ ୮ଟି ଦଳ ମଧ୍ୟରୁ କେଉଁ ଦଳ ସବୁଠାରୁ…

ପ୍ରୀତି ଜିଣ୍ଟାଙ୍କ ପୋଷ୍ଟରେ ଶ୍ରୀସନ୍ତ ଲେଖିଲେ ଏଭଳି କିଛି; ଟୁଇଟରରେ ଟ୍ରେଣ୍ଡ କଲା‘ ଶ୍ରୀସନ୍ତ ଫର୍‌ ଆଇପିଏଲ୍‌’

ନୂଆଦିଲ୍ଲୀ,୨୦।୨: ଆଇପିଏଲ୍‌ ୧୪ ଲାଗି ଆୟୋଜିତ ଖେଳାଳି ନିଲାମୀ ପ୍ରକ୍ରିୟାରେ ଅନେକ ଖେଳାଳି ବିକ୍ରି ହୋଇଛନ୍ତି। କିଛି କୋଟି କୋଟି ଟଙ୍କା ରୋଜଗାର କରିଥିବା ବେଳେ କିଛି ଲକ୍ଷାଧିକ ଟଙ୍କା କମାଇଥିଲେ। ହେଲେ କିଛି ଖେଳାଳି ଏଭଳି ଥିଲେ ଯେଉଁମାନେ ନାମାଙ୍କନ…

ଶାମୀଙ୍କ ସହ ବିନା ପୋଷାକରେ ଫଟୋ ଶେୟାର କଲେ ହସିନ ଜହାଁ, ପ୍ରଶଂସକ କହିଲେ…

ନୂଆଦିଲ୍ଲୀ,୨୦।୨: ୨୦୦୭ରେ ଭାରତୀୟ ଦଳର ଦ୍ରୁତ ବୋଲର୍‌ ମହମ୍ମଦ ଶାମୀଙ୍କୁ ବିବାହ କରିଥିଲେ ହସିନ ଜହାଁ। ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିଲା। ହେଲେ ୨୦୧୮ରେ ସେମାନଙ୍କ ମତାନ୍ତର ଥିବା ନେଇ ଜଣାପଡ଼ିଥିଲା। ପ୍ରତାରଣା ସହ…

ଅଷ୍ଟ୍ରେଲିୟ ଅଧିନାୟକଙ୍କୁ କିଣିଲେ ନାହିଁ କୌଣସି ଫ୍ରାଞ୍ଚାଇଜ୍‌, ରାଗିଯାଇ ଏଭଳି କହିଲେ ମାଇକେଲ କ୍ଲାର୍କ

ନୂଆଦିଲ୍ଲୀ,୨୦।୨: ନିକଟରେ ଶେଷ ହୋଇଛି ଆଇପିଏଲ୍‌ ୧୪ତମ ସଂସ୍କରଣ ଲାଗି ଖେଳାଳି ନିଲାମ ପ୍ରକ୍ରିୟା। ସମସ୍ତ ୮ ଫ୍ରାଞ୍ଚାଇଜ୍‌ ୨୨ ବିଦେଶୀ ଖେଳାଳିଙ୍କୁ କିଣିଛି। ହେଲେ ଅନେକ ବଡ଼ ଖେଳାଳି ଏଥିରୁ ବାଦ୍‌ ପଡ଼ିଛନ୍ତି। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଦିନିକିଆ…

ବିଶ୍ୱର ସର୍ବବୃହତ ଷ୍ଟାଡିୟମ୍‌ରେ ଖେଳାଯିବ ଭାରତ-ଇଂଲଣ୍ଡ ମ୍ୟାଚ୍‌

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ଖେଳାଯିବ। ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ୍‌। ୨୪ ଫେବୃୟାରୀରୁ ଏଠାରେ ହେବାକୁ ଥିବା ଦିବାରାତ୍ର ମ୍ୟାଚ୍‌ ପାଇଁ ଏଠାରେ…

ଓଡ଼ିଶା ଏଫ୍‌ସି ଛାଡ଼ିଲେ ପେଟନ

ଭୁବନେଶ୍ୱର, ୨୦।୨(କ୍ରୀଡ଼ା ପ୍ରତିନିଧି)- ଅନ୍ତରିଣ କୋଚ୍‌ ଗେରାଲ୍ଡ ପେଟନ ବ୍ୟକ୍ତିଗତ କାରଣ ଦର୍ଶାଇ ଓଡ଼ିଶା ଏଫ୍‌ସି ଛାଡ଼ିଛନ୍ତି। ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ର ଗୋଆ ବିପକ୍ଷ ମ୍ୟାଚପରେ ସେ ସ୍ବଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚଳିତ ଲିଗ୍‌ରେ ଓଡ଼ିଶା ଏଫ୍‌ସିର ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?