ହକି ଷ୍ଟାଡିୟମରେ ମାଇକେଲଙ୍କୁ ଗାର୍ଡ ଅଫ୍ ଅନର
ରାଉରକେଲା ଅଫିସ,୨ା ୧- ବିଶିଷ୍ଟ ହକି ତାରକା ମାଇକେଲ କିଣ୍ଡୋଙ୍କ ଶେଷକୃତ୍ୟ ଶୁକ୍ରବାର ଖ୍ରୀଷ୍ଟୀୟ ରୀତିନୀତିରେ ହମିରପୁର ଚର୍ଚ୍ଚରେ ଶେଷ ହୋଇଛି। ପୂର୍ବାହ୍ନରେ ତାଙ୍କ ମୃତଦେହ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରୁ ବାସଭବନ ସେକ୍ଟର-୬କୁ ଅଣାଯାଇଥିଲା। ପରେ ସେକ୍ଟର-୫ ବିଜୁ…
କନ୍ୟାସନ୍ତାନର ଜନକ ହେଲେ ଉମେଶ
ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆ ଗସ୍ତରେ ଆହତ ସମସ୍ୟା ମଧ୍ୟରେ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଙ୍କ ପାଇଁ ନୂଆ ବର୍ଷର ପ୍ରଥମ ଦିନରେ ଆସିଛି ଖୁସି ଖବର। ସ୍ତ୍ରୀ ତାନ୍ୟା ଓ୍ବାଧଓ୍ବା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ ଉମେଶ ଟୁଇଟର ମାଧ୍ୟମରେ…
ରୋହିତ ଉପଅଧିନାୟକ
ନୂଆଦିଲ୍ଲୀ, ୨।୧(ପି.ଟି.)- ସିନିୟର ଓପନର ରୋହିତ ଶର୍ମା କ୍ୟାରିୟରରେ ପ୍ରଥମଥରପାଇଁ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଉପଅଧିନାୟକ ମନୋନୀତ ହୋଇଛନ୍ତି। ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ରୋହିତଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି। ଆଡିଲେଡ୍ରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ପରେ ନିୟମିତ…
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ: ନଟରାଜନ, ଶାର୍ଦ୍ଦୁଳଙ୍କୁ ସୁଯୋଗ
ମେଲବୋର୍ନ, ୨।୧(ପି.ଟି.)- ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ଟି ମ୍ୟାଚ ପାଇଁ ୟର୍କର ସ୍ପେଶାଲିଷ୍ଟ ଥଙ୍ଗାରାସୁ ନଟରାଜନ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ମିଳିଛି। ଆହତ ଉମେଶ ଯାଦବଙ୍କ ସ୍ଥାନ ନେଇଛନ୍ତି ନଟରାଜନ। ସେହିପରି ମହମ୍ମଦ ଶାମିଙ୍କ ସ୍ଥାନରେ…
ଭାରତୀୟ ବୋଲରଙ୍କ ଜାଲରେ କେତେଥର ଫସିଛୁ: ଲାବୁସ୍କାନ
ମେଲବୋର୍ନ,୨।୧(ପି.ଟି.): ଗତ ଦୁଇଟି ଟେଷ୍ଟରେ ଆମେ ଭାରତୀୟ ବୋଲରଙ୍କ ଜାଲରେ କେତେଥର ଫସିଛୁ ବୋଲି ଅଷ୍ଟ୍ରେଲିଆ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନ ସ୍ବୀକାର କରିଛନ୍ତି। ଭାରତୀୟ ବୋଲରମାନେ ସଫଳତାର ସହ ଆମକୁ କେତେଥର ଚକ୍ମା ଦେଇଛନ୍ତି। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ…
ନୂଆବର୍ଷ: ପ୍ରଶଂସକଙ୍କୁ କୋହଲି, ଅନୁଷ୍କାଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ପାଇଁ ପ୍ରଶଂସକଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି। ଅନୁଷ୍କା ନିଜର ଓ କୋହଲିଙ୍କର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…
ଆର୍ଜେଣ୍ଟିନା ବିପକ୍ଷରେ ଭଲ ଖେଳିଲେ ଆତ୍ମବିଶ୍ୱାସ ବୃଦ୍ଧି ହେବ: ରାଣୀ ରାମପାଲ
ନୂଆଦିଲ୍ଲୀ,୨।୧(ପି.ଟି.): ଆଗକୁ ଆୟୋଜନ ହେବାକୁ ଥିବା ଆର୍ଜେଣ୍ଟିନା ବିପକ୍ଷ ସିରିଜରେ ଭାରତୀୟ ମହିଳା ହକି ଦଳ ଭଲ ପ୍ରଦର୍ଶନ କଲେ ଆତ୍ମବିଶ୍ୱାସରେ ବୃଦ୍ଧି ହେବ ବୋଲି ଅଧିନାୟିକା ରାଣୀ ରାମପାଲ କହିଛନ୍ତି। ଅଲିମ୍ପିକ୍ସ ଖେଳିବା ପାଇଁ ଟୋକିଓ ଯିବା ପୂର୍ବରୁ ଦଳର…
ବୁମ୍ରା ସବୁଠାରୁ ଚତୁର ଦ୍ରୁତ ବୋଲର: ଅଖ୍ତାର
ନୂଆଦିଲ୍ଲୀ,୨।୧(ପି.ଟି.): ଭାରତୀୟ ତାରକା ଦ୍ରୁତ ବୋଲର ଯଶ୍ପ୍ରୀତ ବୁମ୍ରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପାକିସ୍ତାନ ପୂର୍ବତନ ପେସର ସୋଏବ ଅଖ୍ତର। ଏବେ ବୁମ୍ରା ବିଶ୍ୱର ସବୁଠାରୁ ସ୍ମାର୍ଟ ତଥା ଚତୁର ଦ୍ରୁତ ବୋଲର ବୋଲି ସେ କହିଛନ୍ତି। ବାୟୁରେ ସେ ପ୍ରତିପକ୍ଷ…
କନ୍ୟା ସନ୍ତାନର ବାପା ହେଲେ ଉମେଶ ଯାଦବ
ନୂଆଦିଲ୍ଲୀ,୧ା୧- ଭାରତୀୟ କ୍ରିକେଟର ଉମେଶ ଯାଦବ ଶୁକ୍ରବାର ଫ୍ୟାନମାନଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି। କନ୍ୟା ସନ୍ତାନର ବାପା ହେବାର ସୌଭାଗ୍ୟ ଲାଭ କରିଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ୩୩ ବର୍ଷୀୟ ପେସର। ‘ ରାଜକୁମାରୀଙ୍କୁ ଦୁନିଆକୁ…
ପୂଜାରାଙ୍କ ବଦଳରେ ରୋହିତଙ୍କୁ ବଡ଼ ଦାୟିତ୍ତ୍ୱ
ନୂଆଦିଲ୍ଲୀ,୧ା୧- ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ପିରିୟଡ୍ ଶେଷ କରିଥିବା ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦୁଇ ଟେଷ୍ଟ ମ୍ୟାଚ୍ରେ ବଡ଼ ଦାୟିତ୍ତ୍ୱ ତୁଲାଇବେ। ଚେତେଶ୍ୱର ପୂଜାରାଙ୍କ ବଦଳରେ ରୋହିତଙ୍କୁ ଉପଅଧିନାୟକ ପଦ ଦିଆଯାଇଛି। ନିୟମିତ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଅନୁପସ୍ଥିତ…
ବିରାଟ କୋହଲି ଏମିତି ପାଳିଲେ ନୂଆବର୍ଷ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ବନ୍ଧୁଙ୍କ ସହ ନୂଆବର୍ଷ ପାଳନ କରିଛନ୍ତି। ଏହି ସମୟର କିଛି ଫଟୋ କୋହଲି ନିଜର ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ଏହି ଫଟୋରେ କୋହଲିଙ୍କୁ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସମେତ ହାର୍ଦ୍ଦିକ ପାଣ୍ଡ୍ୟା…
କନ୍ୟା ସନ୍ତାନର ପିତା ହେଲେ ଏହି ଲୋକପ୍ରିୟ କ୍ରିକେଟର
ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ଦ୍ରୁତ ବୋଲର ଉମେଶ ଯାଦବଙ୍କ ଘରକୁ ଆସିଛି ନୂଆ ଅତିଥି। ଯାଦବଙ୍କ ପତ୍ନୀ ଶୁକ୍ରବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଯାଦବଙ୍କ ଏକ…
Archives


